କେହି ରହିବେନି ବେରୋଜଗାର । କରୋନା କାଳରେ ଚାକିରି ହରାଇ ଥିବା ଲୋକଙ୍କୁ ସୋନୁ ଦେବେ ଇ-ରିକ୍ସା

କନକ ବ୍ୟୁରୋ : ଗରିବଙ୍କ ପାଇଁ ସେ ହେଉଛନ୍ତି ଭଗବାନ । ଏକଥା ଆମେ କହୁନୁ ଏକଥାକୁ ସେ ନିଜେ ହିଁ ପ୍ରମାଣ କରୁଛନ୍ତି । ଥରେ ନୁହେଁ କି ଦିଥର ନୁହେଁ ଅନେକ ଥର ଏହି କଥାକୁ ପ୍ରମାଣ କରି ସେ ନିଜର ମହାନତା ଦେଖାଇଛନ୍ତି । ଏବେ ପୁଣି ଏଭଳି ମହାନ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ସୋନୁ ସୁଦ । କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବେContinue reading “କେହି ରହିବେନି ବେରୋଜଗାର । କରୋନା କାଳରେ ଚାକିରି ହରାଇ ଥିବା ଲୋକଙ୍କୁ ସୋନୁ ଦେବେ ଇ-ରିକ୍ସା”

କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହେଲା ନ୍ୟୁଜିଲାଣ୍ଡ । ଖବର ପାଇ ଖୁସିରେ ନାଚି ଉଠିଲେ ପ୍ରଧାନମନ୍ତ୍ରୀ । ହଟାଇ ଦିଆଗଲା ସମ୍ପୁର୍ଣ୍ଣ କରୋନା କଟକଣା

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛି । ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେନ୍ ଖୁସିରେ ନାଚିଛନ୍ତି । ଏବେ ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଖବର ଆସିବା ପରେ ସରକାରଙ୍କ ତରଫରୁ ଲଗାଯାଇଥିବା କରୋନା କଟକଣା ସମ୍ପୁର୍ଣ୍ଣ ପ୍ରତ୍ୟାହାର କରାଯାଇଛି । ଯେମିତିContinue reading “କରୋନାରୁ ସମ୍ପୁର୍ଣ୍ଣ ମୁକ୍ତ ହେଲା ନ୍ୟୁଜିଲାଣ୍ଡ । ଖବର ପାଇ ଖୁସିରେ ନାଚି ଉଠିଲେ ପ୍ରଧାନମନ୍ତ୍ରୀ । ହଟାଇ ଦିଆଗଲା ସମ୍ପୁର୍ଣ୍ଣ କରୋନା କଟକଣା”

ସ୍ୱାଭିମାନ ଅଂଚଳରେ ପୁଲିସ ମହାନିର୍ଦ୍ଦେଶକ : ହନ୍ତଳାଗୁଡା ବିଏସଏଫ କ୍ୟାମ୍ପରେ ଯବାନଙ୍କ ମନୋବଳ ବଢାଇଲେ ଡିଜି ଅଭୟ କୁମାର

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ପୁଲିସ ଡିଜି ଅଭୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ଡିଜିପି । ଗତକାଲି ଏନକାଉଂଟର ପରେ ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଡିଜି ସ୍ୱାଭିମାନ ଅଂଚଳ ଗସ୍ତ କରିଛନ୍ତି । ମାଓ ଅପରେସନ ନେଇ ଯବାନଙ୍କ ସହ ଆଲୋଚନା କରୁଛନ୍ତି । ଗତକାଲି ସ୍ୱାଭିମାନ ଅଂଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ସର୍ଚ୍ଚContinue reading “ସ୍ୱାଭିମାନ ଅଂଚଳରେ ପୁଲିସ ମହାନିର୍ଦ୍ଦେଶକ : ହନ୍ତଳାଗୁଡା ବିଏସଏଫ କ୍ୟାମ୍ପରେ ଯବାନଙ୍କ ମନୋବଳ ବଢାଇଲେ ଡିଜି ଅଭୟ କୁମାର”

ସମୁଦ୍ର କୂଳରେ ପଡିରହିଛି ୨୭୨ ଟି ସିଲ୍ ଙ୍କ ମୃତ ଦେହ । ଚିନ୍ତାରେ ପରିବେଶ ବିଜ୍ଞାନୀ । ଖୋଜୁଛନ୍ତି ମୃତ୍ୟୁର କାରଣ

