କନକ ବ୍ୟୁରୋ : ଜାମତାରା ବାବଦରେ ଅଧିକାଂଶ ଲୋକ ଜାଣିଥିବେ ନିଶ୍ଚୟ । ସାଇବର ଠକେଇର ହବ୍ ଭାବେ ଚର୍ଚ୍ଚାକୁ ଆସିଥିବା ଜାମତାରା ଏଥର ଏକ ଭିନ୍ନ ଧରଣର ଲୁଟ୍ ପାଇଁ ଚର୍ଚ୍ଚାକୁ ଆସିଛି । ଏଥର ସାଇବର ଫ୍ରଡ୍ ନୁହେଁ ସିଧା ଏଟିଏମ ମେସିନ ଲୁଟକୁ ନେଇ ଜାମତାରା ଚର୍ଚ୍ଚାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଜାମତାରାର କର୍ମାଟାଣ୍ଡ ଅଞ୍ଚଳରେ କିଛି ଦୁବୃର୍ତ୍ତ ଏଟିଏମ ମେସିନ ଭାଙ୍ଗିବା ସହ ଏହାକୁ ବୋଲେରୋରେ ପୂରାଇ ନେଇContinue reading “ଏଟିଏମ ମେସିନ ଚୋରି କରି ନେଉଥିଲେ ଚୋର, କିନ୍ତୁ ମଝି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ । ଅନ୍ଧାରରେ ଛୁ ମାରିଲେ ଚୋର ।”
Tag Archives: News
ନିଲମ୍ବିତ ସେବାୟତଙ୍କ ସେବା ପାଇଁ ଶ୍ରୀମନ୍ଦିରରେ ନୀତି ବିଳମ୍ବ : ମଇଲମ ଓ ମଙ୍ଗଳ ଆଳତି ପରେ ଆଗକୁ ବଢ଼ୁନି ନୀତି
କନକ ବ୍ୟୁରୋ : ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଛି ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା । ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ଆଜି ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଯାହାକୁ ବିରୋଧ କରିଥିଲେ ଅନ୍ୟ ସେବାୟତ । ଯାହାକୁ ନେଇ ଏବେ ମହାପ୍ରଭୁଙ୍କContinue reading “ନିଲମ୍ବିତ ସେବାୟତଙ୍କ ସେବା ପାଇଁ ଶ୍ରୀମନ୍ଦିରରେ ନୀତି ବିଳମ୍ବ : ମଇଲମ ଓ ମଙ୍ଗଳ ଆଳତି ପରେ ଆଗକୁ ବଢ଼ୁନି ନୀତି”
ଚିଟଫଣ୍ଡ ସତ୍ୟପାଠରେ ଫୁଟି ଗଲାଣି ଛତୁ : ୭ଲକ୍ଷ କ୍ଷତିଗ୍ରସ୍ତଙ୍କ ନ୍ୟାୟ ପାଇଁ ବାଟ ବନ୍ଦ
କନକ ବ୍ୟୁରୋ : ଆଉ ପ୍ରମାଣଯୋଗ୍ୟ ଦସ୍ତାବିଜ୍ ସ୍ଥିତିରେ ନାହିଁ ଚିଟଫଣ୍ଡ ସତ୍ୟପାଠ । କେଉଁଠି ଉଈ ଲାଗି ଗଲାଣି ତ ଆଉ କେଉଁଠି ଲତା ମାଡ଼ି ଗଲାଣି । କିଛି ଚିଟଫଣ୍ଡ ସତ୍ୟପାଠରେ ଛତୁ ଫୁଟିଗଲାଣି । ବିଚାରବିଭାଗୀୟ ତଦନ୍ତ କମିଶନଙ୍କ ନିକଟରେ ସତ୍ୟପାଠ ଆକାରରେ ଯାହା ଦାଖଲ କରିଥିଲେ, ତାହା ଏବେ ଆଉ ପ୍ରମାଣଯୋଗ୍ୟ ଦସ୍ତାବିଜ୍ ଭାବେ ନାହିଁ । କଟକ ବକ୍ସିବଜାର ପୋଲିସ ଲାଇନ୍ ସ୍ଥିତ ବିଚାର ବିଭାଗୀୟ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେContinue reading “ଚିଟଫଣ୍ଡ ସତ୍ୟପାଠରେ ଫୁଟି ଗଲାଣି ଛତୁ : ୭ଲକ୍ଷ କ୍ଷତିଗ୍ରସ୍ତଙ୍କ ନ୍ୟାୟ ପାଇଁ ବାଟ ବନ୍ଦ”
୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବୟକଟ୍ : କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଲେ, ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତି ଠିକ୍
କନକ ବ୍ୟୁରୋ : ୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବନ୍ଦ କରିବ ଇଣ୍ଡିଆ ମେଂଟ । ଏହି ଆଙ୍କରଙ୍କ ଦ୍ୱାରା କରାଯାଉଥିବା ଆଲୋଚନାକୁ ସେମାନଙ୍କ ପ୍ରତିନିଧି ନଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ୱୟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ୧୪ ଟିଭି ଆଙ୍କରଙ୍କ ତାଲିକା ମଧ୍ୟ ଜାରି କରାଯାଇଛି । କଂଗ୍ରେସ ମୁଖପାତ୍ର ପୱନ ଖେଡା ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତି ଠିକ୍ ବୋଲି କହିଛନ୍ତି । ସେContinue reading “୧୪ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବୟକଟ୍ : କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଲେ, ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତି ଠିକ୍”
ଡ୍ରଗ୍ସ ଅଭ୍ୟାସ, ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଯେକୌଣସି ସମୟରେ ଜେଲ ଯାଇପାରନ୍ତି ବାଇଡେନଙ୍କ ପୁଅ ହଣ୍ଟର
କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ୍ ଏବେ ଆଇନ ଘେରରେ । ବେଆଇନ୍ ଭାବେ ବନ୍ଧୁକ ରଖିବା ଓ ବନ୍ଧୁକ କିଣିବା ସମୟରେ ଭୁଲ ତଥ୍ୟ ଦେବା , ଏବଂ ଟ୍ୟାକ୍ସ ଫାଙ୍କିବା ଭଳି ଏକାଧିକ ଅଭିଯୋଗରେ ଘେରି ହୋଇଛନ୍ତି ହଣ୍ଟର ବାଇଡେନ୍ । ସୂଚନା ମୁତାବକ, ହଣ୍ଟର ହତିଆର କିଣିବା ସମୟରେ ମିଛ କହିଥିଲେ । ୨୦୧୮ରେ ଡେଲାବେୟର କଲ୍ଟ କୋବ୍ରା ସ୍ପେଶାଲ ଷ୍ଟୋରରୁ ବନ୍ଧୁକ କିଣିବା ସମୟରେ ତାଙ୍କୁContinue reading “ଡ୍ରଗ୍ସ ଅଭ୍ୟାସ, ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ଯେକୌଣସି ସମୟରେ ଜେଲ ଯାଇପାରନ୍ତି ବାଇଡେନଙ୍କ ପୁଅ ହଣ୍ଟର”
