କନକ ବ୍ୟୁରୋ : ବୁଧବାର ଦିଲ୍ଲୀରେ ବସିଥିଲା ଇଣ୍ଡିଆ ମେଂଟ ସମନ୍ୱୟ କମିଟି ବୈଠକ । ୨୬ଦଳଙ୍କୁ ନେଇ ଗଠିତ ମେଂଟ ବୈଠକରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା କୁହାଯାଉଛି । ବିଶେଷ କରି ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛି ମେଂଟ । ଏହି କ୍ରମରେ ଭୋପାଳରେ ହେବାକୁ ଯାଉଛି ପ୍ରଥମ ବିଶାଳ ରାଲି । ତେବେ ଯାହା ଉପରେ ସମସ୍ତଙ୍କContinue reading “ସରିଲା ସମନ୍ୱୟ କମିଟି ବୈଠକ । ମିଶିଲା କି ମନ, ମିଳିଲା କି ସମାଧାନ?”
Tag Archives: News
ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଜୋରଦାର ବିରୋଧ । ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇଫାଳ! ସମାନ୍ତରାଳ ସମାବେଶ ବଢାଇଲା ଅଡୁଆ
କନକ ବ୍ୟୁରୋ: ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ନିଜ ନିର୍ବାଚନମଣ୍ଡଳୀ ଜଳେଶ୍ୱରରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ବ୍ଲକ ଓ ପଞ୍ଚାୟତର କର୍ମୀ ଏକାଠି ହୋଇ ମନ୍ତ୍ରୀଙ୍କ ବିରୋଧରେ ମେଳି କରିଛନ୍ତି । ଆସନ୍ତା ନିର୍ବାଚନରେ ପରିବର୍ତ୍ତର୍ନର ନାରା ଦେଇଛନ୍ତି ଅସନ୍ତୁଷ୍ଟ କର୍ମୀ । ତେବେ ଜବାବରେ ମନ୍ତ୍ରୀ କହିଛନ୍ତି, ସେ ତାଙ୍କ କାମ କରୁଛନ୍ତି । ନିର୍ବାଚନ ଆସିଲେ ଏଭଳି ସ୍ୱର ଉଠେ । ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଜୋରଦାରContinue reading “ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଜୋରଦାର ବିରୋଧ । ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇଫାଳ! ସମାନ୍ତରାଳ ସମାବେଶ ବଢାଇଲା ଅଡୁଆ”
ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଘରେ ଶୋକର ଛାୟା । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ଗୁଇନ୍ଦା ସୂଚନା
କନକ ବ୍ୟୁରୋ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ । କିଏ ନିଜର ଗୋଟେ ମାତ୍ର ପୁଅକୁ ହରାଇ ମର୍ମାହତ ହୋଇପଡିଛି ତ ପୁଣି କିଏ ସ୍ୱାମୀକୁ ହରାଇ ହତବାକ ହୋଇଛି । ଛୁଟିରେ ବାପା ଘରକୁ ଆସିବେ ବୋଲି ଚାହିଁବସିଛନ୍ତି କୁନି କୁନି ଛୁଆ । ସେପେଟେ ବୃଦ୍ଧ ବାପା ମା ଓ ସ୍ତ୍ରୀ ମଧ୍ୟ ବୀର ପୁଅ ଓ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି । କିନ୍ତୁ ଏବେ ଏହି ଅପେକ୍ଷାContinue reading “ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଘରେ ଶୋକର ଛାୟା । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ଗୁଇନ୍ଦା ସୂଚନା”
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମସ୍ତଙ୍କ ଉପସ୍ଥିତ ପାଇଁ ହ୍ୱିପ ଜାରି କଲା ବିଜେପି । ୧୮ରୁ ୨୨ ପାଞ୍ଚ ଦିନ ଧରି ଚାଲିବ ଅଧିବେଶନ
