ଲୋକଶକ୍ତିର ହେଲା ବିଜୟ । ଗାଁକୁ ଫେରିଲା ଖୁସି । ସତ୍ୟାଗ୍ରହ କରି ନିଜ ଅଧିକାର ଛଡାଇ ଆଣିଲେ କାହ୍ନୁଗୁଡା ଗ୍ରାମବାସୀ 

କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ କାହ୍ନୁଗୁଡ଼ା ଗାଁକୁ ଫେରିଛି ଖୁସି । ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବ ପାଳନ କରିଛନ୍ତି । ପରସ୍ପରକୁ ମିଠା ଖୁଆଇବା ସହ ବାଜା ବଜାଇ ପାରମ୍ପରିକ ନୃତ୍ୟ ପରିବେଷଣ କରିଛନ୍ତି । କାରଣ ହେଉଛି, ଯେଉଁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ସେମାନେ ପ୍ରଶାସନକୁ ବର୍ଷ ବର୍ଷ ଧରି ଗୁହାରି କରି ନିରାଶ ହେଉଥିଲେ ଆଜି ସେଥିରେ ସଫଳ ହୋଇଛନ୍ତି । ଗାଁର ଆବାଳ ବୃଦ୍ଧContinue reading “ଲୋକଶକ୍ତିର ହେଲା ବିଜୟ । ଗାଁକୁ ଫେରିଲା ଖୁସି । ସତ୍ୟାଗ୍ରହ କରି ନିଜ ଅଧିକାର ଛଡାଇ ଆଣିଲେ କାହ୍ନୁଗୁଡା ଗ୍ରାମବାସୀ “

ବାଙ୍କୀରେ ଫଳିଛି ବିଦେଶୀ ଫଳ । ନିଜେ ରୋଜଗାର କରିବା ସହ ୧୦ ଜଣଙ୍କୁ ଦୈନିକ କାମ ଯୋଗାଉଛନ୍ତି ବାଙ୍କୀ ଡମପଡ଼ା ଅଞ୍ଚଳର ଶଶାଙ୍କ

କନକ ବ୍ୟୁରୋ : ୟୁଟ୍ୟୁବ୍ ଦେଖାଇଲା ସଫଳ ଚାଷୀ ହେବାର ରାସ୍ତା । ବାଙ୍କୀ ମାଟିରେ ଫଳିଛି ବେଦେଶୀ ଫଳ । ୟୁଟୁବ୍ ଦେଖି ବାଙ୍କୀ ମାଟିରେ ବିଦେଶୀ ଡ୍ରାଗନ ଫୁଡ଼ ଫଳ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଭୁବନେଶ୍ୱର ଅଞ୍ଚଳର ଶଶାଙ୍କ ଶେଖର ପରିଡ଼ା । ବାଙ୍କୀରେ ଫଳିଛି ବିଦେଶୀ ଫଳ । ଯୁବ ଚାଷୀଙ୍କ ଦ୍ୱାରା ସଫଳ ହୋଇଛି ଡ୍ରାଗନ୍ ଫ୍ରୁଟ୍ ଚାଷ । ଡମପଡ଼ାContinue reading “ବାଙ୍କୀରେ ଫଳିଛି ବିଦେଶୀ ଫଳ । ନିଜେ ରୋଜଗାର କରିବା ସହ ୧୦ ଜଣଙ୍କୁ ଦୈନିକ କାମ ଯୋଗାଉଛନ୍ତି ବାଙ୍କୀ ଡମପଡ଼ା ଅଞ୍ଚଳର ଶଶାଙ୍କ”

ଛାଡୁଥିଲା ଟ୍ରେନ, ଚଢ଼ିବାକୁ ଉଦ୍ୟମ କରୁଥିଲେ ବୃଦ୍ଧା । ଭାରସାମ୍ୟ ହରାଇ ଟ୍ରାକକୁ ଖସିବାବେଳେ ଦେବଦୂତ ଭଳି ପହଞ୍ଚିଲେ ମହିଳା ସୁରକ୍ଷା କର୍ମୀ

କନକ ବ୍ୟୁରୋ: ଅତି ନିକଟରୁ ଛୁଇଁଦେଇ ଚାଲିଗଲା ମୃତ୍ୟୁ । ପୁରୀ ରେଳ ଷ୍ଟେସନରୁ ଆସିଛି ଛାତିକୁ ଥରାଇ ଦେଲା ଭଳି ଖବର । ଚଳନ୍ତା ଋଷିକେଶ-ପୁରୀ ଉକ୍ରଳ ଏକ୍ସପ୍ରେସରେ ଚଢିବାକୁ ଉଦ୍ୟମ କରି ବୃଦ୍ଧା ଜଣକ ତଳେ ପଡି ଘୋଷାଡି ହୋଇଯାଇଥିଲେ । ହେଲେ କନେଷ୍ଟବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବୃଦ୍ଧା ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ତେବେ ସେହି ସମୟର ଛାତି ଥରା ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ ।Continue reading “ଛାଡୁଥିଲା ଟ୍ରେନ, ଚଢ଼ିବାକୁ ଉଦ୍ୟମ କରୁଥିଲେ ବୃଦ୍ଧା । ଭାରସାମ୍ୟ ହରାଇ ଟ୍ରାକକୁ ଖସିବାବେଳେ ଦେବଦୂତ ଭଳି ପହଞ୍ଚିଲେ ମହିଳା ସୁରକ୍ଷା କର୍ମୀ”

