ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ । ସିଆରପିଏଫ ଫୋର୍ସ ଧରି କୋଇଲା ବ୍ୟବସାୟୀଙ୍କ ଠିକଣାରେ ଚଢାଉ

କନକ ବ୍ୟୁରୋ : ଆୟକର ବିଭାଗର ବଡ଼ ଧରଣର ଚଢ଼ାଉ । ଓଡ଼ିଶା ଓ ଛତିଶଗଡ଼ରେ ଏକକାଳୀନ ଚଢ଼ାଉ କରିଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠାContinue reading “ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ । ସିଆରପିଏଫ ଫୋର୍ସ ଧରି କୋଇଲା ବ୍ୟବସାୟୀଙ୍କ ଠିକଣାରେ ଚଢାଉ”

ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତଙ୍କ ଅଜିତ ଅହମ୍ମଦ ଖାନଙ୍କ ବଡ ଦାବି । ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅଜିଜ ଅହମ୍ମଦ ଖାନଙ୍କ ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୦୩ରୁ ୨୦୦୬ ମସିହାର ପର୍ଯ୍ୟନ୍ତ ଦିଲ୍ଲୀରେ ପାକିସ୍ତାନ ରାଷ୍ଟ୍ରଦୂତଭାବେ ଅଜିଜ ଅହମଦ କାର୍ଯ୍ୟରତ ଥିଲେ । ସେ ଦାବି କରିଛନ୍ତି ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ । ପାକିସ୍ତାନରେ ବଡ ନିବେଶ କରିବାକୁ ଚାହୁଁଥିଲେ । ସେଥିପାଇଁ ୫ଜଣ ଅଧିକାରୀଙ୍କ ସହ ପାକିସ୍ତାନ ଯାତ୍ରା କରିଥିବା ଅଜିଜ ଅହମ୍ମଦ ଦାବିContinue reading “ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତଙ୍କ ଅଜିତ ଅହମ୍ମଦ ଖାନଙ୍କ ବଡ ଦାବି । ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା”

ନାଗଲାଣ୍ଡା ପରେ ଆସାମରେ ପହଁଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଧାରଣାରେ ବସି କଂଗ୍ରେସଠୁ ନ୍ୟାୟ ମାଗିଲେ ଦଳର ପୂର୍ବକର୍ମୀ ଅଙ୍ଗଙ୍କିତା ଦତ

କନକ ବ୍ୟୁରୋ : ପଂଚମ ଦିନରେ କଂଗ୍ରେସର ଭାରତ ଯୋଡ ନ୍ୟାୟଯାତ୍ରା । ମଣିପୁର, ନାଗାଲାଣ୍ଡ ପରେ ଏବେ ଏହି ଯାତ୍ରା ଆସାମରେ ପହଁଚିଛି । ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରିଛନ୍ତି । ପଦଯାତ୍ରା ସହିତ ଜନସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ । ସେପଟେ ରହୁଲ ଗାନ୍ଧୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୂର୍ବତନContinue reading “ନାଗଲାଣ୍ଡା ପରେ ଆସାମରେ ପହଁଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଧାରଣାରେ ବସି କଂଗ୍ରେସଠୁ ନ୍ୟାୟ ମାଗିଲେ ଦଳର ପୂର୍ବକର୍ମୀ ଅଙ୍ଗଙ୍କିତା ଦତ”

ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେ ନାହିଁ କେଜ୍ରିୱାଲ । କହିଲେ, ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଚାଲିଛି ଷଡଯନ୍ତ୍ର

କନକ ବ୍ୟୁରୋ : ଆଜି ବି ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଚତୁର୍ଥ ଥର ପାଇଁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି । ଲୋକସଭା ନିର୍ବାଚନ ଆସୁଥିବାରୁ ଗିରଫ ଉଦେଶ୍ୟରେ ଏହା ଇଡିର ଷଡଯନ୍ତ୍ର, ବିଜେପି ପ୍ରବର୍ତନ ନିର୍ଦ୍ଦେଶାଳୟକୁ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଇଡି ଅଧିକାରୀ ମାନେ ଆରୋପି ମାନଙ୍କୁ ମାଡ଼ ମାରି ମିଛContinue reading “ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେ ନାହିଁ କେଜ୍ରିୱାଲ । କହିଲେ, ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଚାଲିଛି ଷଡଯନ୍ତ୍ର”

