କନକ ବ୍ୟୁରୋ: ଅନନ୍ତନାଗରେ ସର୍ଚ୍ଚ ଅପରେସନ ସମୟରେ ସହିଦ ହୋଇଥିବା ଦେଶର ୩ ବୀର ଯବାନଙ୍କୁ ହରାଇ ଦେଶବାସୀ ମର୍ମାହତ । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ବିରୋଧରେ ଆକ୍ରୋଶ । ଏପରିକି ଜମ୍ମୁକାଶ୍ମୀରରେ ବିଭିନ୍ନ ସଙ୍ଗଠନ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଇ ଯବାନଙ୍କ ପାଇଁ ନ୍ୟାୟ ମାଗିଥିବା ଦେଖିବାକୁ ମିଳିଛି । ଏହାସହ ସେନା ମଧ୍ୟ ଆହୁରି କଠୋର ହୋଇଛି । ଏଭଳି ସ୍ଥିତିରେ ସେନା ପୁରା ଇଲାକାକୁ ଘେରିଛି । ପାହାଡ ଉପରେContinue reading “ପାହାଡ ଉପରେ ଡ୍ରୋନ୍, ପାରା କମାଣ୍ଡୋର କଡା ନଜର; ଅନନ୍ତନାଗରେ ଆତଙ୍କୀଙ୍କୁ ଘେରିଲା ସେନା… ଡିଜିପି କହିଲେ ନିପାତ ହେବେ ଆତଙ୍କବାଦୀ”
Tag Archives: News
ନିଲମ୍ବିତ ହେଲେ ଲାଞ୍ଚୁଆ ଏଏସଆଇ ଅବଦୁଲ ମତଲବୀ ଖାନ : ମାମଲାର ରଫାଦଫା ପାଇଁ ନେଉଥିଲେ ମୋଟା ଅଙ୍କର ଟଙ୍କା
କନକ ବ୍ୟୁରୋ : ଲାଞ୍ଚ ନେଇ ଚାକିରୀରୁ ନିଲମ୍ବନ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାର ଲାଞ୍ଚୁଆ ଏଏସଆଇ ଅବଦୁଲ ମତଲବୀ ଖାନ୍ । ଏଏସଆଇ ଅବଦୁଲ ମତଲବୀ ଖାନ ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ନେଇ ମୟୂରଭଞ୍ଜ ଏସପିବି. ଗଙ୍ଗାଧର ବିବାଦୀୟ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ସ୍ଥାନୀୟ ଆଇଆଇସିଙ୍କୁ ଘଟଣାରContinue reading “ନିଲମ୍ବିତ ହେଲେ ଲାଞ୍ଚୁଆ ଏଏସଆଇ ଅବଦୁଲ ମତଲବୀ ଖାନ : ମାମଲାର ରଫାଦଫା ପାଇଁ ନେଉଥିଲେ ମୋଟା ଅଙ୍କର ଟଙ୍କା”
ଆନ୍ଦୋଳନରେ ଶିକ୍ଷକ, ଜଣେ ଶିକ୍ଷକରେ ଚାଲିଛି ସ୍କୁଲ୍ : ସାମୂହିକ ଛୁଟିରେ ରହି ଆନ୍ଦୋଳନରେ ଶିକ୍ଷକ ଓ ଶିକ୍ଷୟିତ୍ରୀ
କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ସାମୂହିକ ଛୁଟିରେ ରହି ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯେଉଁଥିପାଇଁ ବିଦ୍ୟାଳୟ ଗୁଡ଼ିକରେ ତାଲା ଝୁଲିବା ସହିତ ପାଠ ନପଢ଼ି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଫେରିଥିବା ଦେଖିବାକୁ ମିଳିଛି । ତେବେ କିଛି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲିଛି ପାଠପଢ଼ା । ସୋର ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋର ବ୍ଲକର ପ୍ରାଥମିକ ଶୋକ୍ଷକ ମାନେ ଧାରଣାରେContinue reading “ଆନ୍ଦୋଳନରେ ଶିକ୍ଷକ, ଜଣେ ଶିକ୍ଷକରେ ଚାଲିଛି ସ୍କୁଲ୍ : ସାମୂହିକ ଛୁଟିରେ ରହି ଆନ୍ଦୋଳନରେ ଶିକ୍ଷକ ଓ ଶିକ୍ଷୟିତ୍ରୀ”
କାଶୀପୁର ଖଣି ପ୍ରସଙ୍ଗ : ସାମ୍ବାଦିକ ସମ୍ମିଳନୀ କରି ସମାଜସେବୀ ପ୍ରଫୁଲ ସାମନ୍ତରାଙ୍କୁ ବିଜେଡିର ଟାର୍ଗେଟ୍
