କନକ ବ୍ୟୁରୋ: ତାଲା ଭାଙ୍ଗି ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ସହର ବ୍ଲକ୍ କାର୍ଯ୍ୟାଳୟ ପାଖରେ ଏଟିଏମ୍ ଲୁଟର ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମ୍ ମେସିନକୁ ତାଡି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଖବର ପାଇ ଆଜ ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ପରିପାଣର ଟଙ୍କା ଚୋରିContinue reading “ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ସହର ବ୍ଲକ୍ କାର୍ଯ୍ୟାଳୟ ପାଖ ଏଟିଏମର ଘଟଣା ।”
Category Archives: News
ଶେଷ ମୂହୁର୍ତ୍ତରେବି ପ୍ରେମିକାଙ୍କ ହାତ ଛାଡିନଥିଲେ ପ୍ରେମିକ । କ୍ୟାନ୍ସର ହୋଇଥିବା ଜାଣିବି କଲେ ବିବାହ । ପ୍ରେମିକକୁ ବିବାହ କରିବାର ୧୮ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା
ଆମେରିକାର କନେକ୍ଟିକଟ ରାଜ୍ୟରେ ୨୦୧୭ ଡିସେମ୍ବର ୨୨ ତାରିଖରେ ଏକ ପ୍ରେମୀଯୁଗଳଙ୍କୁ ନେଇ ଦୁଃଖଦ ଘଟଣା ଘଟିଥିଲା। ସେ ସମୟରେ ଉକ୍ତ ପ୍ରେମୀଯୁଗଳଙ୍କ ପ୍ରେମ ଓ ବିବାହ ଖୁବ ଚର୍ଚ୍ଚାରେ ଥିଲା। ଦୁହିଁଙ୍କ ବିବାହର କିଛି ଫଟୋ ଓ କାହାଣୀ ସୋସିଆଲ ମିଡିଆ ଏକ୍ସରେ @ ପିକ୍ଚର୍ସ ଫୋଇଡର୍ ଦ୍ୱାରା ପୋଷ୍ଟ କରାଯାଇଥିଲା। ଯାହାକି ପୁଣିଥରେ ଭାଇରାଲ ହୋଇଛି। ଏହି ଘଟଣାଟି ହେଉଛି ଏପରି, ଆମେରିକାର କନେକ୍ଟିକଟ ରାଜ୍ୟରେ ହେଥର ମୋଶେର ନାମ ମହିଳା ବସବାସ କରୁଥିଲେ।Continue reading “ଶେଷ ମୂହୁର୍ତ୍ତରେବି ପ୍ରେମିକାଙ୍କ ହାତ ଛାଡିନଥିଲେ ପ୍ରେମିକ । କ୍ୟାନ୍ସର ହୋଇଥିବା ଜାଣିବି କଲେ ବିବାହ । ପ୍ରେମିକକୁ ବିବାହ କରିବାର ୧୮ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା”
ଗାଡି ଆଲୁଅରେ ଚାଲିଛି ରାସ୍ତା କାମ । ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ
କନକ ବ୍ୟୁରୋ : ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । ଠିକଦାର ମନଇଛା ରାତି ଅଧିଆ କାମ କରି ରାଜସ୍ୱ ଲୁଟୁଥିବା ବେଳେ ପ୍ରଶାସନର ନୀରବତା ନେଇ ଉଠିଲା ପ୍ରଶ୍ନ । ପୁରୀ ସାକ୍ଷୀଗୋପଳରୁ ଅଳଗୁମ ମୁଖ୍ୟରାସ୍ତା ନରେନ୍ଦ୍ରପୁର ଠାରେ ରାତିଅଧିଆ ଗାର୍ଡୱାଲ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କାହିଁକି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତିContinue reading “ଗାଡି ଆଲୁଅରେ ଚାଲିଛି ରାସ୍ତା କାମ । ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ”
ଫେବୃଆରୀ ୩ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ
କନକ ବ୍ୟୁରୋ : ଫେବୃଆରୀ ୩ରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ସାଧାରଣ ସଭାକୁ କରିବେ ସମ୍ବୋଧନ । ପ୍ରଥମେ ବସନ୍ତପୁର ସ୍ଥିତ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଭିସି ଜରିଆରେ ରାଜ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଏହିContinue reading “ଫେବୃଆରୀ ୩ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ”
ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ବୁଲିଲା ଖଣ୍ଡା ଭୁଜାଲି, ପରସ୍ପର ଆକ୍ରମଣରେ ଉଭୟ ଗୋଷ୍ଠୀର ୪ଜଣ ଆହତ
କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ଆତଙ୍କ ରଚାଇବା ସହିତ ବୁଲିଲା ଖଣ୍ଡା ଓ ଭୁଜାଲି । ହଣାକଟାରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିବା ସୂଚନା । ମଙ୍ଗଳବାର ରାତି ୯ଟାରେ ରାଜଧାନୀର ଜାଗମରା ନୂଆ ରୋଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଦେଖିବାକୁ ମିଳିଛି । ଭାଇଗିରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବାଉଁଶ, ମଦ ବୋତଲରେContinue reading “ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ବୁଲିଲା ଖଣ୍ଡା ଭୁଜାଲି, ପରସ୍ପର ଆକ୍ରମଣରେ ଉଭୟ ଗୋଷ୍ଠୀର ୪ଜଣ ଆହତ”
ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଓଡ଼ିଆ ପୁଅଙ୍କ କମାଲ । ଦେଶରେ ୮ମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ଗୌରବ ଆଣିଲେ ପ୍ରତୀକ ନାୟକ ।
କନକ ବ୍ୟୁରୋ : ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଓଡ଼ିଆ ପୁଅଙ୍କ ସଫଳତା । ଅଷ୍ଟମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ ବାଲିଶଙ୍କରାର ପ୍ରତୀକ ନାୟକ । ପ୍ରତୀକଙ୍କ ଏହି ସଫଳତା ପରେ ବିଭିନ୍ନ ଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି । ପ୍ରତୀକଙ୍କ ବାପା ମା ଉଭୟ ଶିକ୍ଷକ ହୋଇଥିବା ବେଳେ ପିଲାଠୁ ବେଳୁ ପ୍ରତୀକଙ୍କର ପାଠପଢା ପ୍ରତି ବେଶ ଆଗ୍ରହ ରହିଥିଲା । ବାଲିଶଙ୍କରା ଭଳିContinue reading “ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଓଡ଼ିଆ ପୁଅଙ୍କ କମାଲ । ଦେଶରେ ୮ମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ଗୌରବ ଆଣିଲେ ପ୍ରତୀକ ନାୟକ ।”
ବିମାନରେ ବସିବା ପରେ ବିଗିଡିଲା ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା । ତୁରନ୍ତ ଆଇସିୟୁରେ କରାଗଲା ଭର୍ତ୍ତି, ଜାଣନ୍ତୁ ଏବେ କେମିତି ଅଛି ସ୍ୱାସ୍ଥ୍ୟବସ୍ଥା?
କନକ ବ୍ୟୁରୋ : ଭାରତୀୟ ବ୍ୟାଟର ତଥା କର୍ଣ୍ଣାଟକ ରଣଜୀ ଟିମ୍ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଅଗରତାଲାର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ମୟଙ୍କଙ୍କୁ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିବା ସୂଚନା । ତ୍ରିପୁରାରୁ ସୁରଟ ଯାତ୍ରା କରିବା ପାଇଁ ବିମାନରେ ଚଢିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ ମୟଙ୍କ ଅଗ୍ରୱାଲ । ପାଟି ଓ ଗଳାରେ ଜଳାପୋଡା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ତ୍ରିପୁରା ରାଜଧାନୀ ଅଗରତାଲାର ଏକ ଘରୋଇContinue reading “ବିମାନରେ ବସିବା ପରେ ବିଗିଡିଲା ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା । ତୁରନ୍ତ ଆଇସିୟୁରେ କରାଗଲା ଭର୍ତ୍ତି, ଜାଣନ୍ତୁ ଏବେ କେମିତି ଅଛି ସ୍ୱାସ୍ଥ୍ୟବସ୍ଥା?”
ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଜେରା କରିବ ଇଡ଼ି । ବଢିଲା ଗିରଫଦାରୀର ଭୟ
କନକ ବ୍ୟୁରୋ : ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବ ଇଡ଼ି, ବଢିଲା ଗିରଫଦାରୀର ଭୟ । ପତ୍ନୀଙ୍କୁ ଧରି ଦଳୀୟ ନେତା କର୍ମୀଙ୍କ ସହ ହେମନ୍ତଙ୍କ ଘନ ଘନ ବୈଠକ, ସ୍ତ୍ରୀ କଳ୍ପନା ସୋରେନ ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ମଧ୍ୟରେ ଚର୍ଚ୍ଚା । ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି । ଏହାରି ମଧ୍ୟରେ ଦୀର୍ଘ ୪୦ଘଣ୍ଟା ଧରି ଲୁଚକାଳି ଖେଳିବା ପରେContinue reading “ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଜେରା କରିବ ଇଡ଼ି । ବଢିଲା ଗିରଫଦାରୀର ଭୟ”
ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ, କଣ ନୂଆ ଘୋଷଣା କରିବେ ରହିଛି ପୂରା ଦେଶର ନଜର ।
କନକ ବ୍ୟୁରୋ : ଆଜିଠୁ ସଂସଦର ବଜେଟ ଅଧିବେଶନ, ଆସନ୍ତାକାଲି ଗୃହରେ ଅନ୍ତରୀଣ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେବେ । ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟContinue reading “ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ, କଣ ନୂଆ ଘୋଷଣା କରିବେ ରହିଛି ପୂରା ଦେଶର ନଜର ।”
ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ
କନକ ବ୍ୟୁରୋ : ଆଜିଠୁ ସଂସଦର ବଜେଟ ଅଧିବେଶନ, ଆସନ୍ତାକାଲି ଗୃହରେ ଅନ୍ତରୀଣ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେବେ । ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟContinue reading “ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ”