କନକ ବ୍ୟୁରୋ : କରୋନା ପାଇଁ ୨୦୨୦ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଶିକ୍ଷାବର୍ଷ ଅଧା ସରି ଯାଇଥିଲେ ମଧ୍ୟ ଏବର୍ଷ କ୍ଲାସରୁମ୍ ଶିକ୍ଷା ଆଗେଇ ପାରିନାହିଁ। କେବେଠାରୁ ଆରମ୍ଭ ହେବ, ସେନେଇ ସମସ୍ତେ ଦ୍ବନ୍ଦ୍ବରେ। କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଏ ବିଷୟରେ ସ୍ପଷ୍ଟ କରିପାରୁ ନାହାନ୍ତି। ସମସ୍ତଙ୍କ ମୁହଁରେ ଏକପ୍ରକାର ତାଲା। ଏଭଳି ସମୟରେ ୨୦୨୧ରେ କିଭଳି ପାଠପଢ଼ା ହେବ ?, ଛୁଟି ସମୟରେ ବି କ୍ଲାସ ହେବ କି ? ଗ୍ରୀଷ୍ମContinue reading “ହାଇସ୍କୁଲରେ ହେବ ଗ୍ରୀଷ୍ମ ଛୁଟି : ମେ’ ୬ରୁ ଜୁନ୍ ୧୮ ଯାଏ ସ୍କୁଲ ବନ୍ଦ;ଦଶହରା ପୂଜା ଛୁଟି ୯ ଦିନ”
Category Archives: News
କରନ ଜୋହରଙ୍କୁ ନାରକୋଟିକ୍ସ ବ୍ୟୁରୋର ନୋଟିସ : ୨୦୧୯ରେ କରନଙ୍କ ପାର୍ଟିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ନେଉଥିବା ଭିଡିଓ ହୋଇଥିଲା ଭାଇରାଲ
କନକ ବ୍ୟୁରୋ : ପ୍ରତିଷ୍ଠିତ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ୨୦୧୯ରେ କରନ ଜୋହରଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି କଳାକାରମାନଙ୍କ ହାବଭାବରୁ ନିଶାରେ ଥିବାର ସନ୍ଦେହ କରାଯାଉଥିଲା । ଏହି ଭିଡିଓଟିକୁ ନିଜେ କରନ ଜୋହର ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ । ଭିଡିଓଟି ଭାଇରାଲ ହୋଇଥିବାବେଳେ ପାର୍ଟିରେContinue reading “କରନ ଜୋହରଙ୍କୁ ନାରକୋଟିକ୍ସ ବ୍ୟୁରୋର ନୋଟିସ : ୨୦୧୯ରେ କରନଙ୍କ ପାର୍ଟିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ନେଉଥିବା ଭିଡିଓ ହୋଇଥିଲା ଭାଇରାଲ”
ଧର୍ମଶାଳା ଯୁବତୀଙ୍କ ମିଳିଲା ପତ୍ତା । କିଡନାପ ପରେ କଟକରୁ ଉଦ୍ଧାର ହେଲେ ଅପହୃତ ଯୁବତୀ । ୧୨ ଦିନ ହେଲା ଥିଲେ ଅପହରଣକାରୀଙ୍କ କବଜାରେ…
କନକ ବ୍ୟୁରୋ: ଉଦ୍ଧାର ହେଲେ ଅପହୃତା ଯୁବତୀ । ଧର୍ମଶାଳାରୁ ବିହାର ଷ୍ଟାଇଲରେ କିଡନାପ ହୋଇଥିବା ଯୁବତୀ ଉଦ୍ଧାର ହୋଇଛନ୍ତି । ଧର୍ମଶାଳାରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ତାଙ୍କୁ କଟକରୁ ଉଦ୍ଧାର କରି ଯାଜପୁର ଧର୍ମଶାଳା ଅଣାଯାଉଥିବା ସୂଚନା ଦେଇଛନ୍ତି ଧର୍ମଶାଳା ଆଇଆଇସି । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଥିଲେ ଯୁବତୀ । ୨୧ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିନେଇ ଧର୍ମ ପରିବର୍ତନ ଓ ବିବାହ କରିବା ଉଦ୍ୟମ ଭଳି,Continue reading “ଧର୍ମଶାଳା ଯୁବତୀଙ୍କ ମିଳିଲା ପତ୍ତା । କିଡନାପ ପରେ କଟକରୁ ଉଦ୍ଧାର ହେଲେ ଅପହୃତ ଯୁବତୀ । ୧୨ ଦିନ ହେଲା ଥିଲେ ଅପହରଣକାରୀଙ୍କ କବଜାରେ…”
