କନ୍ଧମାଳରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ । ୬ଟି ବ୍ଲକରେ ୩୦ ଏକର ଜମିରେ ଫଳିଛି ଲାଲ ରଙ୍ଗର ଷ୍ଟ୍ରବେରୀ

କନକ ବ୍ୟୁରୋ : ସବୁଜିମା ପରିବେଶରେ ହସୁଛି କ୍ଷେତ । ନୀଳ ରଙ୍ଗର ଷ୍ଟ୍ରବେରୀ ଗଛରେ ଲାଲ ରଙ୍ଗର ଫଳ ବେଶ ଆକୃଷ୍ଟ କରୁଛି । ତେବେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୨-୨୩ରେ ପରିକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଚାଷ ଏବେ ସଫଳ ହୋଇଛି । କନ୍ଧମାଳର ମାଟି, ପାଣି ଓ ପବନ ଷ୍ଟ୍ରବେରୀ ଚାଷ ପାଇଁ ସମ୍ପୂର୍ଣ୍ଣ ସୁହାଇଛି । ଫୁଲବାଣୀ ବ୍ଳକ ମିଣିଆ ପଂଚାୟତର ଜ୍ରାକିପଡ଼ା ଗାଁରେ ଏହି ଚାଷContinue reading “କନ୍ଧମାଳରେ ସଫଳ ହେଉଛି ଷ୍ଟ୍ରବେରୀ ଚାଷ । ୬ଟି ବ୍ଲକରେ ୩୦ ଏକର ଜମିରେ ଫଳିଛି ଲାଲ ରଙ୍ଗର ଷ୍ଟ୍ରବେରୀ”

ବଜାରରେ ବଢ଼ୁଛି ପତ୍ର ପ୍ଲେଟର ଚାହିଦା । ବାଲେଶ୍ୱର ବାଇଗଣଡିଆ ଗାଁ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି

କନକ ବ୍ୟୁରୋ : ରୋଜଗାରର ମାଧ୍ୟମ ସାଜିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି । ଏହି କାମ କରି ଗୁଜୁରାଣ ମେଂଟାଉଛନ୍ତି ଗ୍ରାମର ୮୦ ଭାଗ ଲୋକ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତର ବାଇଗଣଡିଆ ଗାଁ । ଗାଁର ଅଧିକାଂଶ ଲୋକ ଚାଷ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତ କିଛି ବର୍ଷ ହେଲା ବନ୍ୟା, ବାତ୍ୟା ଏବଂ ବିଭିନ୍ନ ପ୍ରକାର ରୋଗ ପୋକ କାରଣରୁ କ୍ଷତିଗ୍ରସ୍ତ ହେଉଛିContinue reading “ବଜାରରେ ବଢ଼ୁଛି ପତ୍ର ପ୍ଲେଟର ଚାହିଦା । ବାଲେଶ୍ୱର ବାଇଗଣଡିଆ ଗାଁ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି”

ଜୈବିକ ପଦ୍ଧତିରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର କୃଷି ଗବେଷକ ବିନୟ କୁମାର । ମାସକୁ ମିଳୁଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : ଚାକିରି ପଛରେ ନଗୋଡ଼ାଇ ନିଜ ଜମିରେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଜଣେ ଯୁବ ବୈଜ୍ଞାନିକ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରୁଣ ନେଇ ଧଳା ବଟନ ଛତୁ ଚାଷ କରି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଔପଦା ବ୍ଲକ ତଳକିଆ ଗାଁର ଯୁବ ବୈଜ୍ଞାନିକ ବିନୟ ଭୂଷଣ ପଣ୍ଡା । ବିନୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ରୁଣ ନେଇContinue reading “ଜୈବିକ ପଦ୍ଧତିରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର କୃଷି ଗବେଷକ ବିନୟ କୁମାର । ମାସକୁ ମିଳୁଛି ଲକ୍ଷାଧିକ ଟଙ୍କା”

