ବନ୍ଧା ହେଲେ ପୋଲିସ ବାବୁ । ପ୍ରେମ ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗୀ ଥାନା ଏଏସଆଇ ଗିରଫ

କନକ ବ୍ୟୁରୋ: ବନ୍ଧା ହେଲେ ପୁଲିସ ବାବୁ । ପ୍ରେମ କରି ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗି ଥାନା ପୁଲିସ ଭାଗିରଥୀ ଦାସଙ୍କୁ ପୁଲିସ ଗିରଫ କରିଛି । ତେବେ କୋଭିଡ ସମୟରେ ନିଯୁକ୍ତି ପାଇଥିଲେ ଭାଗିରଥୀ । କିିଛି ଦିନ ତଳେ ଜଣେ ବିବାହିତ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ଭାଗିରଥୀ ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ପୁଲିସ ବାବୁ ଉକ୍ତ ମହିଳା ଜଣଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇContinue reading “ବନ୍ଧା ହେଲେ ପୋଲିସ ବାବୁ । ପ୍ରେମ ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗୀ ଥାନା ଏଏସଆଇ ଗିରଫ”

ଦିଲ୍ଲୀ ହିଂସାକାଣ୍ଡ ପରେ ଆକ୍ସନରେ ପୁଲିସ : ୨୦୦ ଜଣଙ୍କୁ ନିଆଗଲା ହେପାଜତରେ; ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ସମୀକ୍ଷା

କନକ ବ୍ୟୁରୋ : ଦିଲ୍ଲୀରେ କୃଷକଙ୍କ ହିଂସାକାଣ୍ଡ ପରେ ଆକ୍ସନରେ ଦିଲ୍ଲୀ ପୁଲିସ । ଗତକାଲିର ଘଟଣା ନେଇ ୨ ଶହ ଜଣଙ୍କୁ ଅଟକ ରଖିଛି । ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରିବ । ଗତକାଲି କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି । ଦିଲ୍ଲୀ ପୋଲିସ କହିଛି,Continue reading “ଦିଲ୍ଲୀ ହିଂସାକାଣ୍ଡ ପରେ ଆକ୍ସନରେ ପୁଲିସ : ୨୦୦ ଜଣଙ୍କୁ ନିଆଗଲା ହେପାଜତରେ; ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ସମୀକ୍ଷା”

ଯାଜପୁର ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସ୍କୁଟିରେ ଦୁଇ ଯୁବକ ଯୁବତୀଙ୍କୁ ବସେଇ ଆଣୁଥିବାର ସିସିଟିଭିରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ସିସିଟିଭିରେ ଧରାପଡିଲା ସତ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ  ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।  ସ୍କୁଟିରେ ଦୁଇ ଜଣ ଯୁବକ ଯୁବତୀଙ୍କୁ ମଝିରେ ବସେଇ ନେଇକି ଆସୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯୁବତୀଙ୍କୁ ଦୁଇ ଯୁବକ ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ କହିଛନ୍ତି । ତେବେ ମୃତଦେହ ମିଳିଥିବା ଯୁବତୀ ମୟୁରଭଂଜର । ଗତକାଲି ବସ ଯୋଗେ ଆସି ସେ ଭୁବନେଶ୍ୱର ବାଣୀବିହାରରେContinue reading “ଯାଜପୁର ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସ୍କୁଟିରେ ଦୁଇ ଯୁବକ ଯୁବତୀଙ୍କୁ ବସେଇ ଆଣୁଥିବାର ସିସିଟିଭିରେ କଏଦ ହେଲା ଦୃଶ୍ୟ”

କୋଭିଡ଼ ଟିକାକରଣ ପରେ ୧୯ ଜଣଙ୍କଠାରେ ଦେଖାଦେଇଛି ପାର୍ଶ୍ୱପ୍ରତିକ୍ରିୟା: କେତେକ ସ୍ଥାନରେ ମାଇନର ସାଇଡ଼ ଇଫେକ୍ଟ; ଆସନ୍ତାକାଲିଠୁ ହେବ ପୁଣି ଟିକାକରଣ

