ଆନ୍ଦୋଳନ ମଧ୍ୟରେ ଆଖୁ ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ୩୫୦୦ କୋଟିର ରପ୍ତାନି ରିଆତି, ୧୮ ହଜାର କୋଟିର ରପ୍ତାନି ଲାଭ

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଆଜିକୁ ୨୧ ଦିନ ହେବ ହଜାର ହଜାର ସଂଖ୍ୟାରେ କୃଷକ ସରକାରଙ୍କ ନୂତନ କୃଷିବିଲ୍ ବିରୋଧ କରି ଆନ୍ଦୋଳନରେ ବସିଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କୁ ବଡ ଉପହାର ଦେଇଛନ୍ତି । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଓ ରବିଶଂକର ପ୍ରସାଦ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି କି ଦେଶରେ ଆଖୁଚାଷୀଙ୍କ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ବଡ ଯୋଜନା ପ୍ରସ୍ତୁତContinue reading “ଆନ୍ଦୋଳନ ମଧ୍ୟରେ ଆଖୁ ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ୩୫୦୦ କୋଟିର ରପ୍ତାନି ରିଆତି, ୧୮ ହଜାର କୋଟିର ରପ୍ତାନି ଲାଭ”

ସ୍ୱାଭିମାନ ଅଞ୍ଚଳରେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ହେବ ସ୍ୱତନ୍ତ୍ର ସ୍କୁଲ । ମାଲକାନଗିରିର ବଣ୍ଡାଘାଟି, ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ହବ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ। ଆଗାମୀ ୪ ମାସ ମଧ୍ୟରେ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ସେନ୍ସସ କରାଯାଇ ଭିନ୍ନକ୍ଷମ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଲାଗି ଅଣ୍ଟା ଭିଡିଛି ଭିନ୍ନକ୍ଷମ କମିଶନ। ବିଶେଷ କାରି ମାଲକାନଗିରି ଜିଲ୍ଲାର ଭିନ୍ନକ୍ଷମ ମାନେ ନିଜ ଅଧିକାର ସମ୍ପର୍କରେ ଅବଗତ ନ ଥିବାରୁ ସରକାରୀ ସୁବିଧା ର ଲାଭ ଉଠାଇ ପାରୁ ନାହାନ୍ତି, ତେଣୁ ସ୍ୱାଭିମାନ ଅଂଚଳ, ବଣ୍ଡା ଘାଟି ସହ ପୁରାContinue reading “ସ୍ୱାଭିମାନ ଅଞ୍ଚଳରେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ହେବ ସ୍ୱତନ୍ତ୍ର ସ୍କୁଲ । ମାଲକାନଗିରିର ବଣ୍ଡାଘାଟି, ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ”

ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର । ନିଦ ବଟିକା ଖାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । 

କନକ ବ୍ୟୁରୋ : ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏସସିବିରେ ତାଙ୍କ ଚିକିତ୍ସା ଜାରି ରହିଛି । ଆଜି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁContinue reading “ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର । ନିଦ ବଟିକା ଖାଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । “

ନୂଆ ମେଡିକାଲ କଲେଜ ଖୋଲିବା ନେଇ କ୍ୟାବିନେଟ ନିଷ୍ପତି ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ବିଜେପି କହିଲା, ୬୦ ପ୍ରତିଶତ ଅର୍ଥ ଦେଉଛି କେନ୍ଦ୍ର, ରାଜ୍ୟ ଦେଉଛି ୪୦ । 