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନୀ ବୋଲର ମହମ୍ମଦ ଆମୀର । ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ବାରମ୍ବାର ମାନସିକ ନିର୍ଯାତନା ଯୋଗୁଁ ନେଉଛି ଅବସର
କନକ ବ୍ୟୁରୋ : ଅନେକ ସମୟରେ ବିବାଦ ଭିତରେ ଛନ୍ଦି ହୋଇ ରହୁଥିଲେ । ହେଲେ ବୋଲିଂ କଳାରେ ସେ ନିପୁଣ । ଏହାକୁ ଅସ୍ପୀକାର କରାଯାଇନପାରେ । ମାପୁଚୁପ ବୋଲିଂ କରି ବ୍ୟାଟସମ୍ୟାନଙ୍କ ମନରେ ଭୟ ସଂଚାର କରିବାରେ ସେ ବେଶ୍ ସଫଳ ହୋଇଆସିଛନ୍ତି । ମହମ୍ମଦ ଆମୀର । ପାକିସ୍ତାନର କ୍ରିକେଟର ଏବେକାର ସବୁଠୁ ସଫଳ ଓ ଘାତକ ବୋଲର । ତେବେ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହମ୍ମଦ ଆମୀର Continue reading “ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନୀ ବୋଲର ମହମ୍ମଦ ଆମୀର । ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ବାରମ୍ବାର ମାନସିକ ନିର୍ଯାତନା ଯୋଗୁଁ ନେଉଛି ଅବସର “
ଆଇପିଏସ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାମୁହିଁ । ସେପଟେ ଟିଏମସି ଛାଡ଼ିଲେ ଦଳର ଜଣେ ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ । ଅନ୍ୟଜଣେ ବିଧାୟକ ଜିତେନ୍ଦ୍ର ତିୱାରୀ ମଧ୍ୟ ଛାଡ଼ିଲେ ଦଳ
କନକ ବ୍ୟୁରୋ : ଗତ ସପ୍ତାହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିବଙ୍ଗ ଗସ୍ତ ବେଳେ ଏପରି କିଛି ବୟାନ ଶୁଣିବାକୁ ମିଳିଥିଲା । ଉଭୟ ବିଜେପି ଓ ମମତା ପରସ୍ପରକୁ ଆକ୍ରମଣ କରିବାକୁ ଭୁଲି ନଥିଲେ । ବାକ୍ ଯୁଦ୍ଧ, ଆରୋପ-ପ୍ରତ୍ୟାରୋପର ପର୍ବ ଜାରି ରହିଛି, ବରଂ ଦିନକୁ ତେଜିବାରେ ଲାଗିଛି । ଏସବୁ ଭିତରେ ପଶ୍ଚିମବଂଗ ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ଗଣାଯାଉଥିବା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି Continue reading “ଆଇପିଏସ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାମୁହିଁ । ସେପଟେ ଟିଏମସି ଛାଡ଼ିଲେ ଦଳର ଜଣେ ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ । ଅନ୍ୟଜଣେ ବିଧାୟକ ଜିତେନ୍ଦ୍ର ତିୱାରୀ ମଧ୍ୟ ଛାଡ଼ିଲେ ଦଳ “
