ସ୍ତ୍ରୀ କଳା ବୋଲି ଭାଙ୍ଗିଗଲା ସଂସାର ! ବିବାହର ୨ ବର୍ଷ ପରେ ସ୍ତ୍ରୀକୁ ଶ୍ୱଶୁର ଘରେ ଛାଡି ଫେରାର ସ୍ୱାମୀ

କନକ ବ୍ୟୁରୋ : ସ୍ତ୍ରୀ କଳା ବୋଲି ଭାଙ୍ଗିଗଲା ସଂସାର । ବିବାହର ୨ ବର୍ଷ ପରେ ସ୍ତ୍ରୀକୁ ଶ୍ୱଶୁର ଘରେ ଛାଡି ଫେରାର ହୋଇଯାଇଛି ସ୍ୱାମୀ । ଆଉ କୁନି ଝିଅକୁ ଧରି ଶାଶୁଘର ଆଗରେ ଧାରଣା ଦେବା ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋହୂ । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବଡକଣ ଗାଁରୁ ଏଭଳି ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁସାରେ, ୨୦୧୮ରେ ଗୋପ ଥାନା ଅନ୍ତର୍ଗତ ଓଟରଶାସନ ଗ୍ରାମରContinue reading “ସ୍ତ୍ରୀ କଳା ବୋଲି ଭାଙ୍ଗିଗଲା ସଂସାର ! ବିବାହର ୨ ବର୍ଷ ପରେ ସ୍ତ୍ରୀକୁ ଶ୍ୱଶୁର ଘରେ ଛାଡି ଫେରାର ସ୍ୱାମୀ”

ବିଲ୍ଡର କବଜାରେ ଡ୍ରେନ୍… ପୋଖରୀରେ ମିଶୁଛି ମଇଳା ପାଣି । ଚାଷ ହେଉନି ହନ୍ତସନ୍ତ ହେଉଛନ୍ତି ଲୋକେ

ଭୁବନେଶ୍ବର ମହାନଗର ନିଗମର ୬୪ନଂ ଵାର୍ଡସ୍ଥିତ ଯଦୁପୁର ଅଞ୍ଚଳରେ ଥିବ ଦରଘା ପୋଖରୀ ଧୀରେ ଧୀରେ ନର୍ଦ୍ଦମା ପୋଖରୀରେ ପରିଣତ ହେବାକୁ ବସିଲାଣି । ପୋଖରୀ ପାଖକୁ ଲାଗି ଯାଇଥିବା ଛୋଟ ଡ୍ରେନ୍‌ରେ ମାଟି ଭର୍ତ୍ତି ଓ ଡ୍ରେନ୍‌ର ଗତିପଥକୁ ବିଲ୍‌ଡର ଅବରୋଧ କରିଥିବାରୁ ଏହି ସମସ୍ୟା ଉପୁଜିଛି। ପ୍ରାୟ ଦୁଇ ହଜାରରୁ ଅଧିକ ଲୋକଙ୍କ ଜୀବନରେଖା ପାଲଟିଥିବା ଏହି ପୋଖରୀ କେବଳ ଦୂଷିତ ହୋଇନାହିଁ, ଏହା ସହିତ ପୋଖରୀର ଉନ୍ନତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟContinue reading “ବିଲ୍ଡର କବଜାରେ ଡ୍ରେନ୍… ପୋଖରୀରେ ମିଶୁଛି ମଇଳା ପାଣି । ଚାଷ ହେଉନି ହନ୍ତସନ୍ତ ହେଉଛନ୍ତି ଲୋକେ”

ଚର୍ଚ୍ଚାରେ ଏଲନ ମସ୍କଙ୍କ ସାକ୍ଷାତକାରର ପ୍ରଶ୍ନ : ମସ୍କଙ୍କ ସୂତ୍ର ଫଳପ୍ରଦ ହେଉଥିବା ଗବେଷଣାରୁ ହେଲା ସ୍ପଷ୍ଟ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା ସିଇଓ ଏଲନ ମସ୍କ । କମ୍ପାନୀରେ କିପରି ଜଣେ ଦକ୍ଷ କର୍ମାଚରୀଙ୍କୁ ନିଯୁକ୍ତି ଦିଆଯାଇ ପାରିବ ତାର ସୂତ୍ର ବତାଇଛନ୍ତି । ତାଙ୍କ ଅନୁଯାୟୀ ଗୋଟିଏ କମ୍ପାନୀ ତିଆରି କରିବା ପାଇଁ ବା ତାର ବିଫଳତା ପାଇଁ କମ୍ପାନୀ ନିଯୁକ୍ତ ଦେଉଥିବା ବ୍ୟକ୍ତି ମାନେ ହିଁ ଦାୟୀ । ତେବେ ମ୍ୟାନେଜର ପଦ ପାଇଁ ନିଯୁକ୍ତି ଦେଉଥିବା ଜଣେ ବ୍ୟକ୍ତିଙ୍କ ଠାରେ କଣ ସବୁ ଗୁଣContinue reading “ଚର୍ଚ୍ଚାରେ ଏଲନ ମସ୍କଙ୍କ ସାକ୍ଷାତକାରର ପ୍ରଶ୍ନ : ମସ୍କଙ୍କ ସୂତ୍ର ଫଳପ୍ରଦ ହେଉଥିବା ଗବେଷଣାରୁ ହେଲା ସ୍ପଷ୍ଟ”

ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଲାଲକିଲ୍ଲା । ଦିଲ୍ଲୀ ହିଂସାକାଣ୍ଡ ପରେ ନିଆଯାଇଛି ନିସ୍ପତ୍ତ

ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ପରିଦର୍ଶକଙ୍କ ଲାଗି ଲାଲ୍‌ କିଲ୍ଲା ବନ୍ଦ ରହିବ ବୋଲି ବୁଧବାର ଦିନ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମାରେ କହିଛି । ବନ୍ଦ ରହିବା କାରଣ ସଂକ୍ରାନ୍ତରେ ଉକ୍ତ ଆଦେଶନାମାରେ କିଛି ଉଲ୍ଲେଖ ନାହିଁ । ଜାନୁଆରି ୨୬ ତାରିଖ ଦିନ ପ୍ରତିବାଦକାରୀ କୃଷକମାନେ ବଳପୂର୍ବକ ଏହି ଦୁର୍ଗ ମଧ୍ୟକୁ ପ୍ରବେଶ କରିଥିଲେ । ସେଥିଯୋଗୁଁ ଏହାର କୌଣସି କ୍ଷୟକ୍ଷତି ହୋଇଛି କି, ନାହିଁ, ସେ ସଂକ୍ରାନ୍ତରେ ଏହି ସମୟରେ ଅନୁଧ୍ୟାନContinue reading “ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଲାଲକିଲ୍ଲା । ଦିଲ୍ଲୀ ହିଂସାକାଣ୍ଡ ପରେ ନିଆଯାଇଛି ନିସ୍ପତ୍ତ”

ଫ୍ରାନ୍ସରୁ ଆସିଲା ଆଉ ୩ ରାଫେଲ ବିମାନ : ନନଷ୍ଟପ୍ ଉଡ଼ାଣ କରି ଗୁଜୁରାଟ ଜାମନଗରରେ କଲା ଅବତରଣ; ଏଯାଏଁ ଭାରତକୁ ଆସିସାରିଲାଣି ୧୧ଟି ରାଫେଲ

କନକ ବ୍ୟୁରୋ : ଭାରତରେ ପହଂଚିଛି ଆଉ ୩ଟି ରାଫେଲ ବିମାନ  । ଫ୍ରାନ୍ସରୁ ବାହାରି ବୁଧବାର ସଂଧ୍ୟାରେ ଏହି ୩ଟି ବିମାନ ଗୁଜୁରାଟ ଜାମନଗରରେ ପହଂଚିଛି  । ଫ୍ରାନ୍ସରୁ ଭାରତ ନନଷ୍ଟପ ଯାତ୍ରା କରିଥିଲା ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ୟୁଏଇର ଏୟାରବସ୍ ଏମଆରଟିଟି ଟ୍ୟାଙ୍କର ଜରିଆ ଆକାଶରେ ହିଁ ଇନ୍ଧନ ଭରାଯାଇଥିଲା । ଏବେ ଭାରତରେ ମୋଟ୍ ୧୧ଟି ରାଫେଲ ବିମାନ ପହଂଚିଛି  । The third batch ofContinue reading “ଫ୍ରାନ୍ସରୁ ଆସିଲା ଆଉ ୩ ରାଫେଲ ବିମାନ : ନନଷ୍ଟପ୍ ଉଡ଼ାଣ କରି ଗୁଜୁରାଟ ଜାମନଗରରେ କଲା ଅବତରଣ; ଏଯାଏଁ ଭାରତକୁ ଆସିସାରିଲାଣି ୧୧ଟି ରାଫେଲ”

ଫେବ୍ରୁଆରୀ ପାଇଁ କ’ଣ ହେବ କୋହଳ ? ଗାଇଡଲାଇନ୍ସ ଜାରି । ସୁଇମିଂ ପୁଲ୍, ସମାବେଶ ପାଇଁ ବଦଳିବ ଏସଓପି 

କନକ ବ୍ୟୁରୋ : ଗୃହ ମନ୍ତ୍ରାଳୟ ବୁଧବାର ଫେବ୍ରୁଆରି ମାସ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଫେବ୍ରୁଆରି ୧, ୨୦୨୧ଠାରୁ କାର୍ଯ୍ୟକାରୀ ହେବ ଏବଂ ଫେବ୍ରୁଆରି ୨୮, ୨୦୨୧ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଦେଶାବଳୀଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରମଣ ରୋକିବାରେ ଦେଶ ହାସଲ କରିଥିବା ସଫଳତାକୁ ଆହୁରି ମଜବୁତ କରିବା । ଏବେ କରୋନା କଟକଣା ପାଇଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଗକୁContinue reading “ଫେବ୍ରୁଆରୀ ପାଇଁ କ’ଣ ହେବ କୋହଳ ? ଗାଇଡଲାଇନ୍ସ ଜାରି । ସୁଇମିଂ ପୁଲ୍, ସମାବେଶ ପାଇଁ ବଦଳିବ ଏସଓପି “