ଖୋଲିବ ଇରାନୀ ମାୟାଜାଲର ଗୁମର : ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆଦେବନ କରିବ ପୋଲିସ
କନକ ବ୍ୟୁରୋ : ଖୋଲିବ ହନିଟ୍ରାପ୍ ରାଣୀ ଇରାନୀ ମାୟାଜାଲର ଗୁମର । ସ୍ୱାମୀ ନିଶିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆଦେବନ କରିବ ତମାଣ୍ଡୋ ପୋଲିସ । ସ୍ୱାମୀଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ପୋଲିସ । ଏହା ପରେ ଇରାନୀଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ । ସେହିପରି ଜବତ ହୋଇଥିବା ୨ଟି ମୋବାଇଲ ଏସଏଫଏସଏଲକୁ ପଠାଇବ ପୋଲିସ । ଇରାନୀଙ୍କ ପାଖରୁ ଜବତ ହୋଇଥିବା ଏହି ମୋବାଇଲରେ ବହୁContinue reading “ଖୋଲିବ ଇରାନୀ ମାୟାଜାଲର ଗୁମର : ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆଦେବନ କରିବ ପୋଲିସ”
ଗାଁରେ ପହଞ୍ଚିଲା ସହିଦ ମେଜର ଆଶିଷଙ୍କ ପାର୍ଥିବ ଶରୀର : କାନ୍ଦବୋବାଳିରେ ଫାଟି ପଡିଲା ପୂରା ପରିବେଶ
କନକ ବ୍ୟୁରୋ : ଗାଁରେ ପହଞ୍ଚିଲା ସହିଦ ମେଜର ଆଶିଷଙ୍କ ପାର୍ଥିବ ଶରୀର । ସହିଦଙ୍କ ପାର୍ଥିବ ଶରୀରକୁ ହରିୟାଣାର ପାନିପତକୁ ନିଆଯାଇଛି । ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗାଁକୁ ନିଆଯାଇଛି । ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସହିଦ ହୋଇଥିଲେ ମେଜର ଆଶିଷ ଧୋନଚକ୍ । ଆଶିଷଙ୍କର ୨ ବର୍ଷର ଝିଅ ଅଛନ୍ତି । ସେ ଦେଢ ମାସ ତଳେ ଘରକୁ ଆସିଥିଲେContinue reading “ଗାଁରେ ପହଞ୍ଚିଲା ସହିଦ ମେଜର ଆଶିଷଙ୍କ ପାର୍ଥିବ ଶରୀର : କାନ୍ଦବୋବାଳିରେ ଫାଟି ପଡିଲା ପୂରା ପରିବେଶ”
ନାଟକ କହିଲା ଉତ୍କଳ ଗୌରବଙ୍କ କାହାଣୀ : ରବୀନ୍ଦ୍ର ମଣ୍ଡପରେ ମଧୁବାବୁଙ୍କର ଜୀବନକୁ ନେଇ ନାଟକ ପ୍ରଦର୍ଶିତ
