କନକ ବ୍ୟୁରୋ : ଆଜି ଠାରୁ ଭାରତ – ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ । ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏହି ମ୍ୟାଚ୍ ଦିବାରାତ୍ର ରହିବ । ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ପୃଥ୍ୱୀ ସ, ମୟଙ୍କ ଅଗ୍ରୱାଲ. ଚେତେଶ୍ୱର ପୂଜାରା, ଆଜିଜ୍ଞା ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା ୱିକେଟ୍ କିପର ଦଳରେ ସ୍ଥାନ ପାଇଛନ୍ତିContinue reading “ଆଜି ଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ : ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ସିରିଜର ପ୍ରଥମ ଦିବାରାତ୍ର ମ୍ୟାଚ୍ “
Category Archives: News
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ : ବିଧାୟକ ପଦରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ; ବିଜେପିରେ ଶୁଭେନ୍ଦୁ ସାମିଲ ହେବା ନେଇ ଚର୍ଚ୍ଚା
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜିଙ୍କୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗ କ୍ଷମତାସୀନ ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଚନ୍ତି । ଗତ ମାସରେ ମମତା କ୍ୟାବିନେଟରୁ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭାContinue reading “ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ : ବିଧାୟକ ପଦରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ; ବିଜେପିରେ ଶୁଭେନ୍ଦୁ ସାମିଲ ହେବା ନେଇ ଚର୍ଚ୍ଚା”
ବରଗଡର ପ୍ରଧାନଶିକ୍ଷକ ସମ୍ପତି ଦେଖି ଟେରା ହେଲା ଭିଜିଲାନ୍ସ ଟିମ୍ : ଠାବ କଲେ ୩ କୋଠା , ୧୨ ପ୍ଲଟକୁ ମିଶାଇ ୪ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତି
କନକ ବ୍ୟୁରୋ : ଦୁଇ ଦିନ ଭିତରେ ଦୁଇ ଜଣ କୋଟି ପତି ଶିକ୍ଷକଙ୍କୁ ଠାବ କରିଛି ଭିଜିଲାନ୍ସ । ଜଣେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଗଇନ୍ଥାପାଲି ସ୍ଥିତ ପଂଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ । ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅମାପ ସମ୍ପତି ଦେଖି ଚକିତ ହୋଇଯାଇଛନ୍ତି ।Continue reading “ବରଗଡର ପ୍ରଧାନଶିକ୍ଷକ ସମ୍ପତି ଦେଖି ଟେରା ହେଲା ଭିଜିଲାନ୍ସ ଟିମ୍ : ଠାବ କଲେ ୩ କୋଠା , ୧୨ ପ୍ଲଟକୁ ମିଶାଇ ୪ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତି”
ରାଉରକେଲା ଜିଏସଟି ଠକେଇ ମାମଲା : ବାସନ୍ତୀ କଲୋନୀ ଅଂଚଳରୁ ସନ୍ତୋଷ ଗୁପ୍ତା ଗିରଫ
