କନକ ବ୍ୟୁରୋ : ଭୀଷଣ ଅଗ୍ନିକାଣ୍ଡ ସ୍ଥାନରେ କିପରି ହେବ ନିଆଁ ଲିଭା କାମ । ଏହି କାମକୁ ସହଜ କରିବାକୁ ଏବେ ଏକ ରୋବର୍ଟ ପ୍ରସ୍ତୁତ କରାଯାଇଛି । ସ୍ୱଦେଶୀ ଫାୟାର ଅନୁଷ୍ଠାନ ଏହି ନିଆଁଲିଭା ରୋବର୍ଟକୁ ପ୍ରସ୍ତୁତ କରିଛି । ଆଜି ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଏହାର ଡେମୋ ଦେଖାଯାଇଛି । ଏହି ଅବସରରେ ଫାୟାର ଡିଜିଙ୍କ ଉପସ୍ଥିତିରେ ଏହି ରୋବର୍ଟର ଫାୟାର ଫାଇଟିଂ କୌଶଳ ପ୍ରଦର୍ଶନ କରାଯାଇଛି । ଆଗକୁ କୌଣସି ବଡContinue reading “ନିଆଁ ଲିଭାଇବ ରୋବର୍ଟ : ସ୍ୱଦେଶୀ ଫାୟାର ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭା ରୋବର୍ଟ ପ୍ରସ୍ତୁତ “
Tag Archives: News
୧୨ ଘଂଟିଆ ଭଦ୍ରକ ବନ୍ଦ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା
କନକ ବ୍ୟୁରୋ : ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାକୁ ନେଇ ଭଦ୍ରକ ସହର ବନ୍ଦ । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି କରି ଭଦ୍ରକ ସହରକୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ବନ୍ଦକୁ ସମର୍ଥନ କରି ସହରରେ ଦୋକାନ ବଜାର ବନ୍ଦ ରହିବା ସହ ସହର ମଧ୍ୟ ଭାଗ ଦେଇ ଯାଉଥିବା ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦContinue reading “୧୨ ଘଂଟିଆ ଭଦ୍ରକ ବନ୍ଦ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା”
କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି : ନିରାପତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେନାହିଁ ଅନୁମୋଦନ
କନକ ବ୍ୟୁରୋ : ଭାରତରେ ଜରୁରୀକାଳୀନ ବ୍ୟବହାର ଲାଗି କୋଭିସିଲ୍ଡ ଏବଂ କୋଭାକ୍ସିନକୁ ମିଲିଲାନି ଅନୁମତି । ନିରାପତା ଓ ଗୁଣକାରିତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଉଭୟଙ୍କ ଆବେଦନକୁ ଅନୁମୋଦନ କରିନାହିଁ । ଏଥିସହ ଉଭୟ କମ୍ପାନିକୁ ଟିକା ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିବା ଲାଗି କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, ଫାଇଜର କମ୍ପାନୀ ସମେତ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକା ଭାରତରେ ଜରୁରିକାଳୀନContinue reading “କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି : ନିରାପତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେନାହିଁ ଅନୁମୋଦନ”
ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ଜଣଙ୍କ ନାଁରେ ଏତଲା
କନକ ବ୍ୟୁରୋ : ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର । ସେସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ ଜଣଙ୍କ ନାଁରେ ମାମଲା କରିଛନ୍ତି ବର୍ଷା । ପୁରୀଘାଟ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ରିତିମତ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଏହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଆପତିଜନକ ମନ୍ତବ୍ୟ ପୋଷ୍ଟ କରୁଥିବା ବର୍ଷା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ତାଙ୍କ ପାଖରେ ପ୍ରମାଣ ଥିବା କହିଛନ୍ତି ବର୍ଷା । ତେଣୁContinue reading “ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ଜଣଙ୍କ ନାଁରେ ଏତଲା”
ଲଣ୍ଡନରେ ଫାଇଜର ଟିକା ନେଲେ ଓଡିଆ ଡାକ୍ତର : ଆନାସ୍ଥେସିଆ ଡାକ୍ତର ଭାବେ କାମ କରୁଥିବା ଶୈଳେସ ମିଶ୍ରଙ୍କୁ ଦିଆଗଲା କୋଭିଡ ଟିକା
କନକ ବ୍ୟୁରୋ : ଇଂଲଣ୍ଡରେ ଫାଇଜର ଟିକା ନେଲେ ଓଡିଆ ପୁଅ । ଆନାସ୍ଥେସିଆ କନସଲଟାଂଟ ଭାବେ ଇଂଲଣ୍ଡର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ଶୈଳେସ ମିଶ୍ରଙ୍କୁ ଫାଇଜର ଟିକା ଦିଆଯାଇଛି । ଫାଇଜର କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିଡ ଟିକାକୁ ଇଂଲଣ୍ଡରେ ଏବେ ୫୧ଟି ଡାକ୍ତରଖାନାରେ ଦିଆଯାଉଛି । ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ବ୍ରିଟେନ ସରକାର ଦେବା ପରେ ଏହି ଟିକାକରଣ ଆରମ୍ଭ ହୋଇଛି । ମଙ୍ଗଳବାର ମାର୍ଗାରେଟ୍ କେନନଙ୍କContinue reading “ଲଣ୍ଡନରେ ଫାଇଜର ଟିକା ନେଲେ ଓଡିଆ ଡାକ୍ତର : ଆନାସ୍ଥେସିଆ ଡାକ୍ତର ଭାବେ କାମ କରୁଥିବା ଶୈଳେସ ମିଶ୍ରଙ୍କୁ ଦିଆଗଲା କୋଭିଡ ଟିକା”
ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି : ସାଧାରଣ ଗମନାଗମନ ପ୍ରଭାବିତ
କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି । ସାଧାରଣ ଗମନାଗମନ ପ୍ରଭାବିତ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ହେବ ନାହିଁ । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା, ନୟାଗଡ଼, କଟକ, ଜଗତ୍ସିଂହପୁର, ଅନୁଗୁଳ, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହୋଇପାରେ । ତେବେ ୧୩ ତାରିଖଠାରୁ ରାତିର ସର୍ବନିମ୍ନ ତାପମାତ୍ରା ବଢ଼ିବ ଏବଂ ଶୀତ କମିବ ।Continue reading “ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି : ସାଧାରଣ ଗମନାଗମନ ପ୍ରଭାବିତ”
ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ : ନୂଆକରି ଦାୟିତ୍ୱ ନେବାପରେ ଗତକାଲି ଭୁବନେଶ୍ୱରରେ ପହଂଚିଛନ୍ତି ଡି. ପୁରନ୍ଦେଶ୍ୱରୀ
କନକ ବ୍ୟୁରୋ : ପରୀ ଗାଁକୁ ଯିବେ ପୁରନ୍ଦେଶ୍ୱରୀ । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଉ ପ୍ରଥମଥର ପାଇଁ ଓଡିଶା ଆସି ପରୀ ପ୍ରସଙ୍ଗରେ ରାଜ୍ୟ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ଦିଶାନିର୍ଦ୍ଦେଶ ଦେବେ ନୂଆ ପ୍ରଭାରୀ । ପରୀର ପରିବାରକୁ ଭେଟି ସମବେଦନା ଜଣାଇବା ସହ ମାମଲାରContinue reading “ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ : ନୂଆକରି ଦାୟିତ୍ୱ ନେବାପରେ ଗତକାଲି ଭୁବନେଶ୍ୱରରେ ପହଂଚିଛନ୍ତି ଡି. ପୁରନ୍ଦେଶ୍ୱରୀ”
ନୂଆ ନିୟମ ଆଣିଲେ ସରକାର : ଆସନ୍ତା ଆର୍ଥିକ ବର୍ଷରୁ କମିବ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି !
କନକ ବ୍ୟୁରୋ : ପ୍ରାଇଭେଟ କମ୍ପାନିରେ ଚାକିରି କରିଛନ୍ତି କି ? ତେବେ ଆସନ୍ତା ଆର୍ଥିକ ବର୍ଷରୁ ଘରକୁ କମ୍ ଦରମା ନେଇ ଆସିପାରନ୍ତି । କାରଣ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଆଧାରରେ କର୍ମଚାରୀଙ୍କ ଦରମା ଢାଂଚାରେ ପରିବର୍ତନ ହୋଇପାରେ । ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ପାରିଶ୍ରମିକ ନିୟମରେ କେତେକ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏହା ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ । ନୂଆ ନିୟମContinue reading “ନୂଆ ନିୟମ ଆଣିଲେ ସରକାର : ଆସନ୍ତା ଆର୍ଥିକ ବର୍ଷରୁ କମିବ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି !”
ମୋଦୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ : ଆସନ୍ତା ୧୪ ତାରିଖରେ ଦେଶବ୍ୟାପୀ ପ୍ରତିବାଦ;୧୨ରେ ଦିଲ୍ଲୀ ଜୟପୁର ରାଜପଥ କରିବ ଅବରୋଧ
କନକ ବ୍ୟୁରୋ : ମୋଦି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଛନ୍ତି ଚାଷୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରଖିବା ପାଇଁ ସରକାର ଲିଖିତ ଗ୍ୟାରେଂଟି ଦେବେ ବୋଲି ଜଣାଇବା ପରେ ମଧ୍ୟ ଚାଷୀ ଏହାକୁ ଗ୍ରହଣ କରି ନାହାନ୍ତି । ଆନ୍ଦୋଳନ ଆହୁରୀ ଜୋରଦାର କରିବା ପାଇଁ ସେମାନେ ଘୋଷଣା କରିଛନ୍ତି । ଦିଲ୍ଲୀକୁ ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଡିସେମ୍ବର ୧୪Continue reading “ମୋଦୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ : ଆସନ୍ତା ୧୪ ତାରିଖରେ ଦେଶବ୍ୟାପୀ ପ୍ରତିବାଦ;୧୨ରେ ଦିଲ୍ଲୀ ଜୟପୁର ରାଜପଥ କରିବ ଅବରୋଧ”
ନୂତନ ସଂସଦ ଭବନର ଆଜି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ : ଶିଳାନ୍ୟାସ ଉତ୍ସବରେ ଯୋଗଦେବେ ୨୦୦ ଅତିଥୀ
କନକ ବ୍ୟୁରୋ : ଆଜି ନୂଆ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ଅତିଥୀଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ମୁଖ୍ୟ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବାବେଳେ ଏହି କାର୍ଯ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ । ଆଜିContinue reading “ନୂତନ ସଂସଦ ଭବନର ଆଜି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ : ଶିଳାନ୍ୟାସ ଉତ୍ସବରେ ଯୋଗଦେବେ ୨୦୦ ଅତିଥୀ”