କନକ ବ୍ୟୁରୋ: ଅପରାହ୍ନର ସୂର୍ଯ୍ୟାସ୍ତ ସହ ବୁଡିଗଲାଣି ଅପରାହ୍ନ । ନଇଁ ଆସିଲାଣି ସଞ୍ଜ, ପୁଣି ମାଡି ଆସିଲାଣି ଅନ୍ଧାର । ରାତି ଟିକେ ବଢିଗଲେ ସୁଡଙ୍ଗ ଭିତରର ଅନ୍ଧାର ଆଉ ସୁଡଙ୍ଗ ବାହାରର ଅନ୍ଧାର ଏକାକାର ହୋଇଯିବ ସତ କିନ୍ତୁ ଆଜିର ଅନ୍ଧାର ଭିତରୁ ଉଇଁବ ଆଶାର ଆଲୋକ । ପାହାଡର ଛାତି ଚିରି ବାହାରିବେ ଶ୍ରମିକ । ସୁଡଙ୍ଗ ଭିତରେ ୧୬ ଦିନର ସଂଘର୍ଷର ହେବ ଅନ୍ତ, ଶ୍ରମିକ ଦେଖିବେ ଦୁନିଆ । ଟନେଲରେContinue reading “ଖୁବଶୀଘ୍ର ଭାରତ ଶୁଣିବ ଭଲ ଖବର… ଭଗବାନଙ୍କୁ ପ୍ରାର୍ଥନା, ବାହାରିବେ ଶ୍ରମିକ”
Tag Archives: News
ଉଦ୍ଧାର ହେବା ପରେ ଶ୍ରମିକମାନଙ୍କର କଣ ହେବ? ସୁଡଙ୍ଗ ବାହାରେ ପ୍ରସ୍ତୁତ ୪୧ ଆମ୍ବୁଲାନ୍ସ । ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ଚିନୁକ୍ ହେଲିକପ୍ଟର….
କନକ ବ୍ୟୁରୋ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଆଜିକୁ ୧୭ ଦିନ ହେଲା ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଉଦ୍ୟମ ଚାଲିଥିବା ବେଳେ, ମଙ୍ଗଳବାର ସେମାନଙ୍କୁ କୌଣସି ମୁହୂର୍ତ୍ତରେ ବି ଉଦ୍ଧାର କରାଯିବ ବୋଲି କୁହାଯାଉଛି । ତେବେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ୮୦୦ ମିଲିମିଟର ମୋଟା ପାଇପ୍ ସୁଡଙ୍ଗ ଭିତରକୁ ପଠାଯାଇଛି । ଆଉ ଏନଡିଆରଏଫ୍ ଟିମ ମଧ୍ୟ ସୁଡଙ୍ଗ ଭିତରେ ପହଞ୍ଚି ସାରିଛି ।Continue reading “ଉଦ୍ଧାର ହେବା ପରେ ଶ୍ରମିକମାନଙ୍କର କଣ ହେବ? ସୁଡଙ୍ଗ ବାହାରେ ପ୍ରସ୍ତୁତ ୪୧ ଆମ୍ବୁଲାନ୍ସ । ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ଚିନୁକ୍ ହେଲିକପ୍ଟର….”
ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ଆହୁରି ୨ ମିଟର ଡ୍ରିଲିଂ ବାକି
କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ଏବେବି ୨ ମିଟର୍ ଡ୍ରିଲିଂ ବାକି ରହିଛି । ଅର୍ଥାତ୍ ୫୮Continue reading “ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ଆହୁରି ୨ ମିଟର ଡ୍ରିଲିଂ ବାକି”
୨୦୨୪ ଆଇପିଏଲରେ ବି ଖେଳିବେ ଧୋନୀ: ପୁଣି ଦେଖିବାକୁ ମିଳିବ କ୍ୟାପଟେନ କୁଲଙ୍କ କମାଲ
କନକ ବ୍ୟୁରୋ: ଆଇପିଏଲ ୨୦୨୪କୁ ଆହୁରି ଅନେକ ଦିନ ବାକି । ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା । ଏହାସହ ଡିସେମ୍ବର ମାସରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ବି ଆରମ୍ଭ ହେବ । ତେବେ ଏହି ପ୍ରକ୍ରିୟା ଭିତରେ ଅନେକ ଫ୍ରାଞ୍ଚାଇଜ କିଛି ଖେଳାଳିଙ୍କୁ ରିଟେନ ରଖି ଅନ୍ୟ କିଛି ଖେଳାଳିଙ୍କୁ ରିଲିଜ କରିଛି । ଏହି ପ୍ରକ୍ରିୟାରେ ମହେନ୍ଦ୍ର ସିଂ ଧୋନୀ ବି ସାମିଲ ଅଛନ୍ତି । ୨୦୨୪ ଆଇପିଏଲ ପାଇଁContinue reading “୨୦୨୪ ଆଇପିଏଲରେ ବି ଖେଳିବେ ଧୋନୀ: ପୁଣି ଦେଖିବାକୁ ମିଳିବ କ୍ୟାପଟେନ କୁଲଙ୍କ କମାଲ”
ଉତରକାଶୀରେ ଶ୍ରମମନ୍ତ୍ରୀ ସାରଦା ନାୟକ: ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝିଲେ ସାରଦା ନାୟକ
କନକ ବ୍ୟୁରୋ: ଓଡ଼ିଆ ଶ୍ରମିକ ଫସିବା ପରେ ଉତରକାଶୀ ଯାଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝଛନ୍ତି । ସାରଦା ନାୟକଙ୍କ ସହିତ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ରହିଛନ୍ତି । କନକ ନ୍ୟୁଜ୍କୁ ସୂଚନା ଦେଇ କହିଛନ୍ତି ଯେ ଖୁବଶୀଘ୍ର ଉଦ୍ଧାର ହେବେ ଫସିଥିବା ଶ୍ରମିକ । ବାହାରେ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଘଟଣାସ୍ଥଳରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂContinue reading “ଉତରକାଶୀରେ ଶ୍ରମମନ୍ତ୍ରୀ ସାରଦା ନାୟକ: ଉଦ୍ଧାରକାର୍ଯ୍ୟ ସ୍ଥଳରେ ପହଂଚି ଓଡ଼ିଆ ଶ୍ରମିକଙ୍କ କଥା ବୁଝିଲେ ସାରଦା ନାୟକ”
ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ଖବର ପାଇବା ପରେ ଟନେଲ୍ ବାହାରେ ପରିଜନ: ଉଦ୍ଧାର ପରେ ଶ୍ରମିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବେ ପରିଜନ
କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ପାଖରେ ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀContinue reading “ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ଖବର ପାଇବା ପରେ ଟନେଲ୍ ବାହାରେ ପରିଜନ: ଉଦ୍ଧାର ପରେ ଶ୍ରମିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବେ ପରିଜନ”
କେଉଁ ଟିମ୍ ପାଖରେ ଅଛି କେତେ ଟଙ୍କା? ଆଇପିଏଲ ମିନି ନିଲାମୀରେ କିଏ ହେବେ ଦାମୀ ଖେଳାଳୀ, କେଉଁ ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କର ନଜର?
