ଜାନୁଆରୀରୁ ଖୋଲିବ ସ୍କୁଲ ! ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ; ଛୁଟି ଦିନରେ ବି ହେବ କ୍ଲାସ

କନକ ବ୍ୟୁରୋ : ଜାନୁଆରୀରେ ଖୋଲିପାରେ ସ୍କୁଲ । ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ର ଦିନ ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ । ତେଣୁ ପର୍ବପର୍ବାଣୀ ଛୁଟି ଛାଡିଦେଲେ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ ବୋଲି କହିଛନ୍ତିContinue reading “ଜାନୁଆରୀରୁ ଖୋଲିବ ସ୍କୁଲ ! ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ; ଛୁଟି ଦିନରେ ବି ହେବ କ୍ଲାସ”

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ

କନକ ବ୍ୟୁରୋ : ପଶ୍ଚମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରି ନାହାନ୍ତି   । ହେଲେ ବିଜେପି ଓ ତୃଣମୂଳ କଂଗ୍ରେସ ଏବେ ଠାରୁ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ନିଜ ନିଜର ସଂଗଠନକୁ ମଜଭୁତ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । ଗତକାଲି ସେ ଏକ ରାଲିରେ ଯାଉଥିବାContinue reading “ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ”

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ : କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଲେ ତଣ୍ଡ ଗଣିଲେ; ୮ ସେକେଣ୍ଡରେ ଗଲା ଅଢେଇ ଲକ୍ଷ ଟଙ୍କା

କନକ ବ୍ୟୁରୋ : କରୋନାକୁ ନେଇ ଚିନ୍ତାରେ ରହିଛି ସାରା ବିଶ୍ୱ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ନିର୍ମାଣରେ ଲାଗି ପଡିଛନ୍ତି ସବୁ ଦେଶ । ଅନ୍ୟପଟରେ କିଛି ଦେଶ କୋଭିଡ ନିୟମକୁ ମଧ୍ୟ କଡାକଡି ପାଳନ କରୁଛନ୍ତି । ଏହାମଧ୍ୟରେ ତାଇବାନରୁ ଏମିତି ଏକ ଖବର ଆସିଛି ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କୋଭିଡ ନିୟମ ଉଲ୍ଲଘଂନ କରିବା ଭାରି ପଡିଛି । ଏଥିପାଇଁContinue reading “ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ : କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଲେ ତଣ୍ଡ ଗଣିଲେ; ୮ ସେକେଣ୍ଡରେ ଗଲା ଅଢେଇ ଲକ୍ଷ ଟଙ୍କା”

ଗ୍ରାଇଣ୍ଡର ବକ୍ସ ଭିତରୁ ବିରାଟ ନାଗ ସାପ ଉଦ୍ଧାର : ସ୍ଥାନୀୟ ଭୟଭୀତ ଲୋକେ

କନକ ବ୍ୟୁରୋ : ଗ୍ରାଇଣ୍ଡର ବାକ୍ସ ପ୍ୟାକେଟ ଭିତରେ ସାଢ଼େ ୩ଫୁଟର ନାଗ । ଭୟରେ ଘର ଠାରୁ ୨ କିଲୋମିଟର ଦ୍ୱରରେ ଫୋପାଡ଼ି ଦିଆଯାଇଥିଲେ ପେଟି ଭିତରୁ ବାହାରି ପାରି ନଥିଲା ନାଗ । ଆଜି ସକାଳୁ ସ୍ନେକ ହେଲଫ ଲାଇନ ସଦସ୍ୟଙ୍କ ସହଯୋଗରେ ପେଟିରୁ ସାପକୁ ବାହାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡ଼ାଗଲା । ପୁରୀ ଜିଲ୍ଲା ଡ଼େଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁ ଗାଁରେ ଏକ ନାଗ ସାପ ପସି ଯାଇଥିଲା । ସାପଟିକୁ ଘରୁContinue reading “ଗ୍ରାଇଣ୍ଡର ବକ୍ସ ଭିତରୁ ବିରାଟ ନାଗ ସାପ ଉଦ୍ଧାର : ସ୍ଥାନୀୟ ଭୟଭୀତ ଲୋକେ”

ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ : ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ । ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ । ଅତିଥିଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ମୁଖ୍ୟ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବାବେଳେ ଏହି କାର୍ଯ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ । ଆଜି ଭିତିପ୍ରସ୍ତର ସ୍ଥାପନ ପରେ ଚଳିତ ମାସ ହିଁ ଏହାର ନିର୍ମାଣ କାର୍ଯ୍ୟContinue reading “ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ : ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ”

୨୦୨୧ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା । କହିଲେ ପରୀକ୍ଷାର ଯଥେଷ୍ଟ ଆଗରୁ ଘୋଷଣା ହେବ ତାରିଖ

କନକ ବ୍ୟୁରୋ : ପୂର୍ବ ନିର୍ଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ ୨୦୨୧ ନିଟ୍ ପରୀକ୍ଷା । ଏନେଇ ଆସୁଥିବା ଗୁଜବକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । ଏନେଇ ଶ୍ରୀ ପୋଖରିୟାଲ ଏକ ୱେବିନର ଜରିଆରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତି କି ‘୨୦୨୧ ସିବିଏସଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍’ ପରୀକ୍ଷା ପୂର୍ବନିଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ । ନିୟୁତ ନିୟୁତ ଛାତ୍ର ଛାତ୍ରୀ ପ୍ରଭାବିତ ନକରିବାକୁContinue reading “୨୦୨୧ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା । କହିଲେ ପରୀକ୍ଷାର ଯଥେଷ୍ଟ ଆଗରୁ ଘୋଷଣା ହେବ ତାରିଖ”

