କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଚିଠି । ସୁନ୍ଦରୀ ବାଘ ପାଇଁ ଶିବରାଜ ଲେଖିଛନ୍ତି ଚିଠି । ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦୀରର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବାଘୁଣୀକୁ ଅନୁକୂଳ ପରିବେଶ ଯୋଗାଇ ଦେବାକୁ ନବୀନଙ୍କୁ କରିଛନ୍ତି ଅନୁରୋଧ । କାହ୍ନା ଟାଇଗର ରିଜର୍ଭରୁ ଫେରିବା ଯାଏଁ ପର୍ଯ୍ୟାପ୍ତ ଦେଖାଶୁଣା କରିବାକୁ ଚିଠି ଲେଖିଛନ୍ତି ଶିବରାଜ । ୨୦୧୮ରେ ମଧ୍ୟପ୍ରଦେଶର କାହ୍ନାContinue reading “ବାଘ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଶିବରାଜଙ୍କ ଚିଠି : ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କଲେ ଶିବରାଜ”
Category Archives: News
ଆକାଶ ପାଠକ ନେଇ କୋର୍ଟରେ ଅବଗତ କଲା ଖାରବେଳ ନଗର ଥାନା ପୋଲିସ : କୋର୍ଟରେ ପୋଲିସ କହିଲା, ଆକାଶଙ୍କ ନାଁରେ ଅଛି ଠକେଇ ମାମଲା
କନକ ବ୍ୟୁରୋ : ଆକାଶ ପାଠକ ଠକେଇ ମାମଲା ପ୍ରସଙ୍ଗ । ଆଜି ଏନେଇ କୋର୍ଟରେ ଅବଗତ କରିଛି ଖାରବେଳ ଥାନା ପୋଲିସ । ଆକାଶଙ୍କ ବିରୋଧରେ ଠକେଇ ମାମଲା ରହିଥିବା ନେଇ କୋର୍ଟରେ ଅବଗତ କରାଇଛି ଖାରବେଳନଗର ଥାନା ପୋଲିସ । ଠକେଇ ମାମଲା ରହିଥିବାରୁ ଆକାଶଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରଖିଛି ପୋଲିସ । ଏଥିପାଇଁ ଦିନେ ଦୁଇ ଦିନ ଭିତରେ ପୋଲିସ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି କହିଛିContinue reading “ଆକାଶ ପାଠକ ନେଇ କୋର୍ଟରେ ଅବଗତ କଲା ଖାରବେଳ ନଗର ଥାନା ପୋଲିସ : କୋର୍ଟରେ ପୋଲିସ କହିଲା, ଆକାଶଙ୍କ ନାଁରେ ଅଛି ଠକେଇ ମାମଲା”
ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ ? ସ୍ଥିତି ଦେଖିବାକୁ ଭାରତରେ ବିଶ୍ୱର ୬୪ଟି ଦେଶର ରାଷ୍ଟ୍ରଦୂତ
କନକ ବ୍ୟୁରୋ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚିଛନ୍ତି । ଏହି ଟିମ୍ ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ ଆଣ୍ଡ୍ ବାୟୋଲଜିକାଲ୍ ଇ ବୁଲି ଦେଖିବେ । ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଭାରତ ବାୟୋଟେକ୍ । ବର୍ତମାନContinue reading “ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ ? ସ୍ଥିତି ଦେଖିବାକୁ ଭାରତରେ ବିଶ୍ୱର ୬୪ଟି ଦେଶର ରାଷ୍ଟ୍ରଦୂତ”
ପରୀ ପାଇଁ ବିଜେପି କରିବ ପଦଯାତ୍ରା : ଆସନ୍ତା ୧୫ରେ ରାଜ୍ୟର ସମସ୍ତ ବିଧାନସଭା ମଣ୍ଡଳିରେ ପଦଯାତ୍ରା
