କନକ ବ୍ୟୁରୋ : ୧୯୭୧ ମସିହାରେ ଯେତେବେଳେ ପାକିସ୍ତାନ ସହିତ ଭାରତର ଯୁଦ୍ଧ ଚାଲିଥିଲା ସେତେବେଲେ ଫିଲ୍ଡ ମାର୍ସାଲ ସାମ ମାନେକସା କହିଥିଲେ, ତୁମେ ଆତ୍ମସମର୍ପଣ କର ନଚେତ ଆମେ ତୁମକୁ ଫୋଛିନେବୁ । ମାନେକ ସାଙ୍କ କଥା ସତ ହୋଇଥିଲା । ସାରା ବିଶ୍ୱ ଦେଖିଥିଲା କିପରି ୯୩ ହଜାର ପାକିସ୍ତାନ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ୧୯୭୧ ମସିହାରେ ଏହି ଯୁଦ୍ଧ ଲଢାଯାଇଥିଲା ପାକିସ୍ତାନ ଏବଂ ବାଂଲାଦେଶର ମୁକ୍ତି ବାହିନୀ ଏବଂ ଭାରତୀୟ ସେନାContinue reading “୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର କାହାଣୀ । ଭାରତୀୟ ସେନା ବାହିନୀର ଫିଲ୍ଡ ମାର୍ସାଲ ସାମ ମାନେକସା ପାକିସ୍ତାନକୁ ଦେଇଥିଲେ ଚେତାବନୀ । କହିଥିଲେ, ଆତ୍ମସମର୍ପଣ କର ନଚେତ ଆମେ ତୁମକୁ ଫୋଛିନେବୁ “
Category Archives: News
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ । କେମିତି ପାକ ସେନାକୁ ପାଣି ପିଆଇଥିଲେ ଭାରତୀୟ ଯବାନ, ଅନୁଭୂତି ବଖାଣିଲେ ତ୍ରିପୁରା ରେଜିମେଣ୍ଟର ସୈନିକ ଦୁର୍ଯୋଧନ ମହାନ୍ତି ।
କନକ ବ୍ୟୁରୋ : ସାରା ଦେଶ ଆଜି ପାଳନ କରୁଛି ବିଜୟ ଦିବସ । ଠିକ୍ ୫୦ ବର୍ଷ ତଳେ ୧୯୭୧ରେ ପାକିସ୍ତାନ ବିରୋଧରେ ଚାଲିଥିବା ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ । ଆଉ ପରାସ୍ତ ହୋଇଥିଲା ପାକିସ୍ତାନ । ପାକିସ୍ତାନ ସେନା ନିସର୍ତ ସମର୍ପଣ କରିବା ସହ ପୂର୍ବ-ପାକିସ୍ତାନର ବିଲୋପ ଘଟି ଜନ୍ମ ନେଇଥିଲା ବାଂଲାଦେଶ । ବାଂଲଦେଶ ମୁକ୍ତିବାହିନୀ ଓ ଭାରତ ଭାରତୀୟ ସେନା ଏକତ୍ର ଲଢି ଏହି ଐତିହାସିକ ବିଜୟ ହାସଲ କରିଥିଲେContinue reading “୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ । କେମିତି ପାକ ସେନାକୁ ପାଣି ପିଆଇଥିଲେ ଭାରତୀୟ ଯବାନ, ଅନୁଭୂତି ବଖାଣିଲେ ତ୍ରିପୁରା ରେଜିମେଣ୍ଟର ସୈନିକ ଦୁର୍ଯୋଧନ ମହାନ୍ତି ।”
ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଅଘଟଣ । ବଗିରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ ।
କନକ ବ୍ୟୁରୋ : ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଅଘଟଣ । ବଗିରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ । ଯୁବକ ସହ ଟ୍ରେନରେ ମଧ୍ୟ ଲାଗିଗଲା ନିଆଁ । ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ । କିଛି ଦିନ ହେବ ଷ୍ଟେସନରେ ଛିଡା ହୋଇ ରହିଥିଲା ଟ୍ରେନ । ଉକ୍ତ ଯୁବକ ଜଣକ ସେଲଫି ନେବା ପାଇଁ ଟ୍ରେନର ବଗି ଉପରେ ଚଢିଥିଲେ । ସେଲଫି ନେବା ବେଳେContinue reading “ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଅଘଟଣ । ବଗିରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ ।”
ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକରେ ଲାଇଭ କରି ନିଦ ବଟିକା ଖାଇଲେ ବିଦ୍ୟାଶ୍ରୀ । କଟକ ବଡ ଡାକ୍ତରଖାନାରେ ଭର୍ତି ।
କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଠି ନଥିବାବେଳେ ଆଜି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ସେ ଲାଇଭ ଭିଡିଓରେ କହିଛନ୍ତି । ଫେସବୁକ ଲାଇଭରେ ଏଭଳି ଚରମ ନିଷ୍ପତି ନେଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ଭିଡିଓରେ ବିଦ୍ୟାଶ୍ରୀContinue reading “ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକରେ ଲାଇଭ କରି ନିଦ ବଟିକା ଖାଇଲେ ବିଦ୍ୟାଶ୍ରୀ । କଟକ ବଡ ଡାକ୍ତରଖାନାରେ ଭର୍ତି ।”
ଧାନ ବିକିବାକୁ କୁଚିଣ୍ଡା ମଣ୍ଡିରେ ରାତି ଅନିଦ୍ରା କୃଷକ । ପ୍ରଶାସନନର ଉଦାସିନତା ଯୋଗୁଁ ମଣ୍ଡିରୁ ଉଠୁନି ଧାନ । ଖୋଲା ଆକାଶ ତଳେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ
କନକ ବ୍ୟୁରୋ : ଟୋକନ ପାଇଲେ ଆଉ ମଣ୍ଡିକୁ ଧାନ ବି ଆଣିଲେ । ହେଲେ ଧାନ ବିକ୍ରି ହୋଇନପାରି ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ ଜୁଝି ହେଉଛନ୍ତି କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦ ଲାଗିରହିଥିବା ବେଳେ ଏବେ ମିଲରଙ୍କ ମନମାନି ଓ ପ୍ରଶାସନର ଉଦାସିନତା ଯୋଗୁଁ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପ୍ରାୟ ତିନିContinue reading “ଧାନ ବିକିବାକୁ କୁଚିଣ୍ଡା ମଣ୍ଡିରେ ରାତି ଅନିଦ୍ରା କୃଷକ । ପ୍ରଶାସନନର ଉଦାସିନତା ଯୋଗୁଁ ମଣ୍ଡିରୁ ଉଠୁନି ଧାନ । ଖୋଲା ଆକାଶ ତଳେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ “
‘ପରୀ’ ଗାଁରେ ପରୀର ପିଶାଚ ! ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ । ପରୀର ପିନ୍ଧା ପୋଷାକରେ ଅଭିଯୁକ୍ତର ସିମେନ୍ ।
କନକ ବ୍ୟୁରୋ: ନୟାଗଡ ପରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ହାଇକୋର୍ଟରେ ଏସଆଇଟି ତଦନ୍ତ ରିପୋର୍ଟରୁ ଖୁଲାସା । ୫ ବର୍ଷର ଶିଶୁକନ୍ୟା ପରୀ ମୃତ୍ୟୁ ପ୍ରସଙ୍ଗ, ସାରା ରାଜ୍ୟକୁ ଦୋହଲାଇ ଦେଇଥିବାବେଳେ ଏବେ ଏହି ମାମଲାରେ ଆସିଛି ନୂଆ ମୋଡ । ହାଇକୋର୍ଟରେ ପରୀ ମୃତ୍ୟୁ ତଦନ୍ତରେ ହୋଇଥିବା ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଂଚର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ଉଲ୍ଲେଖContinue reading “‘ପରୀ’ ଗାଁରେ ପରୀର ପିଶାଚ ! ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ । ପରୀର ପିନ୍ଧା ପୋଷାକରେ ଅଭିଯୁକ୍ତର ସିମେନ୍ ।”
ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ । ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ
କନକ ବ୍ୟୁରୋ : ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣା ଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ବାସ୍ତବିକ ମନମୁଗ୍ଧକର । ଭିତରକନିକାର ବଉଳା କୁମ୍ଭୀର, ରଂଗବେରଂଗର ପକ୍ଷୀ, ହେନ୍ତାଳ ଇଚ୍ଚ ସାରା ବିଶ୍ୱର ପ୍ରକୃତିପ୍ରେମୀ ପ୍ରଥମ ପସନ୍ଦ । ଚଳିତ ବର୍ଷ ପ୍ରଥମଥର ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଇକୋ ରିଟ୍ରିଟ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ତମ୍ବୁ ତଳେ ରହି ରାତି କାଟିବା ସହ ପ୍ରାକୃତିକ ସନ୍ଦୌଯ୍ୟରେ ମଜା ଉଠାଉଛନ୍ତି ।Continue reading “ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ । ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ”