କନକ ବ୍ୟୁରୋ : ଋଷର ସବୁଠାରୁ ସୁନ୍ଦର ବେଳାଭୂମୀ କୁହାଯାଉଥିବା କାସ୍ପିଆନ ବେଳାଭୂମୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା   । ଏହି ବେଳାଭୂମୀର ଗୋଟିଏ ସ୍ଥାନରେ ପଡି ରହିଛି ୨୭୨ ଟି ସିଲ୍ ଙ୍କ ମୃତଦେହ । ଏକା ସାଙ୍ଗରେ ଏତେ ସଂଖ୍ୟକ ସିଲ୍ ଙ୍କ ମୃତ୍ୟୁ କିଭଳି ଓ କେଉଁ କାରଣରୁ ଘଟିଲା ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶ ବିଜ୍ଞାନୀ ମାନେ । ଚାରିପଟୁ ସ୍ଥଳଭାଗ ଥିବା ଏହି ସାଗର କୂଳରେ ସିଲଙ୍କContinue reading “ସମୁଦ୍ର କୂଳରେ ପଡିରହିଛି ୨୭୨ ଟି ସିଲ୍ ଙ୍କ ମୃତ ଦେହ । ଚିନ୍ତାରେ ପରିବେଶ ବିଜ୍ଞାନୀ । ଖୋଜୁଛନ୍ତି ମୃତ୍ୟୁର କାରଣ”

ତୃଣମୂଳ କଂଗ୍ରେସ ନେତାଙ୍କ ଅଭିଯୋଗ । ଭଡାରେ ଲୋକ ଆଣି ପଶ୍ଚିମବଙ୍ଗରେ ହିଂସା କରୁଛି ବିଜେପି । ଆବଶ୍ୟକ ପଡିଲେ କରିପାରେ ମମତାଙ୍କୁ ହତ୍ୟା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ପୂର୍ବରେ ରାଜ୍ୟରେ ଯେଭଳି ହିଂସାର ବାତାବରଣ ଦେଖା ଦେଇଛି ତାହାକୁ ନେଇ କେହି ବି ଅନୁମାନ କରିପାରେ ନିର୍ବାଚନ ତାରିଖ ଘୋଷଣା ସରିଲେ ଏଠାରେ ସ୍ଥିତି କିଭଳି ରହିବ    । ବିଶେଷ କରି ବାମଦଳର ଆସନ କମିବା ପରେ ସେଠାରେ ରାଜ୍ ଚଳାଇଛନ୍ତି ତଥା କଥିତ ଦିଦି ବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ଶାସନContinue reading “ତୃଣମୂଳ କଂଗ୍ରେସ ନେତାଙ୍କ ଅଭିଯୋଗ । ଭଡାରେ ଲୋକ ଆଣି ପଶ୍ଚିମବଙ୍ଗରେ ହିଂସା କରୁଛି ବିଜେପି । ଆବଶ୍ୟକ ପଡିଲେ କରିପାରେ ମମତାଙ୍କୁ ହତ୍ୟା”

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର: ସବୁ ସୀମାରେ ଚାଷୀଙ୍କ ଆମରଣ ଅନଶନ; ସଂଧ୍ୟା ୫ଟା ଯାଏଁ ଚାଲିବ ଅନଶନ

କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଲକଜାମ ଦେଖିବାକୁ ମିଳିବ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ  ସକାଳ ୮ଟାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଦିଲ୍ଲୀକୁ ଲାଗିଥିବା ବିଭିନ୍ନ ସୀମାରେ ଏହି ଆମରଣ ଅନଶନ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ ।Continue reading “ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର: ସବୁ ସୀମାରେ ଚାଷୀଙ୍କ ଆମରଣ ଅନଶନ; ସଂଧ୍ୟା ୫ଟା ଯାଏଁ ଚାଲିବ ଅନଶନ”

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି: ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ଦିଆଗଲା କ୍ଷମତା; ବିଭିନ୍ନ ଅଂଶୀଦାର ସହ ଆଲୋଚନା କରି ନିଷ୍ପତି ନେବେ ଜିଲ୍ଲାପାଳ

କନକ ବ୍ୟୁରୋ: ରାଜ୍ୟରେ ଧର୍ମାନୁ୍ଷ୍ଠାନ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତ ୯ ମାସ ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାଣଙ୍କ ପାଇଁ ଖୋଲିବାକୁ ଯାଉଛି । ବିଭିନ୍ନ ଜିଲ୍ଲାର ଧର୍ମପୀଠ ଗୁଡିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ କରି ସୂଚନା ଦେଇଛନ୍ତି । State govt have earlier empowered Collectors to take local level decisions toContinue reading “ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି: ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ଦିଆଗଲା କ୍ଷମତା; ବିଭିନ୍ନ ଅଂଶୀଦାର ସହ ଆଲୋଚନା କରି ନିଷ୍ପତି ନେବେ ଜିଲ୍ଲାପାଳ”

ବୌଦ୍ଧ ଏସପିଙ୍କ ମୁହଁରେ ଅପହରଣର କାହାଣୀ: ଭୁବନେଶ୍ୱରରୁ କେମିତି ହୋଇଥିଲା ଇନୋଭା ଗାଡ଼ି ହାଇଜାକ୍? କହିଲେ ନୟାଗଡ଼ରେ ଅପରାଧ ଯୋଜନା କରିଥିଲେ ଦୁର୍ବୃତ