କନକ ବ୍ୟୁରୋ : ପରୀ ପାଇଁ ପଦଯାତ୍ରା । ଆସନ୍ତା ୨୧ ତାରିଖରେ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରା କରିବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ବାହାରି ନୟାଗଡର ଯଦୁପୁର ଯିବ । ଏହାପୂର୍ବରୁ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ବି ପଦଯାତ୍ରା ହେବ । ସେପଟେ ପରୀ ପାଇଁ ବିଜେପିର ପଦଯାତ୍ରାକୁ ସ୍ୱାଗତ କରିଛି କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଏହାଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି ହେବContinue reading “ପରୀ ପାଇଁ ବିଜେପି କରିବ ପଦଯାତ୍ରା : ଆସନ୍ତା ୧୫ରେ ରାଜ୍ୟର ସମସ୍ତ ବିଧାନସଭା ମଣ୍ଡଳିରେ ପଦଯାତ୍ରା”
ଦିଲ୍ଲୀରୁ ୧୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍ । ରେବ୍ ପାର୍ଟିରେ ହୋଇଥା’ନ୍ତା ବ୍ୟବହାର । ନାଇଜେରିଆ ନାଗରିକ ଗିରଫ୍
କନକ ବ୍ୟୁରୋ : ଡ୍ରଗ୍ସ ଜବତ୍ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଦିଲ୍ଲୀ ରେଲୱେ ପୋଲିସ ନିଶା କାରବାରର ଏକ ବଡ ବେପାରୀକୁ ଗିରଫ୍ କରିଛି । ପୋଲିସ ଏହି ମାମଲାରେ ଜଣେ ନାଇଜେରିଆ ନାଗରିକ ଓ ତାଙ୍କ ମହିଳାବନ୍ଧୁଙ୍କୁ ହେପାଜତକୁ ନେଇଛି । ସୂଚନା ମୁତାବକ ୧୦୫ କିଲୋଗ୍ରାମ ଡ୍ରଗ୍ସ ଜବତ୍ କରିଛି ପୋଲିସ । ଆନ୍ତର୍ଜାତୀୟ ବଜାରରେ ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବContinue reading “ଦିଲ୍ଲୀରୁ ୧୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍ । ରେବ୍ ପାର୍ଟିରେ ହୋଇଥା’ନ୍ତା ବ୍ୟବହାର । ନାଇଜେରିଆ ନାଗରିକ ଗିରଫ୍”
ବୈଠକ ପୂର୍ବରୁ କୃଷକଙ୍କୁ ସରକାରଙ୍କ ପ୍ରସ୍ତାବ । ଆଇନରେ ପରିଣତ ହେବ ଏମ୍.ଏସ୍.ପି ଓ ଏ.ପି.ଏମ୍ ସି ଆଇନରେ ହେବ କିଛି ପରିବର୍ତ୍ତନ
କନକ ବ୍ୟୁରୋ : କୃଷି କାନନୁକୁ ବିରୋଧ କରି ଆଜିକୁ ୧୪ ଦିନ ହେବ କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା କିଛି ପ୍ରସ୍ତାବ ପଠାଇବାକୁ ପ୍ରତିସୃତି ଦେଇଥିଲେ । ସୂଚନା ମୁତାବକ ଏହି ପ୍ରସ୍ତାବ କେନ୍ଦ୍ରସରକାର ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବ ମୁତାବକ ସର୍ବନିମ୍ନ ସହାୟକ ଦର ଆଇନରେ ପରିଣତ କରିବେContinue reading “ବୈଠକ ପୂର୍ବରୁ କୃଷକଙ୍କୁ ସରକାରଙ୍କ ପ୍ରସ୍ତାବ । ଆଇନରେ ପରିଣତ ହେବ ଏମ୍.ଏସ୍.ପି ଓ ଏ.ପି.ଏମ୍ ସି ଆଇନରେ ହେବ କିଛି ପରିବର୍ତ୍ତନ”
ଅନ୍ତର୍ଜାତୀୟ କ୍ରିକେଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା : ଟୁଇଟ୍ କରି କହିଲେ, ୧୮ ବର୍ଷର କ୍ରିକେଟ ଯାତ୍ରାରେ ଟାଣୁଛି ପୂର୍ଣ୍ଣଛେଦ