କନକ ବ୍ୟୁରୋ: ରାଜ୍ୟରେ ଜୋରସୋରରେ ଚାଲିଛି କରୋନା ଟିକାକରଣ । ଏଯାଏଁ ମୋଟ ୧୯ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି । ଗତ ୨୩ରେ ନୂଆପଡାରେ ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତ ବାନ୍ତି କରିଥିଲେ । ବୁର୍ଲା ହସ୍ପିଟାଲରେ ତାଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା । ତେବେ ଟିକାକରଣ ପାଇଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାContinue reading “କୋଭିଡ଼ ଟିକାକରଣ ପରେ ୧୯ ଜଣଙ୍କଠାରେ ଦେଖାଦେଇଛି ପାର୍ଶ୍ୱପ୍ରତିକ୍ରିୟା: କେତେକ ସ୍ଥାନରେ ମାଇନର ସାଇଡ଼ ଇଫେକ୍ଟ; ଆସନ୍ତାକାଲିଠୁ ହେବ ପୁଣି ଟିକାକରଣ”

ଆଇଆଇଟି ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳିତ । ସମ୍ବିଧାନର ଗୁରୁତ୍ୱ ବୁଝାଇଲେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର ।

କନକ ବ୍ୟୁରୋ : ଆଇଆଇଟି ଭୁବନେଶ୍ୱରରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଆର.ଭି. ରାଜା କୁମାର ଶିକ୍ଷାନୁଷ୍ଠାନ ପରିସରରେ ପତାକା ଉତ୍ତୋଳନ କରିବା ପରେ ପରେଡ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ, ଗଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ ନିଜ ଅଭିଭାଷଣରେ ପ୍ରଫେସର ରାଜା କୁମାର ସାଧାରଣ ଲୋକଟିଏ ପାଇଁ ସମ୍ବିଧାନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବଖାଣିଥିଲେ । ଦେଶବାସୀଙ୍କୁ ଭ୍ରାତୃତ୍ୱଭାବରେ ଯୋଡି ରଖିବାର ସବୁଠୁ ବଡContinue reading “ଆଇଆଇଟି ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳିତ । ସମ୍ବିଧାନର ଗୁରୁତ୍ୱ ବୁଝାଇଲେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର ।”

ୟୁକେ ଷ୍ଟ୍ରେନକୁ ରୋକୁଛି ସ୍ୱଦେଶୀ ଟିକା କୋଭାକ୍ସିନ: ଆଇସିଏମଆର ଗବେଷଣାରୁ ହେଲା ସ୍ପଷ୍ଟ; ଶରୀରରେ ବିକଶିତ ହେଉଥିବା ଆଂଟିବଡିକୁ ରୋକିବାରେ ହେଉଛି ସମର୍ଥ

କନକ ବ୍ୟୁରୋ: ବ୍ରିଟେନ ଷ୍ଟ୍ରେନ ବିରୋଧରେ ଭଲ କାମ କରୁଛି ସ୍ୱଦେଶୀ ଟିକା । ବ୍ରିିଟେନ ଷ୍ଟ୍ରେନକୁ ନିୟନ୍ତ୍ରଣ କରିପାରୁଛି କୋଭାକ୍ସିନ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କରିଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା ପରେ ଏହି ତଥ୍ୟ ଦେଇଛି ଆଇସିଏମଆର । ତେବେ ଏହି ଗବେଷଣାରୁ ଜଣାପଡିଛି ଯେ, କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ବିକଶିତ ହେଉଥିବା ଆଂଟି ବଡି ବ୍ରିଟେନ ଷ୍ଟ୍ରେନକୁContinue reading “ୟୁକେ ଷ୍ଟ୍ରେନକୁ ରୋକୁଛି ସ୍ୱଦେଶୀ ଟିକା କୋଭାକ୍ସିନ: ଆଇସିଏମଆର ଗବେଷଣାରୁ ହେଲା ସ୍ପଷ୍ଟ; ଶରୀରରେ ବିକଶିତ ହେଉଥିବା ଆଂଟିବଡିକୁ ରୋକିବାରେ ହେଉଛି ସମର୍ଥ”

