ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ : ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଚଢାଉ ଜୋରଦାର

କନକ ବ୍ୟୁରୋ : ରାଜଧାନୀରେ ଗତ ୨ ଦିନ ଧରି ବିଏମସି ପକ୍ଷରୁ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଜୋରଦାର ହୋଇଛି ଚଢାଉ । ଏହି କ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ବିଏମସି ଟିମ୍ । ପ୍ରଥମ ଦିନରେ ୬ ଶହ ଦୋକାନରେ ଚଢାଉ କରି ୪୨ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା । ଦ୍ୱିତୀୟ ଦିନରେ ୧୩୫୦ ଦୋକାନରେ ଏକ ଲକ୍ଷ ୧୯ ହଜାର ୯୦୦ ଟଙ୍କାର ଫାଇନ୍ କାଟିଛିContinue reading “ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ : ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଚଢାଉ ଜୋରଦାର”

ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସକୁ ଦେଖି ସମସ୍ତେ ଦେଉଛନ୍ତି ସାବାସୀ । କାରଣ ଲୋକଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା । ପରିସ୍କାର ସାଙ୍ଗକୁ ରୋଜଗାର । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କାରେ ହେବContinue reading “ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍”

ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସକୁ ଦେଖି ସମସ୍ତେ ଦେଉଛନ୍ତି ସାବାସୀ । କାରଣ ଲୋକଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା । ପରିସ୍କାର ସାଙ୍ଗକୁ ରୋଜଗାର । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କାରେ ହେବContinue reading “ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍”

ଅପମିଶ୍ରଣକାରୀଙ୍କ ଉପରେ ଘନଘନ ଚଢ଼ଉରେ ଉପକୃତ ହେଉଛନ୍ତି ଖାଉଟି : ଡଃ ଶରତ କୁମାର ସାହୁଙ୍କ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ରାଜ୍ୟର ଖ୍ୟାତନାମା ମସଲା କଂପାନି ‘ରୁଚି ଉଦ୍ୟୋଗ’ର ପରିଚାଳନା ନିର୍ଦେଶକ ଡଃ ଶରତ କୁମାର ସାହୁ କରୋନା ମହାମାରୀର ମୁକାବିଲା, ରପ୍ତାନି ବଜାର, ସମ୍ପ୍ରସାରଣ ଯୋଜନା ଓ ନୂତନ ସାମଗ୍ରୀ ସମ୍ପର୍କରେ ଏକ ସା‌କ୍ଷତକାରରେ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ରୁଚି ମସଲାରା ସଫଳତା ପଛର ମନ୍ତ୍ରଟି କ’ଣ ? ସବୁଠୁ ବଡ଼ ମନ୍ତ୍ର ହେଲା- ନିଷ୍ଠା, ସାଧନା ଓ ଗୁଣବତ୍ତା। ଦୀର୍ଘ ୪୫ ବର୍ଷ ଧରି ଓଡ଼ିଶାର ଲୋକମାନଙ୍କୁ ଆମେ ଉନ୍ନତContinue reading “ଅପମିଶ୍ରଣକାରୀଙ୍କ ଉପରେ ଘନଘନ ଚଢ଼ଉରେ ଉପକୃତ ହେଉଛନ୍ତି ଖାଉଟି : ଡଃ ଶରତ କୁମାର ସାହୁଙ୍କ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”

କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଆରମ୍ଭ ହୋଇନି ପ୍ରଶ୍ନପତ୍ର ପ୍ରସ୍ତୁତି

କନକ ବ୍ୟୁରୋ : କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଓଏମ୍‌ଆର୍‌ ବ୍ୟବସ୍ଥା ରହିବ ନା ସବୁ ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ ? ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ହେବ ନା ଭିନ୍ନ ରହିବ? ପୂର୍ବବର୍ଷ ଭଳି ଶହେ ନମ୍ବର ହେବ ନା ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ଭଳି ୮୦ ନମ୍ବର ପରୀକ୍ଷା ହେବ ? ପରୀକ୍ଷାର ସମୟ କେତେ ହେବ ? ଶିକ୍ଷାବର୍ଷContinue reading “କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଆରମ୍ଭ ହୋଇନି ପ୍ରଶ୍ନପତ୍ର ପ୍ରସ୍ତୁତି”

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ୮୪ ବର୍ଷ ବୟସରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଦେହାନ୍ତ; ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ

କନକ ବ୍ୟୁରୋ : ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଅସୁସ୍ଥତା କାରଣରୁ ତାଙ୍କୁ ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିଲା । ତାଙ୍କ କିଡନୀ ବି କାମ କରୁନଥିଲା । ଶାନ୍ତନୁ ମହାପାତ୍ର ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଛି । ଦୀର୍ଘContinue reading “ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ୮୪ ବର୍ଷ ବୟସରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଦେହାନ୍ତ; ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ”