କନକ ବ୍ୟୁରୋ : ସମାଜସେବୀ ପ୍ରଫୁଲ ସାମନ୍ତରାଙ୍କୁ ବିଜେଡିର ଟାର୍ଗେଟ୍ । ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ଖଣି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଫୁଲ ସାମନ୍ତରାଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ଅଭିଯୋଗ ଆଣିଛି ଯେ କାଶୀପୁର ଅଞ୍ଚଳର ସୁଙ୍ଗେର ପଞ୍ଚାୟତର ସିଜିମାଳି ଖଣିକୁ ନେଇ ଅଞ୍ଚଳରେ କୌଣସି ଅଭିଯୋଗ ନାହିଁ । କିନ୍ତୁ ପ୍ରଫୁଲ୍ଲ ସାମନ୍ତରା ଏହି ଅଞ୍ଚଳକୁ ଗସ୍ତ କରି ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଏହାସହ ଖଣି ବିରୋଧରେContinue reading “କାଶୀପୁର ଖଣି ପ୍ରସଙ୍ଗ : ସାମ୍ବାଦିକ ସମ୍ମିଳନୀ କରି ସମାଜସେବୀ ପ୍ରଫୁଲ ସାମନ୍ତରାଙ୍କୁ ବିଜେଡିର ଟାର୍ଗେଟ୍”
ଜେଏସଡବ୍ଲୁ ନାରାୟଣ ଲୌହଖଣି ଆଗରେ ସିଆଇଟିୟୁର ଧାରଣା : ବିଭିନ୍ନ ଦାବି ନେଇ ୩ହଜାରରୁ ଅଧିକ କର୍ମୀଙ୍କ ଆନ୍ଦୋଳନ
କନକ ବ୍ୟୁରୋ : କୋଇଡ଼ା ଖଣି ମଣ୍ଡଳ କାଶୀରା ପଞ୍ଚାୟତ ଜେଏସଡବ୍ଲୁ ନାରାୟଣ ଲୌହଖଣି ଆଗରେ ସିଆଇଟିୟୁର ଗଣଧାରଣା । ବିଭିନ୍ନ ଦାବି ନେଇ ୩ହଜାରରୁ ଅଧିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକାସଂସ୍ଥାରେ ବାହାର ଶ୍ରମିକଙ୍କୁ କାମଦେବା ବନ୍ଦକରି ୨୦୦ ଲୋକଙ୍କୁ ଠିକା ନିଯୁକ୍ତି । ସ୍ଥାନୀୟ ରେଳ ସାଇଡିଂମାନଙ୍କୁ ଅଗ୍ରାଧିକାର ସହ ମାଲ ପରିବହନ, ଲୁହାପଥର ଉତୋଳନ ଓ ପରିବହନ କାର୍ଯ୍ୟରେ ସ୍ଥାନୀୟ ପରିବହନ ସଂସ୍ଥା ଓ ଲୋକଙ୍କୁ ନିୟୋଜିତ କରିବା, ଚାରିବର୍ଷ ପୂର୍ବେContinue reading “ଜେଏସଡବ୍ଲୁ ନାରାୟଣ ଲୌହଖଣି ଆଗରେ ସିଆଇଟିୟୁର ଧାରଣା : ବିଭିନ୍ନ ଦାବି ନେଇ ୩ହଜାରରୁ ଅଧିକ କର୍ମୀଙ୍କ ଆନ୍ଦୋଳନ”
ପିଲାଙ୍କୁ ପାଠ ପଢାଇଲେ ଫୁଲବାଣୀ ବିଧାୟକ : ପରିଦର୍ଶନରେ ଆସିଥିବା ବେଳେ ବିଦ୍ୟାଳୟର ସମସ୍ୟା ଉପରେ ଆଲୋଚନା କଲେ ଅଙ୍ଗଦ କହଁର
କନକ ବ୍ୟୁରୋ : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫିରିଙ୍ଗିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଫୁଲବାଣୀ ବିଧାୟକ । ଫିରିଙ୍ଗିଆ ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼େଇ ଥିବା ଦେଖିବାକୁ ମିଳିଛି । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫିରିଙ୍ଗିଆର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଥିବା ବେଳେ କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ଣରେ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ସମୟରେ ବିଦ୍ୟାଳୟContinue reading “ପିଲାଙ୍କୁ ପାଠ ପଢାଇଲେ ଫୁଲବାଣୀ ବିଧାୟକ : ପରିଦର୍ଶନରେ ଆସିଥିବା ବେଳେ ବିଦ୍ୟାଳୟର ସମସ୍ୟା ଉପରେ ଆଲୋଚନା କଲେ ଅଙ୍ଗଦ କହଁର”
ପୃଥିବୀ ଚାରିପଟେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ-ୱାନ୍ : ଆସନ୍ତା ୧୯ ତାରିଖରେ ବଦଳାଇବ ପଞ୍ଚମ କକ୍ଷପଥ
