କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କିଛି ଦିନ ହେଲା କୃଷକ ସଂଗଠନ ଗୁଡ଼ିକ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ କାଉଂଟର କରିବା ପାଇଁ । ବିଜେପି ଗ୍ରାମାଂଚଳ ଗୁଡ଼ିକରେ ବୈଠକ କରି ଲୋକଙ୍କୁ ସଚେତନ କରାଇବାର ଯୋଜନା କରିଛି । ଦେଶବ୍ୟାପି ବିଜେପି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବ । ସୂଚନା ଅନୁସାରେ ବିଜେପି ସାରା ଦେଶରେ ୭ଶହରୁ ଅଧିକ ଜିଲ୍ଲାରେ ସାମ୍ବାଦିକContinue reading “ଚାଷୀ ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେପିର ଯୋଜନା । ୭ଶହରୁ ଅଧିକ ଜିଲ୍ଲାରେ ଜନସଭା କରିବ ଦଳ । ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ବୁଝାଇବାକୁ କରିବ ପ୍ରୟାସ”
Category Archives: News
ଭୁବନେଶ୍ୱର ପିଏନବି ଏଟିଏମ ଲୁଟ ଘଟଣାର ଅଭିଯୁକ୍ତ ଦେଖାଇଲା ଡେମୋ । ଲୁଟେରା କହିଲା ଲୁଟର ପୂରା କାହାଣୀ । ନାଳ ଭିତରେ ଫୋପାଡିଥିଲେ ଟଙ୍କା ବ୍ୟାଗ
କନକ ବ୍ୟୁରୋ : ନାଳ କଡରେ ଥିବା ଅଳିଆ ଗଦା ଘାଂଟୁଛି ପୁଲିସ । ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ପୁଲିସ କର୍ମଚାରୀ । ଏଟିଏମ ଲୁଟେରାର ତଥ୍ୟ ଆଧାରରେ ଏହି ଅଂଚଳରେ ଟଙ୍କା ଭର୍ତି ବ୍ୟାଗ ଫିଙ୍ଗା ଯାଇଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ତନାଘନା । ଅକ୍ଟୋବର ୧୧ ତାରିଖରେ ଭୁବନେଶ୍ୱର ମାଗ୍ନେଟିକ୍ ଛକ ସ୍ଥିତ ପିଏନବି ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଧରା ପଡିଛନ୍ତି ୨ ଅପରାଧୀContinue reading “ଭୁବନେଶ୍ୱର ପିଏନବି ଏଟିଏମ ଲୁଟ ଘଟଣାର ଅଭିଯୁକ୍ତ ଦେଖାଇଲା ଡେମୋ । ଲୁଟେରା କହିଲା ଲୁଟର ପୂରା କାହାଣୀ । ନାଳ ଭିତରେ ଫୋପାଡିଥିଲେ ଟଙ୍କା ବ୍ୟାଗ”
ପାସୱାର୍ଡ ପକା ମୋବାଇଲରେ ଲୁଚି ରହିଛି କି ପରୀ ମୃତ୍ୟୁର ପୂରା କାହାଣୀ? କାହିଁକି ଜଣେ ଛାତ୍ରଙ୍କୁ ଜେରା କରୁଛି ଏସଆଇଟି, କଣ ରହିଛି ଗୁଢ ରହସ୍ୟ?
