ଭୁବନେଶ୍ୱରରେ ଖୋଲିବ ମନ୍ଦିର । ଆସନ୍ତା ୩ ତାରିଖରୁ ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ଅନୁମତି ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଖୋଲିବ ମନ୍ଦିର । ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି । ଆସନ୍ତା ୩ ତାରିଖରେ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାକୁ ବିଏମସିର ଅନୁମତି । ଲିଙ୍ଗରାଜଙ୍କ ମନ୍ଦିର ବ୍ୟତିତ ଅନ୍ୟ ମନ୍ଦିର ଖୋଲିବାକୁ ବି ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କଟକଣା ପାଇଁ ସାଧାରଣ ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ଯାଆସ ଉପରେ କଟକଣା ଲଗାଯାଇଥିଲା । ମନ୍ଦିର ଭିତରେ ରୀତିନୀତି ଚାଲିଥିବା ବେଳେ ଦର୍ଶନ ବନ୍ଦ ରହିଥିଲା । ମାତ୍ରContinue reading “ଭୁବନେଶ୍ୱରରେ ଖୋଲିବ ମନ୍ଦିର । ଆସନ୍ତା ୩ ତାରିଖରୁ ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ଅନୁମତି ।”

ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଫେସବୁକ ତିଆରି କରୁଛି ଏକ ନୂଆ ଟୁଲ, ୟୁଜର୍ସଙ୍କ ମସ୍ତିଷ୍କକୁ ପଢିପାରିବ ଏହି ଫେସବୁକ ଟୁଲ୍ ।

କନକ ବ୍ୟୁରୋ : ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଆଗାମୀ ଦିନରେ ଫେସବୁକ ଆଣିବାକୁ ଯାଉଛି ନୂଆ ଫିଚର । ଫେସବୁକ ଏକ ନୂଆ ଟୁଲ ତିଆରି କରୁଛି ଯାହା ମାଧ୍ୟମରେ ୟୁଜର୍ସଙ୍କ ମସ୍ତିଷ୍କକୁ ପଢିପାରିବ ଏହି ଫେସବୁକ ଟୁଲ୍୍ । ୟୁଜର୍ସ ଯାହା ଚିନ୍ତା କରୁଥିବେ ବା ଭାବୁଥିବେ ତାହା ଫେସବୁକରେ ଆକ୍ସନ ମାଧ୍ୟମରେ ପରିବର୍ତ୍ତନ ହୋଇଯିବ । ଏଭଳି ଏକ ନୂଆ ପ୍ରୋଜେକ୍ଟ  ଉପରେ କାମ କରୁଛି ଫେସବୁକ । ପୂର୍ବରୁ ମଧ୍ୟContinue reading “ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଫେସବୁକ ତିଆରି କରୁଛି ଏକ ନୂଆ ଟୁଲ, ୟୁଜର୍ସଙ୍କ ମସ୍ତିଷ୍କକୁ ପଢିପାରିବ ଏହି ଫେସବୁକ ଟୁଲ୍ ।”

ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ରନରେ ଆଗୁଆ ଟିମ ଇଣ୍ଡିଆ ।

କନକ ବ୍ୟୁରୋ : ରୋଚକ ମୋଡରେ ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍୍ ଟେଷ୍ଟ । ଏହି ମ୍ୟାଚର ଦ୍ୱିତୀୟ ଦିନ ଖେଳ ସରିଯାଇଛି । ଏହାସହ ୬୨ ରନରେ ଆଗୁଆ ରହିଛି ଟିମ ଇଣ୍ଡିଆ । ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଭାରତ ୬ ଓଭର ଖେଳି ୧ ୱିକେଟ ହରାଇ ୯ ରନ କରିଛି । ମୟଙ୍କ ଅଗ୍ରୱାଲ ଓ ଯଶପ୍ରୀତ ବୁମରାହ ନଟ ଆଉଟ ରହିଛନ୍ତି । ଏହି ଡେ ନାଇଟ ଟେଷ୍ଟରେ ଭାରତContinue reading “ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ରନରେ ଆଗୁଆ ଟିମ ଇଣ୍ଡିଆ ।”

ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ । କହିଲା, ତଦନ୍ତକାରୀ ସଂସ୍ଥା ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି ।

