ବିଶ୍ୱର ପ୍ରଥମ କରୋନା ଟିକା ନେଲେ ବ୍ରିଟେନର ଆଈ ମାଆ । ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପରେ ୯୦ ବର୍ଷର ମହିଳାଙ୍କ ହେଲା ଟିକାକରଣ 

କନକ ବ୍ୟୁରୋ : ବିଶ୍ୱର ପ୍ରଥମ କୋଭିଡ୍ ଟିକା ଭାବେ ଫାଇଜର କଂପାନୀର ଟିକାକୁ ବ୍ରିଟେନ ଅନୁମତି ଦେବା ପରେ ଏହାର ସାମୂହିକ ଟିକାକରଣ ଆରମ୍ଭ ହୋଇଛି । ଆଉ ଏହାର ପ୍ରଥମ ଡୋଜ୍ ଦିଆଯାଇଛି ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କୁ । ସପ୍ତାହକ ପରେ ମାର୍ଗାରେଟ୍ ନିଜର ୯୧ ତମ ଜନ୍ମଦିନ ପାଳନ କରିବେ । ତାହା ପୂର୍ବରୁ ତାଙ୍କୁ ଫାଇଜର କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।  କେନ୍ଦ୍ରୀୟ ଇଂଲଣ୍ଡର କୋଭିନ୍ଟ୍ରିContinue reading “ବିଶ୍ୱର ପ୍ରଥମ କରୋନା ଟିକା ନେଲେ ବ୍ରିଟେନର ଆଈ ମାଆ । ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପରେ ୯୦ ବର୍ଷର ମହିଳାଙ୍କ ହେଲା ଟିକାକରଣ “

କୃଷକ ଆନ୍ଦୋଳନ : ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାରଙ୍କ ସହ ୫ ନେତା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇ (ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ ୫ ଜଣ ନେତା ବୁଧବାର ସଂନ୍ଧ୍ୟା ୫ ଟାରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହିContinue reading “କୃଷକ ଆନ୍ଦୋଳନ : ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାରଙ୍କ ସହ ୫ ନେତା”

ସୁନ୍ଦରଗଡ଼ରେ ଅଚଳ ହୋଇପଡିଛି ୧୧୬ଟି ସୋଲାର ଡୁଆଲ ପମ୍ପ । ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ପାନୀୟ ଜଳଯୋଗାଣ ।

କନକ ବ୍ୟୁରୋ : ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳଯୋଗାଣ ପାଇଁ ଏକାଧିକ ଯୋଜନା କରାଯାଇଛି । ତଥାପି ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରୁ ନଥିଲା । ଏଣୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୌରଶକ୍ତି ପରିଚାଳିତ ଡୁଆଲ ପମ୍ପ୍ ସ୍ଥାପନ କରାଗଲା । ତେବେ ଏହି ଡୁଆଲ ପମ୍ପ୍ ମରାମତି, ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଏହା ଅଚଳ ହୋଇପଡ଼ିଛି । କେବଳ ବର୍ଷେ କି ଦି’ବର୍ଷ ନୁହେଁ, ୫ ବର୍ଷ ହେଲା ଏହାContinue reading “ସୁନ୍ଦରଗଡ଼ରେ ଅଚଳ ହୋଇପଡିଛି ୧୧୬ଟି ସୋଲାର ଡୁଆଲ ପମ୍ପ । ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ପାନୀୟ ଜଳଯୋଗାଣ ।”

ଶେଷ ଟି-୨୦ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ । ୨-୧ରେ ସିରିଜ ହାତେଇଲା ଭାରତ 