କନକ ବ୍ୟୁରୋ : ସମସ୍ତ ପ୍ରତିଯୋଗୀତା ମୂଳକ କ୍ରିକେଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା । ଆଜି ଟୁଇଟ୍ କରି ଅବସର ନେଇ ସୂଚନା ଦେଇଛନ୍ତି ପାର୍ଥିବ୍ ପଟେଲ । ଏହା ସହିତ ଟିମଇଣ୍ଡିଆରେ ତାଙ୍କର ୧୮ ବର୍ଷର କ୍ରିକେଟ୍ ଯାତ୍ରା ଶେଷ ହୋଇଛି । ୧୭ ବର୍ଷ ବୟସରେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଶେଷ ଥରContinue reading “ଅନ୍ତର୍ଜାତୀୟ କ୍ରିକେଟରୁ ପାର୍ଥିବ ପଟେଲଙ୍କ ଅବସର ଘୋଷଣା : ଟୁଇଟ୍ କରି କହିଲେ, ୧୮ ବର୍ଷର କ୍ରିକେଟ ଯାତ୍ରାରେ ଟାଣୁଛି ପୂର୍ଣ୍ଣଛେଦ”
ଇସ୍ରାଏଲ ବୈଜ୍ଞାନିକଙ୍କ ବଡ ଖୋଲାସା । ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଅନ । ଟ୍ରମ୍ପ୍ ଜାଣିଛନ୍ତି ସମ୍ପୁର୍ଣ୍ଣ ସତ୍ୟ
କନକ ବ୍ୟୁରୋ : ଇସ୍ରାଏଲର ପୂର୍ବତନ ମହାକାଶ ସୁରକ୍ଷା ବୋର୍ଡର ପ୍ରମୁଖ ସଦସ୍ୟ ହେମ ଇସେଦ ଏମିତି କିଛି ଦାବି କରିଛନ୍ତି ଯାହା ଉପରେ ଭରଶା କରିବା କାଫି ମୁସ୍କିଲ ହୋଇଛି । ଇସେଦଙ୍କ କହିବା ମୁତାବକ ମହାକାଶରେ ଏଲିଅନ ଥିବା କଥା ସତ । ସେମାନେ କେବେ କେବେ ପୃଥିବୀକୁ ଆସିଥା’ନ୍ତି ଓ ମଙ୍ଗଳ ଗ୍ରହରେ ସେମାନେ ବାସ କରନ୍ତି । ସେ ଆହୁରି ଦାବି କରିଛନ୍ତି କି ଏଲିଅନ ମାନଙ୍କର ଇସ୍ରାଏଲ ଓ ଆମେରିକାContinue reading “ଇସ୍ରାଏଲ ବୈଜ୍ଞାନିକଙ୍କ ବଡ ଖୋଲାସା । ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଅନ । ଟ୍ରମ୍ପ୍ ଜାଣିଛନ୍ତି ସମ୍ପୁର୍ଣ୍ଣ ସତ୍ୟ”
ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ : ପ୍ରଥମ ସ୍ଥାନରେ ଓଡିଶା
କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡିଶା ହାସଲ କରିଛି ଏକ ନମ୍ବର । ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ ୩ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା । ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ ଓ ଆର୍ଥିକContinue reading “ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ : ପ୍ରଥମ ସ୍ଥାନରେ ଓଡିଶା”
ନାବାଳକଙ୍କୁ ମହଙ୍ଗା ପଡ଼ିଲା ସ୍କୁଟି ଚଲେଇବା : ଖଣ୍ଡଗିରିରେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଫାଇନ୍
କନକ ବ୍ୟୁରୋ : ସ୍କୁଟି ଚାଳକଙ୍କୁ ମହଙ୍ଗା ପଡ଼ିଲା ଟ୍ରାଫିକ୍ ଆଇନ ଉଲ୍ଲଘଂନ । ୨୬ ହଜାର ଟଙ୍କାର ଜରିମାନା କାଟିଲେ ପୋଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଏପରି ଜୋରିମାନା କରିଛି କମିଶନର ପୋଲିସ । ଗାଡ଼ି ଚାଳକ ଜଣଙ୍କ ନାବାଳକ ହୋଇଥିବା ବେଳେ ହେଲମେଟ ପିନ୍ଧି ନଥିଲେ । ଏପରିକି ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧିନଥିଲେ । ନାବାଳକ ହୋଇଥିବାରୁ, ଡ଼୍ରାଇଭିଂଗ ଲାଇସେନ୍ସ ନଥିବାରୁ ଏବଂ ହେଲମେଟContinue reading “ନାବାଳକଙ୍କୁ ମହଙ୍ଗା ପଡ଼ିଲା ସ୍କୁଟି ଚଲେଇବା : ଖଣ୍ଡଗିରିରେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଫାଇନ୍”