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ । ଏନେଇ ଓଡିଶା ପୋଲିସ କହିଛି, ଏସଆଇଟି ତଦନ୍ତ ପ୍ରସଙ୍ଗରେ ଭିତ୍ତିହୀନ ଅଭିଯୋଗ ଚିନ୍ତାର ବିଷୟ । ମାମଲାରେ ଅନେକ ଲୋକଙ୍କୁ ପଚରା ଉଚରା କରାଯାଇଛି । ତଦନ୍ତରେ ସବୁ ଗ୍ରାମବାସୀ ସହଯୋଗ କରୁଛନ୍ତି । ତଦନ୍ତକାରୀ ସଂସ୍ଥାରେ ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି । ଏହାଦ୍ୱାରା ତଦନ୍ତକାରୀ ଅଧିକାରୀ ହତୋତ୍ସାହିତ ହେବେ । ପରୀ ମାମଲାରେ ଏସଆଇଟି ନୟାଗଡ ଯଦୁପୁରContinue reading “ପରୀ ମୃତ୍ୟୁ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ । କହିଲା, ତଦନ୍ତକାରୀ ସଂସ୍ଥା ଉପରେ ଜଣେ ବ୍ୟକ୍ତି ଭିତ୍ତିହୀନ ଆରୋପ ଲଗାଉଛନ୍ତି ।”

କ୍ରିକେଟ ପରେ ଏବେ ଫାର୍ମିଂ ବିଜେନସରେ ମହେନ୍ଦ୍ର ସିଂ ଧୋନୀ । ନିଜ ଫାର୍ମରେ ପରିବା ଚାଷ କରିବା ସହ ଏହାକୁ ନେଇ ମାର୍କେଟରେ ବିକୁଛନ୍ତି ଧୋନୀ ।

କନକ ବ୍ୟୁରୋ : କ୍ରିକେଟରେ ନିଜ କ୍ୟାରିୟର ପରେ ଏବେ ଫାର୍ମିଂ ବିଜେନସରେ ମହେନ୍ଦ୍ର ସିଂ ଧୋନୀ । ଫାର୍ମିଂ ବିଜନେସରେ ନିଜ ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ଏହି ଦକ୍ଷ କ୍ରିକେଟର । ନିଜ ଫାର୍ମରେ ପରିବା ଚାଷ କରିବା ସହ ଏହାକୁ ନେଇ ମାର୍କେଟରେ ବିକୁଛନ୍ତି ଧୋନୀ । ଧୋନୀ ନିଜ ଫାର୍ମରେ ବିଭିନ୍ନ ଅର୍ଗାନିକ ପରିବା ଚାଷ କରୁଛନ୍ତି । ଆଉ ଏହି ପରିବା ଏବେ ମାର୍କେଟରେ ଯାଇ ବିକ୍ରି ହେଉଛି ।Continue reading “କ୍ରିକେଟ ପରେ ଏବେ ଫାର୍ମିଂ ବିଜେନସରେ ମହେନ୍ଦ୍ର ସିଂ ଧୋନୀ । ନିଜ ଫାର୍ମରେ ପରିବା ଚାଷ କରିବା ସହ ଏହାକୁ ନେଇ ମାର୍କେଟରେ ବିକୁଛନ୍ତି ଧୋନୀ ।”

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ । ଏନଏସଏ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ । ଏନଏସଏ ଅର୍ଥାତ ଜାତୀୟ ନିରାପତ୍ତା ଆଇନ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ । ଦାଦାବଟି ଅଦାୟ ଓ ଲୋକଙ୍କୁ ଭୟଭୀତ କରୁଥିବାରୁ ଏନଏସଏ ଲାଗୁ ହୋଇଛି । ଏହାସହ ଆଜି ରାଜାକୁ ଏସଡିଜେଏମ କୋର୍ଟରୁ ଜାମିନ ମିଳିଛି । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍୍ ବଣ୍ଡରେ ରାଜାକୁ ଜାମିନ ମିଳିଛି । ରାଜାକୁ ଗତ ଅକ୍ଟୋବରContinue reading “ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ । ଏନଏସଏ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ ।”

କାରାଟଲେନ-ତନିସ୍କର ସହଭାଗୀରେ ରାଉରକେଲା ଠାରେ ନୂଆ ଷ୍ଟୋରର ଶୁଭାରମ୍ଭ । ପୂର୍ବାଞ୍ଚଳରେ ମୋଟ ଷ୍ଟୋର ସଂଖ୍ୟା ୨୦ରେ ପହଞ୍ଚିଲା 

