କନକ ବ୍ୟୁରୋ : ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ । କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଏହି ଅଘଟଣ ଘଟିଛି । ଆଉ ୨ ଜଣ ଗୁରୁତର ହୋଇ ଚିିକିତ୍ସିତ ହେଉଛନ୍ତି । ଜଣକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତକ ହେଲେ କାଠବାରୀ ଗାଁର ବାଦଲ ନାଏକ, ବାଇଧର ନାଏକ । ଏକ ବାହାଘର ଭୋଜି ପରେ ପ୍ରବଳContinue reading “ସଦର ଥାନା କାଠବାରିରେ ଅଭାବନୀୟ ଘଟଣା : ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ”
Category Archives: News
ଫାଇଜର ଟିକାକୁ ଆମେରିକାର ଗ୍ରୀନ ସିଗନାଲ : ଜରୁରୀକାଳୀନ ଟିକା ବ୍ୟବହାର ପାଇଁ ଏଫଡିଏ ଦେଲା ଅନୁମତି
କନକ ବ୍ୟୁରୋ : ଆମେରିକାରେ ଫାଇଜର ଟିକାକୁ ମିଳିଲା ଅନୁମତି । ଆମେରିକାର ଖାଦ୍ୟ ଓ ଔଷଧ ପ୍ରାଧୀକରଣ ଫାଇଜର ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ବର୍ତମାନ ସୁଦ୍ଧା ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା ଭୂତାଣୁ । ଏପରି ସ୍ଥିତିରେ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାରକୁ ଆମେରିକାର ଏଫଡିଏର ବିଶେଷଜ୍ଞ କମିଟିର ଗ୍ରୀନ୍ ସିଗନାଲ, କରୋନା ମହାମାରୀ ଉପରେ ରୋକ୍ ଲଗାଇବ ବୋଲି ଆଶାContinue reading “ଫାଇଜର ଟିକାକୁ ଆମେରିକାର ଗ୍ରୀନ ସିଗନାଲ : ଜରୁରୀକାଳୀନ ଟିକା ବ୍ୟବହାର ପାଇଁ ଏଫଡିଏ ଦେଲା ଅନୁମତି”
ମହିଳା ସହଯୋଗୀଙ୍କ ସୂଚନା ଆଧାରରେ ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢାଉ : କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ
କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଧଳସାମନ୍ତ ବ୍ରଦର୍ସ । କଟକ ସଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସର ଚଢାଉ । ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ । ପୋଲିସ ପୂର୍ବରୁ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରିଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନା ଅଧିକାରୀ ଓ କଟକ ଡିସିପି ରେଡ୍ରେ ସାମିଲ ହୋଇଥିଲେContinue reading “ମହିଳା ସହଯୋଗୀଙ୍କ ସୂଚନା ଆଧାରରେ ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢାଉ : କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ”
ବିଗୁଡୁଛି ଅନଶନରେ ବସିଥିବା ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା : ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ : ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନ ଆରମ୍ଭ କରିଥିବା ଏଏନଏମ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ । ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଦିନ ଅହୋରାତ୍ର ଧାରଣା ଦେବା ପରେ ଗତକାଲିଠାରୁ ସେମାନେ ଆନ୍ଦୋଳନକୁ ଜୋରଦାର କରି ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ କେତେଜଣ ଅନଶନକାରୀ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ, ଜଣଙ୍କ ଅବସ୍ଥା ଗୁରୁତର ହୋଇଥିିବାବେଳେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥାContinue reading “ବିଗୁଡୁଛି ଅନଶନରେ ବସିଥିବା ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା : ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି”
ମନୋରଞ୍ଜନର ଭଣ୍ଡାର ନେଇ ଆସୁଛି ‘କୁହୁ ସିନେ ଫ୍ଲିକ୍ସ’ । ରିଲିଜ୍ ହେବାକୁ ଯାଉଛି ଏହି ସବୁ କ୍ଷୁଦ୍ର ଚଳଚ୍ଚିତ୍ର ।
କନକ ବ୍ୟୁରୋ : ରିଲିଜ୍ ହେବାକୁ ଯାଉଛି, ଚଳଚ୍ଚିତ୍ର ନାୟକ ତଥା ଲୋକପ୍ରିୟ ତାରକା ସ୍ୱରାଜ ବାରିକଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଫ୍ରସ-୨’ । ଏହା ସହ କୁହୁ ସିନେ ଫ୍ଲିକ୍ସ ଏବଂ ସ୍ୱରାଜ ବାରିକ ଫିଲ୍ମସର ମିଳିତ ପ୍ରଚେଷ୍ଟାରେ ଆଗକୁ ଆସୁଛି ‘ସୁପର ବୟ’ ଓ ‘ଭୂତ ଶିକାରୀ’ ଭଳି କ୍ଷୁଦ୍ର ଚଳଚ୍ଚିତ୍ର । ‘କୁହୁ ସିନେ ଫ୍ଲିକ୍ସ’ ହେଉଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ପଯୋଜନା ସଂସ୍ଥା । ଯାହାର ପ୍ରଯୋଜକContinue reading “ମନୋରଞ୍ଜନର ଭଣ୍ଡାର ନେଇ ଆସୁଛି ‘କୁହୁ ସିନେ ଫ୍ଲିକ୍ସ’ । ରିଲିଜ୍ ହେବାକୁ ଯାଉଛି ଏହି ସବୁ କ୍ଷୁଦ୍ର ଚଳଚ୍ଚିତ୍ର ।”
ସିଂଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଏତଲା : ଧାରଣାସ୍ଥଳରେ କୋଭିଡ଼ ନିୟମ ମାନୁନଥିବା ଅଭିଯୋଗ
କନକ ବ୍ୟୁରୋ : ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକଙ୍କ ବିରୋଧରେ ଏଫଆଇଆର ।ଧାରଣାସ୍ଥଳରେ ମହାମାରୀ ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଅଭିଯୋଗ ଆଣି ଅଲ୍ଳୀପୁର ଥାନାରେ କୃଷକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୯ ନଭେମ୍ବରରେ କୃଷକମାନେ ଲାମପୁର ସୀମା ଦେଇ ଜୋରଜବରଦସ୍ଥି ଦିଲ୍ଲୀ ଭିତରକୁ ପଶି ଆସିଥିଲେ ଓ ସେହିଦିନଠାରୁ ସିଂଘୁ ସୀମାର ନିଷିଧାଂଚଳରେ ଆନ୍ଦୋଳନ ଜାରି ରଖିଛନ୍ତି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେContinue reading “ସିଂଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଏତଲା : ଧାରଣାସ୍ଥଳରେ କୋଭିଡ଼ ନିୟମ ମାନୁନଥିବା ଅଭିଯୋଗ”
ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି : ରାଜ୍ୟସଭା ଟିଭି ଉପସ୍ଥାପିକା ଜାଗ୍ରୁତି ଶୁକ୍ଳାଙ୍କ ସହ ଚା ପିଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ
କନକ ବ୍ୟୁରୋ : କିଛି ଦିନର ନିରବତା ପରେ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗ୍ରୁତି ଶୁକ୍ଳାଙ୍କ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ଅନୁଭବ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କରContinue reading “ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି : ରାଜ୍ୟସଭା ଟିଭି ଉପସ୍ଥାପିକା ଜାଗ୍ରୁତି ଶୁକ୍ଳାଙ୍କ ସହ ଚା ପିଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ”
ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ : ପିଏ ପିଟର ଡେଭିଡ୍ ସହ ହୋଇପାରେ ମୁହାଁମୁହିଁ ଜେରା
କନକ ବ୍ୟୁରୋ : ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଝାରପଡା ଜେଲରୁ ଆକାଶଙ୍କୁ କ୍ରାଇମବ୍ରାଂଚ ମୁଖ୍ୟାଳୟ ନିଆଯିବ । ସେଠାରେ ପ୍ରଦୀପ – ଆକାଶ- ସର୍ବେଶ୍ୱର ସିଣ୍ଡିକେଟର ରହସ୍ୟ ଖୋଲିବେ ତଦନ୍ତକାରୀ ଟିମ । କେମିତି ଏହି ଠକେଇContinue reading “ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ : ପିଏ ପିଟର ଡେଭିଡ୍ ସହ ହୋଇପାରେ ମୁହାଁମୁହିଁ ଜେରା”
ଏବେ ଖୋଲିବନି ସ୍କୁଲ, କଲେଜ ! କେବେ ଖୋଲିବ, ନିଷ୍ପତ୍ତି ନେବେ ସରକାର
କନକ ବ୍ୟୁରୋ : ନୂଆବର୍ଷରୁ ସ୍କୁଲ, କଲେଜ ଖୋଲିବା ନେଇ ଚିନ୍ତା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ସଚିବ କହିଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସମସ୍ତ ଦିଗରୁ ବିଚାର କରି ରାଜ୍ୟ ସରକାର ଏ ନେଇ ଉପଯୁକ୍ତ ନିଷ୍ପତି ନେବେ । କୋଭିଡ୍ ମୁକାବିଲାର ସମୀକ୍ଷା କରୁଥିବା ବେଳେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପାଇଁ ପ୍ରାୟ ୯ ମାସ ଧରି ବନ୍ଦContinue reading “ଏବେ ଖୋଲିବନି ସ୍କୁଲ, କଲେଜ ! କେବେ ଖୋଲିବ, ନିଷ୍ପତ୍ତି ନେବେ ସରକାର”
ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢଉ । କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ସୂଚନା ।
କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଧଳସାମନ୍ତ ବ୍ରଦର୍ସ । କଟକ ସିଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସର ଚଢଉ । ଚଢାଉ ବେଳେ ବନ୍ଧୁକ ଗୁଳି ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ପୂର୍ବରୁ ପୋଲିସ ଡି ବ୍ରଦର୍ସଙ୍କ ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଥିଲା । ଜେରା ବେଳେ ମିଳିଥିବା କିଛି ତଥ୍ୟ ଆଧାରରେ ପୋଲିସ ଏହି ଚଢଉ କରୁଥିବା ଜଣାପଡିଛି । ଏକାସଙ୍ଗେ ୫ଟି ଥାନାର ଥାନାContinue reading “ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଘରେ ପୁଲିସର ଚଢଉ । କଟକ ସିଡିଏ ସ୍ଥିତ ଘରୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ ସୂଚନା ।”