କନକ ବ୍ୟୁରୋ : ଜମି ବିକ୍ରି ଟଙ୍କା ନ ମିଳିବାରୁ ନୃସଂଶ କାଣ୍ଡ ଭିଆଇଛି ବଡ଼ ପୁଅ । ନିଜ ବାପ-ମାଙ୍କୁ ଅତି ନିର୍ମମ ଭାବେ ପନିକିରେ ହାଣି ହତ୍ୟା କରିଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ସିଂହ (୬୪) ଓ ତାଙ୍କ ପତ୍ନୀ ଲୀଳାବତୀ (୫୮) । ଏମିତି ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡା ପଞ୍ଚାୟତ ବିଶିପୁର ଗାଁରେ । ହତ୍ୟାକାରୀ ପୁଅ ଘଟଣା ପରେ ଘରୁ ଫେରାର ହୋଇ ଯାଇଛିContinue reading “ବାପା-ମା’ଙ୍କୁ ନୃଶଂସ ହତ୍ୟା । ପାରିବାରିକ କଳହରୁ ଶିଳ ଓ ପନିକିରେ ବାପା, ମା’କୁ ହତ୍ୟା କଲା ପୁଅ । “
Tag Archives: News
ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା ।
କନକ ବ୍ୟୁରୋ: ପିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଅର୍ଥ କିଭଳି ଖର୍ଚ୍ଚ ହେଉଛି, ସେନେଇ ଚାଷୀଙ୍କୁ ସିଧାସଳଖ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ ନୂଆପଡ଼ା ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ନୂଆପଡ଼ା ଚାଷୀ, ମୋଦି ସରକାରଙ୍କ ଟଙ୍କାକୁ କିଭଳି ଖର୍ଚ୍ଚ କରିଛନ୍ତି, ତାହା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମୁନଥିବା ବେଳେ କୃଷି ଆଇନକୁ ନେଇContinue reading “ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା ।”
ଆକାଶରୁ ହୋଇପାରେ ଝିଟିପିଟି ବର୍ଷା । ଏମିତି ସନ୍ଦେହ କରି ନିଜ ଦେଶର ନାଗରିକଙ୍କ ସତ୍ତର୍କ କଲା ଏହି ଦେଶ
କନକ ବ୍ୟୁରୋ : ଆକାଶରୁ ସାଧରଣତ ଜଳ ବର୍ଷା ହୋଇଥାଏ । ଏହା ସହିତ କେବେ କେବେ ମାଛ ବର୍ଷ ଓ ଏସିଡ୍ ବର୍ଷା ହୋଇଥାଏ ବୋଲି ଆପଣମାନେ ଶୁଣିଥିବେ । ହେଲେ ଏବେ ଏକ ଆଧୁନିକ ଦେଶ ତା’ର ନାଗରିକ ମାନଙ୍କୁ ସତ୍ତର୍କ କରିଛି କି ଆକାଶରୁ ଝିଟିପିଟି ବର୍ଷା ହେବ ଓ ଏହି ଝିଟିପିଟି ଜନସାଧାରଣଙ୍କର କ୍ଷତି ଘଟାଇବା କଥା କୁହାଯାଇ ଲୋକମାନଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଘଟଣା ଦେଖିବାକୁContinue reading “ଆକାଶରୁ ହୋଇପାରେ ଝିଟିପିଟି ବର୍ଷା । ଏମିତି ସନ୍ଦେହ କରି ନିଜ ଦେଶର ନାଗରିକଙ୍କ ସତ୍ତର୍କ କଲା ଏହି ଦେଶ”
କେମିତି କୋଟିପତି ବନିଲେ ଅଙ୍ଗନୱାଡି ଦିଦି ? ଗିରଫ ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତିର ଗୁମର ।
କନକ ବ୍ୟୁରୋ: କେମିତି କୋଟିପତି ବନନ୍ତି ଅଙ୍ଗନୱାଡି ଦିଦି? ଗିରଫ ହେବା ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତି ଗୁମର । କୁନି କୁନି ପିଲାଙ୍କ ପୁଷ୍ଟିକର ଖାଦ୍ୟରେ ମଧ୍ୟ ଦୁର୍ନୀତି କରି କୋଟିପତି ବନୁଛନ୍ତି ଅଙ୍ଗନଓାଡି ଦିଦି । ବ୍ରହ୍ମପୁର ଅଙ୍ଗନଓାଡି ଦିଦି ନମିତା ଦଳେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଦୁର୍ନୀତିର ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସରକାର ଛତୁଆ ପ୍ରସ୍ତୁତିକାରୀ ସଂସ୍ଥାଙ୍କୁ ବିଶେଷ କିଛି ଲାଭାଂଶ ଦେଉନଥିବା ବେଳେ ପିଲାଙ୍କContinue reading “କେମିତି କୋଟିପତି ବନିଲେ ଅଙ୍ଗନୱାଡି ଦିଦି ? ଗିରଫ ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତିର ଗୁମର ।”