କନକ ବ୍ୟୁରୋ : ରବୀନ୍ଦ୍ର ମଣ୍ଡପରେ ମଧୁବାବୁଙ୍କର ଜୀବନକୁ ନେଇ ଏକ ସୁନ୍ଦର ନାଟକ ପ୍ରଦର୍ଶିତ ହୋଇଛି । ହୃଦୟ ନିବେଦିତା ଏକକ ନାଟକଟି ଦର୍ଶକଙ୍କୁ ଶେଷ ଯାଏଁ ବନ୍ଧି ରଖିଥିଲା । ଅଧ୍ୟାପକ ରମାକାନ୍ତ ମିଶ୍ର ମଧୁବାବୁଙ୍କ ଭୂମିକାରେ ଖୁବ୍ ନିଖୁଣ ଭାବେ ଚରିତ୍ରଟିକୁ ଦର୍ଶକଙ୍କ ନିକଟକୁ ଆଣିପାରିଛନ୍ତି । ଏକା ସହ ରମାକାନ୍ତ ମିଶ୍ର ଏହି ନାଟକଟିର ରଚନା, ନିର୍ଦ୍ଦେଶନା, ପ୍ରଯୋଜନା ଓ ଅଭିନୟ କରିଛନ୍ତି । ମଧୁବାବୁ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁContinue reading “ନାଟକ କହିଲା ଉତ୍କଳ ଗୌରବଙ୍କ କାହାଣୀ : ରବୀନ୍ଦ୍ର ମଣ୍ଡପରେ ମଧୁବାବୁଙ୍କର ଜୀବନକୁ ନେଇ ନାଟକ ପ୍ରଦର୍ଶିତ”
ଦୁଇ ଭାଇଙ୍କ ଧୈର୍ଯ୍ୟକୁ ସଲାମ୍ । ସ୍କୁଲ ପରେ ପରିବାର ଚଳାଇବାକୁ ରାତି ଯାଏଁ ଚଳାଉଛନ୍ତି ଫୁଡ୍ ଷ୍ଟଲ । ଏକ ଭିନ୍ନ ସଂଘର୍ଷ କାହାଣୀ
କନକ ବ୍ୟୁରୋ: ଯେଉଁ ବୟସରେ ପିଲାମାନେ ହସିଖେଳି ମଉଜ କରୁଛନ୍ତି । ଦାୟିତ୍ୱ କ’ଣ ତାଙ୍କ ମୁଣ୍ଡରେ ପଶିନି ସେ ବୟସରେ ଦୁଇ ଭାଇ କିନ୍ତୁ ନିଜର ଧୈର୍ଯ୍ୟ ଏବଂ କର୍ତ୍ତବ୍ୟବୋଧର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଦୁଇ ଭାଇ ହେଉଛନ୍ତି ଅମ୍ରିତସରରେ ବାସିନ୍ଦା । ଦୁଇ ଭାଇଙ୍କ ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ । ଦୁଇଭାଇ ମିଶି ଅମୃତସରରେ ‘ଗୁରୁ କୃପା ଫୁଡ଼ ଷ୍ଟଲ’ ନାମରେ ଏକ ଫୁଡ଼Continue reading “ଦୁଇ ଭାଇଙ୍କ ଧୈର୍ଯ୍ୟକୁ ସଲାମ୍ । ସ୍କୁଲ ପରେ ପରିବାର ଚଳାଇବାକୁ ରାତି ଯାଏଁ ଚଳାଉଛନ୍ତି ଫୁଡ୍ ଷ୍ଟଲ । ଏକ ଭିନ୍ନ ସଂଘର୍ଷ କାହାଣୀ”
ଭୁଶୁଡ଼ିଲା ଭାର୍ଗବୀ ନଦୀବନ୍ଧ : ବାଲିଗାଁ ନଦୀବନ୍ଧରେ ପ୍ରାୟ ୪୦୦ ମିଟର ଲମ୍ବର ଫାଟ ସୃଷ୍ଟି
କନକ ବ୍ୟୁରୋ : ଭୁଶୁଡ଼ିଲା ଭାର୍ଗବୀ ନଦୀବନ୍ଧ । ପୁରୀ ଜିଲ୍ଲା ପିପିଲି ବ୍ଲକ ରଥପୁରୁଷୋତମପୁର ବାଲିଗାଁ ନଦୀବନ୍ଧରେ ପ୍ରାୟ ୪ଶହ ମିଟର ଲମ୍ବର ଫାଟ ସୃଷ୍ଟି ହେଇଛି । ସବୁଠାରୁ ବଡ଼ କଥା ହେଉଛି ଗତ ଡିସେମ୍ବରରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ୫୦ ଲକ୍ଷ ଟଙ୍କା ବ୍ୟୟରେ ନଦୀବନ୍ଧରେ ପଥର ପାକିଂ କରିଥିଲେ । ଠିକାଦାର ନଦୀ ପଠାରୁ ଜେସିବିରେ ମାଟି ତାଡ଼ି ନିମ୍ନମାନର କାମ କରୁଥିବା ସେହି ସମୟରେ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେContinue reading “ଭୁଶୁଡ଼ିଲା ଭାର୍ଗବୀ ନଦୀବନ୍ଧ : ବାଲିଗାଁ ନଦୀବନ୍ଧରେ ପ୍ରାୟ ୪୦୦ ମିଟର ଲମ୍ବର ଫାଟ ସୃଷ୍ଟି”