କନକ ବ୍ୟୁରୋ : ଆସନ୍ତାକାଲି ଆନ୍ଦୋଳନ କରିବେ ଯାତ୍ରା କଳାକାର । ଲୋୟର ପିଏମଜିରେ ଅନଶନ ଓ ଧାରଣାରେ ବସିବେ କଳାକାର । ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ସୂଚନା । ସେପଟେ ବେଗୁନିଆରେ ଗୋଟିଏ ଦିନ ଚାଲିବା ପରେ ବନ୍ଦ ହେଲା ଯାତ୍ରା । କୋରୋନା ମହାମାରୀ ଭିତରେ ଦୀର୍ଘ ୧୧ମାସ ବନ୍ଦ ରହିଛି ଯାତ୍ରା । ତେଣୁ ଅତି କମରେ ୨ହଜାର ଦର୍ଶକ ଥାଇ ଯାତ୍ରା କରିବା ପାଇଁ ଅନୁମତି ଦେବାContinue reading “ଆସନ୍ତାକାଲି ଆନ୍ଦୋଳନ କରିବେ ଯାତ୍ରା କଳାକାର । ଲୋୟର ପିଏମଜିରେ ଅନଶନ ଓ ଧାରଣାରେ ବସିବେ କଳାକାର ।”
Tag Archives: News
ଠକର ସୌଦାଗର ନଟବରଲାଲ । ଯିଏ ବିଦେଶୀ ଲୋକଙ୍କୁ ଭୂଆଁ ବୁଲାଇ ବିକ୍ରି କରିଦେଇଥିଲା ତାଜମହଲ, ଲାଲକିଲ୍ଲା ଏବଂ ସଂସଦ ।
କନକ ବ୍ୟୁରୋ: ଠକାମିର ବାଦଶାହ,ଠକର ସୌଦାଗର ନଟବରଲାଲ । ଇଏ ସେଇ ନଟବରଲାଲ ଯିଏ ବିଦେଶୀ ହାତରେ ବିକ୍ରି କରିଦେଇଥିଲା ତାଜମହଲ ଆଉ ଲାଲକିଲ୍ଲା । ଥରେ କି ଦୁଇ ଥର ନୁହେଁ ବିଦେଶୀ ଲୋକଙ୍କୁ ଭୂଆଁ ବୁଲେଇ ତିନି ତିନି ଥର ଏହି ଠକ ତାଜମହଲ ଆଉ ଲାଲକିଲ୍ଲାକୁ ବିକ୍ରି କରିଦେଇଥିଲା । ଖାଲି ସେତିକି ନୁହେଁ ୟା ଠକାମିର ସୀମା ଏତେ ଲମ୍ବିଥିଲା ଯେ, ଭାରତର ସଂସଦ ଆଉ ରାଷ୍ଟ୍ରପତି ଭବନକୁ ବି ସେContinue reading “ଠକର ସୌଦାଗର ନଟବରଲାଲ । ଯିଏ ବିଦେଶୀ ଲୋକଙ୍କୁ ଭୂଆଁ ବୁଲାଇ ବିକ୍ରି କରିଦେଇଥିଲା ତାଜମହଲ, ଲାଲକିଲ୍ଲା ଏବଂ ସଂସଦ ।”
ଚାଷୀ ଆନ୍ଦୋଳନ ସମର୍ଥନରେ ଅଭିନବ ପ୍ରତିବାଦ, ୫ ଏକର ଫଶଲ ନଷ୍ଟ କଲେ ୟୁପିର ଜଣେ ଚାଷୀ । ଭିଡିଓ ହେଉଛି ଭାଇରାଲ
କନକ ବ୍ୟୁରୋ : କୃଷି କାନୁନକୁ ବିରୋଧ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ଚାଷୀ ଅଭିନବ ଉପାୟ ଆପଣାଇଛନ୍ତି । କୃଷି କାନୁନକୁ ବିରୋଧ କରି କୃଷକ ଜଣଙ୍କ ନିଜ ଜମିରେ ଥିବା ଫଶଲକୁ ନଷ୍ଟ କରିଦେଇଛନ୍ତି । ବିଜନୋରର ଚାନ୍ଦପୁର ଅଞ୍ଚଳରେ ଜଣେ ଚାଷୀ ନିଜର ୫ ଏକର ଗହମ କ୍ଷେତରେ ଟ୍ରାକ୍ଟର ଚଳାଇ ତାକୁ ନଷ୍ଟ କରିଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏନେଇ ସ୍ଥାନୀୟ ଜିଲ୍ଲାContinue reading “ଚାଷୀ ଆନ୍ଦୋଳନ ସମର୍ଥନରେ ଅଭିନବ ପ୍ରତିବାଦ, ୫ ଏକର ଫଶଲ ନଷ୍ଟ କଲେ ୟୁପିର ଜଣେ ଚାଷୀ । ଭିଡିଓ ହେଉଛି ଭାଇରାଲ”
କରୋନା କଟକଣା ନେଇ ଏସଆରସିଙ୍କ ଚିଠି । ବାହାର ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡିଶାରେ କଡାକଡି ହେବ କୋଭିଡ ନିୟମ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର ।
କନକ ବ୍ୟୁରୋ: କରୋନା ନିୟମ କଡ଼ାକଡ଼ି ପାଇଁ ଚିଠି ଲେଖିଲେ ଏସଆରସି । ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିଶନର ଓ ଏସପିଙ୍କୁ ଚିଠି ଲେଖିଲେ ଏସଆରସି । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ରହିଛି । ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ବସାଧାଣ ସ୍ଥାନ, ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ଼ ନିୟମ କଡ଼ାକଡ଼ି ହେବ । ଏନେଇ ଜିଲ୍ଲାContinue reading “କରୋନା କଟକଣା ନେଇ ଏସଆରସିଙ୍କ ଚିଠି । ବାହାର ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡିଶାରେ କଡାକଡି ହେବ କୋଭିଡ ନିୟମ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର ।”
ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣା : ଅଭିଯୁକ୍ତକୁ ଗିରଫ, କନ୍ଧମାଳ ଏସପିଙ୍କ ସୂଚନା
କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ ଘଟଣା ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ । ଏନେଇ କନ୍ଧମାଳ ଏସପି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା । ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ । ସକାଳ ୯ଟା ସମୟରେContinue reading “ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣା : ଅଭିଯୁକ୍ତକୁ ଗିରଫ, କନ୍ଧମାଳ ଏସପିଙ୍କ ସୂଚନା”
ଦିଦିଙ୍କ ପାଇଁ ବଢିଲା ଅଡୁଆ । ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଦେଲା ନୋଟିସ୍ । ୨୪ ଘଂଟା ମଧ୍ୟରେ ଅଭିଷେକଙ୍କ ସ୍ତ୍ରୀ କୁ କରିପାରେ ଜେରା ।
କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସରଗରମ ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ରାଜନୈତିକ ହିଂସା ପରେ ଏବେ ତୃରମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ସାଂସଦ ଥିବା ଅଭିଷେକ ବାନାର୍ଜୀଙ୍କ ଘରେ ପହଂଚିଛି ସିବିଆଇ ଟିମ୍ । କୋଇଲା ଚୋରା ଚାଲାଣ ଘଟଣାରେ ପଚରା ଉଚରା କରିବାକୁ ସିବିଆଇ ଟିମ୍ ଏକ ନୋଟିସContinue reading “ଦିଦିଙ୍କ ପାଇଁ ବଢିଲା ଅଡୁଆ । ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଦେଲା ନୋଟିସ୍ । ୨୪ ଘଂଟା ମଧ୍ୟରେ ଅଭିଷେକଙ୍କ ସ୍ତ୍ରୀ କୁ କରିପାରେ ଜେରା ।”
ବଡ ଭାଇକୁ ହତ୍ୟା କଲା ସାନ ଭାଇ : ଘଟଣାସ୍ଥଳରେ ପହଂଚି ପୁଲିସର ତଦନ୍ତ ଆରମ୍ଭ
କନକ ବ୍ୟୁରୋ : ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ । ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ ଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ସାନ ଭାଇContinue reading “ବଡ ଭାଇକୁ ହତ୍ୟା କଲା ସାନ ଭାଇ : ଘଟଣାସ୍ଥଳରେ ପହଂଚି ପୁଲିସର ତଦନ୍ତ ଆରମ୍ଭ”
ପୁଣି ଚିନ୍ତା ବଢାଇଲା କରୋନାର ନୂଆ ଷ୍ଟ୍ରେନ୍ । ପୁଣେରେ ଲାଗିଲା ରାତ୍ରୀକାଳୀନ କର୍ଫ୍ୟୁ । ୨୮ ଫେବୃଆରୀ ଯାଏ ସ୍କୁଲ କଲେଜ ବନ୍ଦ
କନକ ବ୍ୟୁରୋ : ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୁଣେରେ ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜରୁରି ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଏହାସହ ୨୮ ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ବି ନିର୍ଦ୍ଦେଶContinue reading “ପୁଣି ଚିନ୍ତା ବଢାଇଲା କରୋନାର ନୂଆ ଷ୍ଟ୍ରେନ୍ । ପୁଣେରେ ଲାଗିଲା ରାତ୍ରୀକାଳୀନ କର୍ଫ୍ୟୁ । ୨୮ ଫେବୃଆରୀ ଯାଏ ସ୍କୁଲ କଲେଜ ବନ୍ଦ”
ସେକ୍ସ ରାକେଟ ଚାଲିଥିବା ସନ୍ଦେହରେ ପୋଲିସର ଚଢାଉ : ଘର ଭିତରୁ ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ
କନକ ବ୍ୟୁରୋ : ଦୁଇ ମାସ ଧରି ଚାଲିଥିଲା ସେକ୍ସ ରାକେଟ । ଆଉ ଏହାକୁ ଠାବ କରିବାରେ ସକ୍ଷମ ହୋଇଛି ଭଦ୍ରକ ପୁଲିସ । ମିଳିଥିବା ସୂଚନା ମୁତାବକ ଭଦ୍ରକ ପୌରାଞ୍ଚଳର ଉପର ବଗୁରାଇସ୍ଥିତ ଦାଗମୁଣ୍ଡ କଲୋନୀର ଏକ ତିନି ମହଲା ଅଟ୍ଟାଳିକାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ପୁଲିସ ଚଢ଼ାଉ କରି ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଉଠାଇ ନେଇଥିଲା । ରାତିରେ ଥାନାରେ ଅଟକ ରଖି ଏହିContinue reading “ସେକ୍ସ ରାକେଟ ଚାଲିଥିବା ସନ୍ଦେହରେ ପୋଲିସର ଚଢାଉ : ଘର ଭିତରୁ ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ”
ପୁଣେରେ ଜାରି ହେଲା ନାଇଟ କର୍ଫ୍ୟୁ : ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି
କନକ ବ୍ୟୁରୋ : କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ । ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସେପଟେ ଦେଶର ମୋଟContinue reading “ପୁଣେରେ ଜାରି ହେଲା ନାଇଟ କର୍ଫ୍ୟୁ : ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି”