କନକ ବ୍ୟୁରୋ : ଭାରତ ଯୋଡ ନ୍ୟାୟ ଯାତ୍ରାର ଷଷ୍ଠ ଦିନରେ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାତ୍ରା କଲେ ରାହୁଲ ଗାନ୍ଧୀ । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଯାଇଛନ୍ତି । ଏଥିପାଇଁ ବୋଟ୍ରେ ବ୍ରହ୍ମପୁତ୍ର ନଦୀ ଅତିକ୍ରମ କରି ଯାଇଛନ୍ତି ରାହୁଲ । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେContinue reading “ଆସାମର ବ୍ରହ୍ମପୁତ୍ର ନଦୀରେ ବୋଟରେ ଯାତ୍ରା କରି ମାଜୁଲି ଦ୍ୱୀପରେ ପହଁଚିଲେ ରାହୁଲ । କହିଲେ, କଂଗ୍ରେସ ଲୋକସମ୍ପର୍କ ଦେଖି ଭୟବୀତ ହୋଇପଡିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ”
Tag Archives: News
ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ । ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ
କନକ ବ୍ୟୁରୋ : ଭାବ ବିହ୍ୱଳ ହୋଇ ଆଖି ଛଳଛଳ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆବାସ ଯୋଜନାର ଏକ ସୋସାଇଟିକୁ ଉଦ୍ଘାଟନ କରିବା ବେଳେ ନିଜ ପିଲାଦିନର କଥା ମନେ ପକାଇ କାନ୍ଦ କାନ୍ଦ ହୋଇପଡିଛନ୍ତି ମୋଦୀ । ଅସହାୟ ବ୍ୟକ୍ତିଙ୍କୁ ପକ୍କା ଘର ଦେବା ବେଳେ ନିଜ ପିଲାଦିନେ ଭୋଗିଥିବା ସମସ୍ୟାକୁ ମନେ ପକାଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ରର ସୋଲାପୁରରେ ଏକ ସୋସାଇଟ୍ ପାଇଁ ପିଏମ୍ ଆବାସ ଯୋଜାନରେ ନିର୍ମିତContinue reading “ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ । ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ”
ଇରାନ-ପାକିସ୍ତାନ ଭିତରେ ବଢୁଛି ଉତେଜନା । ଏୟାରଷ୍ଟ୍ରାଇକ୍କୁ ନେଇ ଇରାନ ବାହାନାରେ ଭାରତକୁ ଟାର୍ଗେଟ୍ କଲେ ପାକ୍ ପୂର୍ବ ବିଦେଶ ମନ୍ତ୍ରୀ
କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ବିଦେଶ ମନ୍ତ୍ରୀ ତଥା ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜରଦାରୀ, ଇରାନ ବାହାନାରେ ଭାରତକୁ କରିଛନ୍ତି ଟାର୍ଗେଟ । ଗୁରୁବାର ପାକିସ୍ତାନର ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ବିଲାବଲ କହିଛନ୍ତି, କୌଣସି ଦେଶ ଉପରେ ଏୟାରଷ୍ଟ୍ରାଇକ୍ କରିବା ଏବେ ଯେପରି ଏକ ଟ୍ରେଣ୍ଡ ପାଲଟି ଗଲାଣି । କିଛି ଦେଶ ନିଜ ବ୍ୟକ୍ତିଗତ ପ୍ରସଙ୍ଗକୁ ଛାଡି ଲୋକଙ୍କ ଧ୍ୟାନ ହଟାଇବା ଏବଂ ସେମାନଙ୍କୁ ଖୁସି କରିବାContinue reading “ଇରାନ-ପାକିସ୍ତାନ ଭିତରେ ବଢୁଛି ଉତେଜନା । ଏୟାରଷ୍ଟ୍ରାଇକ୍କୁ ନେଇ ଇରାନ ବାହାନାରେ ଭାରତକୁ ଟାର୍ଗେଟ୍ କଲେ ପାକ୍ ପୂର୍ବ ବିଦେଶ ମନ୍ତ୍ରୀ”
ଗୁରୁବାର ଠାରୁ ରାମମନ୍ଦିରରେ ଆରମ୍ଭ ହୋଇସାରିଛି ବିଧିବଦ୍ଧ କର୍ମକାଣ୍ଡ । ଅଯୋଧ୍ୟାରେ ପହଁଚି ସମସ୍ତ ପ୍ରସ୍ତୁତିର ସମିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