କୋରାପୁଟରେ ମିଳିଲା ଭୁବନେଶ୍ୱର ଗାଡ଼ି ଡ୍ରାଇଭରଙ୍କ ମୃତଦେହ : ୩ ଦିନ ତଳେ ଯାତ୍ରୀ ଧରି ଯାଇଥିଲେ କୋରାପୁଟ

କନକ ବ୍ୟୁରୋ : ଭୁବନେଶ୍ୱରରୁ କୋରାପୁଟ ଯାତ୍ରୀ ନେଇ ଯାଇଥିବା ଗାଡ଼ି ଚାଳକଙ୍କ ମୃତଦେହ ଉଦ୍ଧାର  । ଏହାସହ ସେ ନେଇ ଯାଇଥିବା ଗାଡ଼ି ଗାଏବ । ଜୟପୁର-ବୋରିଗୁମ୍ମା-କୋରାପୁଟ ରାଜ୍ୟ ରାଜପଥର ଛାତରଲା ନିକଟରେ ଜମିକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଭୁବନେଶ୍ୱରର ସୁଧୀର ସାହୁ ଓ ସେ ଜଣେ ଗାଡ଼ି ଚାଳକ ବୋଲି ଜଣାପଡ଼ିଛି  । ତିନି ଦିନ ତଳେ ସେ ଭୁବନେଶ୍ୱରରୁ କୋରାପୁଟକୁ ୨ ଜଣ ଯାତ୍ରୀଙ୍କୁ ଛାଡ଼ିବାକୁ ଆସିଥିଲେ Continue reading “କୋରାପୁଟରେ ମିଳିଲା ଭୁବନେଶ୍ୱର ଗାଡ଼ି ଡ୍ରାଇଭରଙ୍କ ମୃତଦେହ : ୩ ଦିନ ତଳେ ଯାତ୍ରୀ ଧରି ଯାଇଥିଲେ କୋରାପୁଟ”

ଦିଲ୍ଲୀ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନକୁ ଲାଗିଲା ଝଟକା : ଫେବ୍ରୁଆରୀ ୧ରେ ସଂସଦ ମାର୍ଚ୍ଚ ବାତିଲ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଫେବ୍ରୁଆରୀ ୧ରେ ସଂସଦ ମାର୍ଚ୍ଚ ବାତିଲ କରିଛନ୍ତି ଆନ୍ଦୋଳନକାରୀ  । ତେବେ ଜାନୁଆରୀ  ୩୦ରେ ଅନଶନ କରିବେ ବୋଲି କହିଛନ୍ତି ଚାଷୀ  । ସେପଟେ ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରିୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହContinue reading “ଦିଲ୍ଲୀ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନକୁ ଲାଗିଲା ଝଟକା : ଫେବ୍ରୁଆରୀ ୧ରେ ସଂସଦ ମାର୍ଚ୍ଚ ବାତିଲ”

ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଭାରି ରିହାତି, ଜାଣନ୍ତୁ କେଉଁଠି

କରୋନା ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଛି | ଏଠାକାର ଦାମୀ ରେଷ୍ଟୁରାଣ୍ଟମାନେ ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି | ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି ଗ୍ରାହକଙ୍କ ପାଇଁ ଖାଦ୍ୟ ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଛି | ସଂଯୁକ୍ତ ଆରବ ଏମିରେଟ୍ସରେ ଏକ କୋଟି ଜନସଂଖ୍ୟାର ପ୍ରାୟ ଏକContinue reading “ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଭାରି ରିହାତି, ଜାଣନ୍ତୁ କେଉଁଠି”

ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ

ଗତ ବର୍ଷ ଚୀନ ଆପ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ଚୀନ ସରକାର ବିରୋଧ କରିଛନ୍ତି । ଏହା ବିଶ୍ବ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଙ୍ଘନ ବୋଲି ଚୀନ କହିଛି । ଭାରତର ଏହି ନିଷ୍ପତ୍ତି ଚୀନ କମ୍ପାନିମାନଙ୍କୁ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟ ଚୀନ କହିଛି ନୂଆଦିଲ୍ଲୀରେ ଥିବା ଚୀନ ଦୂତାବାସର ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ ଭାରତ ସରକାର ତୁରନ୍ତ ଏହି ପକ୍ଷପାତିତାପୂର୍ଣ୍ଣ ନିଷ୍ପତ୍ତିକୁ ବଦଳାଇ ଦ୍ପିପାକ୍ଷିକ ସମ୍ପର୍କକୁ ଆହୁରି ଖରାପContinue reading “ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ”

Design a site like this with WordPress.com
Get started