କନକ ବ୍ୟୁରୋ : ହମାସ ଚରମପନ୍ଥୀ ସଂଗଠନକୁ ପାଲଟା ଜବାବ ଦେବାକୁ ଯାଇ ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ୪ ମାସ ହେଲାଣି ଏହି ଯୁଦ୍ଧ ବିରାମ ନେବାର ନାମ ହିଁ ନେଉ ନାହିଁ । ଗାଜା ଷ୍ଟ୍ରିପରୁ ହମାସର ଆକ୍ରମଣ ପରେ ଇସ୍ରାଏଲ ହମାସ ସଂଗଠନକୁ ଆମୂଳ ଶେଷ ନ କଲା ଯାଏଁ ଯୁଦ୍ଧ ସାରିବ ନାହିଁ ବୋଲି ଜଣାଇ ଦେଇଛି । ହେଲେ ଏହି ଯୁଦ୍ଧର ବିଭିଷିକାରେ ହନ୍ତସନ୍ତ ହେଉଛନ୍ତି ସାଧାରଣContinue reading “ଆଇସିଜେର ଗଣହତ୍ୟା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ନେତାନ୍ୟାହୁ । କହିଲେ ଇସ୍ରାଏଲ ଗଣ ହତ୍ୟା କରୁନାହିଁ ବରଂ ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଛି”
Tag Archives: News
ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ ଦେହାନ୍ତ
କନକ ବ୍ୟୁରୋ : ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ୧୦୨ ବର୍ଷ ବୟସରେ ଦେହାନ୍ତ ହୋଇଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଚି । ସେ ମେଡିସିନ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ହେଉଥିଲେ । ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାହୁ ଅଲ ଓଡିଶା ଫ୍ରୀଡମ ଫାଇଟର ସଂଘର ସଭାପତି ଥିଲେ । ସ୍ୱାଧୀନତା ସଂଗ୍ରାମ ବେଳେ ସେ ୩ ବର୍ଷ ଜେଲରେ ରହିଥିଲେ । ଏହାସହ ସେContinue reading “ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ ଦେହାନ୍ତ”
ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ : ଦୁନିଆରେ କେଉଁ ଦେଶରେ କିଭଳି ଦିଆଯାଏ ମୃତ୍ୟୁଦଣ୍ଡ ?
ଆମେରିକାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫୮ ବର୍ଷୀୟ କେନେଥ ୟୁଗେନ ସ୍ମିଥଙ୍କୁ ଆଲବାମା ଜେଲରେ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଛି । ପ୍ରଥମ ଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ଏଭଳି ପଦ୍ଧତିରେ ମୃତ୍ଯୁଦଣ୍ଡ ଦିଆଯାଇଛି । ଏହି କାରଣରୁ ମୃତ୍ୟୁ ଦଣ୍ଡକୁ ନେଇ ବିତର୍କ ପୁଣି ଥରେ ତୀବ୍ର ହୋଇଛି । ଏହା ବ୍ୟତୀତ ଏହାର ପଦ୍ଧତି ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି । ସଜା-ଏ-ମୌତ ବା ମୃତ୍ୟୁଦଣ୍ଡ ଶତାବ୍ଦୀContinue reading “ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ : ଦୁନିଆରେ କେଉଁ ଦେଶରେ କିଭଳି ଦିଆଯାଏ ମୃତ୍ୟୁଦଣ୍ଡ ?”
କୋଟି କୋଟି ଟଙ୍କା କ୍ଷତି ହେଲା ପରେ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ କଥା ମନେ ପଡିଲା କି ?
ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଏବେ ଏକ ଖରାପ ସମୟ ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷାଦୀପ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ବିବାଦ ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି କି ? ଗଣତନ୍ତ୍ର ଦିବସ ଅବସରରେ ମାଲଦ୍ୱୀପରୁ କିଛି ଟ୍ୱିଟ୍ ଆସିଛି, ଏହାଦ୍ବାରା ମାଲଦ୍ୱୀପର କଣ କହିବାକୁ ଚାହୁଁଛି ? ଏହା ମାତ୍ର କିଛି ଦିନ ପୁରୁଣା କଥା । ସମସ୍ତଙ୍କର ମନେ ଥିବ । ଭାରତର ପ୍ରଧାନମନ୍ତ୍ରୀContinue reading “କୋଟି କୋଟି ଟଙ୍କା କ୍ଷତି ହେଲା ପରେ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ କଥା ମନେ ପଡିଲା କି ?”