କନକ ବ୍ୟୁରୋ : ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତିର ସମିକ୍ଷା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମୟ ହୋଇଗଲାଣି ଅଯୋଧ୍ୟା । ଅନେକ ସାଧୁ ସନ୍ଥଙ୍କ ସମାଗମ ହେଲାଣି । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେସବୁର ତଦାରଖ କରିଛନ୍ତି ଯୋଗୀ ଆଦିତ୍ୟନାଥ । କିଭଳି ଭାବେ ସୁଚାରୁ ରୂପେContinue reading “ଗୁରୁବାର ଠାରୁ ରାମମନ୍ଦିରରେ ଆରମ୍ଭ ହୋଇସାରିଛି ବିଧିବଦ୍ଧ କର୍ମକାଣ୍ଡ । ଅଯୋଧ୍ୟାରେ ପହଁଚି ସମସ୍ତ ପ୍ରସ୍ତୁତିର ସମିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ”
ସାମ୍ନାକୁ ଆସିଲା ରାମଲାଲଙ୍କ ପ୍ରତିମୂତିର ନୂଆ ଫଟୋ । ୫ବର୍ଷର ବାଳକ ଦିବ୍ୟ ରୂପରେ ଦେଲେ ଦର୍ଶନ, ସୌମ୍ୟ, ଶାନ୍ତ ଓ କୋମଳ ପ୍ରତିମାକୁ ଦେଖିଲେ ବିଶ୍ୱବାସୀ
କନକ ବ୍ୟୁରୋ : ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଛି ରାମଲଲାଙ୍କ ପ୍ରଥମ ଝଲକ । ଶୁକ୍ରବାର ରାମଲଲାଙ୍କ ପ୍ରଥମ ଫଟୋ ଜାରି ହୋଇଛି । ନୀଳ ଓ କଳା ମିଶ୍ରିତ ପଥରରେ ଅତି ନିଖୁଣ ଭାବେ ରାମଲଲାଙ୍କ ଏହି ବାଳ ସ୍ୱରୂପକୁ ରୂପ ଦିଆଯାଇଛି । ତେବେ ତାଙ୍କ ଆଖିରୁ କପଡାର ପଟ୍ଟି ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ । ୫ ବର୍ଷର ବାଳକ ସ୍ୱରୂପ ପରି ରହିଛି ଶ୍ରୀରାମଙ୍କ ଏହି ପ୍ରତିମାContinue reading “ସାମ୍ନାକୁ ଆସିଲା ରାମଲାଲଙ୍କ ପ୍ରତିମୂତିର ନୂଆ ଫଟୋ । ୫ବର୍ଷର ବାଳକ ଦିବ୍ୟ ରୂପରେ ଦେଲେ ଦର୍ଶନ, ସୌମ୍ୟ, ଶାନ୍ତ ଓ କୋମଳ ପ୍ରତିମାକୁ ଦେଖିଲେ ବିଶ୍ୱବାସୀ”
କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ ପିଲାଙ୍କୁ ମିଳୁ କୋଚିଂ ପାଇଁ ଅନୁମତି
କନକ ବ୍ୟୁରୋ: କୋଚିଂ ସେଂଟର ଉପରେ କେନ୍ଦ୍ର ସରକାରଙ୍କ ଛାଟ ପଡିବା ପରେ ଏହାକୁ ନେଇ ପ୍ରତିକିୟା ପ୍ରକାଶ ପାଇଛି । କୋଚିଂ ସେଂଟର ମାଲିକଙକ କହିବା କଥା ବୟସକୁ ଗୁୁରୁତ୍ୱ ନଦେଇ ନବମ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କୁ କୋଚିଂ ପାଇଁ ଅନୁମତି ମିଳୁ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ସ୍ୱାଗତ କରିଥିଲେ ବି କେବଳ ସ୍କୁଲରେ ପାଠ ପଢ଼ି ଜେଇଇ ଓ ନିଟ୍ ଭଳି ପରୀକ୍ଷାରେ କୃତକାର୍ଯ୍ୟ ହେବା ସହଜ ନୁହେଁ ବୋଲି କହିଛନ୍ତିContinue reading “କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ ପିଲାଙ୍କୁ ମିଳୁ କୋଚିଂ ପାଇଁ ଅନୁମତି”
ଧର୍ମେନ୍ଦ୍ରଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ । ଓଡିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବ କେନ୍ଦ୍ର
କନକ ବ୍ୟୁରୋ : ଓଡିଶାରୁ ଅଧିକ ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି କରି ଆସୁଥିଲେ ରାଜ୍ୟ ସରକାର । ଏହାକୁ ବିଜେଡି ବିଭିନ୍ନ ସମୟରେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଘେରିଛି । ହେଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ଗତ ୧୬ତାରିଖରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅବଗତ କରିବା ପରେ ସେ ତତ୍ପରତା ଦେଖାଛନ୍ତି । ଧର୍ମେନ୍ଦ୍ରଙ୍କ ଅନୁରୋଧକୁ ରକ୍ଷା କରି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଓଡିଶାରୁContinue reading “ଧର୍ମେନ୍ଦ୍ରଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ । ଓଡିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବ କେନ୍ଦ୍ର”