କନକ ବ୍ୟୁରୋ : କାରାଟଲେନ-ତନିସ୍କ ଏକ ସହଭାଗୀରେ ରାଉରକେଲା ଠାରେ ନୂଆ ଷ୍ଟୋରର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ପଦ୍ଧତିରେ ସପିଂ କରାଉଥିବା ଭାରତର ଅଗ୍ରଣୀ ଜୁଏଲାରୀ ରାଉରକେଲା ଠାରେ ପ୍ରଥମ ଷ୍ଟୋର ଖୋଲି ପୂର୍ବାଞ୍ଚଳରେ  ଏହାର ରିଟେଲ୍ ଉପସ୍ଥିତିକୁ ବୃଦ୍ଧି କରିଛି । ଏହି ଷ୍ଟୋରଟି ବିସ୍ରା ରାସ୍ତାରେ ଅବସ୍ଥିତ, ଯାହା ଗ୍ରାହକଙ୍କ ପାଇଁ ଏକ ସପିଂ ଗନ୍ତବ୍ୟସ୍ଥଳ । କାରାଟଲେନ ରିଟେଲ୍ ଏକ୍ସପାନସନ ବର୍ଷ ସାରା ଜାରି ରହିଛି ଏବଂ ଏହି ଷ୍ଟୋରର ଶୁଭାରମ୍ଭContinue reading “କାରାଟଲେନ-ତନିସ୍କର ସହଭାଗୀରେ ରାଉରକେଲା ଠାରେ ନୂଆ ଷ୍ଟୋରର ଶୁଭାରମ୍ଭ । ପୂର୍ବାଞ୍ଚଳରେ ମୋଟ ଷ୍ଟୋର ସଂଖ୍ୟା ୨୦ରେ ପହଞ୍ଚିଲା “

ମଦ ଦେଲାନି ବୋଲି ସାଙ୍ଗ ସାଜିଲା ସୈତାନ । ବାହାଘର ଦିନ ଛୁରୀ ଭୁସି ବରକୁ କଲେ ହତ୍ୟା । ଛି ! ମଦ ପାଇଁ ଏ କି ମାନସିକତା…

କନକ ବ୍ୟୁରୋ: ମଦ ପାଇଁ ମାରିଦେଲେ ସାଙ୍ଗ । ବାହାଘର ଦିନ ବରକୁ ହତ୍ୟା । ମିଳିଲାନି ମଦ, ମାରିଦେଲେ ସାଙ୍ଗ । ବାହାଘରରେ ମଦ ମଳିଲାନି ବୋଲି ବରକୁ ବିଭତ୍ସ ହତ୍ୟାକଲେ ସାଙ୍ଗ । ବେଦୀରୁ ଉଠିବାର କେଇ ଘଣ୍ଟା ଭିତରେ ବଦଲା ନେଲେ ମଦ୍ୟପ ସାଙ୍ଗ । ମଦ ପିଇବାର ନିଶା ଏତେ ଘାରିଥିଲା ଯେ ସବୁ ହିତାହିତ ଜ୍ଞାନ ଭୁଲି ଶେଷରେ ନୂଆ ବାହା ହୋଇଥିବା ନିଜ ସାଙ୍ଗକୁ ନିର୍ମମ ହତ୍ୟା କଲେContinue reading “ମଦ ଦେଲାନି ବୋଲି ସାଙ୍ଗ ସାଜିଲା ସୈତାନ । ବାହାଘର ଦିନ ଛୁରୀ ଭୁସି ବରକୁ କଲେ ହତ୍ୟା । ଛି ! ମଦ ପାଇଁ ଏ କି ମାନସିକତା…”

ଆଡିଲେଡରେ ଚମକିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ୧୯୧ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ : ଆଡିଲେଡ ଡେ ନାଇଟ ଟେଷ୍ଟରେ ଚମକିଲା ଟିମ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ଫଳରେ ଅଷ୍ଟ୍ରେଲିଆ ୭୨ ଓଭର ଖେଳି ୧୯୧ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଅଶ୍ୱିନୀ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି । ଏହି ଡେ ନାଇଟ ଟେଷ୍ଟରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଟିମContinue reading “ଆଡିଲେଡରେ ଚମକିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ୧୯୧ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ ।”

ଲୁହାପଥର ଯୋଗାଣ ବଢ଼ିଲେ ଇସ୍ପାତ ଦାମ୍ କମିବ : ମନିଷ ଖରବନ୍ଦା

କନକ ବ୍ୟୁରୋ :  କରୋନା ମହାମାରୀ ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରିଥିବା ବେଳେ ଇସ୍ପାତ ଶିଳ୍ପ ଏଥିରୁ ବାଦ୍ ପଡିନାହିଁ । ଦେଶରେ ଅର୍ଥନୀତି ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଏହି କ୍ଷେତ୍ର, ଏହାର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ)ର ଉପଦେଷ୍ଟା (ଲିଗାଲ, କର୍ପୋରେଟ ଆଫେୟାର୍ସ, ସିଏସଆର ଆଣ୍ଡ ସଷ୍ଟେନେବିଲିଟି) ମନିଷ ଖରବନ୍ଦା ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି । ସାକ୍ଷାତକାର : ପ୍ରଭାତContinue reading “ଲୁହାପଥର ଯୋଗାଣ ବଢ଼ିଲେ ଇସ୍ପାତ ଦାମ୍ କମିବ : ମନିଷ ଖରବନ୍ଦା”

Design a site like this with WordPress.com
Get started