କନକ ବ୍ୟୁରୋ : ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ବିଜେପି କହିଛି, ଏ ନେଇ  ସରକାରଙ୍କ କୌଣସି ବଜେଟ ନାହିଁ କି ଇଚ୍ଛା ନାହିଁ । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ହଡପ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ସେପେଟ ବିଜେଡି କହିଛି ସଂଘୀୟ ବ୍ୟବସ୍ଥାରେ ଏଭଳି ହୁଏ ।  ରାଜ୍ୟଠାରୁ କେନ୍ଦ୍ର ବିContinue reading “ନୂଆ ମେଡିକାଲ କଲେଜ ଖୋଲିବା ନେଇ କ୍ୟାବିନେଟ ନିଷ୍ପତି ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ବିଜେପି କହିଲା, ୬୦ ପ୍ରତିଶତ ଅର୍ଥ ଦେଉଛି କେନ୍ଦ୍ର, ରାଜ୍ୟ ଦେଉଛି ୪୦ । “

ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ । ଫେସବୁକରେ ସେୟାର କଲେ ଲାଇଭ ଭିଡିଓ ।

କନକ ବ୍ୟୁରୋ : ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ ହସ୍ପିଟାଲ ନିଆଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫେସବୁକ ପେଜରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀContinue reading “ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ । ଫେସବୁକରେ ସେୟାର କଲେ ଲାଇଭ ଭିଡିଓ ।”

ଝିଅକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଶୁଣି ଭୋ ଭୋ ହୋଇ କାନ୍ଦିଲେ ପରୀର ମାଆ । ଦାବି କଲେ ସିବିଆଇ ତଦନ୍ତ ।

କନକ ବ୍ୟୁରୋ : କୁନି ଝିଅ ପରୀକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଶୁଣି ଭୋ ଭୋ ହୋଇ କାନ୍ଦିଲେ ପରୀର ମାଆ । ଏତେ ଛୋଟ ଝିଅ ସହ ଏଭଳି କାଣ୍ଡ କରିଥିବା ଅଭିଯୁକ୍ତକୁ କଡା ଦଣ୍ଡ ଦେବା ପାଇଁ ପରୀର ପରିବାର ଲୋକ ଦାବି କରିଛନ୍ତି । ଏବେ ଏସଆଇଟି ତଦନ୍ତ କରୁଥିବା ବେଳେ ପରୀର ବାପା-ମାଆ ସିବିଆଇ ତଦନ୍ତ ଦାବି କରିଛନ୍ତି । ଆଜି ପରୀ ହତ୍ୟା ମାମଲାରେ ଚାଂଚଲ୍ୟକର ଖୁଲାସାContinue reading “ଝିଅକୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଶୁଣି ଭୋ ଭୋ ହୋଇ କାନ୍ଦିଲେ ପରୀର ମାଆ । ଦାବି କଲେ ସିବିଆଇ ତଦନ୍ତ ।”

ପରୀ ହତ୍ୟା ମାମଲାର ଅଭିଯୁକ୍ତ ଚିହ୍ନଟ । ଅଭିଯୁକ୍ତ ଯଦୁପୁର ଗାଁର ହୋଇଥିବା ସୂଚନା । କିଛି ସମୟ ପରେ ଅଧିକ ତଥ୍ୟ ଦେଇପାରେ ଏସଆଇଟି

କନକ ବ୍ୟୁରୋ :ପରୀ ମୃତ୍ୟୁ ପାଇଁ ଆଉ ପ୍ରାୟଶ୍ଚିତ କରିବେ ନାହିଁ ମନ୍ତ୍ରୀ ଅରୁଣ ସାହୁ । ପରୀ ହତ୍ୟାକାରୀକୁ ଚିହ୍ନଟ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା । ପରୀ ହତ୍ୟାକାରୀ ଯଦୁପୁର ଗାଁର । ଏନେଇ କିଛି ସମୟରେ ଅଧିକ ତଥ୍ୟ ପ୍ରକାଶ କରିବ ଏସଆଇଟି । ପରୀ ମୃତ୍ୟୁର ୮ ମାସରେ ହତ୍ୟାକାରୀକୁ ଚିହ୍ନଟ କରିଛି ଏସଆଇଟି । ପରୀକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା କଥା ଏସଆଇଟି ତରଫରୁ ହାଇକୋର୍ଟରେContinue reading “ପରୀ ହତ୍ୟା ମାମଲାର ଅଭିଯୁକ୍ତ ଚିହ୍ନଟ । ଅଭିଯୁକ୍ତ ଯଦୁପୁର ଗାଁର ହୋଇଥିବା ସୂଚନା । କିଛି ସମୟ ପରେ ଅଧିକ ତଥ୍ୟ ଦେଇପାରେ ଏସଆଇଟି”