ଅଯୋଧ୍ୟା ପରି ନୟାଗଡ ଫତେଗଡ ଗାଁରେ ବି ହେବ ରାମ ମନ୍ଦିର ପ୍ରତିଷ୍ଠା: ୧୬ ଶହ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଗତ ୧୭ ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଥିଲା ବେଳେ ଆସନ୍ତା ୨୪ ତାରିଖ ଯଜ୍ଞାଦିରContinue reading “ଅଯୋଧ୍ୟା ପରି ନୟାଗଡ ଫତେଗଡ ଗାଁରେ ବି ହେବ ରାମ ମନ୍ଦିର ପ୍ରତିଷ୍ଠା: ୧୬ ଶହ ଫୁଟ ଉଚ୍ଚ ପାହାଡ ଉପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର”

ସରୁନି ଦାଦନ ଦୁଃଖ: ୧୨ ଦିନ ହେଲା ମୃତ ପୁଅର ଶବ ପାଇଁ ସଂଘର୍ଷ କରୁଛି ଗରିବ ପରିବାର

କନକ ବ୍ୟୁରୋ: କଳାହାଣ୍ଡିରୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ । ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିବା ଜୟପାଟଣାର ଉମାଶଙ୍କର ଭଏଁସାଲଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୁଅର ମୃତ୍ୟୁକୁ ୧୨ ଦିନ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ମୃତଦେହ ପହଂଚିପାରିଲାନି । ଅତି ଗରିବ ଶ୍ରେଣୀର ହୋଇଥିବାରୁ ପୁଅର ମୃତଦେହକୁ ଆଣିବାକୁ ଅକ୍ଷମ ପରିବାର ଲୋକେ । ସେଥିପାଇଁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ପରିବାର ଲୋକ । ଯେତେବେଳେContinue reading “ସରୁନି ଦାଦନ ଦୁଃଖ: ୧୨ ଦିନ ହେଲା ମୃତ ପୁଅର ଶବ ପାଇଁ ସଂଘର୍ଷ କରୁଛି ଗରିବ ପରିବାର”

ଡାଇକେନ କରେନ୍ସି ନାଁରେ ଠକେଇ: ବଲାଙ୍ଗୀରରେ ଠାବ ହେଲା ଗ୍ୟାଙ୍ଗ

କନକ ବ୍ୟୁରୋ: ମିଛ କରେନ୍ସି ନାଁରେ ସତ ଠକେଇ । ଏମିତି ଠକେଇ କରୁଥିବା ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ବଲାଙ୍ଗୀରରେ ୭ ଜଣ ଠକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ପ୍ରାୟ ୨ ହଜାର ଲୋକଙ୍କ ଠାରୁ ୧୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଡାଇକେନ୍ ନାଁରେ କ୍ରିପ୍ଟୋ କରେନ୍ସୀ କଂପାନୀ ଖୋଲି ଲୋକଙ୍କୁ ଚୂନା ଲଗାଉଥିଲେ ଏହି ଠକ୍ ଗ୍ୟାଙ୍କ । ଦେଶରେ କ୍ରିପ୍ଟୋକରେନ୍ସି ର୍ୟାକେଟ ସମସ୍ତଙ୍କContinue reading “ଡାଇକେନ କରେନ୍ସି ନାଁରେ ଠକେଇ: ବଲାଙ୍ଗୀରରେ ଠାବ ହେଲା ଗ୍ୟାଙ୍ଗ”

ଟଙ୍କା ଦିଅ ଟିକେଟ୍ ନିଅ! କଂଗ୍ରେସରେ ଚାଲେ କି ଭିତିରି କାରବାର? ଦଳୀୟ ନୋଟିସକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ରାଜନୈତିକ ଦଳରେ ଟିକେଟ ଆଶାୟୀଙ୍କ ତାଲିକା ଲମ୍ବୁଛି । ଦଳିୟ ଟିକେଟ୍ ଆଶାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଆଶାୟୀ । ଏହାରି ଭିତରେ ଟଙ୍କା ଦିଅ କଂଗ୍ରେସ ଟିକେଟ ନିଅ ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଛି ପିସିିସି । ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ଚିଠି ପଠାଯାଇଛି । କୌଣସି ନେତା ଏଭଳି ଖବରକୁ ବିଶ୍ୱାସ ନକରିବାକୁContinue reading “ଟଙ୍କା ଦିଅ ଟିକେଟ୍ ନିଅ! କଂଗ୍ରେସରେ ଚାଲେ କି ଭିତିରି କାରବାର? ଦଳୀୟ ନୋଟିସକୁ ନେଇ ଚର୍ଚ୍ଚା”