କନକ ବ୍ୟୁରୋ : ଶେଷ ଟି-୨୦ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୨ ରନରେ ପରାସ୍ତ କରିଛି । ଶେଷ ଟି-୨୦ ମ୍ୟାଚ ଜିତିଲେ ମଧ୍ୟ ଭାରତ ଟି-୨୦ରେ ସିରିଜ ବିଜୟୀ ହୋଇଛି । ଏହି ୩ଟିକିଆ ସିରିଜରେ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି । ଏହି ମ୍ୟାଚରେ ଭାରତ ଟସ୍୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା ।Continue reading “ଶେଷ ଟି-୨୦ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ । ୨-୧ରେ ସିରିଜ ହାତେଇଲା ଭାରତ “

ଆସନ୍ତା କିଛି ସପ୍ତାହରେ ଭାରତରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ

କନକ ବ୍ୟୁରୋ : ଆସନ୍ତା କିଛି ସପ୍ତାହରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ କୋଭିଡ ଟିକାକୁ ମିଳିପାରେ ଅନୁମତି । ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟିକା ପାଇଁ ଆବେଦନ କରିଛନ୍ତି । ସେହିପରି ଫାଇଜର ଇଣ୍ଡିଆ ମଧ୍ୟ ଟିକା ପାଇଁ ଆବେଦନ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ଭାରତContinue reading “ଆସନ୍ତା କିଛି ସପ୍ତାହରେ ଭାରତରେ କୋଭିଡ ଟିକାକୁ ମିଳିପାରେ ଅନୁମତି । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ”

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୭ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୫ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୯ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି । Update on newly detected #COVID19 cases in the lastContinue reading “ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୭ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୫ ଜଣ ।”

ଦେଢ଼ କ୍ୱିଣ୍ଟାଲର ମୂଲ୍ୟବାନ ପଥର ଜବତ । ଆନୁମାନିକ ମୂଲ୍ୟ ଦେଢ଼ କୋଟି, ଜଣକୁ ଅଟକ ରଖି ଏସଟିଏଫ ପଚରାଉଚରା ।

କନକ ବ୍ୟୁରୋ: ରାୟଗଡ଼ାରୁ ୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବିପୁଳ ପରିମାଣର ରତ୍ନ ପଥର ଜବତ କଲା କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡ଼ା ସହରର ଜଗନ୍ନାଥ କମ୍ପେ୍ଲକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ ଚଢ଼ାଉ କରିଥିଲା କ୍ରାଇମବ୍ରାଂଚ । ଚଢ଼ାଉ ବେଳେ ୨ଟି ଅଖା ବସ୍ତା ଭିତରେ ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ବିଭିନ୍ନ କିସମର ରତ୍ନ ପଥରContinue reading “ଦେଢ଼ କ୍ୱିଣ୍ଟାଲର ମୂଲ୍ୟବାନ ପଥର ଜବତ । ଆନୁମାନିକ ମୂଲ୍ୟ ଦେଢ଼ କୋଟି, ଜଣକୁ ଅଟକ ରଖି ଏସଟିଏଫ ପଚରାଉଚରା ।”

ବ୍ରିଟେନରେ ଆରମ୍ଭ ହେଲା ଫାଇଜର ଟିକାକରଣ । ପ୍ରଥମ ଟିକା ଗ୍ରହଣ କଲେ ୯୦ ବର୍ଷୀୟ ବୃଦ୍ଧା ମାର୍ଗାରେଟ୍ କେନନ୍ । ଆସନ୍ତା ସପ୍ତାହ ସୁଦ୍ଧା ବ୍ରିଟେନରେ ୮ ଲକ୍ଷ ଟିକା ପ୍ରଦାନ ଲକ୍ଷ୍ୟ