କନକ ବ୍ୟୁରୋ : ପୃଥିବୀ ଚାରିପଟେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍-୧ । ରାତି ୨ଟା ୧୫ ମିନିଟରେ କକ୍ଷପଥ ପରିବର୍ତ୍ତନ କରିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଇସ୍ରୋ । ଏବେ ପଞ୍ଚମ କକ୍ଷପଥରେ ଘୁରି ବୁଲୁଛି ଆଦିତ୍ୟ ଏଲ୍-୧ । ଆସନ୍ତା ୧୯ ତାରିଖ ରାତି ୨ଟାରେ ପଞ୍ଚମ ତଥା ଶେଷ କକ୍ଷପଥ ପରିବର୍ତନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପୃଥିବୀଠାରୁ ସବୁଠୁContinue reading “ପୃଥିବୀ ଚାରିପଟେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ-ୱାନ୍ : ଆସନ୍ତା ୧୯ ତାରିଖରେ ବଦଳାଇବ ପଞ୍ଚମ କକ୍ଷପଥ”
ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ : ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ
କନକ ବ୍ୟୁରୋ : ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ଡ୍ରାଇଭିଙ୍ଗ ଲାଇସେନ୍ସ, ଶିକ୍ଷାନୁଷ୍ଠାନରେ ଆଡମିଶନ, ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ । ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ । ଆଉ ଏହି ନିୟମContinue reading “ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ : ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ”
ଆଜି ସୁପର୍-୪ର ଶେଷ ମୁକାବିଲା : ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ
କନକ ବ୍ୟୁରୋ : ଆଜି ସୁପର୍-୪ର ଶେଷ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ଯଦିଓ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଦୁଇ ଦଳ ମୁକାବିଲା ଜିତିବାକୁ ପ୍ରୟାସ କରିବ । ଏହି ମ୍ୟାଚରେ ଭାରତ ବାହାରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେବ ନାଁ ସମାନ ଏକାଦଶ ସହ ମଇଦାନକୁ ଓହ୍ଲାଇବ, ତାହା ନିଷ୍ପତ୍ତି ନେବେ ରୋହିତ ଶର୍ମା । ସେପଟେ ସୁପର୍-୪ରେ ୨ଟି ଯାକ ମ୍ୟାଚ୍ ହାରିଥିବାContinue reading “ଆଜି ସୁପର୍-୪ର ଶେଷ ମୁକାବିଲା : ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ”
ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ : ୧୫ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟ୍ ମୋହର
କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଉଭୟ ବୈଠକ ହେବ । ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ । ପ୍ରାୟ ୨୫ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବ ଉପସ୍ଥାପନା ହୋଇପାରେ । ମନ୍ତ୍ରୀ ପରିଷଦର ଅନୁମୋଦନ ପରେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେContinue reading “ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ : ୧୫ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟ୍ ମୋହର”