କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା ତିରୁପତି ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର । ମୃତକ ୪ଜଣ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାର ବୋଲି ଜଣାପଡିଛି । ମୃତକମାନେ ହେଲେ ଉମେଶ ସାହୁ, ରଶ୍ମିତା ସାହୁ, ତ୍ରିଲୋଚନ ନାୟକ, ବିଜୟ ନାୟକ । ଦୁର୍ଘଟଣାରେ ଏହି ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଚିତ୍ତୋର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ମୃତକContinue reading “ଆନ୍ଧ୍ରପ୍ରଦେଶ ଦୁର୍ଘଟଣା: ମିଳିଲା ମୃତକଙ୍କ ପରିଚୟ । ସମସ୍ତ ମୃତକ କେନ୍ଦ୍ରାପଡା ଜିଲ୍ଲା ବାସିନ୍ଦା”
Tag Archives: News
ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇପାରନ୍ତି ଦାଗୀ ସାଂସଦ ଓ ବିଧାୟକ : ସୁପ୍ରିମକୋର୍ଟର ଆମିକସ କ୍ୟୁରି ବିଜୟ ହଂସାରିଆଙ୍କ ଉନ୍ନବିଂଶତମ ରିପୋର୍ଟରେ ସମର୍ଥନ
କନକ ବ୍ୟୁରୋ : ସବୁଦିନ ପାଇଁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇପାରନ୍ତି ଦାଗୀ ସାଂସଦ ଓ ବିଧାୟକ । ସାଂସଦ ଓ ବିଧାୟକଙ୍କ ଦ୍ୱାରା ସଂଘଠିତ ଅପରାଧ ଅକ୍ଷମଣୀୟ । ସେମାନଙ୍କୁ ସ୍ଥାୟୀ ରୂପେ ଏ କ୍ଷେତ୍ରରେ ଅଯୋଗ୍ୟ କରିବା ଉଚିତ୍ । ସୁପ୍ରିମକୋର୍ଟର ଆମିକସ କ୍ୟୁରି ବିଜୟ ହଂସାରିଆ ତାଙ୍କ ଉନ୍ନବିଂଶତମ ରିପୋର୍ଟରେ ଏହାକୁ ସମର୍ଥନ କରିଛନ୍ତି । ପୂର୍ବରୁ ଏ କ୍ଷେତ୍ରରେ ମାତ୍ର ୬ ବର୍ଷର ପ୍ରାବଧାନ ଥିଲା । କିନ୍ତୁ ଏହା ସମ୍ବିଧାନରContinue reading “ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇପାରନ୍ତି ଦାଗୀ ସାଂସଦ ଓ ବିଧାୟକ : ସୁପ୍ରିମକୋର୍ଟର ଆମିକସ କ୍ୟୁରି ବିଜୟ ହଂସାରିଆଙ୍କ ଉନ୍ନବିଂଶତମ ରିପୋର୍ଟରେ ସମର୍ଥନ”
ତେଲ ଟ୍ୟାଙ୍କରକୁ ପିଟିଲା ଆମ୍ବୁଲାନ୍ସ : ଆନ୍ଧ୍ରପ୍ରଦେଶରେ ୪ ଓଡ଼ିଆ ମୃତ; ବେଙ୍ଗାଲୁରୁରୁ ଓଡ଼ିଶା ଫେରୁଥିବା ବେଳେ ଦୁର୍ଘଟଣା
କନକ ବ୍ୟୁରୋ : ଆନ୍ଧପ୍ରଦେଶରେ ୪ଓଡିଆଙ୍କ ମୃତ୍ୟୁ । ବେଙ୍ଗାଲୁରରୁ ଓଡିଶା ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବେଙ୍ଗାଲୁର- ତିରୁପତି ଜାତୀୟ ରାଜପଥରେ ଚିତୋର ନିକଟରେ ଦୁର୍ଘଟଣା ଘଟିଛି । ବେଙ୍ଗାଲୁର ଭିକ୍ଟୋରିଆ ହସ୍ପିଟାଲରେ ପରିବାରର ଜଣଙ୍କ ଚିକିତ୍ସା ସାରି ଓଡିଶା ଫେରୁଥିଲେ ଓଡିଆ ପରିବାର । ଫେରିବା ସମୟରେ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଏକ ତେଲ ଟ୍ୟାଙ୍କରକୁ ଧକା ଦେଇଥିଲା । ଦୁର୍ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଜଣେContinue reading “ତେଲ ଟ୍ୟାଙ୍କରକୁ ପିଟିଲା ଆମ୍ବୁଲାନ୍ସ : ଆନ୍ଧ୍ରପ୍ରଦେଶରେ ୪ ଓଡ଼ିଆ ମୃତ; ବେଙ୍ଗାଲୁରୁରୁ ଓଡ଼ିଶା ଫେରୁଥିବା ବେଳେ ଦୁର୍ଘଟଣା”
ବିଜେଡି ନେତାଙ୍କ ଗୁଣ୍ଡାଗିରି : ଚାଷୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବିଂଝାରପୁର ଯୁବ ସଭାପତି
କନକ ବ୍ୟୁରୋ : ବିଜେଡ଼ି ନେତାଙ୍କ ଗୁଣ୍ଡାଗିରି । ଚାଷୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବିଂଝାରପୁର ନିର୍ବାଚନମଣ୍ଡଳୀର ଯୁବ ସଭାପତି ପ୍ରଭାତ ଚନ୍ଦ୍ର ଦାସ ଓ ଅସନପୁର ପଂଚାୟତ ସରପଂଚଙ୍କ ସ୍ୱାମୀଙ୍କ ସମେତ ୨୦ରୁ ଅଧିକ କର୍ମୀ । ପାଲଟପୁର ପଂଚାୟତର ନୀଳକଣ୍ଠପୁର ଓ ମୂରାରିପୁର ପଂଚାୟତ ଚାଷୀଙ୍କୁ ମରାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଚାଷୀଙ୍କୁ ସମବାୟ ସମିତି ସମ୍ପଦକ ରୁଣ ପ୍ରଦାନ ନକରିକା, ଚାଷୀମାନଙ୍କୁ ସେମାନଙ୍କ ଚେକ୍, ସଭ୍ୟ ବହି, ବ୍ୟାଙ୍କ ବହିContinue reading “ବିଜେଡି ନେତାଙ୍କ ଗୁଣ୍ଡାଗିରି : ଚାଷୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବିଂଝାରପୁର ଯୁବ ସଭାପତି”
ମହାପ୍ରଭୁଙ୍କ ହେବ ମହାସ୍ନାନ : ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କ ଆଲୋଚନା ପରେ ନିଷ୍ପତ୍ତି ; ମହାସ୍ନାନ ପରେ ହେବ ଅବକାଶ ଓ ଅନ୍ୟ ନୀତି
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ମହାସ୍ନାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କ ଆଲୋଚନା ପରେ ଏନେଇ ନିଷ୍ପତି ନିଆଯାଇଛି । ମହାସ୍ନାନ ପରେ ହେବ ଅବକାଶ ଓ ଅନ୍ୟ ନୀତି । ବାସନ୍ଦ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଥିଲା ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଂଚିତ କରାଯାଇଥିଲା । ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଥିଲାContinue reading “ମହାପ୍ରଭୁଙ୍କ ହେବ ମହାସ୍ନାନ : ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କ ଆଲୋଚନା ପରେ ନିଷ୍ପତ୍ତି ; ମହାସ୍ନାନ ପରେ ହେବ ଅବକାଶ ଓ ଅନ୍ୟ ନୀତି”
ଆଜି ଇଞ୍ଜିନିୟରର୍ସ ଡେ’ : ଜୋତା ପଲିସ ସହ ଫଳମୂଳ ବିକି ଧାରଣାରେ ବସିଲେ ଶହ ଶହ ଇଞ୍ଜିନିୟରିଂ ପିଲା
କନକ ବ୍ୟୁରୋ : ଆଜି ଇଞ୍ଜିନିୟରର୍ସ ଡେ’ । ଆଜିର ଦିନରେ ଇଞ୍ଜିନିୟରମାନେ ଏହି ଦିନଟିକୁ ସେଲିବ୍ରେସନ କରନ୍ତି । ହେଲେ ଭୁବନେଶ୍ୱର ଜଳ ସମ୍ପଦ ବିଭାଗର ସେଚ ସଦନ ସାମ୍ନାରେ ଇଞ୍ଜିନିୟରିଂ ପିଲାଙ୍କ ଅଭିନବ ପ୍ରତିବାଦ କରୁଛନ୍ତି । ଜୋତା ପଲିସ ସହ ଫଳମୂଳ ବିକି ଧାରଣାରେ ବସିଛନ୍ତି ଶହ ଶହ ଇଞ୍ଜିନିୟରିଂ ପିଲା । ଜଳ ସମ୍ପଦ ବିଭାଗରେ ସେମାନଙ୍କୁ ଚାକିରି ମିଳୁନି, ବାରମ୍ବାର ସରକାରଙ୍କ ତରଫରୁ ସରକାରୀ ପଦ ପଦବୀ ପାଇଁ ପୋଷ୍ଟContinue reading “ଆଜି ଇଞ୍ଜିନିୟରର୍ସ ଡେ’ : ଜୋତା ପଲିସ ସହ ଫଳମୂଳ ବିକି ଧାରଣାରେ ବସିଲେ ଶହ ଶହ ଇଞ୍ଜିନିୟରିଂ ପିଲା”
ପାକ ଅଧିକୃତ କାଶ୍ମୀର (PoK) ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର(PoK)କୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବର୍ଣ୍ଣନା କରିଛନ୍ତି। ସେ ଭାରତ-ମଧ୍ୟପୂର୍ବ-ୟୁରୋପ ଇକୋନୋମିକ କରିଡରର ଏକ ଭିଡିଓରେ ମାନଚିତ୍ର ଦେଖାଇ PoK ଏବଂ ଆକସାଇ ଚିନକୁ ଭାରତର ଏକ ଅଂଶ ଭାବରେ ଦର୍ଶାଇଛନ୍ତି। ଏହା ପାକିସ୍ତାନ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ୟୁଏଇର ଡେପୁଟି ପ୍ରଧାନମନ୍ତ୍ରୀ PoKକୁ ଭାରତର ଏକ ଅଂଶ ଭାବରେ ଦର୍ଶାଇଛନ୍ତି ଭାରତ-ମଧ୍ୟପୂର୍ବ-ୟୁରୋପ ଇକୋନୋମିକContinue reading “ପାକ ଅଧିକୃତ କାଶ୍ମୀର (PoK) ଭାରତର ଅବିଚ୍ଛେଦ୍ୟ ଅଙ୍ଗ”
ଶିକ୍ଷକ ଆନ୍ଦୋଳନ : ସାମିଲ ହୋଇ ସମର୍ଥନ ଜଣାଇଲେ ବିଜୟ ପଟ୍ଟନାୟକ; ସେପଟେ ବିଭିନ୍ନ ସ୍ଥାନରେ ଭିନ୍ନ ରୂପରେ ପ୍ରତିବାଦ
କନକ ବ୍ୟୁରୋ : ୩ଦଫା ଦାବିରେ ୬ ଦିନ ହେବ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ । ସେପଟେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଭିନ୍ନ ସ୍କୁଲରେ ତାଲା ପଡ଼ିଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦରେ ଅଟଳ ଅଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ଏକପ୍ରକାର ଠପ୍ ହୋଇଯାଇଛି । ଆଜି ଭୁବନେଶ୍ୱରରେ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତିContinue reading “ଶିକ୍ଷକ ଆନ୍ଦୋଳନ : ସାମିଲ ହୋଇ ସମର୍ଥନ ଜଣାଇଲେ ବିଜୟ ପଟ୍ଟନାୟକ; ସେପଟେ ବିଭିନ୍ନ ସ୍ଥାନରେ ଭିନ୍ନ ରୂପରେ ପ୍ରତିବାଦ”
ଦିନ ଗୋଟାଏ ହେଲାଣି ଦାନ୍ତ ଘଷିନି କାଳିଆ : ଏବେ ବି ଉପାସରେ ଅଛନ୍ତି ମହାପ୍ରଭୁ
କନକ ବ୍ୟୁରୋ : ଏବେ ବି ଉପାସରେ ଅଛନ୍ତି ମହାପ୍ରଭୁ । ସମସ୍ୟାର ଏଯାଏଁ ସମାଧାନ ହୋଇନି । ଶ୍ରୀମନ୍ଦିରରେ ସେବାୟତ ବିବାଦରୁ ନୀତି ବିଳମ୍ବ ହେଉଛି । ତେବେ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଆଲୋଚନା ଚାଲିଛି । ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଛି ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା । ଯାହା ପାଇଁ ନିଯୋଗContinue reading “ଦିନ ଗୋଟାଏ ହେଲାଣି ଦାନ୍ତ ଘଷିନି କାଳିଆ : ଏବେ ବି ଉପାସରେ ଅଛନ୍ତି ମହାପ୍ରଭୁ”
ସ୍କୁଲରେ ପାଣି, ରାଜରାସ୍ତାରେ ସ୍କୁଲ ପିଲା : ପାଣି ବାହାର କରିବା ପାଇଁ ଲାଗିଲା ମଟର
କନକ ବ୍ୟୁରୋ : ସ୍କୁଲରେ ପାଣି, ରାଜରାସ୍ତାରେ ସ୍କୁଲ ପିଲା । ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା ରାସ୍ତା ସିନେମା ହଲ ଛକ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଅସରାଏ ବର୍ଷା ହେଲେ ସ୍କୁଲରେ ପାଣି ଜମିବା ସହ ଶ୍ରେଣୀ ଗୃହରେ ମଧ୍ୟ ବର୍ଷା ପାଣି ପଶିଯାଏ । ବାରମ୍ବାର ଏଭଳି ଅସୁବିଧା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇନାହାଁନ୍ତି । ଯାହା ପାଇଁ ବର୍ଷା ହେଲେ ପାଠପଢ଼ାରୁ ବଞ୍ଚିତContinue reading “ସ୍କୁଲରେ ପାଣି, ରାଜରାସ୍ତାରେ ସ୍କୁଲ ପିଲା : ପାଣି ବାହାର କରିବା ପାଇଁ ଲାଗିଲା ମଟର”