କନକ ବ୍ୟୁରୋ : ଆଇପିଏଲ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ଅଧିନାୟକ ଦାୟିତ୍ୱ । ୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । ରୋହିତଙ୍କ ନେତୃତ୍ୱରେ ୫ଥର ଆଇପିଏଲ ଚମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ବର୍ଷ ଧରି ଗୁଜରାଟ ଟାଇଟନ୍ସର ପାଇଁ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁContinue reading “ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା”
Tag Archives: News
ଆହ୍ଲାବାଦ ହାଇକୋର୍ଟଙ୍କଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଣି ଇଚ୍ଛା ମୃତ୍ୟୁ ମାଗିଥିଲେ ମହିଳା ବିଚାରପତି
କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟଙ୍କଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ମହିଳା ବିଚାରପତିଙ୍କ ଅଭିଯୋଗ ଶୁଣିବା ପରେ ସୁପ୍ରିମକୋର୍ଟ ଏବେ ଜବାବ ମାଗିଛନ୍ତି । ନିକଟରେ ଆହ୍ଲାବାଦ ବାନ୍ଦା ଜିଲ୍ଲାର ମହିଳା ବିଚାରପତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିୟାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ସଂଗୀନ ଅଭିଯୋଗ ଆଣିଥିଲେ । ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ କର୍ମକ୍ଷେତ୍ରରେ ତାଙ୍କୁ ଜିଲ୍ଲା ଜଜ ଓ ତାଙ୍କର ଜଣେ ସହଯୋଗୀ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଥିଲେContinue reading “ଆହ୍ଲାବାଦ ହାଇକୋର୍ଟଙ୍କଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଣି ଇଚ୍ଛା ମୃତ୍ୟୁ ମାଗିଥିଲେ ମହିଳା ବିଚାରପତି”
ଜନ୍ମ କଲା ମାଆ ଫିଙ୍ଗି ଦେଇଥିଲା, ଏବେ ଅନ୍ୟ ଜଣେ ମାଆର କ୍ଷୀର ଉପରେ ଭରସା କରିଛି କୁନି
କନକ ବ୍ୟୁରୋ: କୁନି ଏବେ ସୁସ୍ଥ ଅଛି, ଖୀର ପିଇବା ଆରମ୍ଭ କଲାଣି । ଦିନେ ଦୁଇ ଦିନ ପରେ ତାକୁ ଖାଦ୍ୟ ମଧ୍ୟ ଦିଆଯିବ । ହେଲେ ଏହି ହତଭାଗା ଝିଅ ଭାଗ୍ୟରେ ଜୁଟିନି ଜନ୍ମକଲା ମା’ର କ୍ଷୀର । ପର ମା’ର କ୍ଷୀର ଆଣି କୁନିକୁ ଦେବାକୁ ଯୋଜନା କରୁଛି ଭିମସାରର ଡାକ୍ତରୀ ଟିମ୍ । କଅଁଳା ଛୁଆଟିଏ । ମା’ ପର କରିଦେଲା, ଭାଗ୍ୟ ବୋଲୱେଲକୁ ଠେଲିଦେଲା । ହେଲେ, ଯିଏ ଆୟୁଷContinue reading “ଜନ୍ମ କଲା ମାଆ ଫିଙ୍ଗି ଦେଇଥିଲା, ଏବେ ଅନ୍ୟ ଜଣେ ମାଆର କ୍ଷୀର ଉପରେ ଭରସା କରିଛି କୁନି”
କିଏ ଦେଉଛି ଅର୍ଚ୍ଚନାଙ୍କୁ ଧମକ? ଷଡ଼ଯନ୍ତ୍ର ପଛରେ ବଡ଼ବଡ଼ିଆ?
କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ନିକଟରେ ଜେଲରୁ ମୁକୁଳିଥିବା ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ । ଆଜି ପରୀକ୍ଷା ଦେବା ପାଇଁ କ୍ୟାପିଟାଲ ଲ’ କଲେଜକୁ ଆସିବା ସମୟରେ ଦୁଇ ଜଣ ଯୁବକ ଆସି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନା । ଏଭଳି ଅଭିଯୋଗରେ ଡରିବାର ନାହିଁ, ଯଦି ସାହସ ଅଛି ତେବେ ସାମ୍ନାରୁ ଆକ୍ରମଣ କରିବାକୁ ଆହ୍ୱାନ ଦେଇଛନ୍ତି । ତେବେContinue reading “କିଏ ଦେଉଛି ଅର୍ଚ୍ଚନାଙ୍କୁ ଧମକ? ଷଡ଼ଯନ୍ତ୍ର ପଛରେ ବଡ଼ବଡ଼ିଆ?”
ଆରମ୍ଭ ହେଲା ରାଜସ୍ଥାନରେ ଭଜନଲାଲ ରାଜ୍ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ନେଲେ ପଦ-ଗୋପନୀୟକାର ଶପଥ
କନକ ବ୍ୟୁରୋ : ରାଜସ୍ଥାନ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀଭାବେ ଶୁକ୍ରବାର ଶପଥ ନେଇଛନ୍ତି ଭଜନଲାଲ ଶର୍ମା । ରାଜ୍ୟପାଳ କଲରାଜ ମିଶ୍ରା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ବିଜେପିର ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ । ଅନ୍ୟପଟେ ଦୁଇ ଉପମୁଖ୍ୟମନ୍ତ୍ରୀ ଦୀୟା କୁମାର ଓContinue reading “ଆରମ୍ଭ ହେଲା ରାଜସ୍ଥାନରେ ଭଜନଲାଲ ରାଜ୍ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ନେଲେ ପଦ-ଗୋପନୀୟକାର ଶପଥ”
ପୁଣି ସମୟ ମାଗିଲେ ସରକାର: ସରକାରଙ୍କୁ କୋର୍ଟଙ୍କ ଶେଷ ମହଲତ!
କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ଆଜି ଏ ସଂପର୍କିତ ମାମଲାର ଶୁଣାଣି ବେଳେ ଜବାବ ରଖି ପାରିଲା ନାହିଁ ଗୃହ ବିଭାଗ । କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ବଦଳରେ ଅଧିକ ସମୟ ମାଗିଛନ୍ତି । କୋର୍ଟ, ସରକାରଙ୍କ ଆବେଦନକୁ ଗ୍ରହଣ କରି ପରବର୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ମାମଲାରେ କମିଶନଙ୍କContinue reading “ପୁଣି ସମୟ ମାଗିଲେ ସରକାର: ସରକାରଙ୍କୁ କୋର୍ଟଙ୍କ ଶେଷ ମହଲତ!”
ଗୋଟିଏ ମଂଚରେ ଦୁଇ ଦୁଇଟି ପୁଟିନ୍ । ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ ଛବି
କନକ ବ୍ୟୁରୋ : ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । କେବେ ରଶ୍ମିକା ମନ୍ଧନାଙ୍କ ଅବିକଳ ଭାଇରାଲ ହେଉଛି ତ କେବେ ଅମିତାଭ ବଚନଙ୍କ ଅବିକଳ । ହେଲେ ଏହା କେବଳ ଭାରତରେ ନୁହେଁ କି ସିନେ ପରଦାରେ ନୁହେଁ ରାଜନେତାଙ୍କ ପାଇଁ ମଧ୍ୟ ଏହା ବଡ ବିପଦ ସୃଷ୍ଟି କରିବାକୁ ଯାଉଛି । କାରଣ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଅବିକଳକୁ ଦେଖିବାକୁ ମିଳିଛି । ସେContinue reading “ଗୋଟିଏ ମଂଚରେ ଦୁଇ ଦୁଇଟି ପୁଟିନ୍ । ମସ୍କୋରେ ଆୟୋଜିତ ବାର୍ଷିକ ସମ୍ବାଦ ସମ୍ମିଳନୀରେ ପୁଟିନଙ୍କ ସହ ନଜର ଆସିଲା ଏଆଇ ଛବି”
