କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ନଡ୍ଡାଙ୍କ ଉପରେ ଆକ୍ରମଣ ହେବାର କିଛି ଦିନ ମଧ୍ୟରେ ଦିଦିଙ୍କ ଗଡରେ ପଶିଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା । ସେ ଆଜି ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ମିଶନ ଦୁଇ ଶହ ପ୍ଲସContinue reading “ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ମେଦିନି ପୁରରେ ବିଶାଳ ରାଲି ଓ ଜନସଭା । ସାମିଲ ହେଲେ ଟିଏମସି ସାଂସଦ ସୁନିଲ ମଣ୍ଡଳ ଓ ଦଳ ଛାଡ଼ିଥିବା ଶୁଭେନ୍ଦୁ ଅଧିକାରୀ”
Tag Archives: News
ରାଉରକେଲା ହୋଟଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ: ୧୨ ଜଣଙ୍କୁ ଗିରଫ ସହ ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ପୁଲିସ
କନକ ବ୍ୟୁରୋ: ରାଉରକେଲାରେ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ । ପ୍ଲାଂଟ ସାଇଟ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛନ୍ତି । ୧୨ ଜୁଆଡିଙ୍କୁ ଗିରଫ କରାଯାଇଛି । ଏହା ସହ ନଗଦ ୧୨ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ୧୫ ମୋବାଇଲ ଫୋନ ସହ ୨ କାର, ୫ ବାଇକ ମଧ୍ୟ ଜବତ କରିଯାଇଛି । ସେହିପରି ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।Continue reading “ରାଉରକେଲା ହୋଟଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ: ୧୨ ଜଣଙ୍କୁ ଗିରଫ ସହ ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ପୁଲିସ”
ଏଣିକି ୧୦୦ ଟଙ୍କାରେ ପୁରୀରେ ରହିପାରିବେ ପର୍ଯ୍ୟଟକ : ବାସେଳୀ ସାହି ଥାନା ନିକଟରେ ଭକ୍ତ ନିବାସ ପାଇଁ ଜାଗା ଚିହ୍ନଟ
କନକ ବ୍ୟୁରୋ : ଏଣିକି ପୁରୀକୁ ଗଲେ ଶସ୍ତା ରହିପାରିବେ ପର୍ଯ୍ୟଟକ । ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହଣୀ କରିପାରିବେ । ଭକ୍ତ ନିବାସ ପାଇଁ ପୁରୀ ବାସେଳୀ ସାହି ଥାନା ନିକଟରେ ଜାଗା ଚିହ୍ନଟ ହୋଇଛି । ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ୩ରୁ ୪ ହଜାର ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା ହେଉଛି । ଭକ୍ତ ନିବାସରେ ରହିବା ପାଇର୍ ବେଡ଼ ପିଛାContinue reading “ଏଣିକି ୧୦୦ ଟଙ୍କାରେ ପୁରୀରେ ରହିପାରିବେ ପର୍ଯ୍ୟଟକ : ବାସେଳୀ ସାହି ଥାନା ନିକଟରେ ଭକ୍ତ ନିବାସ ପାଇଁ ଜାଗା ଚିହ୍ନଟ”
ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କେଳାଙ୍କାରୀ । ମାଲିକ ଦୁର୍ଗା ମିଶ୍ରଙ୍କ ଭଞ୍ଜନଗର ବାସଭବନରେ ଛତିଶଗଡ ପୋଲିସର ଚଢାଉ । ପୁଅ କାଳୀ, ଭାଇ ଉପେନ୍ଦ୍ର ଓ କର୍ମଚାରୀ ଦୁର୍ଗା ଷଡଙ୍ଗୀଙ୍କ ନାମରେ ଗିରଫ୍ ପରୱାନା