କନକ ବ୍ୟୁରୋ : ମୃତ ପରୀର ଘର ନିକଟରେ ଥିବା ଜଣେ କଲେଜ ଛାତ୍ରଙ୍କ ଉପରେ ଏସଆଇଟିର ତଦନ୍ତ କେନ୍ଦ୍ରୀଭୁତ ହୋଇଛି । ଯାଞ୍ଚକାରୀ ସଂସ୍ଥା ବାରମ୍ବାର ତାଙ୍କ ଘରେ ପହଂଚି ରେଡ କରିବା ଫଳରେ ଏହି ସନ୍ଦେହ କରାଯାଉଛି । ବଡ କଥା ହେଉଛି, ସଂପୃକ୍ତ ଛାତ୍ରଙ୍କ ଶୋଇବା ଶେଜ ଓ ପିନ୍ଧା ପୋଷାକ ଜବତ କରାଯାଇଛି । କିଛି ଦିନ ତଳେ ଏହି ଯୁବକଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏସଆଇଟି । ସନ୍ଦେହContinue reading “ପାସୱାର୍ଡ ପକା ମୋବାଇଲରେ ଲୁଚି ରହିଛି କି ପରୀ ମୃତ୍ୟୁର ପୂରା କାହାଣୀ? କାହିଁକି ଜଣେ ଛାତ୍ରଙ୍କୁ ଜେରା କରୁଛି ଏସଆଇଟି, କଣ ରହିଛି ଗୁଢ ରହସ୍ୟ? “
ପରୀ ଓ ପିହୁ ପରେ ନୟାଗଡ଼ରୁ ନିଖୋଜ ହୋଇଗଲା ୩ ବର୍ଷର ସ୍ୱାତୀ । ଶିଶୁ ନିଖୋଜରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା ।
କନକ ବ୍ୟୁରୋ : ନୟାଗଡ ଯଦୁପୁର ଗାଁର ଶିଶୁକନ୍ୟା ପରୀ ପ୍ରଥମେ ନିଖୋଜ ହେବା ଓ ପରେ ତାର ଗଳିତ ମୃତଦେହ ଅଖା ଭିତରୁ ମିଳିବା ସାରାରାଜ୍ୟକୁ ଦୋହଲାଇ ଦେଇଛି । ଏହାକୁ ନେଇ ତମ୍ବିତୋଫାନ ଲାଗିରହିଥିବାବେଳେ ସେହି ନୟାଗଡ ଜିଲ୍ଲାରୁ ଆସିଛିି ଆଉ ଏକ ଶିଶୁ ନିଖୋଜ ଭଳି ସାଂଘାତିକ ଖବର । ରଣପୁର ଥାନା ବଧିପାଟଣା ଗାଁର ସଞ୍ଜୟ ସାହୁ ଓ ସବିତା ସାହୁଙ୍କ ୩ ବର୍ଷର ଶିଶୁକନ୍ୟା ସ୍ୱାତୀ କେଉଁଆଡେ ନିଖୋଜ ହୋଇଯାଇଥିବାContinue reading “ପରୀ ଓ ପିହୁ ପରେ ନୟାଗଡ଼ରୁ ନିଖୋଜ ହୋଇଗଲା ୩ ବର୍ଷର ସ୍ୱାତୀ । ଶିଶୁ ନିଖୋଜରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା ।”
କରୋନା ରିପୋର୍ଟ ନେଗେଟିଭ ଥିଲେ ମିଳିବ କାଳିଆ ଦର୍ଶନ, ୯ ମାସ ପରେ ଡିସେମ୍ବର ୨୩ରେ ଖୋଲିପାରେ ଶ୍ରୀମନ୍ଦିର । ଜାଣନ୍ତୁ ଜଗା ଦର୍ଶନ ପାଇଁ ପ୍ରଥମେ କାହାକୁ ମିଳିବ ସୁଯୋଗ?
କନକ ବ୍ୟୁରୋ : କେବେ ଭକ୍ତଙ୍କୁ ଦର୍ଶନ ଦେବେ ବଡଠାକୁର ? ୯ ମାସ ହେଲା ଆତୁର ହୋଇ ଭଗବାନଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ଭକ୍ତଙ୍କ ପାଇଁ ବଡ ଅଡୁଆ ସୃଷ୍ଟି କରିଛି କରୋନା । କାରଣ କୋଭିଡ ନେଗେଟିଭ୍ ଥିଲେ ଯାଇ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି । ଆଜି ଛତିଶାନିଯୋଗ ବୈଠକରେ ଡିସେମ୍ବର ଶେଷ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ନିଷ୍ପତି ହୋଇଛି । ପ୍ରଥମେContinue reading “କରୋନା ରିପୋର୍ଟ ନେଗେଟିଭ ଥିଲେ ମିଳିବ କାଳିଆ ଦର୍ଶନ, ୯ ମାସ ପରେ ଡିସେମ୍ବର ୨୩ରେ ଖୋଲିପାରେ ଶ୍ରୀମନ୍ଦିର । ଜାଣନ୍ତୁ ଜଗା ଦର୍ଶନ ପାଇଁ ପ୍ରଥମେ କାହାକୁ ମିଳିବ ସୁଯୋଗ?”