ଦିଲ୍ଲୀରେ ସରକାର-ଚାଷୀ ସଂଗଠନ ଆଲୋଚନା ଆଜି : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନ୍ଦୋଳନ

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲଚନା । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଂଜାବରେ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି । ୨ ଦିନରେ ୧୫ ଶହରୁ ଅଧିକ ମୋବାଇଲ ଟାୱାରକୁ କ୍ଷତି ପହଁଚାଇବା ପରେ ପଂଜାବ ଓContinue reading “ଦିଲ୍ଲୀରେ ସରକାର-ଚାଷୀ ସଂଗଠନ ଆଲୋଚନା ଆଜି : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନ୍ଦୋଳନ”

ରାଜଧାନୀରେ ଗୁଳିକାଣ୍ଡ ଘଟଣା : ଜଣେ ଯୁବକୁ ଗୁରୁତର ଆହତ; ଖଣ୍ଡଗିରି ପୁଲିସର ତନାଘନା

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ଗତକାଲି ରାତିରେ ଫୁଟିଛି ଗୁଳି । ଫାଙ୍କା ଗୁଳି ଚାଳନା କରି ଦୁଇ ଜଣ ଦୁର୍ବୃତ ଡୁମଡୁମା ବଜାରରେ ଶୁଭମ ନାମକ ଜଣେ ଯୁବକକୁ ଆକ୍ରମଣ କରିଥିଲେ । ଏହାପରେ ବନ୍ଧୁକରେ ଶୁଭମଙ୍କ ମୁଣ୍ଡକୁ ଛେଚି ଆକ୍ରମଣ କରିଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆହତ ଯୁବକଙ୍କୁ ଏବେ ଏମସ ହସ୍ପିଟାଲରେ ଭର୍ତି କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରିContinue reading “ରାଜଧାନୀରେ ଗୁଳିକାଣ୍ଡ ଘଟଣା : ଜଣେ ଯୁବକୁ ଗୁରୁତର ଆହତ; ଖଣ୍ଡଗିରି ପୁଲିସର ତନାଘନା”

ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀ ସହରର ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ : ୨ ଦିନ ପାଇଁ ଦର୍ଶନ ସୁଯୋଗ; ସମସ୍ତଙ୍କୁ ଦେଖାଇବାକୁ ପଡିବ ଆବଶ୍ୟକ ପ୍ରମାଣପତ୍ର 

କନକ ବ୍ୟୁରୋ : ପୁରୀରେ ଆଜି ଠାରୁ ଭଡାଟିଆ ଓ କର୍ମଜୀବୀଙ୍କ ଦର୍ଶନ ଆରମ୍ଭ ହୋଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଚାଲିବ ଏହି ଦର୍ଶନ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପୁରୀରେ ଭଡାଟିଆ ଓ କର୍ମଜୀବୀ ଓ ଛାତ୍ରଛାତ୍ରୀମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀରେ ଭଡାଟିଆ ଲୋକମାନେ ନିଜ ଘର ମାଲିକଙ୍କ ଠାରୁ ସ୍ୱୀକୃତି ପତ୍ର ଆଣି ମହାପ୍ରଭୁଙ୍କ ଦର୍ଶନ କରିବା ବ୍ୟବସ୍ଥା ହୋଇଛି । ସେହିପରି କର୍ମଜୀବୀମାନେContinue reading “ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀ ସହରର ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ : ୨ ଦିନ ପାଇଁ ଦର୍ଶନ ସୁଯୋଗ; ସମସ୍ତଙ୍କୁ ଦେଖାଇବାକୁ ପଡିବ ଆବଶ୍ୟକ ପ୍ରମାଣପତ୍ର “

କରୋନା କଟକଣା ଭିତରେ ପାଳିତ ହେବ ଗଣତନ୍ତ୍ର ଦିବସ ସମାରୋହ । ସୀମିତ ସଂଖ୍ୟକ ଦର୍ଶକଙ୍କୁ ମିଳିବ ଅନୁମତି, ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ମୁଖ୍ୟ ଅତିଥି ।

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ । ଏହା ସହିତ ଆଉ ନିରାପତ୍ତା ରକ୍ଷା ପାଇଁ ପରେଡ ସ୍ଥଳରେ ଆଉ କେତେକ ପଦକ୍ଷେପ ନେବାକୁ ସରକାର ବିଚାର କରୁଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ମୁଖ୍ୟ ସମାରୋହ ସ୍ଥଳରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ଚେୟାର ସଂଖ୍ୟା ହ୍ରାସContinue reading “କରୋନା କଟକଣା ଭିତରେ ପାଳିତ ହେବ ଗଣତନ୍ତ୍ର ଦିବସ ସମାରୋହ । ସୀମିତ ସଂଖ୍ୟକ ଦର୍ଶକଙ୍କୁ ମିଳିବ ଅନୁମତି, ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ମୁଖ୍ୟ ଅତିଥି ।”

Design a site like this with WordPress.com
Get started