କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍ । ଏଥର ଗାନ୍ଧୀମାର୍ଗରେ ଦେଖିବାକୁ ମିଳିବ ଭିନ୍ନ ଧରଣର ମାହୋଲ । ଏଥର ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢContinue reading “ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ । ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ।”
Tag Archives: News
ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ହୋଇପାରନ୍ତି ସାମିଲ ।
କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ସାମିଲ ହେବ ଜେଡିୟୁ । ଦଳର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ଚର୍ଚ୍ଚା । ଆସନ୍ତା ୪ ତାରିଖରେ ବିହାରର ବେଟିଆରେ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାର ଏକାଠି ହୋଇପାରନ୍ତି । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶContinue reading “ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ ହୋଇପାରନ୍ତି ସାମିଲ ।”
ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଆଇନଜୀବୀ କହିଲେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ ।
କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଏଏସଆଇ ସର୍ଭେ ରିପୋର୍ଟକୁ ନେଇ ଚର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ହିନ୍ଦୁ ପକ୍ଷଙ୍କ ଆଇନଜୀବୀ ବିଷ୍ଣୁଶଙ୍କର ଜୈନ । ମସଜିଦ ପୂର୍ବରୁ ସେଠାରେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ ଥିବା କହିଛନ୍ତି ଆଇନଜୀବୀ । ଜ୍ଞାନବାପୀ ମସଜିଦ ପରିସରରେ ହିନ୍ଦୁ ମନ୍ଦିର ଥିବା ହିନ୍ଦୁ ପକ୍ଷ ଦାବି କରିବା ପରେContinue reading “ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଆଇନଜୀବୀ କହିଲେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ ।”
ଘୋଷଣା ହେଲା ପଦ୍ମ ପୁରସ୍କାର । ୧୩୨ ଜଣ ପାଇବେ ପଦ୍ମ ସମ୍ମାନ । ୧୭ ଜଣଙ୍କୁ ପଦ୍ମ ଭୂଷଣ, ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ଓ ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ଉପାଧି ।
କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଦକ୍ଷିଣ ଭାରତୀୟ ଅଭିନେତା ଚିରଞ୍ଜୀବୀ, ବିଜୟନ୍ତିମାଳା ବାଳି, ବିଦେଶ୍ୱର ପାଠକ, ପଦ୍ମ ଶୁଭ୍ରମଣ୍ୟମଙ୍କୁ ଦେଶର ଦ୍ୱିତୀୟ ବଡ ବେସାମରିକ ପଦ୍ମ ବିଭୂଷଣ ଉପାଧି ମିଳିବ । ୫ ଜଣଙ୍କୁ ପଦ୍ମ ବିଭୂଷଣ ଉପାଧି ମିଳିଥିବା ବେଳେ ୧୭ ଜଣଙ୍କContinue reading “ଘୋଷଣା ହେଲା ପଦ୍ମ ପୁରସ୍କାର । ୧୩୨ ଜଣ ପାଇବେ ପଦ୍ମ ସମ୍ମାନ । ୧୭ ଜଣଙ୍କୁ ପଦ୍ମ ଭୂଷଣ, ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ଓ ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ଉପାଧି ।”
ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ରାମ ମନ୍ଦିର ସମେତ ଦେଶର ସଫଳତା ବଖାଣିଲେ ଦ୍ରୌପଦୀ ମୁର୍ମୁ ।
କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜ ସମ୍ବୋଧନ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ରହିଛି ବଡ଼ ଭୂମିକା । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ ଆଦିତ୍ୟ ଏଲୱାନ, ମିଶନ ଚନ୍ଦ୍ରଯାନ ପରି ମହାକାଶରେ ସଫଳତା ଦେଶର ଆତ୍ମବିଶ୍ୱାସକୁ ବଢ଼ାଉଛି । ଏଥିସହ ଜି ୨୦ ସମ୍ମିଳନୀ, ରାମମନ୍ଦିର ନିର୍ମାଣ ଦେଶର ବଡContinue reading “ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ରାମ ମନ୍ଦିର ସମେତ ଦେଶର ସଫଳତା ବଖାଣିଲେ ଦ୍ରୌପଦୀ ମୁର୍ମୁ ।”
ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ ।
କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥ ଓ ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବା ନେଇ ସ୍ଥିତ ହୋଇଛି । ଏଥରContinue reading “ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ଗଡିବ ପ୍ରଜ୍ଞାପନ ମେଢ । ଥିମ୍ ରହିଛି ‘ରୂପାନ୍ତରଣ ପଥେ ଓଡ଼ିଶା’ ।”
ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର । ବରଗଡର ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ, ଜାଣନ୍ତୁ ତାଲିକାରେ ରହିଛି ଆଉ କେଉଁମାନଙ୍କ ନାମ
କନକ ବ୍ୟୁରୋ : ୨୦୨୪ ପାଇଁ ସରକାର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଛନ୍ତି । ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ଭଜନ ଗାୟକ ଗୋପୀନାଥ ସ୍ୱାଇଁ । ବରଗଡର ଲୋକନୃତ୍ୟର ବିଶିଷ୍ଠ କଳାକାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିବ । ଅନ୍ୟପଟେ ଦକ୍ଷିଣ ଆଣ୍ଡମାନରେ ଜୈବିକ ପଦ୍ଧତିରେ ଚାଷ ପାଇଁ କେ, ଚେଲ୍ଲାମ୍ମାଲଙ୍କୁ ପଦ୍ମଶ୍ରୀ ମିଳିବ । ପଶ୍ଚିମବଙ୍ଗ ପୁରୁଲିଆର ଗାଚ୍ ଦାଦୁଙ୍କୁ ପରିବେଶ ସୁରକ୍ଷାContinue reading “ଘୋଷଣା ହେଲା ପଦ୍ମଶ୍ରୀ ପୁରସ୍କାର । ବରଗଡର ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ, ଜାଣନ୍ତୁ ତାଲିକାରେ ରହିଛି ଆଉ କେଉଁମାନଙ୍କ ନାମ”
ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ଶପଥ ପାଠ । ଭୋଟରକୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିଆରା ପ୍ରୟାସ
କନକ ବ୍ୟୁରୋ : ମୋ ଭୋଟ ମୋ ଅଧିକାର । ବିଡିଓ କରାଇଲେ ବାବୁଙ୍କୁ ଶପଥ ପାଠ । ନିର୍ବାନରେ ଯେପରି କୈାଣସି ଭୋଟର ମତଦାନରୁ ବାଦ ଯିବେ ନାହିଁ ସେଇ ଦିଗରେ ସଚେତନତା ପାଇଁ ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ଭୋଟର ଦିବସ । ଭୋଟରଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଇଛି । ଏହି ଅବସରରେ କଟକ ନିଆଳି ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସବୁ ବାବୁମାନଙ୍କContinue reading “ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ଶପଥ ପାଠ । ଭୋଟରକୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିଆରା ପ୍ରୟାସ”
ଭଡାଟିଆଙ୍କୁ ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ଗେଟ୍, କବାଟ ଓ ଆଲମିରା ତାଲା ତାଡି ଲୁଟି ନେଲେ ୧୦ ଭରି ସୁନା ଓ ନଦର ୫୦ ହଜାର ଟଙ୍କା
କନକ ବ୍ୟୁରୋ : ଭଡାଟିଆଙ୍କୁ ଚାବି ପକାଇ ବିଶ୍ୱ ତାରିଣୀ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନ ଛେନାପଦି କେନାଲ ନିକଟରେ ଅଧ୍ୟକ୍ଷା ଉଷାରାଣୀ ଦାସଙ୍କ ଘର । ସେ କିଛି ଦିନ ହେଲା ଭୁବନେଶ୍ୱର ଯାଇଥିଲେ । ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ ମାନେ ତାଙ୍କ ଘରେ ପଶିଥିଲେ । ଘରର ମୁଖ୍ୟ ଫାଟକ, କବାଟ ଓ ଆଲମିରାContinue reading “ଭଡାଟିଆଙ୍କୁ ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ଗେଟ୍, କବାଟ ଓ ଆଲମିରା ତାଲା ତାଡି ଲୁଟି ନେଲେ ୧୦ ଭରି ସୁନା ଓ ନଦର ୫୦ ହଜାର ଟଙ୍କା”
ଓଡ଼ିଶାରେ ସକ୍ରିୟ ଜାମତରା ଗ୍ୟାଙ୍ଗ: ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ୍
କନକ ବ୍ୟୁରୋ: ଆଖି ପିଛୁଳାକେ ଆକାଉଂଟକୁ ଖାଲି କରି ଦେଉଥିବା ଜାମତରା ଗ୍ୟାଙ୍ଗ କଥା ଆପଣମାନେ ଶୁଣିଥିବେ । କିନ୍ତୁ ସେହି ଜାମତରା ଗ୍ୟାଙ୍ଗର ସଦସ୍ୟ ଦେଖିବାକୁ କେମିତି? ସେମାନେ କେମିତି ଲୋକଙ୍କୁ ଚୁନା ଲଗାନ୍ତି? କେଉଁଠୁ ରହି ନେଟୱାର୍କ ଚଳାନ୍ତି? ତାହା ହୁଏତ ଆପଣ ଜାଣିନଥିବେ । ହେଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡିଶାରେ ବି ସେହି ଜାମତରା ଗ୍ୟାଙ୍ଗ ସକ୍ରିୟ ରହିଥିଲା । ଆଉ ଲୋକଙ୍କୁ ଲୁଟିବାରେ ମୁଖ୍ୟ ଭୂମିକା ତୁଲାଉଥିଲେ ।Continue reading “ଓଡ଼ିଶାରେ ସକ୍ରିୟ ଜାମତରା ଗ୍ୟାଙ୍ଗ: ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ୍”