ନୂଆବର୍ଷରୁ ଆରମ୍ଭ ହେବ କଲେଜ ! ୭୦, ୮୦ ଦିନ କ୍ଲାସରେ ପାଠ ପଢାଇବା ପରେ କରାଯିବ ପରୀକ୍ଷା

କନକ ବ୍ୟୁରୋ : ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ । ୭୦, ୮୦ ଦିନ ପାଠ କ୍ଲାସରେ ପଢାଇବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବାରେ ଅଧିକ ବିଳମ୍ବ ହେବ ତେବେContinue reading “ନୂଆବର୍ଷରୁ ଆରମ୍ଭ ହେବ କଲେଜ ! ୭୦, ୮୦ ଦିନ କ୍ଲାସରେ ପାଠ ପଢାଇବା ପରେ କରାଯିବ ପରୀକ୍ଷା”

ସମବାୟ ବ୍ୟାଙ୍କ ଘେରିଲେ ଶତାଧିକ ମହିଳା : ଚାଷୀଙ୍କ ଜାଲ୍ ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

କନକ ବ୍ୟୁରୋ : ଜଗତସିଂହପୁରର ଏରସମା କଟକ ସମବାୟ ବ୍ୟାଙ୍କ ଘେରାଉ କଲେ ଶତାଧିକ ମହିଳା । ସ୍ଥାନୀୟ କୃଷକଙ୍କ ଜାଲି ଦସ୍ତଖତ ବଳରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ବ୍ୟାଙ୍କରୁ ନେଇଥିବା ଋଣ ଦୁଇ ଗୁଣ ହୋଇଯାଇଥିବା ଜାଣିବା ପରେ ବ୍ୟାଙ୍କ ପରିଚାଳକଙ୍କୁ ଏନେଇ ପଚାରିଥିଲେ । କିନ୍ତୁ କୌଣସି ସନ୍ତୋଷଜନକ ଉତର ନପାଇବାରୁ ପାରାଦୀପ ଜଗତସିଂହପୁର ଶ୍ରମିକ ସଂଘ ଓ  ଚାଷୀ ସଂଗଠନ ତରଫରୁContinue reading “ସମବାୟ ବ୍ୟାଙ୍କ ଘେରିଲେ ଶତାଧିକ ମହିଳା : ଚାଷୀଙ୍କ ଜାଲ୍ ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ”

ନିଖୋଜ ଯୁବକଙ୍କ ଶବ କୂଅରୁ ଉଦ୍ଧାର ପରେ ତାତିଲେ ଲୋକେ : ହତ୍ୟା ଅଭିଯୋଗରେ କାମାକ୍ଷାନଗର ବାଇସିଙ୍ଗାରେ ଉତ୍ତେଜନା

କନକ ବ୍ୟୁରୋ : ନିଖୋଜ ଯୁବକଙ୍କ ଶବ କୁଅରୁ ଉଦ୍ଧାର ପରେ ତାତିଲେ ଗ୍ରାମବାସୀ । ହତ୍ୟା ଅଭିଯୋଗ ଆଣି ପ୍ରତିବାଦରେ କାମାକ୍ଷାନଗର ବାଇସିଂଗା ଠାରେ ୫୩ ନଂବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ପଂଚାୟତ ତାଳଗୋରଡ଼ ଗ୍ରାମର ଅଦୈତ ନାୟକ ନାମକ ଜଣେ ଯୁବକଙ୍କ ମୃତଦେହ ଗତକାଲି ଅପରାହ୍ନରେ ରାସ୍ତା କଡର ଏକ କୁଅରୁ ଦମକଳ ବାହୀନି ଉଦ୍ଧାର କରିଥିଲାContinue reading “ନିଖୋଜ ଯୁବକଙ୍କ ଶବ କୂଅରୁ ଉଦ୍ଧାର ପରେ ତାତିଲେ ଲୋକେ : ହତ୍ୟା ଅଭିଯୋଗରେ କାମାକ୍ଷାନଗର ବାଇସିଙ୍ଗାରେ ଉତ୍ତେଜନା”

ପରୀ ଗାଁ ନୟାଗଡ ଯଦୁପରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ : ପରୀର କହିଲେ, ନ୍ୟାୟ ନିମିଳିବା ଯାଏ ଜାରି ରହିବ ଲଢେଇ

କନକ ବ୍ୟୁରୋ : ପରୀ ଗାଁରେ ରାଜ୍ୟ ବିଜେପିର ନୂଆ  ପ୍ରଭାରୀ ପୁରନ୍ଦେଶ୍ୱରୀ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ନୟାଗଡର ଯଦୁପୁରରେ ପହଚିଂ ପରୀ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ସହ ପରୀ ମୃତଦେହ ମିଳିିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ହେବା ଦରକାର । ଏସଆଇଟି ଭରସା ଯୋଗ୍ୟ ନୁହେଁ । ପରୀContinue reading “ପରୀ ଗାଁ ନୟାଗଡ ଯଦୁପରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ : ପରୀର କହିଲେ, ନ୍ୟାୟ ନିମିଳିବା ଯାଏ ଜାରି ରହିବ ଲଢେଇ”

Design a site like this with WordPress.com
Get started