ଦ୍ୱିତୀୟ ଦିନରେ ବି ଅଶାୟୀଙ୍କ ଧାରଣା: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ
କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଜାରି ରହିଛି ଚାକିରି ଆଶାୟୀ ଆନ୍ଦୋଳନ । କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି । କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରୀ ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ସେପଟେ ଏହାକୁ ନେଇ ସଫେଇ ରଖିଛି ଓସେପା । କର୍ତୁପକ୍ଷ କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଆଡମିଟ୍ କାର୍ଡ । ବର୍ଷ ବର୍ଷContinue reading “ଦ୍ୱିତୀୟ ଦିନରେ ବି ଅଶାୟୀଙ୍କ ଧାରଣା: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ”
ବାର୍ଷିକ ଶିକ୍ଷାସ୍ତର ରିପୋର୍ଟରେ ଜଣାପଡିଲା ଗ୍ରାମାଂଚଳ ପିଲାଙ୍କ ପସନ୍ଦ: ସବୁଠୁ ଅଧିକ ପସନ୍ଦ, ପୁଲିସ, ଶିକ୍ଷକ, ଡାକ୍ତର, ସୈନିକ ଚାକିରି
କନକ ବ୍ୟୁରୋ: କେଉଁ ଚାକିରି ପାଇଁ ଆଗ୍ରହୀ ଗ୍ରାମାଂଚଳର ଯୁବକ ଯୁବତୀ । ପୋଲିସ କିମ୍ବା ସେନା ବିଭାଗରେ ନିଯୁକ୍ତି ପାଇଁ ପୁଅମାନେ ଇଛା ପ୍ରକାଶ କରୁଥିବା ବେଳେ ଶିକ୍ଷକ ଓ ଡାକ୍ତର ହେବା ଲକ୍ଷ୍ୟରେ ପାଠ ପଢୁୁଛନ୍ତି ଝିଅ । ଅସର ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ କହୁଛି, ପୁଲିସ ଚାକିରି କରିବା ପାଇଁ ଉଭୟ ପୁଅ ଓ ଝିଅମାନେ ଆଗ୍ରହୀ ରହୁଛନ୍ତି । ଗାଁ ପିଲାଙ୍କ ଚାକିରି ପସନ୍ଦ ପୋଲିସ ଶିକ୍ଷକ ଡାକ୍ତର ସୈନିକContinue reading “ବାର୍ଷିକ ଶିକ୍ଷାସ୍ତର ରିପୋର୍ଟରେ ଜଣାପଡିଲା ଗ୍ରାମାଂଚଳ ପିଲାଙ୍କ ପସନ୍ଦ: ସବୁଠୁ ଅଧିକ ପସନ୍ଦ, ପୁଲିସ, ଶିକ୍ଷକ, ଡାକ୍ତର, ସୈନିକ ଚାକିରି”
ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି: ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟମୂର୍ତ୍ତିର ନୂଆ ଫଟୋ
କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭକ୍ତଙ୍କ ଭିତରେ ବଢ଼ୁଛି ଉକ୍ରଣ୍ଠା । ଏହି ଉକ୍ରଣ୍ଠା ଭିତରେ ଭକ୍ତ ଦେଖିଛନ୍ତି ଶ୍ରୀରାମଙ୍କ ସୌମ୍ୟରୂପ । ମନ୍ଦିରର ଗର୍ଭଗୃହରେ ବିରାଜିତ ରାମଲଲାଙ୍କ ପ୍ରଥମ ଓ ଭବ୍ୟ ପ୍ରତିମୂର୍ତି ସାମ୍ନାକୁ ଆସିଛି । ସେପଟେ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ନୀତିନୀୟମ ପାଳନ କରି ଆସୁଛନ୍ତି । ସେପଟେ ଅଯୋଧ୍ୟର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦୀପୋଉତ୍ସବ ପାଳନContinue reading “ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି: ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟମୂର୍ତ୍ତିର ନୂଆ ଫଟୋ”