କନକ ବ୍ୟୁରୋ: ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକଙ୍କ ହୋହାଲ୍ଲା । ମଣ୍ଡିରୁ ତୁରନ୍ତ ଧାନ ନଉଠାଇଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସେହିପରି ବିଜେପିର ଅନ୍ୟ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । କଂଗ୍ରେସରContinue reading “ଚାଷୀଙ୍କ ପାଇଁ ଚରମ ଚେତାବନୀ ଦେଲେ ବିଜେପି ବିଧାୟକ । କହିଲେ, ମଣ୍ଡିରୁଧାନ ନଉଠିଲେ ଗୃହରେ କରିବେ ଆତ୍ମହତ୍ୟା ଏପଟେ ବିଧାନସଭା ମଝିକୁ ଆସି କଂଗ୍ରେସ ବିଧାୟକ ଦଳ ନେତାଙ୍କ ଧାରଣା ।”
Tag Archives: News
ଘରୋଇ ହସ୍ପିଟାଲରେ ଟୀକାକରଣକୁ ନେଇ ବଢିଲା ଦ୍ୱନ୍ଦ୍ୱ ! BSKY ଯୋଜନା ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର ।
କନକ ବ୍ୟୁରୋ: କୋଭିଡ୍ ଟୀକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ ହେବ ଟିକାକରଣ । ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ କରିବା ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବContinue reading “ଘରୋଇ ହସ୍ପିଟାଲରେ ଟୀକାକରଣକୁ ନେଇ ବଢିଲା ଦ୍ୱନ୍ଦ୍ୱ ! BSKY ଯୋଜନା ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । “
ମୁକେଶ ଅମ୍ବାନୀଙ୍କ ବଙ୍ଗଳା ବାହାରେ ବିସ୍ଫୋଟକ ସହ ଜବତ ହୋଇଥିବା ଗାଡିର ମିଳିଲା ପରିଚୟ । ଗାଡିରେ ଲାଗିଥିଲା ନକଲି ନମ୍ବର । କିଛିଦିନ ଆଗରୁ ମୁମ୍ବାଇରୁ ହୋଇଥିଲା ଚୋରୀ ।
କନକ ବ୍ୟୁରୋ : ଗତକାଲି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋଟକ ଭର୍ତ୍ତି କାର ମିଳିବା ପରେ କ୍ରାଇମବ୍ରାଞ୍ଚ ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସଦ୍ୟ ମିଳିଥିବା ସୂଚନା ମୁତାବକ କାରର ପରିଚୟ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କହିଛି କି କାରରେ ଲାଗିଥିବା ନମ୍ବର ପ୍ଲେଟ ଜାଲ୍ ଅଟେ । ମୁମ୍ବାଇର ବିକ୍ରୋଲି ଅଞ୍ଚଳରୁ ଏହି କାରଟି କିଛିଦିନ ପୂର୍ବରୁ ଚୋରୀ ହୋଇଥିଲା । ଚୋରୀ ହେବା ପରେ କାରରContinue reading “ମୁକେଶ ଅମ୍ବାନୀଙ୍କ ବଙ୍ଗଳା ବାହାରେ ବିସ୍ଫୋଟକ ସହ ଜବତ ହୋଇଥିବା ଗାଡିର ମିଳିଲା ପରିଚୟ । ଗାଡିରେ ଲାଗିଥିଲା ନକଲି ନମ୍ବର । କିଛିଦିନ ଆଗରୁ ମୁମ୍ବାଇରୁ ହୋଇଥିଲା ଚୋରୀ ।”
ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ହଙ୍ଗାମା : ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ
କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକଙ୍କ ହୋହାଲ୍ଲା । ମଣ୍ଡିରୁ ତୁରନ୍ତ ଧାନ ନଉଠାଇଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସେହିପରି ବିଜେପିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । କଂଗ୍ରେସରContinue reading “ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ହଙ୍ଗାମା : ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ”
ଜୟପୁରରେ ଭଗବାନ ଗଣେଷଙ୍କ ଦର୍ଶନ ପରେ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘୋଷଣା । କହିଲେ ଖୁବଶୀଘ୍ର ରାଜନୀତିରେ ଯୋଗ ଦେବି
କନକ ବ୍ୟୁରୋ : ରାଜସ୍ଥାନ ପହଂଚିବା ପରେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ‘ମୁଁ ଖୁବ୍ ଶୀଘ୍ର ରାଜନୀତିରେ ଯୋଗ ଦେବି’ । ଶୁକ୍ରବାର ଦିନ ଶ୍ରୀ ଭଦ୍ରା ରାଜସ୍ଥାନରେ ପହଂଚିବା ପରେ ସେଠାରେ ଭଗବାନ ଗଣେଷଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ଲୋକଙ୍କContinue reading “ଜୟପୁରରେ ଭଗବାନ ଗଣେଷଙ୍କ ଦର୍ଶନ ପରେ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘୋଷଣା । କହିଲେ ଖୁବଶୀଘ୍ର ରାଜନୀତିରେ ଯୋଗ ଦେବି”
କେଜ୍ରିୱାଲଙ୍କ ଐତିହାସିକ ଘୋଷଣା । ୬ ମାସ ମଧ୍ୟରେ ରାଜ୍ୟରେ ସବୁ ସରକାରୀ ଗାଡି ହେବ ଇଲେକ୍ଟ୍ରିକ୍
କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ସବୁ ବିଭାଗରେ ଏବେ କେବଳ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର କରାଯିବ । ଏନେଇ କେଜ୍ରିୱାଲ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏହା ଲାଗୁ ହେବା ପରେ ଦିଲ୍ଲୀ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଆଶା କରିଛନ୍ତି କି ଦିଲ୍ଲୀ ସରକାରଙ୍କ ଏଭଳି ପଦକ୍ଷେରୁ ପ୍ରେରଣା ପାଇ କେବଳ ଭାରତ ନୁହେଁ ସାରାContinue reading “କେଜ୍ରିୱାଲଙ୍କ ଐତିହାସିକ ଘୋଷଣା । ୬ ମାସ ମଧ୍ୟରେ ରାଜ୍ୟରେ ସବୁ ସରକାରୀ ଗାଡି ହେବ ଇଲେକ୍ଟ୍ରିକ୍”
ବନ୍ଦର୍ ମାରା ଗେୟା… ବାଲାକୋଟ୍ ଆକ୍ରମଣ ପରେ ଡୋଭାଲଙ୍କ ପାଖକୁ ଆସିଥିଲା ଫୋନ୍ କଲ୍ । ଜାଣନ୍ତୁ, କଣ ଥିଲା ଏହାର ଅର୍ଥ ଓ ଏହା ପଛର ପ୍ରକୃତ କାରଣ
୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ପାଖକୁ ଫୋନରେ ବାର୍ତ୍ତା ଆସିଲା- ମାଙ୍କଡ଼ ମରା ହେଲା । ସ୍ୱତନ୍ତ୍ର ‘ଆର୍ଏଏକ୍ସ’ ନମ୍ବରରେ ଡୋଭାଲ୍ଙ୍କ ପାଖକୁ ଏହି କଲ୍ କରିଥିଲେ ତତ୍କାଳୀନ ବାୟୁସେନା ମୁଖ୍ୟ ବିଏସ୍ ଧାନ୍ଓ୍ଵା। ‘ଆର୍ଏଏକ୍ସ’ ହେଉଛି ଅତି ସୁରକ୍ଷିତ ଫିକ୍ସଡ୍-ଲାଇନ୍ ନେଟ୍ଓ୍ଵାର୍କ। ଧାନ୍ଓ୍ଵା ହୀନ୍ଦି ଭାଷାରେ କହିଥିଲେ- ‘ବନ୍ଦର୍ ମାରା ଗୟା’ । ଏହି ବାର୍ତ୍ତାର ଅର୍ଥ, ସୀମାପାରି ଦୁଃସାହସିକContinue reading “ବନ୍ଦର୍ ମାରା ଗେୟା… ବାଲାକୋଟ୍ ଆକ୍ରମଣ ପରେ ଡୋଭାଲଙ୍କ ପାଖକୁ ଆସିଥିଲା ଫୋନ୍ କଲ୍ । ଜାଣନ୍ତୁ, କଣ ଥିଲା ଏହାର ଅର୍ଥ ଓ ଏହା ପଛର ପ୍ରକୃତ କାରଣ”
ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି : ତିନି ବର୍ଷ ହେଲା ଓଡ଼ିଶା ବାଲି ନୀତି ଚିଠା ପ୍ରସ୍ତାବ ପଡ଼ି ରହିଥିବା କହି ଘେରିଲେ ବିରୋଧୀ
କନକ ବ୍ୟୁରୋ : ବିଧାନସଭାରେ ବାଲିନୀତିକୁ ନେଇ ସରଗରମ ଆଲୋଚନା । ବାଲି ନୀତି କରିବାକୁ ଗୃହରେ ବିରୋଧୀ ଦାବି କରିଛନ୍ତି । ବିରୋଧୀଙ୍କ କହିବା କଥା ବାଲି ନୀତି ନହେବା ଯୋଗୁଁ ଓଡିଶା ବାଲି ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ବାଲି ଚୋରା ଚାଲଣା ପାଇଁ ରାଜ୍ୟ ବର୍ଷକୁ ପ୍ରାୟ ୫ ହଜାର କୋଟି ରାଜସ୍ୱ ହରାଉଛନ୍ତି ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।Continue reading “ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି : ତିନି ବର୍ଷ ହେଲା ଓଡ଼ିଶା ବାଲି ନୀତି ଚିଠା ପ୍ରସ୍ତାବ ପଡ଼ି ରହିଥିବା କହି ଘେରିଲେ ବିରୋଧୀ”
‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି : ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଯୋଗ୍ୟତା ଭିତିରେ ଆନ୍ଦୋଳନରତ ‘ଏଏନଏମ’ଙ୍କୁ ଦିଆଯିବ ନିଯୁକ୍ତି
କନକ ବ୍ୟୁରୋ : ‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି । ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଭିତିରେ ଆନ୍ଦୋଳନରତ ଏଏନଏମଙ୍କୁ ଦିଆଯିବ ନିଯୁକ୍ତି । ରାଜ୍ୟରେ ଖାଲି ରହିଛି ୧ ହଜାର ୯୯ ପଦବୀ । ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତମୂଳକ ନିଯୁକ୍ତି ଦିଆଯାଇଥିଲା । ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି । ଏହାର ପ୍ରତିବାଦContinue reading “‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି : ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଯୋଗ୍ୟତା ଭିତିରେ ଆନ୍ଦୋଳନରତ ‘ଏଏନଏମ’ଙ୍କୁ ଦିଆଯିବ ନିଯୁକ୍ତି”
ବଜାର ବନ୍ଦ ଚାଲିଛି ଖେଳ : ଭୁବନେଶ୍ୱର ବାପୁଜି ନଗରରୁ ଆସିଲା ବଜାର ଭିତରେ କ୍ରିକେଟ ଖେଳର ଚିତ୍ର
କନକ ବ୍ୟୁରୋ : ବନ୍ଦ ପାଳନ ବେଳେ ଭିନ୍ନ ଦୃଶ୍ୟ । ରାଜଧାନୀରୁ ଆସିଛି ଓଡିଶା ବନ୍ଦ ବେଳରେ ନିଆରା ଚିତ୍ର । ବ୍ୟବସାୟୀକ ପ୍ରତିଷ୍ଠାନ ସମ୍ମୁଖରେ ଚାଲିଛି କ୍ରିକେଟ୍ ଖେଳ । ଜିଏସଟିର ସରଳିକରଣ ଦାବି କରି ବ୍ୟବସାୟିକ ପ୍ରତିଷ୍ଠାନ ଏହି ବନ୍ଦ ଡାକରା ଦେଇଛି । ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଭୁବନେଶ୍ୱର ବାପୁଜିନଗରରେ କ୍ରିକେଟ୍ ଖେଳ ଚାଲିଥିବା ଦେଖିବାକୁ ମିଳିଛି । ଦୋକାନ ବନ୍ଦ ଥିବାରୁ ବ୍ୟବସାୟୀମାନେ କ୍ରିକେଟ୍Continue reading “ବଜାର ବନ୍ଦ ଚାଲିଛି ଖେଳ : ଭୁବନେଶ୍ୱର ବାପୁଜି ନଗରରୁ ଆସିଲା ବଜାର ଭିତରେ କ୍ରିକେଟ ଖେଳର ଚିତ୍ର”