ତେଜୁଛି କୃଷକ ଆନ୍ଦୋଳନ । ଜିଦରେ ଅଟଳ ସରକାର । ୧୪ ରୁ ଉପାସରେ ରହି ଅନଶନ କରିବେ ଚାଷୀ
କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ କୃଷକ ଆନ୍ଦୋଳନ ୧୭ ଦିନରେ ପହଂଚିଲା । ଏହାରି ମଧ୍ୟରେ କୃଷକ ସଂଗଠନ ମାନେ ଦିଲ୍ଲୀ- ଜୟପୁର ଜାତୀୟ ରାଜପଥ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହାସହ ହରିଆଣାରେ କୃଷକ ମାନେ ଟୋଲପ୍ଲାଜା ଦେୟମୁକ୍ତ କରିବାକୁ ଆହ୍ୱାନ ଦେଲେଣି । ସେପଟେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଫରିଦା ବାଦ ଓ ଗୁରୁଗ୍ରାମରେ ପୋଲିସ ଛାଉଣୀ ହେଲେଣି । ଦିନକୁ ଦିନ ଦିଲ୍ଲୀରେ ବଢି ଚାଲିଛି ଆନ୍ଦୋଳନକାରୀContinue reading “ତେଜୁଛି କୃଷକ ଆନ୍ଦୋଳନ । ଜିଦରେ ଅଟଳ ସରକାର । ୧୪ ରୁ ଉପାସରେ ରହି ଅନଶନ କରିବେ ଚାଷୀ”
ଡି. ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡିର ପ୍ରତିକ୍ରିୟା । ସସ୍ମିତ ପାତ୍ର କହିଲେ, ଦେଶରେ ଚାଷୀ ଅସନ୍ତୋଷ ବିଷୟରେ କହିଥିଲେ ଭଲ ହୋଇଥାନ୍ତା ।
କନକ ବ୍ୟୁରୋ : ରାଜ୍ୟ ବିଜେପି ପ୍ରଭାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ ପାତ୍ର କହିଛନ୍ତି ବିଜେପି ପ୍ରଭାରୀ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବା କଥା ତାକୁ ଭୁଲି ଗଲେ । ଦେଶରେ ହେଉଥିବା ଚାଷୀ ଆନ୍ଦୋଳନ ବିଷୟରେ କହିଥିଲେ ଭଲ ହୋଇଥାନ୍ତା । ସସ୍ମିତ ଆହୁରି ମଧ୍ୟ କହିଛନ୍ତି, ବିଜେପି ପ୍ରଭାରୀContinue reading “ଡି. ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡିର ପ୍ରତିକ୍ରିୟା । ସସ୍ମିତ ପାତ୍ର କହିଲେ, ଦେଶରେ ଚାଷୀ ଅସନ୍ତୋଷ ବିଷୟରେ କହିଥିଲେ ଭଲ ହୋଇଥାନ୍ତା ।”
ଶୋଷ ମେଣ୍ଟାଇ ପାରୁନାହିଁ ଡିଏମଏଫ । ପାଣି ପାଇଁ ୨ କିଲୋମିଟର ଚାଲିକି ଯାଉଛନ୍ତି ଲୋକେ ।
କନକ ବ୍ୟୁରୋ : ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଗଢ଼ାଗଲା ଡିଏମଏଫ, ହଜାର ହଜାର କୋଟି ଟଙ୍କାର ଏହି ପାଣ୍ଠିରୁ ଖଣି ପ୍ରଭାବିତ ଅଞ୍ଚଳ ବିକାଶ କାର୍ୟ୍ୟ କରାଯାଉଛି । କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଏହି ପ୍ରକଳ୍ପ ଗୁଡିକ ଲୋକଙ୍କ ଉପକାରରେ ଆସିପାରୁନାହିଁ। ଫଳରେ ଗରିବ ଆଦିବାସୀ ଖଣିବାସୀଙ୍କ ଶୋଷ ମେଣ୍ଟାଇବାକୁ ଡିଏମଏଫ ବିଫଳ ହୋଇଥିବା ଦେଖାଯାଇଛି। କେନ୍ଦୁଝର ଶୁଆକାଟି ଗନ୍ଧମାର୍ଦ୍ଦନ ଖଣି ୩ଟି ପଞ୍ଚାୟତକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରୁଛି। ଖଣି ଚାରିପଟେContinue reading “ଶୋଷ ମେଣ୍ଟାଇ ପାରୁନାହିଁ ଡିଏମଏଫ । ପାଣି ପାଇଁ ୨ କିଲୋମିଟର ଚାଲିକି ଯାଉଛନ୍ତି ଲୋକେ ।”
ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର କମୁଛି ନି ନାହିଁ ଜାଣିବାକୁ ଆଇଏଲଏସ ପକ୍ଷରୁ ଆରମ୍ଭ ହୋଇଛି ଅଧ୍ୟୟନ । ୬ଟି ଜିଲ୍ଲାରୁ ନିଆଯାଇଛି ନମୁନା
କନକ ବ୍ୟୁରୋ : ରାଜ୍ୟରେ ଏବେ କମି କମି ଚାଲିଛି କରୋନା ସଂକ୍ରମଣ । ସେପଟେମ୍ବର ୨୫ ତାରିଖରୁ ସଂକ୍ରମଣ କମିବାରେ ଲାଗିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ପୂର୍ବରୁ ଯେମିତି ୪୦ରୁ ୫୦ ହଜାର ଟେଷ୍ଟିଂ ହେଉଥିବା ଏବେ ବି ସମାନ ସଂଖ୍ୟକ ଟେଷ୍ଟ କରଯାଉଛି । ଜାନୁଆରୀ ୧୫ ଯାଏ ଟେଷ୍ଟିଂ ସଂଖ୍ୟା କମାଯିବ ନାହିଁ । ସଂକ୍ରମଣ କମିଛି ନା ବଢିଛି ସେ ନେଇ ଆଇଏଲଏସ ପକ୍ଷରୁ ଏକContinue reading “ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର କମୁଛି ନି ନାହିଁ ଜାଣିବାକୁ ଆଇଏଲଏସ ପକ୍ଷରୁ ଆରମ୍ଭ ହୋଇଛି ଅଧ୍ୟୟନ । ୬ଟି ଜିଲ୍ଲାରୁ ନିଆଯାଇଛି ନମୁନା”
ସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ । ଜଙ୍ଗଲ ମଝିରେ ଘର, ନାହିଁ ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ବହୁ ଦୂରରେ ବୁଡାକୁଣ୍ଡ ଗାଁ
କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଏବେ ଗାଁକୁ ଗାଁ ପହଂଚିଛି ସରକାରୀ ଯୋଜନା । ଦ୍ରୁତଗତିରେ ଆଗେଇ ଚାଲିଛି ବିକାଶର କାମ । କିନ୍ତୁ ଏବେ ବି ସ୍ୱାଭିମାନ ଅଂଚଳରେ ଏମିତି ଗାଁ ରହିଛି, ଯେଉଁଠି ଲୋକେ ଜଙ୍ଗଲୀ ଜୀବନ ଜିଉଁଛନ୍ତି । ପାହାଡ ଆଉ ଜଙ୍ଗଲ ମଝିରେ ଗାଁ । ଏଠି ନାଁ ଅଛି ରାସ୍ତା ନା ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ଅନେକ ଦୂରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବୁଡାକୁଣ୍ଡ ଗାଁ ।Continue reading “ସ୍ୱାଭିମାନ ଅଞ୍ଚଳର ଅବହେଳିତ ଗାଁ । ଜଙ୍ଗଲ ମଝିରେ ଘର, ନାହିଁ ସ୍କୁଲ । ଶିକ୍ଷା-ସ୍ୱାସ୍ଥ୍ୟଠାରୁ ବହୁ ଦୂରରେ ବୁଡାକୁଣ୍ଡ ଗାଁ “