କନକ ବ୍ୟୁରୋ: ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନ ରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ଦୁର୍ମୁଲ୍ୟ ମହାପ୍ରସାଦ । ଆଜି ପୁଣି ଏମିତି ଏକ ଘଟଣା ଆସିଛି ସାମ୍ନା କୁ । ପିନରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବାContinue reading “ପୁଣି ଅନଲାଇନରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଅଭିଯୋଗ: ପିନରେଷ୍ଟ ନାମକ ସଂସ୍ଥା ପକ୍ଷରୁ ମହାପ୍ରସାଦ ବିକ୍ରି ଅଭିଯୋଗ; ଅନଲାଇନରେ ବିକ୍ରିକୁ ସେବାୟତଙ୍କ ନିନ୍ଦା”
Category Archives: News
ନବରଙ୍ଗପୁରରେ ପ୍ରେମ ବିବାହକୁ ସ୍ୱୀକୃତି ଦେଲା କଙ୍ଗାରୁ କୋର୍ଟ: ଜାତିପ୍ରଥାକୁୁ ଭୁଲି ଘରୁ ଫେରାର ହୋଇ ପ୍ରେମ ବିବାହ କରିଥିଲେ ରାଇଘର ଖାଡେଙ୍ଗା ଗାଁର ପ୍ରେମୀଯୁଗଳ
କନକ ବ୍ୟୁରୋ: ପ୍ରେମକୁ ସୀକୃତି ଦେଲା କଙ୍ଗାରୁ କୋର୍ଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାନିଲା କଙ୍ଗାରୁ କୋର୍ଟ । ଶେଷରେ ପ୍ରେମ ବାଟରେ କଂଟା ସାଜି ଥିବା ଜାତିପ୍ରଥାକୁ ଭୁଲି ପ୍ରେମ ବିବାହକୁ ସ୍ୱିକୃତି ଦେଲେ ଗାଁ ଲୋକ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଯୋଡ଼େଗାଁ ପଂଚାୟତ ଖାଡ଼େଙ୍ଗା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଖାଡ଼େଙ୍ଗା ଗାଁର ଲୁକୁ କଲାରଙ୍କ ପୁଅ ପ୍ରତାପ କଲାର ସେହି ଗାଁର ମଇନୁContinue reading “ନବରଙ୍ଗପୁରରେ ପ୍ରେମ ବିବାହକୁ ସ୍ୱୀକୃତି ଦେଲା କଙ୍ଗାରୁ କୋର୍ଟ: ଜାତିପ୍ରଥାକୁୁ ଭୁଲି ଘରୁ ଫେରାର ହୋଇ ପ୍ରେମ ବିବାହ କରିଥିଲେ ରାଇଘର ଖାଡେଙ୍ଗା ଗାଁର ପ୍ରେମୀଯୁଗଳ”
ଆଜି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି: ପୋଢୁଅଁ ହେବେ ମହାପ୍ରଭୁ; ଶ୍ରୀଜୀଉଙ୍କୁ ନୂଆ ଲୁଗା ଲାଗି କରିବେ ପାଳିଆ ପୁଷ୍ପାଳକ
କନକ ବ୍ୟୁରୋ: ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥୀରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ପ୍ରଥମାଷ୍ଟମୀ । ଏଥିପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି । ଭୋଗ ଉତ୍ପପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତ ଅନୁଷ୍ଠିତ ହେବ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରିବେ । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ, ସେବକ ଘଟୁଆରୀ ଚନ୍ଦନ ଘରଠାରୁ ବନ୍ଦନ ବିଜେ କରାଇ ଆଣି ତିନି ବାଡରେContinue reading “ଆଜି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି: ପୋଢୁଅଁ ହେବେ ମହାପ୍ରଭୁ; ଶ୍ରୀଜୀଉଙ୍କୁ ନୂଆ ଲୁଗା ଲାଗି କରିବେ ପାଳିଆ ପୁଷ୍ପାଳକ”
କରୋନା ମହାମାରୀ ଓ ଚାଷୀଙ୍କ ଆନ୍ଦୋଳନକୁ ଦେଖି କଂଗ୍ରେସ ଅଧ୍ୟକ୍ଷାଙ୍କ ନିଷ୍ପତି: ଡିସେମ୍ବର ୯ରେ ଜନ୍ମଦିନ ପାଳିବେନି ସୋନିଆ ଗାନ୍ଧୀ