ଦିଲ୍ଲୀ ହିଂସାକୁ ନେଇ ବଲିଉଡ୍ କ୍ୱିନଙ୍କ କଡା ପ୍ରତିକ୍ରିୟା । କଙ୍ଗନା କହିଲେ, ଯେଉଁମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେନାନଙ୍କୁ ଜେଲରେ ରଖାଯାଉ

ଦିଲ୍ଲୀ ପୁଲିସ ଏବଂ ଚାଷୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କ୍ରମାଗତ ଭାବରେ ପ୍ରତିକ୍ରିୟା ରଖୁଛନ୍ତି । ପ୍ରଥମେ ସେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲଜିତ ଦୋସାଞ୍ଜଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ସେ ସୋସିଆଲ ମିଡିଆରେ ଟ୍ୱିଟ୍ କରି ଆନ୍ଦୋଳନରତ ଚାଷୀଙ୍କୁ ଟାର୍ଗେଟ କରିଛନ୍ତି। Sick and tired of riots and blood bath almost every month , Delhi, Bangalore and now again Delhi #दिल्ली_पुलिस_लठ_बजाओContinue reading “ଦିଲ୍ଲୀ ହିଂସାକୁ ନେଇ ବଲିଉଡ୍ କ୍ୱିନଙ୍କ କଡା ପ୍ରତିକ୍ରିୟା । କଙ୍ଗନା କହିଲେ, ଯେଉଁମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେନାନଙ୍କୁ ଜେଲରେ ରଖାଯାଉ”

ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ : ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା

କନକ ବ୍ୟୁରୋ : ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବ । ଏଥର ପ୍ରାୟ ୩ ହଜାର ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ । ଜାନୁଆରୀ ୨୧ ତାରିଖରୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହୋଇଛି । ଫଳରେ ହଜାର ହାଜର ଭକ୍ତଙ୍କ ସୁଅ ଛୁଟୁଛି । ଭକ୍ତଙ୍କ ସଂସ୍ପର୍ଶରେ ସେବାୟତମାନେContinue reading “ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ : ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା”

କରୋନା ବେଳେ ମାଟ୍ରିକ ପିଲାଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ: ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର; ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ: ଆଜିଠାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବ ପରୀକ୍ଷା ଦର୍ପଣ । ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଏହି ଟେଷ୍ଟ ପେପରକୁ ଲୋକାର୍ପିତ କରିଛନ୍ତି । ୭ଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ତେବେ କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ  ଚାପ କମାଇବାକୁ ଏହି଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ, ଅନୁଦାନContinue reading “କରୋନା ବେଳେ ମାଟ୍ରିକ ପିଲାଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ: ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର; ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ”

କରୋନା ସମୟରେ ମାଟ୍ରିକ୍ ପିଲାଙ୍କ ଚାପ କମାଇବାକୁ ବଡ ପ୍ରସ୍ତୁତି: ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପରୀକ୍ଷା ଦର୍ପଣ ପୁସ୍ତିକା

କନକ ବ୍ୟୁରୋ: କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ବଡ଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଆଜି ଏହି ପରୀକ୍ଷା ଦର୍ପଣ ଉନ୍ମୋଚନର କାର୍ଯ୍ୟକ୍ରମ ରହିଛି । ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ୁତ ହୋଇଛି ୭୦୦Continue reading “କରୋନା ସମୟରେ ମାଟ୍ରିକ୍ ପିଲାଙ୍କ ଚାପ କମାଇବାକୁ ବଡ ପ୍ରସ୍ତୁତି: ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପରୀକ୍ଷା ଦର୍ପଣ ପୁସ୍ତିକା”

Design a site like this with WordPress.com
Get started