ମୁଖ୍ୟମନ୍ତ୍ରୀ ପଦରୁ ଆଜି ଦେଇପାରନ୍ତି ଇସ୍ତଫା, କାଲି ନେଇପାରନ୍ତି ଶପଥ । ନୀତିଶଙ୍କ ପାଇଁ ବିହାର ରାଜନୀତିକୁ ନେଇ ଦେଶରେ ଚର୍ଚ୍ଚା ।
କନକ ବ୍ୟୁରୋ : ବିହାରରେ ରାଜନୈତିକ ହଟଚମଟ ଜାରି । ମହାମେଣ୍ଟ ଛାଡି ପୁଣିଥରେ ଏନଡିଏ ମୁହାଁ ଜେଡିୟୁ, ବିଜେପି ସହ ମିଶି କ୍ଷମତାରେ ବସିପାରନ୍ତି ନୀତୀଶ । ଏପରିକି ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆସନ୍ତାକାଲି ବିଜେପି ସହ ମିଣି ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏନଡିଏ ମେଣ୍ଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି, କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରିContinue reading “ମୁଖ୍ୟମନ୍ତ୍ରୀ ପଦରୁ ଆଜି ଦେଇପାରନ୍ତି ଇସ୍ତଫା, କାଲି ନେଇପାରନ୍ତି ଶପଥ । ନୀତିଶଙ୍କ ପାଇଁ ବିହାର ରାଜନୀତିକୁ ନେଇ ଦେଶରେ ଚର୍ଚ୍ଚା ।”
ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗସ୍ତ, ବାଇକ ଆରୋହୀ ମୃତ ।
କନକ ବ୍ୟୁରୋ : ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଅପରାହ୍ନ ୨ଟା ସମୟରେ ଭୁବନେଶ୍ୱରରୁ ରାଉରକେଲାକୁ ଯିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟ ରେକୁଳା ଗାଁ ନିକଟରେ ସାଂସଦଙ୍କ ଗାଡି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ସେଠାରେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଦୁର୍ଘଟଣା ଏତେ ଭୟଙ୍କର ଥିଲାContinue reading “ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗସ୍ତ, ବାଇକ ଆରୋହୀ ମୃତ ।”
ନୀତିଶ କୁମାରଙ୍କୁ ବଡ ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଆରଜେଡି । ଜାଣନ୍ତୁ ମିଶନ-୧୬ ଉପରେ କେମିତି କାମ କରୁଛନ୍ତି ତେଜସ୍ୱୀ
କନକ ବ୍ୟୁରୋ : ବିହାରରେ ଜେଡିୟୁ ଓ ବିଜେପି ପୁଣିଥରେ ମିଳିତ ସରକାର ଗଠନ କରିପାରନ୍ତି । ଏହାରି ମଧ୍ୟରେ ଆରଜେଡି ତରଫରୁ ନୀତିଶ କୁମାରଙ୍କୁ ଏକ ବଡ ଝଟକା ଦେବାକୁ ଯୋଜନା କରୁଛି । ଆରଜେଡି ଭଲଭାବେ ବୁଝି ସାରିଛି ଯେ ସଂଖ୍ୟା ଗଣିତରେ ନୀତିଶଙ୍କୁ ଟକ୍କର ଦେବା ସମ୍ଭବ ନୁହେଁ । ତେଣୁ ସରକାର ଗଠନ କରିବା ଉପରେ ରୋକ୍ ଲଗାଇବାକୁ ଆରଜେଡି ଏକ ସ୍ୱତନ୍ତ୍ର ଯୋଜନା କରିଛି । ଆରଜେଡିରୁ ଯୋଜନା ରହିଛିContinue reading “ନୀତିଶ କୁମାରଙ୍କୁ ବଡ ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଆରଜେଡି । ଜାଣନ୍ତୁ ମିଶନ-୧୬ ଉପରେ କେମିତି କାମ କରୁଛନ୍ତି ତେଜସ୍ୱୀ”