କନକ ବ୍ୟୁରୋ : ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାଲିକ ଦୁର୍ଗା ମିଶ୍ରଙ୍କ ଭଂଜନଗର ଘରେ ଛତିଶଗଡ଼ ପୁଲିସ । ବେଆଇନ୍ ଅର୍ଥ କାରବାରରେ କୋଟି କୋଟି ଟଙ୍କା ଆତ୍ମ ସାତ କରି ଭଂଜନଗର ଅଚଂଳରେ ପ୍ରାୟ କୋଟି କୋଟି ଟଙ୍କାର ଜମି ଓ ଘର ବାରି ନିର୍ମାଣ କରିଥିଲେ ଦୁର୍ଗା ମିଶ୍ର । ତାହାର ଖୋଜ ଖବର ନେଇ ଗତ କାଲି ଭଂଜନଗର ପହଚିଂଥିଲେ ଛତିଶଗଡ଼ପୋଲିସର ଟିମ୍ । ଦାନ୍ତେୱାଡ଼ା ଜିଲ୍ଲାର ଗିଦାମ୍ ଥାନାରେ ରୁଜୁ ହୋଇଥିବାContinue reading “ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କେଳାଙ୍କାରୀ । ମାଲିକ ଦୁର୍ଗା ମିଶ୍ରଙ୍କ ଭଞ୍ଜନଗର ବାସଭବନରେ ଛତିଶଗଡ ପୋଲିସର ଚଢାଉ । ପୁଅ କାଳୀ, ଭାଇ ଉପେନ୍ଦ୍ର ଓ କର୍ମଚାରୀ ଦୁର୍ଗା ଷଡଙ୍ଗୀଙ୍କ ନାମରେ ଗିରଫ୍ ପରୱାନା”
ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନି ପୁରରେ କରିବେ ବିଶାଳ ରାଲି । କୃଷି ଆଇନ ନେଇ ଚାଷୀଙ୍କୁ ବୁଝାଇବେ ଶାହା । ଏପଟେ ଦଳ ଛାଡ଼ୁଥିବା ଟିଏମସି ନେତାଙ୍କ ବଢ଼ୁଛି ସଂଖ୍ୟା
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ପହଂଚିଛନ୍ତି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ମେଦିନାପୁରରେ ଆଜି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବେ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି । ଏହା ପରେContinue reading “ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନି ପୁରରେ କରିବେ ବିଶାଳ ରାଲି । କୃଷି ଆଇନ ନେଇ ଚାଷୀଙ୍କୁ ବୁଝାଇବେ ଶାହା । ଏପଟେ ଦଳ ଛାଡ଼ୁଥିବା ଟିଏମସି ନେତାଙ୍କ ବଢ଼ୁଛି ସଂଖ୍ୟା”
ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରୁ ସାବରମତୀ ରିଭର ମଧ୍ୟରେ ୨୭ ଡିସେମ୍ବରରୁ ଆରମ୍ଭ ହେବ ସି-ପ୍ଲେନ୍ ଯାତ୍ରା । ସ୍ପାଇସ୍ ଜେଟ୍ କହିଲା ଆସନ୍ତା କାଲି ଠାରୁ ବୁକିଂ
କନକ ବ୍ୟୁରେ : ସ୍ପାଇସ୍ ଜେଟ୍ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ଠାରୁ ସାବରମତୀର ରିଭର ଫ୍ରଣ୍ଟ ମଧ୍ୟରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ କରିବ ସି-ପ୍ଲେନ ସେବା । ଏନେଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା କେବାଡିଆ ନିକଟ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ରୁ ଅହମଦାବାଦର ସାବରମତୀ ରିଭର ଫ୍ରଣ୍ଟ ମଧ୍ୟରେ ଚଳିତ ମାସ ୨୭ ତାରିଖ ଠାରୁ ସି-ପ୍ଲେନ ଉଡାଣ ଆରମ୍ଭ କରିବ । ଏନେଇContinue reading “ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରୁ ସାବରମତୀ ରିଭର ମଧ୍ୟରେ ୨୭ ଡିସେମ୍ବରରୁ ଆରମ୍ଭ ହେବ ସି-ପ୍ଲେନ୍ ଯାତ୍ରା । ସ୍ପାଇସ୍ ଜେଟ୍ କହିଲା ଆସନ୍ତା କାଲି ଠାରୁ ବୁକିଂ”
ସିବିଆଇ କାର୍ଯ୍ୟାଳୟ ପରେ ଏବେ ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ସୁନା ଚୋରୀ । ୧ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରୀ ନେଇ ଅଭିଯୋଗ
କନକ ବ୍ୟୁରୋ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରୀ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୋଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି । ଜାମନଗର ଡିଭିଜନ ର ପୋଲିସ ଅଧିକାରୀ କହିଛନ୍ତି କି ଏହିContinue reading “ସିବିଆଇ କାର୍ଯ୍ୟାଳୟ ପରେ ଏବେ ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ସୁନା ଚୋରୀ । ୧ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରୀ ନେଇ ଅଭିଯୋଗ”
