କନକ ବ୍ୟୁରୋ : ଘର ଉପରକୁ ମାଡିଗଲା କାର । କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ । ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଭୋଜି ଖାଇ ଫେରୁଥିବା ବେଳେ ଗାଁର ମାର୍କଣ୍ଡ ଦଣ୍ଡିଆଙ୍କୁ ଧକ୍କା ଦେଇଥିଲା ଏହି କାର । ଏହାସହ କାରଟି ଭାରସ୍ୟାମ ହରାଇ ଏକ ଘର ଉପରକୁ ମାଡି ଯାଇଛି । ତେବେ ଘରର ଏହି ଦୃଶ୍ୟକୁ ଦେଖି ଆପଣମାନେ ଅନୁମାନ କରିପାରୁଥିବେContinue reading “ଘର ଉପରକୁ ମାଡିଗଲା କାର : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ”
Tag Archives: News
ଗୋଟିଏ ଦିନରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା: କନ୍ଧମାଳ ବାଲିଗୁଡାରେ ଘର ଉପରକୁ ମାଡିଗଲା କାର, ଜଣେ ମୃତ, ଏପଟେ ବରଗଡରେ ଓଲଟିଲା ବରଯତ୍ରୀ ଅଟୋ, ୨ ମୃତ, ୧୭ ଆହତ ।
କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଠାରେ ଗତକାଲି ରାତିର ଏକ ଦୁଃଖଦ ଘଟଣା ଘଟିଛି । ଏକ ଭୋଜି ସାରି ଫେରିବା ବେଳେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଇଥିବା ସହ କାରଟି ଘର ଉପରକୁ ଚଢ଼ି ଯାଇଥିଲା । ଫଳରେ ଜଣେ ମୃତ ହୋଇଛନ୍ତି । ତେବେ ଡ୍ରାଇଭର ଫେରାର ଥିବାବେଳେ ଅନ୍ୟ ଜଣକୁ ଅଟକ ରଖିଛନ୍ତି ଉତ୍ୟେକ୍ତ ଗାଁ ଲୋକେ । ସେପଟେ ବରଯାତ୍ରୀ ହେଲା ଶେଷContinue reading “ଗୋଟିଏ ଦିନରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା: କନ୍ଧମାଳ ବାଲିଗୁଡାରେ ଘର ଉପରକୁ ମାଡିଗଲା କାର, ଜଣେ ମୃତ, ଏପଟେ ବରଗଡରେ ଓଲଟିଲା ବରଯତ୍ରୀ ଅଟୋ, ୨ ମୃତ, ୧୭ ଆହତ ।”
ସିଏମସିର ଫୁଡ୍ ସେଫ୍ଟି ଅଫିସରଙ୍କ ଚାଞ୍ଚଲ୍ୟକର ତଥ୍ୟ: ‘ପୂଜା ଘିଅ’ ନାଁରେ କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ ନାହିଁ
କନକ ବ୍ୟୁରୋ : ସିଏମସିର ଫୁଡ୍ ସେଫ୍ଟି ଅଫିସରଙ୍କ ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ । ସିଏମସି ଫୁଡ ସେଫଟି ଅଫିସର ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି ଯେ ପୂଜା ଘିଅ ନାଁରେ ସେଭଳି କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ କରାଯାଇନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ। ଲୋକେ ଏଥିପ୍ରତି ସଚେତନ ହେବା ଆବଶ୍ୟକ । କୌଣସି ସଂସ୍ଥାର ନାହିଁ ‘ପୂଜା ଘିଅ’ ଲାଇସେନ୍ସ । ପୂଜା ଘିଅ ନାଁରେ କୌଣସି ଲାଇସେନ୍ସ ଏଫ୍ଏସ୍ଏସ୍ଏଆଇ(ଫୁଡ୍ ସେଫ୍ଟି ଆଣ୍ତContinue reading “ସିଏମସିର ଫୁଡ୍ ସେଫ୍ଟି ଅଫିସରଙ୍କ ଚାଞ୍ଚଲ୍ୟକର ତଥ୍ୟ: ‘ପୂଜା ଘିଅ’ ନାଁରେ କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ ନାହିଁ”
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ।
