କନକ ବ୍ୟୁରୋ: ପ୍ରବୀରଙ୍କ ପରିବାରକୁ ସହାୟତା । କରୋନାରେ ଆଖି ବୁଜିଥିବା ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ତେବେ ପରପାରିରେ ଥିବା ପ୍ରତିଭାବାନ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । I extendContinue reading “ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।”
Category Archives: News
ଚାଷୀ ଆନ୍ଦୋଳନ ଭିତରେ ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ । ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ, କେନ୍ଦ୍ରକୁ କରାଯିବ ଅବଗତ
କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଭିତରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ହେଉ ବୋଲି କହିଲେ ରାଜ୍ୟ ସରକାର । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ ହୋଇଛି । ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି, ଏହାସହ ଏନେଇ କେନ୍ଦ୍ରକୁ କରାଯିବ । ଉତ୍ପାଦନ ମୂଲ୍ୟ ତୁଳନାରେ ଏମଏସପି ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ କୁହାଯାଇଛି । ଚାଷୀଙ୍କContinue reading “ଚାଷୀ ଆନ୍ଦୋଳନ ଭିତରେ ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ । ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ, କେନ୍ଦ୍ରକୁ କରାଯିବ ଅବଗତ “
କରୋନା ଅଟକାଇ ପାରିଲାନି ବାହାଘର । ବାହାଘର ଦିନ ବରକୁ ହେଲା କରୋନା । ପିପିଇ କିଟ୍ ପିନ୍ଧି ବାହା ହେଲା ବର
କନକ ବ୍ୟୁରୋ : କରୋନା ମହାମାରୀ କାହାକୁ ବର୍ବାଦ କରିଦେଇଛି ତ କାହାକୁ ରାସ୍ତା ଉପରକୁ ନେଇ ଆସିଛି । ହେଲେ ରାଜସ୍ଥାନରେ ଏମିତି ଏକ ଘଟଣା ଘଟିଛି ଯେଉଁଥିରେ କରୋନା ମହାମାରୀର କାୟା ଫିକା ପଡିଯାଇଛି । କରୋନା ମହାମାରୀ ଅଟକାଇ ପାରିନାହିଁ ବାହାଘର । କରୋନା ପଜିଟିଭ ଥାଇ ବି ପିପିଇ କିଟ ପିନ୍ଧି ବାହାହେଲେ ବର । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଲବର ଜିଲ୍ଲାରେ । ଅଲବର ଜିଲ୍ଲା କୁତିନାContinue reading “କରୋନା ଅଟକାଇ ପାରିଲାନି ବାହାଘର । ବାହାଘର ଦିନ ବରକୁ ହେଲା କରୋନା । ପିପିଇ କିଟ୍ ପିନ୍ଧି ବାହା ହେଲା ବର”
ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ । ପ୍ରଥମ ସ୍ଥାନରେ ଓଡ଼ିଶା । ୪୦ଟି ସହର ୨୯ଟି ରାଜ୍ୟକୁ ନେଇ ଏନଜିଓ ପ୍ରଜା ଫାଉଣ୍ଡେସନର ଅଧ୍ୟୟନ
କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡିଶା ହାସଲ କରିଛି ଏକ ନମ୍ବର । ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ ୩ ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା । ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ ଓContinue reading “ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ । ପ୍ରଥମ ସ୍ଥାନରେ ଓଡ଼ିଶା । ୪୦ଟି ସହର ୨୯ଟି ରାଜ୍ୟକୁ ନେଇ ଏନଜିଓ ପ୍ରଜା ଫାଉଣ୍ଡେସନର ଅଧ୍ୟୟନ “
ଡିସେମ୍ବର ୧୪ରେ ଦେଶବ୍ୟାପୀ ପୁଣି ହେବ ଆନ୍ଦୋଳନ । ପୂରା ଦେଶରେ ଧାରଣା, ପ୍ରତିବାଦ ପାଇଁ ଚାଷୀ ସଂଗଠନ ଦେଲା ଡାକରା ।
କନକ ବ୍ୟୁରୋ : ତେଜୁଛି କୃଷି ଆନ୍ଦୋଳନ । ଆଜି ସରକାରଙ୍କ ପ୍ରସ୍ତାବକୁ ନା ମଞ୍ଜୁର କରିଛନ୍ତି କୃଷକ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଦିନ ପୂରା ଦେଶରେ ଧାରଣା ଓ ପ୍ରତିବାଦ ସହ ଜୟପୁର ଓ ଦିଲ୍ଲୀ ହାଇୱେରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି । ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନContinue reading “ଡିସେମ୍ବର ୧୪ରେ ଦେଶବ୍ୟାପୀ ପୁଣି ହେବ ଆନ୍ଦୋଳନ । ପୂରା ଦେଶରେ ଧାରଣା, ପ୍ରତିବାଦ ପାଇଁ ଚାଷୀ ସଂଗଠନ ଦେଲା ଡାକରା ।”
ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମିଳିତ ବିରୋଧୀ । ରାହୁଲ ଗାନ୍ଧୀ କହିଲେ, ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ ।
କନକ ବ୍ୟୁରୋ: ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ । କଂଗ୍ରେସ, ଏନସିପି, ସିପିଆଇ, ସିପିଆଇଏମ ସହ ବିରୋଧୀ ରାଜନୈତିକ ଦଳର ଏକ ପ୍ରତିନିଧି ଧଳ ରାଷ୍ଟ୍ରପତିଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି ରାହୁଲ ଗାନ୍ଧୀ, ଶରଦ ପାୱାରା, ସାତାରାମ ୟେଚୁରୀ କୁୃଷି ଆଇନ୍ ହଟାଇନେବାକୁ ଦାବି କରିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ସରକାରଙ୍କ ଉପରୁContinue reading “ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମିଳିତ ବିରୋଧୀ । ରାହୁଲ ଗାନ୍ଧୀ କହିଲେ, ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ ।”
ଭାରତରେ କରୋନା ଟିକା ପ୍ରସ୍ତୁତି ବୁଲି ଦେଖିଲେ ବିଶ୍ୱର ୬୦ ଦେଶର ପ୍ରତିନିଧି । ହାଇଦ୍ରାବାଦ ଭାରତ ବାୟୋଟେକରେ ହେଲା ବୈଠକ
କନକ ବ୍ୟୁରୋ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚି ଭାରତ ବାୟୋଟେକରେ ଟିକା ପ୍ରସ୍ତୁତି ଦେଖିଛନ୍ତି । ଏହି ଟିମ୍ ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ ଆଣ୍ଡ୍ ବାୟୋଲଜିକାଲ୍ ଇ ବୁଲି ଦେଖିଛନ୍ତି । ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକାContinue reading “ଭାରତରେ କରୋନା ଟିକା ପ୍ରସ୍ତୁତି ବୁଲି ଦେଖିଲେ ବିଶ୍ୱର ୬୦ ଦେଶର ପ୍ରତିନିଧି । ହାଇଦ୍ରାବାଦ ଭାରତ ବାୟୋଟେକରେ ହେଲା ବୈଠକ “