କନକ ବ୍ୟୁରୋ: ବୌଦ୍ଧରୁ ଆସିଛି ଅପହରଣ ଉଦ୍ୟମର ନିଆରା କାହାଣୀ। ଆଶ୍ଚର୍ଯ୍ୟଜନକ ଭାବେ କାର ହାଇଜାକ କରିନେଲେ ଦୁର୍ବୃତ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକContinue reading “ବୌଦ୍ଧ ଏସପିଙ୍କ ମୁହଁରେ ଅପହରଣର କାହାଣୀ: ଭୁବନେଶ୍ୱରରୁ କେମିତି ହୋଇଥିଲା ଇନୋଭା ଗାଡ଼ି ହାଇଜାକ୍? କହିଲେ ନୟାଗଡ଼ରେ ଅପରାଧ ଯୋଜନା କରିଥିଲେ ଦୁର୍ବୃତ”

ଉପବାସରେ ଅନ୍ନଦାତା । ଭବିଷ୍ୟତକୁ ସଦୃଢ କରିବାକୁ ଉପବାସ ରହି ଅନଶନରେ ବସିଛନ୍ତି କୃଷକ । ଜିଦରେ ଅଟଳ ସରକାର

କନକ ବ୍ୟୁରୋ : ଜୀବନ ପାଇଁ ଖାଦ୍ୟର ଆବଶ୍ୟକତା କେତେ ଜରୁରୀ ତାହା ଏକା ଭୋକିଲା ପେଟ ହିଁ କହିପାରିବ । ହେଲେ ସେହି ଭୋକ ବେଳେ ଆମେ ଯାହା ବି ଖାଇଥାଉ ତାହାର ଉତ୍ପାଦନ କୃଷକ ମାନେ କରିଥା’ନ୍ତି । ସାରା ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଉଥିବା କୃଷକ ଆଜି ନିଜେ ଉପବାସରେ ରହି ନିଜର ହକ୍ ଓ ଅଧିକାର ପାଇଁ ଗୁହାରୀ କରୁଛି । ଏକଥା ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ନିନ୍ଦନୀୟ ଘଟଣାContinue reading “ଉପବାସରେ ଅନ୍ନଦାତା । ଭବିଷ୍ୟତକୁ ସଦୃଢ କରିବାକୁ ଉପବାସ ରହି ଅନଶନରେ ବସିଛନ୍ତି କୃଷକ । ଜିଦରେ ଅଟଳ ସରକାର”

ବଲାଙ୍ଗୀରରେ ହ୍ୱାଟ୍ସଆପ୍ ଜରିଆରେ ବିକ୍ରି ହେଉଛି ବନ୍ଧୁକ: କୋଲକାତା ଓ ବିହାର ମୁଂଗେରରୁ ଆସୁଛି ବନ୍ଧୁକ; ଅର୍ଡଦେଲେ ହେଉଛି ହୋମ ଡେଲିଭରୀ

କନକ ବ୍ୟୁରୋ: ହ୍ୱାଟସ୍ ଆପରେ ହେଉଛି ବନ୍ଧୁକ କାରବାର । ଘରେ ବସି ବନ୍ଧୁକ କିଣୁଛନ୍ତି କିଛି ବ୍ୟକ୍ତି । ବଲାଙ୍ଗୀର ଜିଲ୍ଲାରେ ଏଭଳି କାରବାର ଚାଲିଛି । ହ୍ୱାଟ୍ସ ଆପ୍ ଜରିଆରେ ବନ୍ଧୁକ କିଣାବିକା ହେଉଥିବା ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକାତା ଓ ବିହାର ମୁଂଗେରରୁ ବଲାଙ୍ଗୀରକୁ ବନ୍ଧୁକ ଆସୁଥିଲା । ଅର୍ଡ ଦେଲେ ଲୋକଙ୍କ ଘରେ ପହଂଚୁଛି ବନ୍ଧୁକ । ତେବେ ବଲାଙ୍ଗୀରରେ ବନ୍ଧୁକ ବ୍ୟବହାର କିଛି ନୂଆ କଥାContinue reading “ବଲାଙ୍ଗୀରରେ ହ୍ୱାଟ୍ସଆପ୍ ଜରିଆରେ ବିକ୍ରି ହେଉଛି ବନ୍ଧୁକ: କୋଲକାତା ଓ ବିହାର ମୁଂଗେରରୁ ଆସୁଛି ବନ୍ଧୁକ; ଅର୍ଡଦେଲେ ହେଉଛି ହୋମ ଡେଲିଭରୀ”

Design a site like this with WordPress.com
Get started