‘ପରୀ’ ହତ୍ୟା ମାମଲାରେ ବଡ ଖୁଲାସା । ପରୀକୁ ଯୌନ ନିର୍ଯାତନା ପରେ କରାଯାଇଛି ହତ୍ୟା!

କନକ ବ୍ୟୁରୋ : ହାଇକୋର୍ଟରେ ପରୀ ମୃତ୍ୟୁ ତଦନ୍ତର ରିପୋର୍ଟ ଦାଖଲ । ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍୍ । ତେବେ ହତ୍ୟା ପୂର୍ବରୁ ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ପରୀର ମୃତଦେହ ଉଲ୍ଲଗ୍ନ ଅବସ୍ଥାରେ ମିଳିଥିଲା । ପରୀର ପୋଷାକ ମଧ୍ୟ ପାଇଛି ତଦନ୍ତକାରୀ ଟିମ୍ । ପୋଷାକରେ ସିମେନ ମଧ୍ୟ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଜୁଲାଇ ୨୩ରେ ନୟାଗଡ ଯଦୁପୁରରୁContinue reading “‘ପରୀ’ ହତ୍ୟା ମାମଲାରେ ବଡ ଖୁଲାସା । ପରୀକୁ ଯୌନ ନିର୍ଯାତନା ପରେ କରାଯାଇଛି ହତ୍ୟା!”

କାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ଜାଣନ୍ତୁ କିଏ ପାଇଲେ ସ୍ଥାନ, କିଏ ପଡିଲେ ବାଦ୍?

କନକ ବ୍ୟୁରୋ : କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଡେ’ ନାଇଟ ଟେଷ୍ଟ । ଏହି ପ୍ରଥମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ତେବେ ଏହି ଟେଷ୍ଟ ମ୍ୟାଚରେ ରିଷବ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବେ । ଏହାସହ ଶୁଭମନ ଗିଲଙ୍କୁ ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ମିଳିନାହିଁ । ତେବେ ଦଳରେ ରୋହିତ ଶର୍ମାଙ୍କContinue reading “କାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ଜାଣନ୍ତୁ କିଏ ପାଇଲେ ସ୍ଥାନ, କିଏ ପଡିଲେ ବାଦ୍?”

କଟକରେ ପୁଣି ନକଲି କାରଖାନା ଠାବ : ଜଗତପୁରରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କଲା କମିସନରେଟ ପୁଲିସ

କନକ ବ୍ୟୁରୋ : କଟକରେ ପୁଣି ନକଲି କାରଖାନା ଠାବ । ଜଗତପୁର ସ୍ଥିତ ଉମାଶଙ୍କର ଭବନରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି ପୁଲିସ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁରେ ଗୁଟଖା ତିଆରି କରାଯାଇ ବଜାରକୁ ଛଡାଯାଉଥିଲା । ଏନେଇ କମିସନରେଟ ପୁଲିସ ଓ ଜୋନ ଏସିପି ଖବର ପାଇ ଚଢାଉ କରିବ ବିପୁଳ ପରିମାଣର ଗୁଟଖାକୁ ଜବତ କରିଛନ୍ତି । ଏହା ସହ ପ୍ୟାକିଂରେ ବ୍ୟବହୃତ ହେଉଥିବା ସମସ୍ତContinue reading “କଟକରେ ପୁଣି ନକଲି କାରଖାନା ଠାବ : ଜଗତପୁରରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କଲା କମିସନରେଟ ପୁଲିସ”

Design a site like this with WordPress.com
Get started