ରାଉରକେଲାର ବଡ ସାଇବର ଠକେଇର ପର୍ଦ୍ଦାଫାସ । କ୍ରିପ୍ଟୋ କରେନ୍ସି ନାଁରେ ଚଳାଇଥିଲେ ଅନଲାଇନ ଫ୍ରଡ୍ । ୫ ଜଣଙ୍କୁ ବାନ୍ଧିଲା ପୁଲିସ ।
କନକ ବ୍ୟୁରୋ: ବଡ଼ ସାଇବର କ୍ରାଇମର ପର୍ଦ୍ଦାଫାସ କଲା ରାଉରକେଲା ପୋଲିସ । କ୍ରିପ୍ଟୋ କରେନ୍ସି ନାଁରେ ଅନଲାଇନରେ ଚାଲିଥିଲା ଠକେଇ । କମ୍ବୋଡ଼ିଆରୁ ହେଉଥିଲା ଅପରେଟ୍ । ସୋସିଆଲ ମିଡିଆ ସାଇଡରେ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଥିଲେ ଅଭିଯୁକ୍ତ । ଘଟଣାରେ ୫ ଜଣଙ୍କୁ ଗିରଫ କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତଙ୍କମାନେ ଛତିଶଗଡ଼ ଓ ଦୁର୍ଗ ଅଞ୍ଚଳର । ଏମାନଙ୍କଠାରୁ କୋଟିଏ ଟଙ୍କା ଜବତ ହୋଇଛି । ୨୦୦ରୁContinue reading “ରାଉରକେଲାର ବଡ ସାଇବର ଠକେଇର ପର୍ଦ୍ଦାଫାସ । କ୍ରିପ୍ଟୋ କରେନ୍ସି ନାଁରେ ଚଳାଇଥିଲେ ଅନଲାଇନ ଫ୍ରଡ୍ । ୫ ଜଣଙ୍କୁ ବାନ୍ଧିଲା ପୁଲିସ ।”
ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ଆନ୍ଦୋଳନ । ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।
କନକ ବ୍ୟୁରୋ: ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆସନ୍ତା ୨୯ ରେ ଖଡଗେ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି । ଖଡଗେ ଓଡ଼ିଶାରେ ପହଞ୍ଚିିବା ପରେ ଲୋୟର ପିଏମଜିରେ ହେବାକୁ ଥିବା ଦଳର ଓଡ଼ିଶା ବଂଚାଅ ସମାବେସରେ ଯୋଗଦେବେ । ସମାବେଶରେContinue reading “ଆସନ୍ତା ୨୯ ତାରିଖ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ଆନ୍ଦୋଳନ । ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।”
ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ବଡ ଘୋଷଣା । କହିଲେ, କଂଗ୍ରେସକୁ ଦିଆଯିବ ୧୧ ଲୋକସଭା ଆସନ, ହେଲେ କଂଗ୍ରେସ…
କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ପଞ୍ଜାବରେ ଇଣ୍ଡିଆ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସକୁ ଝଟକା ମିଳିବା ପରେ ଏବେ ଉତ୍ତର ପ୍ରଦେଶରୁ ଶୁଭ ଖବର ଆସିଛି । ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଏନେଇ ଅଖିଳେଶ ଯାଦବ କହିଛନ୍ତି କି, ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ ୭ଟି ଆସନରେ ଲଢିବ ଓ ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ ୧୧Continue reading “ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ବଡ ଘୋଷଣା । କହିଲେ, କଂଗ୍ରେସକୁ ଦିଆଯିବ ୧୧ ଲୋକସଭା ଆସନ, ହେଲେ କଂଗ୍ରେସ…”