କନକ ବ୍ୟୁରୋ : ମଙ୍ଗଳବାର ଅପରାହ୍ନରେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ବଡ଼ବିଲରେ ଅନୁଷ୍ଠିତ ‘ମାଇନିଙ୍ଗ୍ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ୍’ର ଏକ ବୈଠକରେ ଯୋଗ ଦେଇ ଅପରାହ୍ନ୧ଟା ବେଳେ ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମକୁ ଫେରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ତାଙ୍କ ଛାତିରେ କଷ୍ଟ ହୋଇଥିଲା ଓ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁContinue reading “ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି । “
ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବ ବନକଲାଗି ନୀତି : ଗର୍ଭଗୃହରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତମହାପାତ୍ର ସେବାୟତ
କନକ ବ୍ୟୁରୋ : ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିପହର ଧୂପ ପରେ ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡଠାକୁର ବଳଭଦ୍ର, କାଳିଆ ଠାକୁର, ଦେବୀ ସୁଭ୍ରଦା ଓ ଚକ୍ରରାଜ ସୁଦର୍ଶନ ଝଲସି ଉଠିବେContinue reading “ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବ ବନକଲାଗି ନୀତି : ଗର୍ଭଗୃହରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତମହାପାତ୍ର ସେବାୟତ”
ଓଡ଼ିଆ ପିଲା ପଢ଼ୁଛନ୍ତି ତେଲୁଗୁ ପାଠ : ଓଡିଶା ଗାଁରେ ସ୍କୁଲ କରି ଓଡିଆ ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଉଛି ଆନ୍ଧ୍ର
କନକ ବ୍ୟୁରୋ : ଓଡିଶା ସୀମାରେ ଦାଦାଗିରି କରି ସବୁ ସୀମା ଲଂଘୁଛି ପଡୋଶୀ ରାଜ୍ୟ । ଓଡିଶା ଗାଁରେ ସ୍କୁଲ କରି ଓଡିଆ ପିଲାଙ୍କୁ ତେଲୁଗୁ ଭାଷାରେ ପାଠପଢାଉଛି ଆନ୍ଧ୍ରପ୍ରଦେଶ । ଆଉ କୋରାପୁଟ କୋଟିଆ ବ୍ଲକର ଫାଟୁସିନେରୀରେ ଖୋଲିଥିବା ଏହି ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛି ଆନ୍ଧ୍ର । ନିକଟରେ ପୁଲିସ ଫୋର୍ସ ଉପସ୍ଥିତିରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ଏବେ ସ୍କୁଲ ଖୋଲି ନିଜର ଦାଦାଗିରିContinue reading “ଓଡ଼ିଆ ପିଲା ପଢ଼ୁଛନ୍ତି ତେଲୁଗୁ ପାଠ : ଓଡିଶା ଗାଁରେ ସ୍କୁଲ କରି ଓଡିଆ ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଉଛି ଆନ୍ଧ୍ର”
ସାରଥୀଙ୍କ ସମର୍ଥକ କହିଲେ, ବାବା ତାଙ୍କ ପାଇଁ ଭଗବାନ : ଚମତ୍କାରୀତା ବଳରେ ଭଲ କରିଦେଇଥିଲେ ଦୁରାରୋଗ
କନକ ବ୍ୟୁରୋ : ଆତ୍ମ ଘୋଷିତ ବାବା ସାରଥୀ ପୁଣି ପ୍ରବଚନ ଦେବେ ବୋଲି ଶୁଣିବା ପରେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ । ଗତକାଲି ମନୋରଞ୍ଜନ ମିଶ୍ର କାର୍ଯ୍ୟକ୍ରମରେ ଭାଗନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କିଛି ସାରଥୀ ସମର୍ଥକ । ସେମାନଙ୍କ କହିବା ହେଲା ବାବା ସେମାନଙ୍କ ପାଇଁ ଭଗବାନ । କାରଣ ସାରଥୀଙ୍କ ଚମତ୍କାରୀତା ବଳରେ ସେମାନେ କିମ୍ବା ସେମାନଙ୍କ ସଂପର୍କୀୟ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଇଛନ୍ତି । ହେଲେ ହେତୁବାଦୀଙ୍କ କହିବା ହେଲାContinue reading “ସାରଥୀଙ୍କ ସମର୍ଥକ କହିଲେ, ବାବା ତାଙ୍କ ପାଇଁ ଭଗବାନ : ଚମତ୍କାରୀତା ବଳରେ ଭଲ କରିଦେଇଥିଲେ ଦୁରାରୋଗ”