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ଓଡ଼ିଶା ବଞ୍ଚାଅ ସମାବେଶରେ ସାମିଲ୍ ହେବେ ମଲ୍ଲିକାର୍ଜୁନ ଖଡଗେ

କନକ ବ୍ୟୁରୋ: ଆସନ୍ତାକାଲି ରାଜଧାନୀରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ । ଏଥିରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଯାହାକୁ ନେଇ ନେଇ ଦଳୀୟ କର୍ମୀଙ୍କ ଭିତରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି । ସମାବେଶକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦ହଜାର ନେତା, କର୍ମୀଙ୍କୁ ସାମିଲ କରିବାକୁ କଂଗ୍ରେସContinue reading “ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ଓଡ଼ିଶା ବଞ୍ଚାଅ ସମାବେଶରେ ସାମିଲ୍ ହେବେ ମଲ୍ଲିକାର୍ଜୁନ ଖଡଗେ”

ମୋଦୀଙ୍କ ଫୋକସରେ ଓଡିଶା । ସପ୍ତାହକ ଭିତରେ ଦୁଇ ଥର ଆସିବେ ପ୍ରଧାନମନ୍ତ୍ରୀ । ମହିଳା ସମାବେଶରେ ଯୋଗ ଦେବା ନେଇ ସୂଚନା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ଫେବ୍ରୁଆରୀରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ ଥିବାବେଳେ ୧୦ ତାରିଖରେ ଭୁବନେଶ୍ୱର ଆସି ମହିଳା ସମାବେଶରେ ଯୋଗ ଦେଇପାରନ୍ତି ନରେନ୍ଦ୍ର ମୋଦୀ । ତେବେ ଦଳର ସର୍ବୋଚ୍ଚ ନେତାଙ୍କ ଗସ୍ତ ଖବର ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁContinue reading “ମୋଦୀଙ୍କ ଫୋକସରେ ଓଡିଶା । ସପ୍ତାହକ ଭିତରେ ଦୁଇ ଥର ଆସିବେ ପ୍ରଧାନମନ୍ତ୍ରୀ । ମହିଳା ସମାବେଶରେ ଯୋଗ ଦେବା ନେଇ ସୂଚନା”

ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ । ପୁଣି ପଲଟିଲା ବିହାର ରାଜନୀତି । ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ

କନକ ବ୍ୟୁରୋ: ପୁଣିଥରେ ପଟ୍ଟ ପରିବର୍ତ୍ତନ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୂଆ ସାଥୀ, ନୂଆ ସରକାର ନବମ ଥର ଶପଥ ନେଲେ ନୀତୀଶ ପୁଣି ଏନଡିଏକୁ ଫେରିଲା ଜେଡିୟୁ ନୂଆ ସରକାରକୁ ବିଜେପିର-୭୮,ଜେଡିୟରୁ-୪୫ ,ହାମର-୪ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ଦେଇଛନ୍ତି । ନୀତୀଶ କୁମାରଙ୍କ ସହContinue reading “ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ । ପୁଣି ପଲଟିଲା ବିହାର ରାଜନୀତି । ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ”

ସନ୍ଦେହରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ । ନୀତୀଶ କୁମାର ମେଣ୍ଟରୁ ଓହରିଯିବା ପରେ, ରାଜନୀତି ସମୀକ୍ଷକଙ୍କ ଭିନ୍ନ ଭିନ୍ନ ଆକଳନ

କନକ ବ୍ୟୁରୋ: ବିହାରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତଘଟିଛି । ନୀତୀଶ କୁମାର ପୁଣି ଥରେ ଏନଡିଏରେ ସାମିଲ ହୋଇଛନ୍ତି । ବିଜେପି ଓ ସହଯୋଗୀ ଦଳ ସହ ମିଶି ସରକାର ଗଢ଼ିଛନ୍ତି । ଆଉ ନୀତୀଶ କୁମାରଙ୍କ ଏହି ପଦକ୍ଷେପ ଇଣ୍ଡିଆ ମେଣ୍ଟ ପାଇଁ ସବୁଠାରୁ ବଡ ଝଟକା ବୋଲି କୁହାଯାଉଛି । ଯାହାକି ସମଗ୍ର ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ ବଡ ଓଲଟପାଲଟ ସନ୍ଦେହରେ ଇଣ୍ଡିଆContinue reading “ସନ୍ଦେହରେ ଇଣ୍ଡିଆ ମେଣ୍ଟର ଭବିଷ୍ୟତ । ନୀତୀଶ କୁମାର ମେଣ୍ଟରୁ ଓହରିଯିବା ପରେ, ରାଜନୀତି ସମୀକ୍ଷକଙ୍କ ଭିନ୍ନ ଭିନ୍ନ ଆକଳନ”