କନକ ବ୍ୟୁରୋ: ଜନ୍ମଦିନ ପାଳିବେ ନାହିଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଡିସେମ୍ବର ୯ ତାରିଖରେ ୭୪ତମ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି ସୋନିଆ । ସାରାଦେଶରେ ଲକ୍ଷ ଲକ୍ଷ ଲୋକ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ହଜାର ହଜାର କୃଷକ କେନ୍ଦ୍ର କୃଷି ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଶୀତ କାକରରେ ସେମାନେ ଦିନରାତି ଆନ୍ଦୋଳନ କରୁଥିବାରୁ ନୈତିକ ସମର୍ଥନ ଜଣାଇ ସୋନିଆ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତିContinue reading “କରୋନା ମହାମାରୀ ଓ ଚାଷୀଙ୍କ ଆନ୍ଦୋଳନକୁ ଦେଖି କଂଗ୍ରେସ ଅଧ୍ୟକ୍ଷାଙ୍କ ନିଷ୍ପତି: ଡିସେମ୍ବର ୯ରେ ଜନ୍ମଦିନ ପାଳିବେନି ସୋନିଆ ଗାନ୍ଧୀ”
ବାଲେଶ୍ୱର, ଗୁଣପୁର, ପିପିଲିରେ ଟାୟାର ଜାଳି ରାସ୍ତାରୋକ: କଟକରେ ଗାଡି ଚଳାଚଳ ପ୍ରଭାବିତ; ବାଦାମବାଡିରୁ ଯାଉନି ବସ୍, ମାଲକାନଗିରିରେ ଦେକାନ ବଜାର ବନ୍ଦ
କନକ ବ୍ୟୁରୋ: ବ୍ରହ୍ମପୁରରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ସମିତ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି । ରେଳ ଷ୍ଟେସନରେ ଧାରଣା କରୁଛନ୍ତି ଆନ୍ଦୋଳନକାରୀ । କିଛି ସମୟ ମଧ୍ୟରେ ଦୋକାନ ବଜାର ବନ୍ଦ ପାଇଁ ନିଷ୍ପତି ହୋଇଛି । କେନ୍ଦ୍ରାପଡ଼ାରେ ମଧ୍ୟ ବିଭିନ୍ନ ସଂଗଠନ ମଧ୍ୟରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରିଛନ୍ତି । କେନ୍ଦ୍ରାପଡ଼ାContinue reading “ବାଲେଶ୍ୱର, ଗୁଣପୁର, ପିପିଲିରେ ଟାୟାର ଜାଳି ରାସ୍ତାରୋକ: କଟକରେ ଗାଡି ଚଳାଚଳ ପ୍ରଭାବିତ; ବାଦାମବାଡିରୁ ଯାଉନି ବସ୍, ମାଲକାନଗିରିରେ ଦେକାନ ବଜାର ବନ୍ଦ”
ଭୁବନେଶ୍ୱରରେ ବନ୍ଦର ପ୍ରଭାବ: ରାଜଧାନୀରେ ରେଳରୋକ, ବାଲେଶ୍ୱରରେ ପିକେଟିଂ କରି ଆନ୍ଦୋଳନକାରୀ କରୁଛନ୍ତି ଦୋକାନ ବଜାର ବନ୍ଦ; ଜାରି ରହିବ ଆମ୍ବଲାନ୍ସ ଭଳି ଜରୁରୀ ସେବା
କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରେ ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଂଗଠନର କର୍ମୀମାନେ ରେଳ ଧାରଣା ଉପରେ ରହି ବିରୋଧ ପ୍ରଦର୍ଶନ କରିବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ରହିଥିଲା । ସେହିପରି ଷ୍ଟେସନରେ ବ୍ୟାନର ପ୍ଲାକାର୍ଡ ଧରି କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଆନ୍ଧ୍ରପ୍ରଦେଶକୁ ବିଇଡି ପରୀକ୍ଷା ଦେବା ପାଇଁ ଯାଉଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ସମେତContinue reading “ଭୁବନେଶ୍ୱରରେ ବନ୍ଦର ପ୍ରଭାବ: ରାଜଧାନୀରେ ରେଳରୋକ, ବାଲେଶ୍ୱରରେ ପିକେଟିଂ କରି ଆନ୍ଦୋଳନକାରୀ କରୁଛନ୍ତି ଦୋକାନ ବଜାର ବନ୍ଦ; ଜାରି ରହିବ ଆମ୍ବଲାନ୍ସ ଭଳି ଜରୁରୀ ସେବା”