କନକ ବ୍ୟୁରୋ : ଡିସେମ୍ବର ୧୯ରେ ଦୁବାଇରେ ହେବ ଆଇପିଏଲ ମିନି ନିଲାମୀ । ତେବେ ଏହି ମିନି ନିଲାମୀ ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ଅନେକ ଖେଳାଳୀଙ୍କୁ ରିଲିଜ କରିଥିବା ବେଳେ ଟ୍ରେଡ ମଧ୍ୟ ଶେଷ ହୋଇଛି । ଦୁବାଇରେ ହେବାକୁ ଥିବା ନିଲାମୀରେ ଅନେକ ଷ୍ଟାର ଖେଳାଳୀଙ୍କୁ ଦେଖିବାକୁ ମିଳିବ । ଖାସକରି ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର୍କ, କମିନ୍ସ, ରଚିନ ରବୀନ୍ଦ୍ର, ଡାରେଲ ମିଚେଲଙ୍କ ଭଳି ଖେଳାଳୀ ନିଲାମୀରେ ନିଜ ନାଁ ସାମିଲContinue reading “କେଉଁ ଟିମ୍ ପାଖରେ ଅଛି କେତେ ଟଙ୍କା? ଆଇପିଏଲ ମିନି ନିଲାମୀରେ କିଏ ହେବେ ଦାମୀ ଖେଳାଳୀ, କେଉଁ ଖେଳାଳୀଙ୍କ ଉପରେ ରହିବ ସମସ୍ତଙ୍କର ନଜର?”
ଯୁଦ୍ଧ ସମୟରେ ଏଲନ ମସ୍କ କାହିଁକି ଗଲେ ଇସ୍ରାଏଲ ?
ଏଲନ୍ ମସ୍କ ଗାଜା ଷ୍ଟ୍ରିପ୍ ନିକଟସ୍ଥ କିବୁଜ୍ ସହର ପରିଦର୍ଶନ କରିଥିଲେ । ଅକ୍ଟୋବର ୭ ରେ ହମାସ କିବୁଜ୍ ସହର ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ମସ୍କଙ୍କ ଗସ୍ତ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ସେ କିବୁଜ୍ ରେ ହମାସ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ନରସଂହାରର ଭୟାବହତା ଦେଖାଇଛନ୍ତି । ଏହି ସମୟ ମଧ୍ୟରେ ଆମେ କିବୁଜ୍ ରେ ପୀଡିତମାନଙ୍କ ଘର ମଧ୍ୟ ପରିଦର୍ଶନ କରିଥିଲୁ ।Continue reading “ଯୁଦ୍ଧ ସମୟରେ ଏଲନ ମସ୍କ କାହିଁକି ଗଲେ ଇସ୍ରାଏଲ ?”
ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ସମସ୍ତ ପାଇପ ଖଞ୍ଜା ସରିଥିବା ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି
କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲ୍ରେ ଫସିଥିବା ୪୧ ଶ୍ରମିକଙ୍କ ପାଖରେ ପହଂଚିଲା ଏନଡିଆରଏଫ୍ ଟିମ୍ର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀContinue reading “ଉତରକାଶୀ ସିଲକ୍ୟାରା ଟନେଲରୁ ଶ୍ରମିକ ଉଦ୍ଧାରକୁ ଆଉ ଅଳ୍ପ ସମୟ: ସମସ୍ତ ପାଇପ ଖଞ୍ଜା ସରିଥିବା ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି”
ତୃତୀୟ ମ୍ୟାଚ ପୂର୍ବରୁ ୬ ଜଣ ଖେଳାଳୀଙ୍କୁ ସ୍ୱଦେଶ ପଠାଇଲା ଅଷ୍ଟ୍ରେଲିଆ । ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ ।
କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଭାରତ ଏହି ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ସିରିଜ ବଞ୍ଚାଇ ରଖିବାକୁ ଏହା ଶେଷ ସୁଯୋଗ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ବଡ ପରିବର୍ତ୍ତନ କରିଛି । ଅଷ୍ଟ୍ରେଲିଆ ନିଜର ୬ ଜଣ ଖେଳାଳୀଙ୍କୁ ଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଛିି, ଯେଉଁମାନେ ବିଶ୍ୱକପ ଦଳର ସଦସ୍ୟ ଥିଲେ ।Continue reading “ତୃତୀୟ ମ୍ୟାଚ ପୂର୍ବରୁ ୬ ଜଣ ଖେଳାଳୀଙ୍କୁ ସ୍ୱଦେଶ ପଠାଇଲା ଅଷ୍ଟ୍ରେଲିଆ । ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ ।”