ଚାଷୀ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ । ବର୍ତ୍ତମାନ ସ୍ଥିତିରେ ମନା କଲେ ଉଚ୍ଚ ନ୍ୟାୟାଳୟ ।
କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ ମନ୍ତବ୍ୟ । ଜାରି ରହିଥିବା କୃଷକଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ । ବର୍ତ୍ତମାନ ସ୍ଥିତିରେ ହସ୍ତକ୍ଷେପ କରିବାକୁ ମନା କଲେ ଉଚ୍ଚନ୍ୟାୟଳୟ । ସେପଟେ ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି କୃଷିମନ୍ତ୍ରୀଙ୍କ ଚିଠିକୁ ଚାଷୀ ନିଶ୍ଚିତ ପଢନ୍ତୁ । କୃଷିମନ୍ତ୍ରୀ ଚିଠି ଲେଖି ଭାବନା ପ୍ରକଟ କରିଛନ୍ତି ମୋଦି । ତେବେ ଚାଷୀ ଆନ୍ଦୋଳନକୁ ନେଇContinue reading “ଚାଷୀ ଆନ୍ଦୋଳନରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ । ବର୍ତ୍ତମାନ ସ୍ଥିତିରେ ମନା କଲେ ଉଚ୍ଚ ନ୍ୟାୟାଳୟ ।”
ବିଦ୍ୟାଶ୍ରୀଙ୍କ ଡାଏରୀକୁ ନେଇ ଚର୍ଚ୍ଚା । କାହିିଁକି ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତି ନେଲେ, ଏଥିପାଇଁ କେଉଁମାନେ ଦାୟୀ । ଏବେ ପ୍ରଶ୍ନ, ଡାଏରୀରେ କାହା କାହାର ନାଁ ଲେଖିଛନ୍ତି ବିଦ୍ୟାଶ୍ରୀ
କନକ ବ୍ୟୁରୋ : ପାଂଚ ମାସ ପୂର୍ବରୁ ଜୁଲାଇ ମାସରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ବନିଥିଲା । ଏତେ ଦିନର ବ୍ୟବଧାନ ପରେ ବୁଧବାର ହଠାତ୍ ଆଉ ଏକ ବଡ ଖବର ଆସିଲା ଯେ ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫେସବୁକରେ ଲାଇଭ କରି ଏହି ଉଦ୍ୟମ କରିଥିଲେ ବିଦ୍ୟାଶ୍ରୀ ଏବଂ ନିଦ ବଟିକା ଖାଉଥିବାର ଦେଖିବାକୁ ମିଳିଥିଲା । ଭିଡିଓରେ ବିଦ୍ୟାଶ୍ରୀContinue reading “ବିଦ୍ୟାଶ୍ରୀଙ୍କ ଡାଏରୀକୁ ନେଇ ଚର୍ଚ୍ଚା । କାହିିଁକି ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତି ନେଲେ, ଏଥିପାଇଁ କେଉଁମାନେ ଦାୟୀ । ଏବେ ପ୍ରଶ୍ନ, ଡାଏରୀରେ କାହା କାହାର ନାଁ ଲେଖିଛନ୍ତି ବିଦ୍ୟାଶ୍ରୀ”
ହ୍ୱାଟସଆପ ଗ୍ରାହକଙ୍କ ପାଇଁ ବଡ ସୂଚନା । ୨୦୨୧ ପରଠାରୁ ଏହି ଭର୍ସନରେ ଥିବା ଆଣ୍ଡ୍ରଏଡ ଫୋନରେ କାମ କରିବନି ହ୍ୱାଟସଆପ୍ ।
କନକ ବ୍ୟୁରୋ : ଭାରତରେ କୋଟି କୋଟି ହ୍ୱାଟସଆପ ୟୁଜର୍ସ ରହିଛନ୍ତି । ବ୍ୟବହାରକାରୀଙ୍କ ସୁବିଧା ପାଇଁ କିଛି ଦିନ ବ୍ୟବଧାନରେ କମ୍ପାନି ନୂଆ ନୂଆ ଫିଚର ଆଣୁଥିବା ବେଳେ ମେସେଜ ପଠାଇବା ସହଜ ହୋଇପାରିଛି। ପ୍ରତି ବର୍ଷ ଉପଭୋକ୍ତାମାନଙ୍କୁ ଏକ ଭଲ ମେସେଜିଂ ଅଭିଜ୍ଞତା ଦେବା ପାଇଁ ହ୍ୱାଟସଆପକୁ କମ୍ପାନି ଅପଡେଟ୍ କରୁଥିବା ବେଳେ ଆସନ୍ତା ବର୍ଷ ମଧ୍ୟ ହ୍ବାଟସଆପ ଆପ ଅପଡେଟ୍ ହେବ। କିନ୍ତୁ ଅପଡେଟ୍ ହେବା ପରେ ଅନେକ ଫୋନରେ ଏହି ଆପContinue reading “ହ୍ୱାଟସଆପ ଗ୍ରାହକଙ୍କ ପାଇଁ ବଡ ସୂଚନା । ୨୦୨୧ ପରଠାରୁ ଏହି ଭର୍ସନରେ ଥିବା ଆଣ୍ଡ୍ରଏଡ ଫୋନରେ କାମ କରିବନି ହ୍ୱାଟସଆପ୍ ।”
ରାଜ୍ୟରେ ମାତିଛନ୍ତି ସାଇବର ଠକ । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ପିପିଲିରେ ଠକିନେଲେ ୧୫ ହଜାର । କନକ ନ୍ୟୁଜ ଭଂଜନଗର ପ୍ରତିନିଧିଙ୍କୁ ମଧ୍ୟ ଠକଙ୍କ ଟାର୍ଗେଟ
କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀ ବାଗଲପୁର ଅଂଚଳର ବିମ୍ବାଧର ସ୍ୱାଇଁ । ବୃତିରେ ଜଣେ ଅଟୋ ଡ୍ରାଇଭର । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ତାଙ୍କୁ ୧୫ ହଜାର ଲୁଟି ନେଇଛି ଠକ । ହ୍ୱାଟ୍ସଆପ୍ ଜରିଆରେ ନକଲି ଚେକ୍ର କପି ପଠାଇ ବିମ୍ବାଧରଙ୍କ ବିଶ୍ୱାସ ଜିତିବା ପରେ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ଠକି ନେଇଛି । ଲଟେରୀ ଲୋଭ ଯୋଗୁଁ ଠକାମୀରେ ପଡିଛନ୍ତି ବିମ୍ବାଧର । ପ୍ରଥମେContinue reading “ରାଜ୍ୟରେ ମାତିଛନ୍ତି ସାଇବର ଠକ । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ପିପିଲିରେ ଠକିନେଲେ ୧୫ ହଜାର । କନକ ନ୍ୟୁଜ ଭଂଜନଗର ପ୍ରତିନିଧିଙ୍କୁ ମଧ୍ୟ ଠକଙ୍କ ଟାର୍ଗେଟ “
କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇପିଏଫ ପେନସନଭୋଗୀଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ଦାବି ।
କନକ ବ୍ୟୁରୋ : ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ମାସିକ ପେନସନ ପରିମାଣକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗ ୱାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ଓଡ଼ିଶାର ପ୍ରାୟ ୧.୬୨ ଲକ୍ଷ ଇପିଏଫ ପେନସନଭୋଗୀଙ୍କ ଦୁରାବସ୍ଥା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଲେଖିଛନ୍ତି ଯେ ଏହି ପେନସନଧାରୀମାନେ ନିଜର ଯୁବା ବୟସରେ ଦେଶଗଠନ ଦିଗରେ ନିଜର ଯୋଗଦାନContinue reading “କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇପିଏଫ ପେନସନଭୋଗୀଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ଦାବି ।”