ଆସୋଚାମର ସ୍ଥାପନା ସପ୍ତାହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶର ସାମୁହିକ ବିକାଶ ପାଇଁ ସରକାର ଜାରି ରଖିଛନ୍ତି ଉଦ୍ୟମ। ବିକାଶର ଧାରା ଜାରି ରଖିବାକୁ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ରୋଡ ମ୍ୟାପ୍
କନକ ବ୍ୟୁରେ : ଆସୋଚାମର ସ୍ଥାପନା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ସାମୁହିକ ବିକାଶ ପାଇଁ ସରକାର ଯୋଜନାବଦ୍ଧ ଭାବେ ଉଦ୍ୟମ ଜାରି ରଖିଛନ୍ତି । ବିକାଶର ଧାରା ଜାରି ରଖିବାକୁ ସରକାର ନୂଆ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଆତ୍ମ ନିର୍ଭର ଭାରତ ଦେଶବାସୀଙ୍କର ମୂଳ ଲକ୍ଷ୍ୟ ହେବାContinue reading “ଆସୋଚାମର ସ୍ଥାପନା ସପ୍ତାହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶର ସାମୁହିକ ବିକାଶ ପାଇଁ ସରକାର ଜାରି ରଖିଛନ୍ତି ଉଦ୍ୟମ। ବିକାଶର ଧାରା ଜାରି ରଖିବାକୁ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ରୋଡ ମ୍ୟାପ୍”
ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ : ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ; କୌଣସି ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ଦୁଇ ଅଙ୍କ
କନକ ବ୍ୟୁରୋ : ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ । ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ । କୌଣସି ବି ବ୍ୟାଟସ ମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ ଛୁଇଁପାରିନାହାନ୍ତି । ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ ଦ୍ୱିତୀୟ ଇନିଂସ ରନ୍Continue reading “ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ : ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ; କୌଣସି ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ଦୁଇ ଅଙ୍କ”
୩ରୁ ୭ ଯାଏଁ ସମଲେଶ୍ୱରୀ ଦର୍ଶନ କରିବେ ଜିଲ୍ଲାବାସୀ । ୭ପରେ ବାହାର ଜିଲ୍ଳା ଭକ୍ତ କରିପାରିବେ ମା’ଙ୍କ ଦର୍ଶନ
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ଜାନୁୟାରୀ ୩ ତାରିଖରୁ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ୩ରୁ ୭ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲାବାସୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ୭ ତାରିଖ ପରେ ବାହାର ଜିଲ୍ଳାବାସୀଙ୍କ ମାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ । ତେବେ ଦର୍ଶନ ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଫୁଲ କିମ୍ବା ଭୋଗContinue reading “୩ରୁ ୭ ଯାଏଁ ସମଲେଶ୍ୱରୀ ଦର୍ଶନ କରିବେ ଜିଲ୍ଲାବାସୀ । ୭ପରେ ବାହାର ଜିଲ୍ଳା ଭକ୍ତ କରିପାରିବେ ମା’ଙ୍କ ଦର୍ଶନ”