ନୂଆ କୃଷିବିଲ୍ କୁ ନେଇ ସାମ୍ନାକୁ ଆସିଲା ବିଜେପି । ବିଲ୍ ର ଉପକାରିତା ବୁଝାଇବାକୁ ୭ ଶହ ସାମ୍ବାଦିକ ସମ୍ମିଳନୀ କରିବାକୁ ଘୋଷଣା ।

କନକ ବ୍ୟୁରୋ : ନୂତନ କୃଷିବିଲ୍ କୁ ବିରୋଧ କରି ଆଜିକୁ ୧୬ ଦିନ ହେବ ଦିଲ୍ଲୀ ସୀମାରେ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି । ବାରମ୍ବାର ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଏହାକୁ ନେଇ ସରକାର ଦୋଛକିରେ ଥିବା ବେଳେ କୃଷକ ମାନଙ୍କ ପ୍ରତି ଦେଶସାରା ସମର୍ଥନ ବଢିବାରେ ଲାଗିଛି । ଫଳରେ ଏନଡିଏ ସରକାରର ମୁଖ୍ୟ ଅଂଶିଦାର ଥିବା ବିଜେପିର ଛବି ଜନମାନସରେ ମଳିନ ପଡିବାରେContinue reading “ନୂଆ କୃଷିବିଲ୍ କୁ ନେଇ ସାମ୍ନାକୁ ଆସିଲା ବିଜେପି । ବିଲ୍ ର ଉପକାରିତା ବୁଝାଇବାକୁ ୭ ଶହ ସାମ୍ବାଦିକ ସମ୍ମିଳନୀ କରିବାକୁ ଘୋଷଣା ।”

ପୁଣି ଲାଲୁଙ୍କୁ କୋର୍ଟର ଝଟକା  । କୋର୍ଟରେ କାଟ ଖାଇଲା ଜାମିନ ଆବେଦନ । ଦେଢ ମାସ ପରେ ଶୁଣାଣି ନେଇ ସ୍ପଷ୍ଟ କଲେ କୋର୍ଟ ।

କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି କୋର୍ଟ ଝଟକା ଦେଇଛି । ଝାଡଖଣ୍ଡ ହାଇକୋର୍ଟ ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନକୁ ୬ ସପ୍ତାହ ଯାଏ ଘୁଂଚାଇ ଦେଇଛନ୍ତି । ଫଳରେ ଲାଲୁ ଜେଲରୁ ମୁକୁଳିବାକୁ ନେଇ ଥିବା ଆଶା ପୁଣି ଦେଢମାସ ଯାଏ ମଉଳି ଯାଇଛି । ସୂଚନା ଥାଉକି ଲାଲୁଙ୍କ ଓକିଲ ସପ୍ଲିମେଣ୍ଟାରୀContinue reading “ପୁଣି ଲାଲୁଙ୍କୁ କୋର୍ଟର ଝଟକା  । କୋର୍ଟରେ କାଟ ଖାଇଲା ଜାମିନ ଆବେଦନ । ଦେଢ ମାସ ପରେ ଶୁଣାଣି ନେଇ ସ୍ପଷ୍ଟ କଲେ କୋର୍ଟ ।”

ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ: ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ କରାଗଲା ଅବଗତ

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ । ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି । ଏହା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରରଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪Continue reading “ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ: ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ କରାଗଲା ଅବଗତ”

ରାଜଧାନୀରେ ଫୁଟିଲା ଗୁଳି । ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିମାଡ । ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଛୁ…

କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିକାଣ୍ଡ । ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଗୁଳିମାଡ । ଜଣେ ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିକଲେ ଦୁର୍ବୃତ୍ତ । ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ୪ ରାଉଣ୍ଡ ଫାୟାରିଂ କଲେ । ତେବେ କଳିଙ୍ଗବିହାର ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ଘଟିଛି ଘଟଣା । ଜାମିନରେ ଆସିଥିବା ଅଭିଯୁକ୍ତକୁ ଲକ୍ଷ୍ୟ କରି ଗୁଳିମାଡ । ସୌଭାଗ୍ୟବଶତ ଅଳ୍ପକେ ବର୍ତ୍ତିଲେ ଅଭିଯୁକ୍ତ । ତେବେ କାହିଁକିContinue reading “ରାଜଧାନୀରେ ଫୁଟିଲା ଗୁଳି । ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିମାଡ । ୪ ରାଉଣ୍ଡ ଗୁଳି କରି ଦୁର୍ବୃତ୍ତ ଛୁ…”