କନକ ବ୍ୟୁରୋ : ରାଉରକେଲା ଜିଏସଟି ଠକେଇ ମାମଲାରେ ତଦନ୍ତକାରୀ ଟିମକୁ ମିଳିଛି ସଫଳତା । ବହୁକୋଟି ଟଙ୍କା ଠକେଇ ମାମଲାରେ ଜଣକୁ ଗିରଫ କରିଛି କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀ ଅଂଚଳର ସନ୍ତୋଷ କୁମାର ଗୁପ୍ତା । ୨୬୨ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ତାଙ୍କର ସଂପୃକ୍ତି ଥିବା ଜଣାପଡିଛି । ସନ୍ତୋଷ ନକଲି ବ୍ୟବସାୟିକ ସଂସ୍ଥା, ଜାଲି ଜିଏସଟି ନଂବର, ଜାଲ ଇନଭଏସ ଓContinue reading “ରାଉରକେଲା ଜିଏସଟି ଠକେଇ ମାମଲା : ବାସନ୍ତୀ କଲୋନୀ ଅଂଚଳରୁ ସନ୍ତୋଷ ଗୁପ୍ତା ଗିରଫ”
ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭାରତର ବିଶାଳ ପ୍ରସ୍ତୁତି : ଗାଭି ଭାକ୍ସି ଆଲାଏନ୍ସର ଆକଳନ, ଖର୍ଚ୍ଚ ହେବ ପ୍ରାୟ ୧୩ ହଜାର କୋଟି
କନକ ବ୍ୟୁରୋ : ଭାରତରେ ଟିକାକରଣ ପାଇଁ ବିଶାଳ ପ୍ରସ୍ତୁତି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ଏଥିପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛି ଗାଭି ଭାକି୍ସ ଆଲାଏନ୍ସ । ଆମେରିକା ପରେ ଭାରତରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିଲା । ତେଣୁ ଦେଶର ୩୦ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ । ୬ରୁ ୮ ମାସ ମଧ୍ୟରେContinue reading “ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭାରତର ବିଶାଳ ପ୍ରସ୍ତୁତି : ଗାଭି ଭାକ୍ସି ଆଲାଏନ୍ସର ଆକଳନ, ଖର୍ଚ୍ଚ ହେବ ପ୍ରାୟ ୧୩ ହଜାର କୋଟି “
ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ବଳଦେବଜୀଉ ମନ୍ଦିର ଖୋଲିବାକୁ ନିଷ୍ପତ୍ତି : ଜାନୁଆରୀ ୩ରୁ ଖୋଲିବ ମନ୍ଦିର
କନକ ବ୍ୟୁରୋ : ପୁରୀର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତି ପରେ ତାରିଣୀ ମନ୍ଦିର ଖୋଲିବାକୁ ଜୋର ଧରିଲା ଦାବି । କେନ୍ଦୁଝର ଘଟଗାଁର ପ୍ରସିଦ୍ଧ ତାରିଣୀ ମନ୍ଦିର ଖୁବଶୀଘ୍ର ଖୋଲିବା ପାଇଁ ଦାବି ରଖିଲେ ଶ୍ରଦ୍ଧାଳୁ । ଦୀର୍ଘ ୯ ମାସ ହେବ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାର ବନ୍ଦ ରହିଛି । ମନ୍ଦିର ବନ୍ଦ ପରେ ଭକ୍ତମାନେ ମାଙ୍କ ଦର୍ଶନରୁ ବଂଚିତ ରହିଛନ୍ତି । ସେହିପରି ମନ୍ଦିରContinue reading “ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ବଳଦେବଜୀଉ ମନ୍ଦିର ଖୋଲିବାକୁ ନିଷ୍ପତ୍ତି : ଜାନୁଆରୀ ୩ରୁ ଖୋଲିବ ମନ୍ଦିର”
ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି : ପୁଣି ସୁପ୍ରିମକୋର୍ଟରେ ଶୁଣାଣି
କନକ ବ୍ୟୁରୋ : ଆନ୍ଦୋଳନକାରୀ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବନ୍ଦ । ବାହାରି ପାରୁନି ସମାଧାନର ବାଟ । ଏପରି ସମୟରେ ସମାଧାନର ବାଟ ବାହାର କରିବାକୁ ହସ୍ତ କ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏହା ଆଗକୁ ବଡ ରାଷ୍ଟ୍ରିୟ ପ୍ରସଙ୍ଗ ହେବ । ତେଣୁ ତୁରନ୍ତ ଏହାର ସମାଧାନ ହେବା ଦରକାର । ଏଥିପାଇଁ କୃଷକ ସଂଗଠନ , ସରକାର ଓ ଅନ୍ୟ ଅଂଶୀଦାରଙ୍କ ମଧ୍ୟରୁ ପ୍ରତିନିଧି ଚୟନ କରିContinue reading “ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି : ପୁଣି ସୁପ୍ରିମକୋର୍ଟରେ ଶୁଣାଣି”
ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ । ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା
କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହି ‘ଦ ପ୍ରେସିଡେନ୍ସିଆଲ ଇଏର୍ସ’ ପୁସ୍ତକକୁ ନେଇ ଜୋରାଦର ଚର୍ଚା । ଏହି ପୁସ୍ତକକୁ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଓ ଝିଅ ଶର୍ମିଷ୍ଠା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଟ୍ୱିଟ କରି ଲେଖିଛନ୍ତି, ମୋ ବାପାଙ୍କ ଅନୁପସ୍ଥିତିରେ ସେ ଲେଖିଥିବା ପୁସ୍ତକକୁ ମୁଁ ଅଧ୍ୟୟନ କରିବାକୁ ଚାହୁଁଛି । ଲେଖକଙ୍କ ପୁଅContinue reading “ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ । ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା “
ଆମେରିକା ରାଜଧାନୀ ୱାସିଂଟନରେ ଗାନ୍ଧୀ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲା ହ୍ୱାଇଟ ହାଉସ, ଘଟଣାକୁ ଅତ୍ୟନ୍ତ ଭୟାବୟ ଓ ଦୁଃଖଦ ବୋଲି କହିଲେ ମିଡିଆ ସଚିବ
କନକ ବ୍ୟୁରୋ : ଗାନ୍ଧୀ ମୂର୍ତି ଉପରେ ଖଲିସ୍ତାନୀ ପତାକା । କୃଷି ଆଇନକୁ ନେଇ ଆମେରିକାର ୱାସିଂଟନ ଡିସି ସ୍ଥିତି ଭାରତୀୟ ଦୂତାବାସ ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଦରବାରରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବା ବେଳେ ଆମେରିକାରେ କୃଷକଙ୍କ ସମର୍ଥନରେ ଖାଲିସ୍ତାନ ସମର୍ଥକ କରିଥିବା ବିରୋଧ ପ୍ରଦର୍ଶନ ବେଳେ ଗାନ୍ଧୀ ପ୍ରତିମୂର୍ତିକୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ଦୂତାବାସ ସମ୍ମୁଖରେ ଗାନ୍ଧୀ ପ୍ରତିମୂର୍ତିର ଅସମ୍ମାନ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟାContinue reading “ଆମେରିକା ରାଜଧାନୀ ୱାସିଂଟନରେ ଗାନ୍ଧୀ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲା ହ୍ୱାଇଟ ହାଉସ, ଘଟଣାକୁ ଅତ୍ୟନ୍ତ ଭୟାବୟ ଓ ଦୁଃଖଦ ବୋଲି କହିଲେ ମିଡିଆ ସଚିବ”
ଚାଷୀ ଆନ୍ଦୋଳନକୁ ବଡ ରାଷ୍ଟ୍ରୀୟ ପ୍ରସଙ୍ଗ କହି ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ସମସ୍ୟାର ସମାଧାନ ପାଇଁ କମିଟି ଗଠନ କରିବେ ସର୍ବୋଚ୍ଚ ଅଦାଲତ ।
କନକ ବ୍ୟୁରୋ : ୨୧ ଦିନ ଧରି ଦିଲ୍ଲୀ ସୀମାରେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ସରକାର ଓ ଚାଷୀନେତାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି ସମାଧାନର ବାଟ ଫିଟୁନାହିଁ । ଏହାରି ଭିତରେ ସୁପ୍ରିମକୋର୍ଟରେ ହୋଇଛି ଶୁଣାଣୀ । କୋର୍ଟ କହିଛନ୍ତି, ଏହି ସମସ୍ୟାର ତୁରନ୍ତ ସମାଧାନ ହେବା ଦରକାର । ଏଥିପାଇଁ ଏକ ପ୍ୟାନେଲ ଗଠନ କରାଯିବ । ଏହା ଏକ ବଡ଼ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇଥିବାରୁ ସହମତି ଭିତ୍ତିରେ ସମାଧାନContinue reading “ଚାଷୀ ଆନ୍ଦୋଳନକୁ ବଡ ରାଷ୍ଟ୍ରୀୟ ପ୍ରସଙ୍ଗ କହି ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ସମସ୍ୟାର ସମାଧାନ ପାଇଁ କମିଟି ଗଠନ କରିବେ ସର୍ବୋଚ୍ଚ ଅଦାଲତ । “