ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ସୂଚନା ଦେଲେ ଡାକ୍ତର

କନକ ବ୍ୟୁରୋ : ବିସିସିଆଇର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରେ ପ୍ରାଥମିକ ଆଞ୍ଜିଓପ୍ଲାଷ୍ଟି ପରେ ଏବେ ସୁସ୍ଥ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସାମ୍ବାଦିକ ବୋରିଆ ମଜୁମ୍‌ଦାର୍‌ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଜଣାଇଛନ୍ତି କି ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରୁ ମିଳିଥିବା ସୂଚନାନୁସାରେ ସୌରଭ ଗାଙ୍ଗୁଲୀ ଏବେ ସୁସ୍ଥ ଅଛନ୍ତି। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖ‌Continue reading “ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ସୂଚନା ଦେଲେ ଡାକ୍ତର”

କରୋନା ଟିକାକରଣରେ ଇତିହାସ ରଚିବ ଭାରତ  । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଦିଆଯିବ ଭ୍ୟାକସିନ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ 

କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଏକ ବିରଳ ଇତିହାସ ରଚିବା ପାଇଁ ଆରମ୍ଭ ହୋଇଛି କସରତ୍ । ପ୍ରକୃତ ଟିକା ଦିଆଯାଉନି, ହେଲେ ଟିକାକରଣର ସବୁ ପ୍ରକ୍ରିୟା ସଂପାଦନ କରାଯାଉଛି । କରୋନା ବିରୋଧୀ ଲଢ଼େଇ ଏକ ନିର୍ଣ୍ଣାୟକ ମୋଡରେ ପହଁଚିଥିବା ବେଳେ କୋଟି କୋଟି ଲୋକଙ୍କ ଟିକାକରଣ ପାଇଁ ସାରା ଦେଶରେ ହୋଇଛି ଡ୍ରାଏ ରନ୍ ବା ପ୍ରାକ୍ ଅଭ୍ୟାସ । ବିଶାଳ ଜନସଂଖ୍ୟାର ଟିକାକରଣ ପୂର୍ବରୁ ଭାରତରେ ହୋଇଛି ଟିକା ପାଇଁ ଦୁନିଆରContinue reading “କରୋନା ଟିକାକରଣରେ ଇତିହାସ ରଚିବ ଭାରତ  । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଦିଆଯିବ ଭ୍ୟାକସିନ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ “

ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି ।

କନକ ବ୍ୟୁରୋ : କୋଭାକ୍ସିନକୁ ଅନୁମତି ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଏକ୍ସପର୍ଟ କମିଟିର ଅନୁମତି । ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍ । ଗତକାଲି ଭାରତରେ ଟୀକାକରଣ ନେଇ ଅକ୍ସଫୋର୍ଡ ଟୀକା କୋଭିସିଲ୍ଡକୁ ମିଳିଥିଲା ଅନୁମତି ଆଜି ଦ୍ୱିତୀୟ ଟୀକା ଭାବେ କୋଭାକ୍ସିନକୁ ଅନୁମତି ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର । ଗତକାଲି ବସିଥିବା ବିଶେଷଜ୍ଞ କମିଟି ବୈଠକରେ ୩ଟି ଟିକା-ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ (ଅକ୍ସଫୋର୍ଡ ଟିକା), କୋଭାକ୍ସିନ ଓContinue reading “ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି ।”

ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ସ୍କୁଲ ଯିବା ଆଗରୁ ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ଦିଆଯିବ ଧ୍ୟାନ ?

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ଘୋଷଣା ପରେ ଜାରି ହେଲା ଗାଇଡ ଲାଇନ । ଜାନୁୟାରୀ ୮ରେ ଖୋଲିବ ସ୍କୁଲ । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ । କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ସ୍କୁଲରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ଜାରି ହୋଇଛି ଏସଓପି । ତେବେ ଅବରୋଧ ଅଞ୍ଚଳ ବାହାରେContinue reading “ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ସ୍କୁଲ ଯିବା ଆଗରୁ ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ଦିଆଯିବ ଧ୍ୟାନ ?”

ରାଜ୍ୟରେ ଜାନୁଆରୀ ୮ରୁ ଖୋଲିବ ସ୍କୁଲ । ଶନି-ରବି ହେବ ପାଠପଢା । 

କନକ ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ । ଏହାସହ ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ । ଏନେଇ ଘୋଷଣା କରିଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ । ବୋର୍ଡ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଦଶମ ଶ୍ରେଣୀ ପିଲାଙ୍କ ପାଇଁContinue reading “ରାଜ୍ୟରେ ଜାନୁଆରୀ ୮ରୁ ଖୋଲିବ ସ୍କୁଲ । ଶନି-ରବି ହେବ ପାଠପଢା । “

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ’ ୧୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏପ୍ରିଲ ୨୯ରୁ ମେ’ ୧୪ ଯାଏଁ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା । 

କନକ ବ୍ୟୁରୋ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମେ ୧୫ ଜୁନ ୧୧ ଯାଏଁ ଚାଲିବ ପରୀକ୍ଷା । ସେହିପରି ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୧୪ ଯାଏଁ ଚାଲିବ । ଏହାସହ ଆଜି ରାଜ୍ୟ ସରକାର ଜାନୁଆରୀ ୮ରୁ ସ୍କୁଲ ଖୋଲିବ ବୋଲି ଘୋଷଣା କରିଛନ୍ତି । ବାର୍ଷିକ ପରୀକ୍ଷାContinue reading “ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ’ ୧୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏପ୍ରିଲ ୨୯ରୁ ମେ’ ୧୪ ଯାଏଁ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା । “

ମାଟ୍ରିକ ପିଲାଙ୍କ ପାଇଁ ବଡ ଖବର । ଜାନୁଆରୀ ୮ରେ ଖୋଲିବ ସ୍କୁଲ, ମେ ୩ରେ ହେବ ମାଟ୍ରିକ ପରୀକ୍ଷା ।

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ନେଇ ବଡ ଖବର । ମେ ୩ ତାରିଖରେ ମାଟ୍ରିକ ପରୀକ୍ଷା । ଦଶମ ବୋର୍ଡ ପରୀକ୍ଷା ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ହେବ । ପରୀକ୍ଷା ନେଇ ମାର୍ଗଦର୍ଶିକା ଜାରି କଲେ ସରକାର । ତେବେ ଜାନୁଆରୀ ୮ରୁ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବContinue reading “ମାଟ୍ରିକ ପିଲାଙ୍କ ପାଇଁ ବଡ ଖବର । ଜାନୁଆରୀ ୮ରେ ଖୋଲିବ ସ୍କୁଲ, ମେ ୩ରେ ହେବ ମାଟ୍ରିକ ପରୀକ୍ଷା ।”

ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ । କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ । ୧୦୦ ଦିନ ପାଇଁ ହେବ ପାଠ ପଢା ।

କନକ ବ୍ୟୁରୋ : ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । ୧୦୦ ଦିନ ପାଇଁ ପାଠପଢା ହେବ । ତେବେ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କContinue reading “ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ । କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ । ୧୦୦ ଦିନ ପାଇଁ ହେବ ପାଠ ପଢା ।”

ରିଲାଏନ୍ସ ଜିଓ ବନ୍ଦ କଲା ଏକ୍ସଟ୍ରା ଡାଟା ପ୍ୟାକ । ଟପ-ଅପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଆଉ ଆସିବନି ଏକ୍ସଟ୍ରା ଡାଟା ।

କନକ ବ୍ୟୁରୋ : ଜିଓ ନିଜ ଗ୍ରାହକଙ୍କୁ କେତେବେଳେ  ଖୁସି କରୁଛି ତ କେତେବେଳେ ନିରାଶ । ନୂଆବର୍ଷଠାରୁ ଜିଓ ତାର ସମସ୍ତ ଲୋକାଲ କଲକୁ ମାଗଣା କରି ନିଜ ଗ୍ରାହକଙ୍କୁ ଖୁସି କରିଦେଇଛି । ଅର୍ଥାତ ଏଣିକି ଯେକୌଣସି ନମ୍ବରକୁ କଲ କଲେ ଦେୟ ପଡିବ ନାହିଁ । ହେଲେ ଏହାପରେ ରିଲାଏନ୍ସ ଜିଓ ଆଜି ପୁଣି ଏକ ଘୋଷଣା କରିଛି । କମ୍ପାନୀ ନିଜ ଉପଭୋକ୍ତାଙ୍କୁ ଦେଉଥିବା ଏକ୍ସଟ୍ରା ଡାଟା ପ୍ୟାକ ବନ୍ଦ କରିଦେଇଛିContinue reading “ରିଲାଏନ୍ସ ଜିଓ ବନ୍ଦ କଲା ଏକ୍ସଟ୍ରା ଡାଟା ପ୍ୟାକ । ଟପ-ଅପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଆଉ ଆସିବନି ଏକ୍ସଟ୍ରା ଡାଟା ।”

ନିଜ ବୟସର ଅସହାୟ ଲୋକଙ୍କ ସହ ବୃଦ୍ଧାଶ୍ରମରେ ନୂଆବର୍ଷ ପାଳିଲେ ୧୦୫ ବର୍ଷର ବୃଦ୍ଧା ଅମିୟ ବିଶ୍ୱାସ । ସ୍ନେହର ଉପହାର ପାଇ ଅନ୍ତେବାସୀଙ୍କ ଓଠରେ ଫୁଟିଲା ଚେନାଏ ହସ ।

କନକ ବ୍ୟୁରୋ: ସେ ଜଣେ ମାଆ, ସେ ବୁଝିଛନ୍ତି ଆଉ ଜଣେ ମାଆକୁ.. ସେ ଜଣେ ନାରୀ, ସେ ଜାଣିଛନ୍ତି ଆଉ ଜଣେ ନାରୀକୁ । ପିଲାମାନେ ବାପାମାଆଙ୍କୁ ପରକଲା ପରେ, ପୁଅ ବୋହୂ ଶାଶୁ ଶ୍ୱଶୁରଙ୍କୁ ତଡିଦେବା ପରେ କେତେ କଷ୍ଟ ପାଆନ୍ତି ବାପାମାଆ । କେତେ ଯନ୍ତ୍ରଣା ପାଆନ୍ତି ଜନ୍ମ ଦେଇଥିବା ଜୀବନ୍ତ ଦେବତା… ଏଇ କଥାକୁ ଅନ୍ତରରୁ ବୁଝିଛନ୍ତି ଏ ବୃଦ୍ଧା । ଆଉ ଧାଇଁ ଆସିଛନ୍ତି ତାଙ୍କରି ବୟସର ଅସହାୟ ମଣିଷମାନଙ୍କContinue reading “ନିଜ ବୟସର ଅସହାୟ ଲୋକଙ୍କ ସହ ବୃଦ୍ଧାଶ୍ରମରେ ନୂଆବର୍ଷ ପାଳିଲେ ୧୦୫ ବର୍ଷର ବୃଦ୍ଧା ଅମିୟ ବିଶ୍ୱାସ । ସ୍ନେହର ଉପହାର ପାଇ ଅନ୍ତେବାସୀଙ୍କ ଓଠରେ ଫୁଟିଲା ଚେନାଏ ହସ ।”

Design a site like this with WordPress.com
Get started