ଆରବିଆଇ ଗଭର୍ଣ୍ଣରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଡିସେମ୍ବର ୧୪ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ…ଜାଣନ୍ତୁ ସାଧାରଣ ଜନତାଙ୍କୁ କଣ ମିଳିବ ଫାଇଦା..

କନକ ବ୍ୟୁରୋ: ଦେଶରେ ଡିଜିଟାଲ ପେମେଂଟକୁ ପ୍ରାଥମିକତା ଦେବାକୁ ଆରବିଆଇର ନୂଆ ପଦକ୍ଷେପ  । ଡିସେମ୍ବର ୧୪ତାରିଖରେ ଡିଜିଟାଲ କାରବାରକୁ ନେଇ ହେବାକୁ ଯାଉଛି ବଡ ପରିବର୍ତ୍ତନ । ତେବେ ଆସନ୍ତା ୧୪ରୁ ଆରଟିଜିଏସ୍ ତଥା ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟକୁ ୨୪ ଘଂଟିଆ ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ଏହି ବ୍ୟବସ୍ଥା ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ଦେଲା ପରେ ସପ୍ତାହର ବାକିସବୁ କାର୍ଯ୍ୟଦିବସରେContinue reading “ଆରବିଆଇ ଗଭର୍ଣ୍ଣରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଡିସେମ୍ବର ୧୪ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ…ଜାଣନ୍ତୁ ସାଧାରଣ ଜନତାଙ୍କୁ କଣ ମିଳିବ ଫାଇଦା..”

୫୫ ବର୍ଷ ପରେ ଗଡିବ ଟ୍ରେନ୍ । ୧୭ ଡିସେମ୍ବର ଦିନ ମୋଦି ଓ ହସିନା କରିବେ ଉଦଘାଟନ

କନକ ବ୍ୟୁରୋ : ଭାରତ ଓ ବାଂଗଲାଦେଶ ମଧ୍ୟରେ ୫୫ ବର୍ଷ ପରେ ଟ୍ରେନ ଚଳା ଚଳ ହେବ । ଡିସେମ୍ବର ୧୭ ତାରିଖ ଦିନ ପଶ୍ଚିମବଙ୍ଗର ହଲ୍ଦିବାଡି ରୁ ପଡୋଶୀ ବାଂଗଲାଦେଶର ଚିଲହାଟୀ ମଧ୍ୟରେ ରେଳ ଲାଇନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଗଲାଦେଶର ପ୍ରଧାନମନ୍ତ୍ରୀ ସେଖ୍ ହାସିନା । କୁଚବିହାରର ହଲଦୀବାଡିରୁ ବାଂଗଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ଥିବା ରେଳ ଲାଇନ ଟି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ସଂପର୍କContinue reading “୫୫ ବର୍ଷ ପରେ ଗଡିବ ଟ୍ରେନ୍ । ୧୭ ଡିସେମ୍ବର ଦିନ ମୋଦି ଓ ହସିନା କରିବେ ଉଦଘାଟନ”

ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ

କନକ ବ୍ୟୁରୋ : ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ । ସେ ହେଉଛନ୍ତି ୱାର୍କର ସେସ୍ପାଲିଷ୍ଟ କୁହାଯାଉଥିବା ଟି ନଟରାଜନ୍ । ଗରିବ ପରିବାରରୁ ଆସିଥିବା ଏହି କ୍ରିକେଟର ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇ ସାରିଛନ୍ତି । ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି ।Continue reading “ଦିନେ ରାସ୍ତାକଡରେ ମା ବିକୁଥିଲେ ଚିକେନ । ଆଉ ବାପା କରୁଥିଲେ କୁଲି କାମ । ହେଲେ ନିଜ ଦକ୍ଷତା ବଳରେ ଏବେ ପୁଅ ଖେଳୁଛି ଅନ୍ତର୍ଜାତୀୟ କ୍ରିକେଟ”

କୁଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ : ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ

କନକ ବ୍ୟୁରୋ : କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ । ଖୋର୍ଦ୍ଧ ରମ୍ଭାବିଲିର ଏକ କୂଅରୁ ଯୁବକଙ୍କ ମୃତଦେହ ମିଳିଛି । ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ । ବହୁତ ଖୋଜାଖୋଜି ପରେ ନିମିଳିବାରୁ ଆଜି କୂଅ ଭିତରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପରିବାର ପକ୍ଷରୁ ଏନେଇ ହତ୍ୟା ଅଭିଯୋଗ ଅଣାଯାଇଛି । କେହି ମାରିକୁ କୂଅରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛିContinue reading “କୁଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ : ବାହାଘରରେ ବରଯାତ୍ରୀ ଆସି ୨ ଦିନ ହେଲା ନିଖୋଜ ଥିଲେ ଖୋର୍ଦ୍ଧା ଡିଆ ଗାଁର ଯୁବକ”

ଗ୍ୟାଙ୍ଗଷ୍ଟର-ଗୁଳି: ଭାୟା କେୟାର ଟେକର । ଜେଲରେ ଅଛନ୍ତି ଧଳସାମନ୍ତ ବ୍ରଦର୍ସ । ଅପରାଧର ସାମ୍ରାଜ୍ୟ ବଢାଇବାକୁ କେୟାର ଟେକର ସାଜିଛି ମାଧ୍ୟମ ?

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଘରେ ବଡ ରେଡ୍ । ଚଢାଉ ବେଳେ ସାମ୍ନାକୁ ଆସିଲା ବଡ ତଥ୍ୟ । ଗ୍ୟାଙ୍ଗଷ୍ଟର ଘରୁ ମିଳିଥିବା ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ପଛରେ ରହିଛି ବଡ ଗୁମର । ଡି- ବ୍ରଦର୍ସଙ୍କ କେୟାର ଟେକର ସାଜିଥିଲା ସୁତ୍ରଧର । ମାରଣାସ୍ତ୍ର ସହ ବନ୍ଧୁକ ଯୋଗାଉଥିଲା କେୟାର ଟେକର । ତେବେ ଜବତ ସାମଗ୍ରୀ ଓ ଅଭିଯୁକ୍ତ ବାବଦରେ ଆଜି ପୋଲିସ ଦେଇପରେ ପୂରା ତଥ୍ୟ । ସେପଟେ ଆଜି ବି ଜାରିContinue reading “ଗ୍ୟାଙ୍ଗଷ୍ଟର-ଗୁଳି: ଭାୟା କେୟାର ଟେକର । ଜେଲରେ ଅଛନ୍ତି ଧଳସାମନ୍ତ ବ୍ରଦର୍ସ । ଅପରାଧର ସାମ୍ରାଜ୍ୟ ବଢାଇବାକୁ କେୟାର ଟେକର ସାଜିଛି ମାଧ୍ୟମ ?”

ରାୟଗଡା କାଳିଆପଡା ଘାଟିରେ ଦୁର୍ଘଟଣା : ଟ୍ରାକ୍ଟରକୁ ଟ୍ରକ ଦେବା ଫଳରେ ୨ ମୃତ

କନକ ବ୍ୟୁରୋ : ରାୟଗଡା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଦୁର୍ଘଟଣା । ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାୟଗଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । କଳାହାଣ୍ଡିରୁ ଶ୍ରମିକଙ୍କୁ ନେଇ ଆନ୍ଧ୍ରର ଶ୍ରୀକାକୁଲମ ଟ୍ରାକ୍ଟର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡିContinue reading “ରାୟଗଡା କାଳିଆପଡା ଘାଟିରେ ଦୁର୍ଘଟଣା : ଟ୍ରାକ୍ଟରକୁ ଟ୍ରକ ଦେବା ଫଳରେ ୨ ମୃତ”

Design a site like this with WordPress.com
Get started