ଆର୍ଯ୍ୟା ରାଜେନ୍ଦ୍ରନ ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରୁଛି ଚର୍ଚ୍ଚା । ଦେଶର ସବୁଠାରୁ କମ୍ ବୟସରେ ହେବାକୁ ଯାଉଛନ୍ତି ମେୟର ।
କନକ ବ୍ୟୁରୋ : କିଛିଦିନ ତଳେ ସରିଛି କେରଳରର ସିଭିକ୍ ବଡି ଇଲେକ୍ସନ । ଏହି ନିର୍ବାଚନ ପରେ ଫଳା ଫଳ ପ୍ରକାଶ ପାଇଛି । ନିର୍ବାଚନରେ ବାମ ଗଣତାନ୍ତ୍ରିକ ମେଣ୍ଟ ବେସ୍ ଭଲ ପ୍ରଦର୍ଶନ କରିଛି । ଏହାରି ମଧ୍ୟରେ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ର ଖୁବ୍ ଶିଘ୍ର ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଆର୍ଯ୍ୟା କେରଳର ରାଜଧାନୀ ଥିରୁଅନନ୍ତପୁରମ୍ ଜିଲ୍ଲାର ମେୟର ହେବା ନେଇ ସୂଚନା ମିଳିଛି । ଏହିContinue reading “ଆର୍ଯ୍ୟା ରାଜେନ୍ଦ୍ରନ ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରୁଛି ଚର୍ଚ୍ଚା । ଦେଶର ସବୁଠାରୁ କମ୍ ବୟସରେ ହେବାକୁ ଯାଉଛନ୍ତି ମେୟର ।”
ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ହିନସ୍ତା ହେଲେ ଅନ୍ନଦାତା ।
କନକ ବ୍ୟୁରୋ: ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା । ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମଣ୍ଡିରେ ପଡି ରହିଛି ଶହଶହ ଧାନ ବସ୍ତା । ଖରା ତରାରେ ଜଗି ରହିଛନ୍ତି ଚାଷୀ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ମହୁଲପାଲି ଲ୍ୟାମ୍ପସର ତସଲାଡିହି ମଣ୍ଡିରେ ୧୫ରୁ ଅଧିକ ଚାଷୀ ପ୍ରାୟ ୧୮୦୦ କୁଂଇଟାଲ ଧାନ ମଣ୍ଡିର ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଧାନ ବିକ୍ରି କରିବା ପାଇଁ ୨୩ ତାରିଖରେ ମଣ୍ଡିରୁContinue reading “ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ହିନସ୍ତା ହେଲେ ଅନ୍ନଦାତା ।”
ଗରିବି ଗଳିରୁ ଗୌରବ ଆଣିଲା ଦିନ ମଜୁରିଆର ପୁଅ । ଅଭାବ ଅନଟନ ସତ୍ୱେ ସତ ହେଲା ଡାକ୍ତର ହେବାର ସ୍ୱପ୍ନ । ଚର୍ଚ୍ଚାରେ କଟକର ଦିନ ମଜୁରିଆ ପୁଅ ଦୀପକ ।
କନକ ବ୍ୟୁରୋ: ବାପା ମୁଁ ଡାକ୍ତର ହେବି, ତମ ଦୁଃଖ ଦୂରେଇ ଦେବି… ତମ ପରିଶ୍ରମର ମୂଲ ରଖିବି… ଗରିବି ଗଳିରେ ବଢୁଥିବା ପିଲାଟିଏ ଯେତେବେଳେ ବଡ ସ୍ୱପ୍ନଟିଏ ଦେଖେ, ଡାକ୍ତର ହେବାର ଆଶା ନେଇ ଆଗକୁ ବଢୁଥାଏ । ନିଜକୁ ଆଉ ନିଜ ପରିବାରକୁ ଏମିତି କିଛି ପ୍ରତିଶ୍ରୁତି ଦେଇ, ଏମିତି କିଛି ସଙ୍କଳ୍ପ ନେଇ ପଢାପଢି ଆରମ୍ଭ କରେ । ଜୀବନରେ ସଫଳ ହେବାକୁ ଚାଲେ ଜୋରଦାର ପରିଶ୍ରମ । ଆଉ ଦୃଢ ଇଚ୍ଛାଶକ୍ତି,Continue reading “ଗରିବି ଗଳିରୁ ଗୌରବ ଆଣିଲା ଦିନ ମଜୁରିଆର ପୁଅ । ଅଭାବ ଅନଟନ ସତ୍ୱେ ସତ ହେଲା ଡାକ୍ତର ହେବାର ସ୍ୱପ୍ନ । ଚର୍ଚ୍ଚାରେ କଟକର ଦିନ ମଜୁରିଆ ପୁଅ ଦୀପକ ।”
ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୁଲିସ । ପ୍ରତିବାଦରେ ଥାନା ଘେରିଲେ ଲୋକେ ।
କନକ ବ୍ୟୁରୋ : ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ପୁଲିସ ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଆହତ ହୋଇ ଯୁବକ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ପ୍ରତିବାଦରେ ରାୟଗଡା ଟାଉନ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ । ମିଳିଥିବା ଖବର ଅନୁସାରେ, ରାୟଗଡା ତଳକିଶୋର ଗାଁର ୧୮ ବର୍ଷିୟ ରାହୁଲ ହିମିରିକା ଓ ୧୭ ବର୍ଷିୟ ନାବାଳକContinue reading “ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୁଲିସ । ପ୍ରତିବାଦରେ ଥାନା ଘେରିଲେ ଲୋକେ ।”
ଗ୍ୟାଙ୍ଗଷ୍ଟରଙ୍କ ଘର, ଗୁଳିଗୋଳାର ଗନ୍ତାଘର… ପୁଣି ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଗୁଳି ଜବତ । ୩ ବନ୍ଧୁକ, ୧୪୦ ରାଉଣ୍ଡ ଗୁଳି ପାଇଲା ପୋଲିସ ।
କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରେ ଚଢାଉ ବେଳେ ପୁଣି ବନ୍ଧୁକ ଓ ଗୁଳି ଜବତ । ୩ଟି ବନ୍ଧୁକ ଓ ୧୪୦ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି । ଆଜିଠୁ ୩ ଦିନିଆ ରିମାଣ୍ଡରେ ଧଳସାମନ୍ତ ବ୍ରଦର୍ସଙ୍କୁ ନେଇଛି ପୁଲିସ । ପ୍ରଥମେ ସୁଶାନ୍ତ ଧଳସାମନ୍ତଙ୍କୁ କଟକ ଘରକୁ ଆଣି କେଉଁ କେଉଁ ସ୍ଥାନରେ ବନ୍ଧୁକ ଲୁଚାଇଥିଲା ତାହା ପୁଲିସ ପଚାରିଛି । ଏହା ପରେ ସାନContinue reading “ଗ୍ୟାଙ୍ଗଷ୍ଟରଙ୍କ ଘର, ଗୁଳିଗୋଳାର ଗନ୍ତାଘର… ପୁଣି ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଗୁଳି ଜବତ । ୩ ବନ୍ଧୁକ, ୧୪୦ ରାଉଣ୍ଡ ଗୁଳି ପାଇଲା ପୋଲିସ ।”
ଅଧାରେ ରହିଗଲା ବାପାଙ୍କ ସ୍ୱପ୍ନ, ପୁଅ ଡାକ୍ତର ହେବା ଆଗରୁ ଆଖିବୁଜିଲେ ବାପା । କୋକେଇରେ ଶୋଇଥିବା ବାପାଙ୍କ ଶବ ଛାତିରେ ଷ୍ଟେଥୋ ପକାଇ ଜୀବନ ଖୋଜୁଛି ପୁଅ…
କନକ ବ୍ୟୁରୋ: ଉଠ ବାପା ଉଠ… ତମ ପୁଅ ଡାକୁଛି ଉଠ । ଏଇ ଦେଖ ମୋ ହାତରେ ଷ୍ଟେଥୋ ଅଛି, ତମ ପୁଅ ଡାକ୍ତର ହେବାକୁ ଯାଉଛି… ତମ ସ୍ୱପ୍ନ ସତ ହେବାକୁ ଯାଉଛି… ଆଉ କେଇଟା ଦିନ ଅପେକ୍ଷା କରିଯାଇଥିଲେ କଣ ହୋଇନଥାନ୍ତା… ଏ ବାପା ଉଠ, ତମ ପୁଅ ଡାକୁଛି ପରା… ଜୀବନ ନଥିବା ବାପାର ଦେହକୁ ଯେତେ ଡାକିଲେ ବି ଶୁଣୁ ନାହାନ୍ତି ବାପା କି ଉଠୁ ନାହାନ୍ତି । ପୁଅContinue reading “ଅଧାରେ ରହିଗଲା ବାପାଙ୍କ ସ୍ୱପ୍ନ, ପୁଅ ଡାକ୍ତର ହେବା ଆଗରୁ ଆଖିବୁଜିଲେ ବାପା । କୋକେଇରେ ଶୋଇଥିବା ବାପାଙ୍କ ଶବ ଛାତିରେ ଷ୍ଟେଥୋ ପକାଇ ଜୀବନ ଖୋଜୁଛି ପୁଅ…”