ସଂସଦ ଭବନ ଗାନ୍ଧୀ ମୂର୍ତ୍ତି ତଳେ ନିଲମ୍ବିତ ବିରୋଧୀ ସାଂସଦଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ସହ ସଂସଦ ସୁରକ୍ଷା ତ୍ରୁଟି ଉପରେ ଗୃହମନ୍ତ୍ରୀଙ୍କ ବିବୃତି ଦାବି
କନକ ବ୍ୟୁରୋ : ଶୁକ୍ରବାର ସକାଳ ସଂସଦ ଭବନ ପରିସର କିଛି ଏଭଳି ରହିଥିଲା । ଗାନ୍ଧୀମୂର୍ତ୍ତି ତଳେ ଛିଡା ହୋଇଛି ପ୍ରତିବାଦ କରିଥିଲେ ନିଲମ୍ବିତ ସାଂସଦ । ପ୍ଲାକାର୍ଡ ଧରି , ସ୍ଲୋଗାନ ଦେଇ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି ଜଣାଇଛନ୍ତି ବିରୋଧୀ । ଅନ୍ୟପଟେ ନିଲମ୍ବିତ ଟିଏମସି ସାଂସଦ ଡେରେକ ଓ’ବ୍ରେୟନ ଅଭିନବ ଉପାୟରେ ନିଲମ୍ବନକୁ ପ୍ରତିବାଦ କରିଥିଲେ । ମୌନ ବ୍ରତ ଲେଖା ଟିସାର୍ଟ ପିନ୍ଧି ସଂସଦରେ ପହଁଚିଥିଲେ । ସେପଟେ ନିଲମ୍ବିତContinue reading “ସଂସଦ ଭବନ ଗାନ୍ଧୀ ମୂର୍ତ୍ତି ତଳେ ନିଲମ୍ବିତ ବିରୋଧୀ ସାଂସଦଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ସହ ସଂସଦ ସୁରକ୍ଷା ତ୍ରୁଟି ଉପରେ ଗୃହମନ୍ତ୍ରୀଙ୍କ ବିବୃତି ଦାବି”
ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରଥମ ଦିନ ବିଜ୍ଞାନ, ୧୭ରେ କଳା ଓ ବାଣିଜ୍ୟ
କନକ ବ୍ୟୁରୋ: ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଜୀବନରେ ଯୁକ୍ତ ୨ ପରୀକ୍ଷା ବେଶ ଗୁରୁତ୍ୱ ରଖେ । ତେଣୁ ନିଟ୍ ଓ ଜେଇଇ ପରୀକ୍ଷାକୁ ଦୃଷ୍ଟିରେ ରଖି, ଏଥର ମାର୍ଚ୍ଚ ପରିବର୍ତେ ଆଗୁଆ ପରୀକ୍ଷା ସାରିବାକୁ ନିଷ୍ପତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଯୁକ୍ତ ୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏContinue reading “ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରଥମ ଦିନ ବିଜ୍ଞାନ, ୧୭ରେ କଳା ଓ ବାଣିଜ୍ୟ”
ନିର୍ବାଚନ ପାଇଁ ବିଗୁଲ ବଜାଇଲା ବିଜେଡି: ୨୦୨୪ ପାଇଁ ପ୍ରସ୍ତୁତ କଲା ନୀଳନକ୍ସା
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ହାତରେ ଆଉ ଅଳ୍ପ କେଇ ମାସ ଥିବାରୁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି ଶାସକ ବିଜୁ ଜନତା ଦଳ । ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ନୂଆ ରଣନୀତି ତିଆରି ହୋଇଛି । ଅନେକ ଦିନ ହେଲା କେନ୍ଦ୍ରୀୟ ଅବହେଳା କଥା କହୁନଥିବା ବିଜେଡି, ଲୋକଙ୍କ ପାଖକୁ ଗଲା ବେଳେ କେନ୍ଦ୍ରରେ ବିଜେପି ସରକାରଙ୍କ ଓଡିଶାକୁ ଅବହେଳା କଥା ଉଠାଇବ । ରାଜ୍ୟରେ ବିରୋଧୀ କେମିତିContinue reading “ନିର୍ବାଚନ ପାଇଁ ବିଗୁଲ ବଜାଇଲା ବିଜେଡି: ୨୦୨୪ ପାଇଁ ପ୍ରସ୍ତୁତ କଲା ନୀଳନକ୍ସା”