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଭିତରେ ମାହାଲ ମାଣ୍ଡା ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି: ବିଜେପି-ବିଜେଡି କଥା କଟାକଟି

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଓ ଫେକ୍ ଆଡମିଟ୍ କାର୍ଡ ପ୍ରସଙ୍ଗ ଥମିବାରେ ନାଁ ନେଉନାହିଁ । କେନ୍ଦ୍ରମନ୍ତ୍ରୀ, ବିଜେଡି ସଂଗଠନ ସଂପାଦକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଅନ୍ୟପଟେ ଦାବି ପୂରଣ ନହେଲେ ୨୭ ତାରିଖରୁ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଚାକିରି ଆଶାୟୀ । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଓ ଫେକ୍ ଆଡମିଟ୍Continue reading “କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଭିତରେ ମାହାଲ ମାଣ୍ଡା ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି: ବିଜେପି-ବିଜେଡି କଥା କଟାକଟି”

ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ, ଓଡ଼ିଶାର ଗାଁଠୁ ସହର ପ୍ରବଳ ଉତ୍ସାହ: କେଉଁଠି ହୋମଯଜ୍ଞ, କେଉଁଠି ବାହାରିଲା ରାଲି

କନକ ବ୍ୟୁରୋ: ସାରା ଦେଶ ଯେତେବେଳେ ରାମ ହୋଇଯାଇଛି, ଏଥିରୁ ଓଡିଶା ବାଦବା କେମିତି ପଡିଥାନ୍ତା । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଭକ୍ତିର ମାର୍ଗ ବାଛିଛନ୍ତି ଭକ୍ତ । ନୟାଗଡ ଓ ପାରାଦୀପରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କଳସ ଯାତ୍ରା ଓ ଶୋଭାଯାତ୍ରା କରାଯାଇଛି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତିContinue reading “ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ, ଓଡ଼ିଶାର ଗାଁଠୁ ସହର ପ୍ରବଳ ଉତ୍ସାହ: କେଉଁଠି ହୋମଯଜ୍ଞ, କେଉଁଠି ବାହାରିଲା ରାଲି”

ଚାଲିଛି ରୀତିନୀତି: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା, ସେପଟେ ରାମସ୍ୱାମୀ ମନ୍ଦିରରେ ମୁଖ୍ୟ ଯଜମାନ ମୋଦୀଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ: ରାମମୟ ଅଯୋଧ୍ୟା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଲାଗୁଛି ଯେମିତି, ଅଯୋଧ୍ୟାରେ ଏକାଠି ହୋଇଛି ପୁରା ଭରାତ ବର୍ଷ । ସାଧୁ, ସନ୍ଥ ଓ ସେଲିବ୍ରେଟିଙ୍କ ଭିଡ ଭିତରେ ଶୁଭୁଛି ଜୟ ଶ୍ରୀରାମ ନାରା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ଉତରପ୍ରଦେଶ ସରକାର ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଉ ଏହାରି ଭିତରେ ଆସନ୍ତାକାଲି ଅନ୍ତ ହେବ ଦୀର୍ଘ ସାଢେ ୫ଶହ ବର୍ଷ ପ୍ରତୀକ୍ଷା ।Continue reading “ଚାଲିଛି ରୀତିନୀତି: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା, ସେପଟେ ରାମସ୍ୱାମୀ ମନ୍ଦିରରେ ମୁଖ୍ୟ ଯଜମାନ ମୋଦୀଙ୍କ ପୂଜାର୍ଚ୍ଚନା”

Design a site like this with WordPress.com
Get started