କନକ ବ୍ୟୁରୋ : ବ୍ରିଟେନରେ ଆରମ୍ଭ ହେଲା କୋଭିଡ୍ ମୁକାବିଲାର ଟିକାକରଣ । ପ୍ରଥମ ଟିକା ନେଇଛନ୍ତି ଜଣେ ୯୦ ବର୍ଷୀୟା ବୃଦ୍ଧା । ବ୍ରିଟେନର ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ୍ କେନାନଙ୍କୁ ଦିଆଯାଇଛି ଫାଇଜରର ପ୍ରଥମ ଟିକା । ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର । କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର ଟିକା ଗ୍ରହଣ କରିବାରେ ଏବେ ମାର୍ଗାରେଟ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି । ସେଂଟ୍ରାଲ ଇଂଲଣ୍ଡରେ ଥିବା ଏକContinue reading “ବ୍ରିଟେନରେ ଆରମ୍ଭ ହେଲା ଫାଇଜର ଟିକାକରଣ । ପ୍ରଥମ ଟିକା ଗ୍ରହଣ କଲେ ୯୦ ବର୍ଷୀୟ ବୃଦ୍ଧା ମାର୍ଗାରେଟ୍ କେନନ୍ । ଆସନ୍ତା ସପ୍ତାହ ସୁଦ୍ଧା ବ୍ରିଟେନରେ ୮ ଲକ୍ଷ ଟିକା ପ୍ରଦାନ ଲକ୍ଷ୍ୟ”

କୃଷକ ଆନ୍ଦୋଳନ ପ୍ରସଙ୍ଗ । ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇବେ କି ସରକାର ! ଆସନ୍ତା କାଲି ବୈଠକ ପୂର୍ବରୁ ଆଜି ଚାଷୀଙ୍କ ସହ ଆଲୋଚନା କରିବାକୁ ଅମିତ୍ ଶାହାଙ୍କ ପ୍ରସ୍ତାବ

କନକ ବ୍ୟୁରୋ : ଚଷାପୁଅକୁ ସରକାରଙ୍କ ଆଇନର ଛାଟ କାମ ଦେଲାନି । କଳ ବଳ କୌଶଳ ସବୁ ଫେଲ୍ ହୋଇଛି । ସରକାର ସଂଶୋଧନ ପାଇଁ ରାଜି ହୋଇଥିବା ବେଳେ ବିଗତ ୫ ଟି ଯାକ ବୈଠକରେ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରିବାକୁ ଅଡି ବସିଛନ୍ତି କୃଷକ ମାନେ । ଏହାକୁ ନେଇ ଆଜି ଭାରତ ବନ୍ଦ ଲୋକଙ୍କ ଉପରେ କେତେ ପ୍ରଭାବ ପକାଇଛି ତାହା କହିବା ଆଗରୁ ଏହା ଯେ ସରକାରଙ୍କ ଜିଦ୍ କୁContinue reading “କୃଷକ ଆନ୍ଦୋଳନ ପ୍ରସଙ୍ଗ । ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇବେ କି ସରକାର ! ଆସନ୍ତା କାଲି ବୈଠକ ପୂର୍ବରୁ ଆଜି ଚାଷୀଙ୍କ ସହ ଆଲୋଚନା କରିବାକୁ ଅମିତ୍ ଶାହାଙ୍କ ପ୍ରସ୍ତାବ”

୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବେଳେ ବିପୁଳ ପରିମାଣର ରତ୍ନ ପଥର ଧରିଲା କ୍ରାଇମବ୍ରାଂଚ ଏସଟିଏଫ

କନକ ବ୍ୟୁରୋ: ରାୟଗଡ଼ାରୁ ୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବିପୁଳ ପରିମାଣର ରତ୍ନ ପଥର ଜବତ କଲା କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡ଼ା ସହରର ଜଗନ୍ନାଥ କମ୍ପେ୍ଲକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ ଚଢ଼ାଉ କରିଥିଲା କ୍ରାଇମବ୍ରାଂଚ । ଚଢ଼ାଉ ବେଳେ ୨ଟି ଅଖା ବସ୍ତା ଭିତରେ ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ବିଭିନ୍ନ କିସମର ରତ୍ନ ପଥରContinue reading “୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବେଳେ ବିପୁଳ ପରିମାଣର ରତ୍ନ ପଥର ଧରିଲା କ୍ରାଇମବ୍ରାଂଚ ଏସଟିଏଫ”

Design a site like this with WordPress.com
Get started