ପରୀ ପାଇଁ ଦିଲ୍ଲୀ ଏନସିପିସିଆରରେ ହାଜର ହେଲେ ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ରଖିଲେ ମତ । ପରୀର ହାଡରୁ ସୁରାକ୍ ଖୋଜିବାକୁ ଚାଲିଛି ଉଦ୍ୟମ
କନକ ବ୍ୟୁରୋ : ପରୀ ହତ୍ୟା ମାମଲା । ଏହି ମାମଲାରେ ଦିଲ୍ଲୀ ଏନସିପିସିଆରରେ ହାଜର ହୋଇଛନ୍ତି ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ହାଜର ହୋଇ ଆଜି ଦିଲ୍ଲୀ ଏମସିପିସିଆରରେ ଆଜି ମତ ରଖିଛନ୍ତି ଜିଲ୍ଲାପାଳ ଓ ଏସପି । ଏହି ମାମଲାରେ ଏବେ ଏସଆଇଟି କରୁଛି ଅଧିକ ଖୋଳତାଡ । ପରୀର ହାଡରୁ ସୁରାକ୍ ଖୋଜିବାକୁ ଚାଲିଛି ଉଦ୍ୟମ । ସେପଟେ ପରୀ ପାଇଁ ରାଜନୀତି ଜୋର ଧରିଛି । ଆସନ୍ତାContinue reading “ପରୀ ପାଇଁ ଦିଲ୍ଲୀ ଏନସିପିସିଆରରେ ହାଜର ହେଲେ ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ରଖିଲେ ମତ । ପରୀର ହାଡରୁ ସୁରାକ୍ ଖୋଜିବାକୁ ଚାଲିଛି ଉଦ୍ୟମ”
ମାଲାକନଗିରି କାଲିମେଳାରେ ୯୦ ଟଙ୍କା ଟପିଲା ପେଟ୍ରୋଲ ଦର । ହୁ ହୁ ହୋଇ ବଢୁଛି ତେଲ ଦର, ଚିନ୍ତାରେ ଖାଉଟି । ପରିବହନ ମନ୍ତ୍ରୀ କହିଲେ ତେଲ ଦର ବଢିଲେ ବଢିବ ଯାତ୍ରୀ ଭଡା
କନକ ବ୍ୟୁରୋ : ମାଲକାନଗିରିରେ ପେଟ୍ରୋଲ ଟପିଲା ୯୦ ଟଙ୍କା । ଜିଲ୍ଲାର କାଲିମେଳା ପରି ଏକ ଉପାନ୍ତ ତଥା ପଛୁଆ ଅଂଚଳରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି । ଆଜି କାଲିମେଳାରେ ପେଟ୍ରୋଲ ଲିଟର ୯୦ ଟଙ୍କା ୯୪ ପଇସାରେ ପହଁଚି ଯାଇଥିବାବେଳେ ଡ଼ିଜେଲ ଦର ଲିଟର ପ୍ରତି ୮୬ ଟଙ୍କା ୮୧ ପଇସା ରହିଛି । କାଲିମେଳା ବ୍ଲକରେ ଥିବା ଏହି ଏକମାତ୍ର ଭାରତ ପେଟ୍ରୋଲିୟମ ଟାଙ୍କିରେ ଏହି ତେଲ ଦର ଏବେContinue reading “ମାଲାକନଗିରି କାଲିମେଳାରେ ୯୦ ଟଙ୍କା ଟପିଲା ପେଟ୍ରୋଲ ଦର । ହୁ ହୁ ହୋଇ ବଢୁଛି ତେଲ ଦର, ଚିନ୍ତାରେ ଖାଉଟି । ପରିବହନ ମନ୍ତ୍ରୀ କହିଲେ ତେଲ ଦର ବଢିଲେ ବଢିବ ଯାତ୍ରୀ ଭଡା “
ଅପେକ୍ଷାର ଘଟିଲା ଅନ୍ତ, ସରକାରଙ୍କ ଲିଖିତ ପ୍ରସ୍ତାବକୁ କୃଷକ କଲେ ଖାରିଜ୍ । ଏବେ ଦିଲ୍ଲୀରେ ହେବ ଘମାଘୋଟ ଲଢେଇ
କନକ ବ୍ୟୁରୋ : ପ୍ରଥମେ ସରକାରଙ୍କ ତରଫରୁ କୃଷକ ମାନଙ୍କ ସହ ହେବାକୁ ଥିବା ବୈଠକ ବାତିଲ କଲେ । ଓ ପରେ ସରକାର ଆଇନରେ କ’ଣ କ’ଣ ସଂଶୋଧନ କରିପାରିବେ ସେନେଇ ପ୍ରସ୍ତାବ ଦେଲେ । ହେଲେ ସରକାରଙ୍କ ପ୍ରସ୍ତାବକୁ ସିଧା ସଳଖ କୃଷକ ସଂଗଠନ ମାନେ ଖାରିଜ୍ କରିଦେଇଛନ୍ତି । କୃଷକ ମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ନୂତନ କୃଷି ଆଇନ ସଂପର୍କରେ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ କୃଷକ ନେତା ମାନଙ୍କContinue reading “ଅପେକ୍ଷାର ଘଟିଲା ଅନ୍ତ, ସରକାରଙ୍କ ଲିଖିତ ପ୍ରସ୍ତାବକୁ କୃଷକ କଲେ ଖାରିଜ୍ । ଏବେ ଦିଲ୍ଲୀରେ ହେବ ଘମାଘୋଟ ଲଢେଇ”