ଫେରିଘାଟରେ ମହାସୁଲ ଆଦାୟକୁ ନେଇ ବଢ଼ୁଛି ଜନଅସନ୍ତୋଷ । ମହାସୁଲ ବନ୍ଦ କରିବା ସହିତ ସେତୁ ନିର୍ମାଣ କରିବା ପାଇଁ ଦାବି କଲା ଘାଟ ଆନ୍ଦୋଳନ କମିଟି

କନକ ବ୍ୟୁରୋ : ନଦୀ ନାଳ ଘେରା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ଆଜିପର୍ଯ୍ୟନ୍ତ ହୋଇପାରିନି ସଡକ ପଥରେ ସିଧା ଯୋଗାଯୋଗର ବ୍ୟବସ୍ଥା । ରାତି ପାହିଲେ ପଞ୍ଚାୟତବାସି ବିଭିନ୍ନ କାର୍ଯ୍ୟରେ ଘାଟ ପାରିହୋଇ ଯିବାକୁ ପଡୁଛି । ଡଙ୍ଗାରେ ଘାଟ ପାରିହେବାକୁ ହେଲେ ଦେବାକୁ ପଡୁଛି ଭଡା ବାବଦକୁ ଟଙ୍କା ଯାହାକୁ ନେଇ ଆରମ୍ଭ ହୋଇଛି ଘାଟ ଆନ୍ଦୋଳନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଏକ ନଦୀନାଳ ଘେରା ଅଞ୍ଚଳ ।Continue reading “ଫେରିଘାଟରେ ମହାସୁଲ ଆଦାୟକୁ ନେଇ ବଢ଼ୁଛି ଜନଅସନ୍ତୋଷ । ମହାସୁଲ ବନ୍ଦ କରିବା ସହିତ ସେତୁ ନିର୍ମାଣ କରିବା ପାଇଁ ଦାବି କଲା ଘାଟ ଆନ୍ଦୋଳନ କମିଟି”

ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅଟିଏ ହେଲେ ମନ୍ଦିର ତୋଳିବାକୁ କରିଥିଲେ ମାନସିକ

କନକ ବ୍ୟୁରୋ : ଝିଅ ବି ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ ନିହେଁ, ସମାଜରେ ପୁଅ ମାନଙ୍କ ଜେତିକି ଅଧିକାର ଅଛି ଝିଅ ମାନଙ୍କର ମଧ୍ୟ ସେତିକି ଅଧିକାର ଅଛି । ଝିଅ ମାନଙ୍କୁ ଅନେକ ସମୟରେ ହତାଦର କରାଯାଉଥିବା ବେଳେ ଝିଅ ପାଇଁ ମନ୍ଦୀର ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ବ୍ରାହ୍ମୁଣ ଦମ୍ପତି । ଦେଖନ୍ତୁ ଏହି ରିପୋର୍ଟ । ଝିଅ ହେଲେ ମନ୍ଦିର ତିଆରି କରିବି । ଆଉContinue reading “ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅଟିଏ ହେଲେ ମନ୍ଦିର ତୋଳିବାକୁ କରିଥିଲେ ମାନସିକ”

ପ୍ରଥମ ଟେଷ୍ଟ ହାରିଲା ଭାରତ । ୨୮ ରନରେ ହାଇଦ୍ରାବାଦ୍ ଟେଷ୍ଟ ଜିତିଲା ଇଂଲଣ୍ଡ । ସିରିଜରେ ୧-୦ରେ ଆଗୁଆ

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରିଲା ଭାରତ । ରୋହିତ ବାହିନୀକୁ ପ୍ରଥମ ଟେଷ୍ଟରେ ୨୮ ରନରେ ହରାଇଛି ଷ୍ଟୋକ୍ସ ବାହିନୀ । ତେବେ ଶେଷ ଆଡକୁ ଭାରତ ମ୍ୟାଚ୍ ଜିତିବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ, ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଛି । ଏଥିସହିତ ସିରିଜରେ ଏବେ ଇଂଲଣ୍ଡ ୧-୦ରେ ଆଗୁଆ ହେଇଛି । ତେବେ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମରContinue reading “ପ୍ରଥମ ଟେଷ୍ଟ ହାରିଲା ଭାରତ । ୨୮ ରନରେ ହାଇଦ୍ରାବାଦ୍ ଟେଷ୍ଟ ଜିତିଲା ଇଂଲଣ୍ଡ । ସିରିଜରେ ୧-୦ରେ ଆଗୁଆ”

Design a site like this with WordPress.com
Get started