ଆଖି ବୁଜିଲା ମୟୂରଭଂଜ ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହାତୀ ଛୁଆ : ଅସୁସ୍ଥ ଶାବକକୁ ଛାଡି ଚାଲିଯାଇଥିଲା ମାଆ ହାତୀ
କନକ ବ୍ୟୁରୋ : ଡାକ୍ତରୀଦଳଙ୍କ ବହୁ ଚେଷ୍ଟା ପରେ ବି ବଂଚି ପାରିଲା ନାହିଁ ହାତୀ ଛୁଆ । ଶେଷରେ ଆଖି ବୁଜିଲା ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହାତୀ ଛୁଆ । ମୟୂରଭଂଜ ଜିଲ୍ଲା ବିଶୋଇ ରେଂଜ ସରଗଡା ଫରେଷ୍ଟ ବିଟ୍ ଅନ୍ତର୍ଗତ ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାତୀ ଛୁଆର ମୃତ୍ୟୁ ହୋଇଛି । ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ ପାଂଚ ଟିକିଆ ହାତୀପଲ ଥିବା ବେଳେ ସେଠାରେ ଏହି ହାତୀ ଛୁଆଟି ଜନ୍ମଗ୍ରହଣContinue reading “ଆଖି ବୁଜିଲା ମୟୂରଭଂଜ ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହାତୀ ଛୁଆ : ଅସୁସ୍ଥ ଶାବକକୁ ଛାଡି ଚାଲିଯାଇଥିଲା ମାଆ ହାତୀ”
ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା : ମୁହଁ ଖୋଲିଲେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍; କହିଲେ, ହୋଇନି ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ
କନକ ବ୍ୟୁରୋ : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣା ବେଳକୁ ବେଳ ବିବାଦୀୟ ହେଉଛି । ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । ଆଇନ୍ ଉଲ୍ଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉରରେ ଥାର୍ଡ ଡିଗ୍ରୀ ହୋଇନାହିଁ । ସେପଟେ ଅପରContinue reading “ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା : ମୁହଁ ଖୋଲିଲେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍; କହିଲେ, ହୋଇନି ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ”
ଲିଙ୍ଗରାଜ ମନ୍ଦିର ମରାମତିରେ ଏଏସଆଇର ଅବହେଳା । ଗର୍ଭଗୃହ ଦ୍ୱାରବନ୍ଧର ଫାଟ ମେଲି ଆଁ କଲାଣି, ଏଯାଏଁ ଅନୁଧ୍ୟାନ କରୁଛି ଏଏସଆଇ ।
କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସଆଇର ଅବହେଳାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ଦିର ମରାମତି କ୍ଷେତ୍ରରେ ଏଏସଆଇ କରି ଆସୁଥିବା ଅବ ହେଳାର ଚିତ୍ର ମଧ୍ୟ ବଢ଼ିବାରେ ଲାଗିଛି। ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ସିଂହଦ୍ୱାର କବାଟରେ ଫାଟ ଓ ଆର୍ଥିଂ ନ ଥିବା ସମସ୍ୟା ପରେ ଏବେ ଆଉ ଏକ ସମସ୍ୟା ପଦାକୁ ଆସିଛି। ମନ୍ଦିର ଗର୍ଭଗୃହ ଦ୍ବାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି। ପୂର୍ବରୁ ସରୁContinue reading “ଲିଙ୍ଗରାଜ ମନ୍ଦିର ମରାମତିରେ ଏଏସଆଇର ଅବହେଳା । ଗର୍ଭଗୃହ ଦ୍ୱାରବନ୍ଧର ଫାଟ ମେଲି ଆଁ କଲାଣି, ଏଯାଏଁ ଅନୁଧ୍ୟାନ କରୁଛି ଏଏସଆଇ ।”