ପାହାଡ ଚଢିଲେ ଡାକ୍ତର । ୪ ଘଣ୍ଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ସ୍ୱାସ୍ଥ୍ୟ ପରୀକ୍ଷା କଲେ, ଔଷଧ ବାଣ୍ଟିଲେ ।
କନକ ବ୍ୟୁରୋ : ପାହାଡ ଚଢିଲେ ଡାକ୍ତର । ୪ ଘଂଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ମାଓଗଡ ଭାବେ ପରିଚିତ ଗାଁରେ ପହଂଚିଲେ, ଆଉ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବାଂଟିଲେ ମାଥିଲି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ପାହାଡ ଚଢିଥିବା ସ୍ୱାସ୍ଥ୍ୟ ଟିମ୍ । ପାହାଡି ଗାଁରେ ପହଂଚିଲା ଡାକ୍ତରୀ ଟିମ । ୪ ଘଂଟା ଧରି ପାଦରେ ଚାଲି ଚାଲି ମାଓଗଡରେ ପହଂଚିଥିଲେContinue reading “ପାହାଡ ଚଢିଲେ ଡାକ୍ତର । ୪ ଘଣ୍ଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ସ୍ୱାସ୍ଥ୍ୟ ପରୀକ୍ଷା କଲେ, ଔଷଧ ବାଣ୍ଟିଲେ ।”
ନିର୍ବାଚନ ପୂର୍ବରୁ ମମତାଙ୍କ ସହ ମମତା ତୁଟାଇଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମନ୍ତ୍ରୀ ପଦ ପରେ ଆଜି ବିଧାୟକ ପଦରୁ ଦେଲେ ଇସ୍ତଫା । ୧୯ ରେ ହୋଇପାରନ୍ତି ବିଜେପିରେ ସାମିଲ
କନକ ବ୍ୟୁରୋ : ମମତାଙ୍କ ଠାରୁ ମମତା ତୁଟାଇ ଦେଇଛନ୍ତି ତୃଣମୂଳ କଂଗ୍ରେସର ହେଭିୱେଟ୍ ନେତା ତଥା ମମତାଙ୍କ ସରକାରରେ ଥିବା ପରବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । କିଛିଦିନ ପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି (ବୁଧବାର) ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ବିଧାନସଭାରେ ପହଂଚିଥିଲେ । ସେଠାରେ ବାଚଷ୍ପତିଙ୍କୁ ଇସ୍ତଫା ପତ୍ର ଦେବାର ପ୍ରାବଧାନ ଥିବା ବେଳେ ବାଚଷ୍ପତ୍ତି ଅନୁପସ୍ଥିତ ଥିବାରୁ ସେContinue reading “ନିର୍ବାଚନ ପୂର୍ବରୁ ମମତାଙ୍କ ସହ ମମତା ତୁଟାଇଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମନ୍ତ୍ରୀ ପଦ ପରେ ଆଜି ବିଧାୟକ ପଦରୁ ଦେଲେ ଇସ୍ତଫା । ୧୯ ରେ ହୋଇପାରନ୍ତି ବିଜେପିରେ ସାମିଲ”
ମୋ ବୋଉକୁ କ୍ୟାନ୍ସର, କେମିତି କରିବି ଚିକିତ୍ସା ? ପଖାଳ ଲୁଣରେ ପେଟ ପୂରୁଛି, ଚିକିତ୍ସା ପାଇଁ କେଉଁଠୁ ଆସିବ ଟଙ୍କା…? ସରକାର ! ତୁମେ ସାହା ହୁଅ…
କନକ ବ୍ୟୁରୋ: ମଣିଷ କେତେ କଷ୍ଟରେ ରୁହେ ? ବଞ୍ଚିବାକୁ କେତେ ସଙ୍ଘର୍ଷ କରେ? ଆଉ କଅଁଳ ବୟସରେ କେମିତି ପରିବାର ପାଇଁ ଚିନ୍ତା କରିବାକୁ ପଡେ? ତାହା ଏ ପୁଅର କୋହଭରା କଥାରୁ ଆପଣ ଅନୁମାନ କରିପାରୁଥିବେ । ନିଜ କଷ୍ଟର କାହାଣୀ କହିବା ବେଳେ ଆଖି ଛଳଛଳ ହୋଇଯାଉଛି, କୋହ କଣ୍ଠ ଥରେଇ ଦେଉଛି ଆଉ ଥମଥମ ହୋଇ ଘରର ଅସରନ୍ତି ଦୁଃଖ କଥା କହୁଛି କୁନିପୁଅ । ବାପା ଆରପାରିରେ, ମାଆ କ୍ୟାନସରContinue reading “ମୋ ବୋଉକୁ କ୍ୟାନ୍ସର, କେମିତି କରିବି ଚିକିତ୍ସା ? ପଖାଳ ଲୁଣରେ ପେଟ ପୂରୁଛି, ଚିକିତ୍ସା ପାଇଁ କେଉଁଠୁ ଆସିବ ଟଙ୍କା…? ସରକାର ! ତୁମେ ସାହା ହୁଅ…”