ଚେତାବନୀର ୨୪ଘଂଟା ପରେ ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ । ଆତଙ୍କୀ ସଂଗଠନ ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟରେ ମିସାଇଲ ମାଡ଼

କନକ ବ୍ୟୁରୋ : ମଙ୍ଗଳବାର ଏୟାରଷ୍ଟ୍ରାଇକ, ବୁଧବାର ପ୍ରତିଶୋଧ । ଇରାନକୁ ପାଲଟା ଜବାବ ଦେଇ ଘନ ଘନ ଆକ୍ରମଣ କରିଛି ପାକିସ୍ତାନ । ଇରାନର ଆତଙ୍କୀ ଠିକଣା ଉପରେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଆକ୍ରମଣ କରି ମାଟିରେ ମିଶାଇଛି । ମଙ୍ଗଳବାର ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା ଜଣାପଡିଛି । ଇରାନର ସିସ୍ତାନ ଓ ସରୱାନ ସହରରେ ରହିଛି ଏମାନଙ୍କ ମୁଖ୍ୟ ଠିକଣା । ପାକିସ୍ତାନContinue reading “ଚେତାବନୀର ୨୪ଘଂଟା ପରେ ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ । ଆତଙ୍କୀ ସଂଗଠନ ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟରେ ମିସାଇଲ ମାଡ଼”

ସାଂଘାତିକ ଅଭିଯୋଗରେ ଘେରରେ ଅନଲାଇନ ସପିଂ କମ୍ପାନୀ ଆମାଜନ ଓ ଖଦି ଓରଗାନିକ । ଅଯୋଧ୍ୟା ରାମମନ୍ଦିର ନାଁରେ ନକଲି ଭୋଗ ଓ ଭିଭିଆଇପି ଦର୍ଶନ ଟିକେଟ ବିକିବା ଅଭିଯୋଗ

କନକ ବ୍ୟୁରୋ : ଅନଲାଇନ ସପିଂ ସାଇଟରେ ଘୁରି ବୁଲୁଛି ଅନେକ ଫଟୋ । ଯାହା ଉପରେ ଲେଖାଯାଇଛି ଏହା ହେଉଛି ଅଯୋଧ୍ୟା ରାମ ପ୍ରସାଦ । ଏହା ପାଇଁ ନିଦ୍ଧିଷ୍ଟ ଦାମ ମଧ୍ୟ ଉଲ୍ଲେଖ ରହିଛି । ଏଭଳି ଲୋକଙ୍କୁ ଭ୍ରମିତ କରିବା ପାଇଁ କିଛି ସାଇଟରେ ମାଗଣା ପ୍ରସାଦ ମିଳୁଥିବା ମଧ୍ୟ କୁହାଯାଉଛି । ସାରା ଦେଶରେ ଏବେ ରାମମୟ ହୋଇଥିବାବେଳେ ଶ୍ରଦ୍ଧାଳୁ ମଧ୍ୟ ଅଯୋଧ୍ୟା ରାମପ୍ରସାଦ ଭାବି ଏହାକୁ କିଣୁଛନ୍ତି । ଆପଣContinue reading “ସାଂଘାତିକ ଅଭିଯୋଗରେ ଘେରରେ ଅନଲାଇନ ସପିଂ କମ୍ପାନୀ ଆମାଜନ ଓ ଖଦି ଓରଗାନିକ । ଅଯୋଧ୍ୟା ରାମମନ୍ଦିର ନାଁରେ ନକଲି ଭୋଗ ଓ ଭିଭିଆଇପି ଦର୍ଶନ ଟିକେଟ ବିକିବା ଅଭିଯୋଗ”

ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ସାରା ଦେଶ । ଏହି ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି । ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ନ୍ଦ୍ର ସରକାରୀ ଅଫିସ, କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବୟ   । କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛିContinue reading “ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର”

ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ଚାଲିଲା ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି କରାଯିବା ସହ ବିଗ୍ରହକୁ ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ମୂର୍ତିକାର ଅରୁଣ ଯୋଗୀରାଜ ବିଗ୍ରହ ସ୍ଥାପନ ସମୟରେ ଉପସ୍ଥିତ ଥିଲେ । ୨୨ ତାରିଖରେ କରାଯିବ ପ୍ରାଣପ୍ରତିଷ୍ଠା ଓ ୨୩ ତାରିଖରୁ ରାମଲାଲାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବୁଧବାର ଗର୍ଭଗୃହରେ ବିଗ୍ରହକୁ ପ୍ରବେଶ କରାଯାଇଥିଲା । କଡ଼ାContinue reading “ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ଚାଲିଲା ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି”

ବାହନଗା ଦୁର୍ଘଟଣାକୁ ପୂରିଲାଣି ୮ ମାସ, ହେଲେ ଏବେ ଆହତ ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍

କନକ ବ୍ୟୁରୋ : ସେଦିନର ସେଇ ଅଘଟଣକୁ ସିନା ଦୁନିଆ ଭୁଲି ଯାଇଛି, ହେଲେ ଯିଏ ଅଙ୍ଗେ ନିଭେଇଛି, ଯନ୍ତ୍ରଣାକୁ ଅନୁଭବ କରିଛି, ଯେତେ ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ପାରୁନି । ଜୀବନ ବଂଚି ଯାଇଥିବାରୁ ଭଗବାନକୁ ଧନ୍ୟବାଦ ଦେବେ ନା’ ଯନ୍ତ୍ରଣା ପିଛା ଛାଡୁନଥିବାରୁ ଅଭିମାନ କରିବେ ଜାଣି ପାରୁନାହାଁନ୍ତି ଏସ୍୍କେ ସଲିମ୍ । କେଉଁ ମାନସିକ ଅବସ୍ଥାରେ ବଂଚୁଛନ୍ତି ସଲିମ୍ ଥରେ ଚିନ୍ତା କରନ୍ତୁ । ୮ ମାସରେ ୫-୫ ଥରContinue reading “ବାହନଗା ଦୁର୍ଘଟଣାକୁ ପୂରିଲାଣି ୮ ମାସ, ହେଲେ ଏବେ ଆହତ ହେଉଛନ୍ତି ହନ୍ତସନ୍ତ । ଭୁବନେଶ୍ୱର ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍”

କମିଶନରେଟ ପୋଲିସ୍ ହାତରେ ଅନ୍ତଃରାଜ୍ୟ ଆପାର୍ଟମେଂଟ ଲୁଟିଆ ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଂଟେଡ, ୬ଟି ରାଜ୍ୟରେ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଂଟେଡ

କନକ ବ୍ୟୁରୋ : ଦେଖିବାକୁ ଜଣେ ଅଫିସରଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ କିଛି ବ୍ରାଣ୍ଡେଡ୍ । ଅଫିସର ଠାଣୀରେ କଥାବାର୍ତା । କିନ୍ତୁ କଥାବାର୍ତା ଆରମ୍ଭ କରିବା ବେଳେ ହିଁ ଆରମ୍ଭ ହୋଇ ଯାଇଥିବ ଅପରେସନ ଆପାର୍ଟମେଂଟ ଲୁଟ । ଏମାନେ ଆଖି ପିଛୁଳାକେ ଏମାନେ ଆପାର୍ଟମେଂଟରୁ କଳାକନା ବୁଲାଇବାରେ ମାହିର । କେବଳ ଭୁବନେଶ୍ୱର ନୁହେଁ ଏହି ଅଭିଯୁକ୍ତ ମାନେ ଓଡିଶା ସମେତ ଗୁଜୁରାଟ, ୟୁପି,Continue reading “କମିଶନରେଟ ପୋଲିସ୍ ହାତରେ ଅନ୍ତଃରାଜ୍ୟ ଆପାର୍ଟମେଂଟ ଲୁଟିଆ ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଂଟେଡ, ୬ଟି ରାଜ୍ୟରେ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଂଟେଡ”

Design a site like this with WordPress.com
Get started