କନକ ବ୍ୟୁରୋ : ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଅଧିବେଶନରେ ଉପସ୍ଥିତ ରହିବା ପାଇଁ ସମସ୍ତ ସାଂସଦଙ୍କ ହ୍ୱିପ ଜାରି କରିଛି ବିଜେପି । ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି । ସରକାର ହଠାତ କ’ଣ ପାଇଁ ଅଧିବେଶନ ଡକାଇଲେ ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବାବେଳେ ମଙ୍ଗଳବାର ଏକ ସୂଚନା ଦେଇଛନ୍ତି ସରକାର । ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ୭୫ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି, ଅନୁଭବ ଓ ସ୍ମୃତିContinue reading “ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମସ୍ତଙ୍କ ଉପସ୍ଥିତ ପାଇଁ ହ୍ୱିପ ଜାରି କଲା ବିଜେପି । ୧୮ରୁ ୨୨ ପାଞ୍ଚ ଦିନ ଧରି ଚାଲିବ ଅଧିବେଶନ”
ଖୋଲୁଛି ଇରାନୀଙ୍କ ହନିଟ୍ରାପ୍ ଗୁମର । ଆସୁଛି ନୂଆ ନୂଆ ଅଭିଯୋଗ । ଫେସବୁକରେ ବନ୍ଧୁତା କରିବା ପରେ ବୁଣିଥିଲେ ଷଡ଼ଯନ୍ତ୍ରର ଜାଲ ।
କନକ ବ୍ୟୁରୋ: ପ୍ରଥମେ ଫେସବୁକରେ ବନ୍ଧୁତା,ପରେ ହ୍ୱାଟ୍ସଆପରେ ସମ୍ପର୍କ ଓ ତାପରେ ଘରକୁ ଆସିବାର ନିମନ୍ତ୍ରଣ । ଆଉ ଶେଷକୁ ସଙ୍ଘବଦ୍ଧ ଆକ୍ରମଣ, ଅପହରଣ ଓ ବ୍ଲାକମେଲିଂ । କିଛି ଏଭଳି ଢଙ୍ଗରେ ଲୋକ ମାନଙ୍କୁ ଫଶାଇ ଟଙ୍କା ଲୁଟ କରିଛନ୍ତି ଇରାନୀ ଓ ଗ୍ୟାଙ୍ଗ । ଇରାନୀ ପାତ୍ର ଗିରଫ ପରେ ତାଙ୍କ ବିରୋଧରେ ଲମ୍ବିଚାଲିଛି ଅଭିଯୋଗର ତାଲିକା । ଏବେ ଜଣେ ବ୍ୟବସାୟୀ ଇରାନୀ ଓ ଗ୍ୟାଙ୍ଗ ବିରେଧରେ ତମାଣ୍ଡୋ ଥାନାରେ ବ୍ଲାକମେଲିଂ ଓContinue reading “ଖୋଲୁଛି ଇରାନୀଙ୍କ ହନିଟ୍ରାପ୍ ଗୁମର । ଆସୁଛି ନୂଆ ନୂଆ ଅଭିଯୋଗ । ଫେସବୁକରେ ବନ୍ଧୁତା କରିବା ପରେ ବୁଣିଥିଲେ ଷଡ଼ଯନ୍ତ୍ରର ଜାଲ । “
ଇଣ୍ଡିଆ ମେଣ୍ଟକୁ ମୋଦୀଙ୍କ ଟାର୍ଗେଟ । କହିଲେ, ସନାତନ ଧର୍ମର ଧ୍ୱଂସ ମେଣ୍ଟର ମୂଳ ଉଦ୍ଦେଶ୍ୟ
କନକ ବ୍ୟୁରୋ : ସନାତନ ଧର୍ମର ଧ୍ୱଂସ ପାଇଁ ଗଠନ ହୋଇଛି ଇଣ୍ଡିଆ ମେଂଟ । ପରସ୍ପର ସହ ହାତ ମିଳାଇଛନ୍ତି ଅଂହକାରୀ ସହଯୋଗୀ ଦଳ । ଏଭଳି କିଛି କଥା କହି ମଂଚ ଉପରୁ ବିରୋଧୀ ମେଂଟକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାରା ବିଶ୍ୱ ଯେଉଁଠି ଭାରତର ସାମର୍ଥ୍ୟ ଦେଖୁଛି ସେଠାରେ ସମାଜକୁ ବିଭାଜନ କରିବାକୁ ବିରୋଧୀ ହିନ ଚେଷ୍ଟା କରୁଛନ୍ତି । ଏହାର ନାଁ ଇଣ୍ଡିଆ ମେଂଟ ନୁହେଁ ଅହଂକାରୀContinue reading “ଇଣ୍ଡିଆ ମେଣ୍ଟକୁ ମୋଦୀଙ୍କ ଟାର୍ଗେଟ । କହିଲେ, ସନାତନ ଧର୍ମର ଧ୍ୱଂସ ମେଣ୍ଟର ମୂଳ ଉଦ୍ଦେଶ୍ୟ”
ଚର୍ଚ୍ଚାରେ ବବିଙ୍କ ଭିଡିଓ କଲ୍ । ଅଙ୍ଗନବାଡି ସଂଘର କାର୍ଯ୍ୟକାରିଣୀ ବୈଠକରେ ଭର୍ଚୁଆଲରେ ରହି ଶୁଣିଲେ ଦାବି । ଉଠିଲା ପ୍ରଶ୍ନ, କିପରି ହେବ ଅଙ୍ଗନବାଡି କର୍ମୀଙ୍କ ସମସ୍ୟାର ସମାଧାନ?
କନକ ବ୍ୟୁରୋ: ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ, ଲୋକଙ୍କ ସମସ୍ୟାର ଫଟାଫଟ ସମାଧାନ ପାଇଁ ପ୍ରତିଶ୍ରୁତି ଭିତରେ ପଛକୁ ଠେଲି ହୋଇ ଯାଇଥିଲେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ତାଙ୍କ ଭୂମିକାକୁ ନେଇ ଅନେକ କଟାକ୍ଷ କରୁଥିଲେ ବିରୋଧୀ । କିନ୍ତୁ ଅଙ୍ଗନବାଡି ସଂଘର କାର୍ଯ୍ୟକାରିଣୀ ବୈଠକରେ ଭିନ୍ନ ମୁଦ୍ରାରେ ନଜର ଆସିଥିଲେ ପ୍ରଣବ ପ୍ରକାଶ । ବୈଠକରେ ପ୍ରତ୍ୟକ୍ଷ ଭାବେ ସାମିଲ ନହୋଇ ଭର୍ଚୁଆଲ୍ରେ ରହି ଅଙ୍ଗନବାଡ଼ି ଦିଦିଙ୍କ ଦାବି ଶୁଣିଥିଲେContinue reading “ଚର୍ଚ୍ଚାରେ ବବିଙ୍କ ଭିଡିଓ କଲ୍ । ଅଙ୍ଗନବାଡି ସଂଘର କାର୍ଯ୍ୟକାରିଣୀ ବୈଠକରେ ଭର୍ଚୁଆଲରେ ରହି ଶୁଣିଲେ ଦାବି । ଉଠିଲା ପ୍ରଶ୍ନ, କିପରି ହେବ ଅଙ୍ଗନବାଡି କର୍ମୀଙ୍କ ସମସ୍ୟାର ସମାଧାନ?”
ଏହିସବୁ ସାମ୍ବାଦିକଙ୍କୁ ବୟକଟ୍ କଲା ‘ଇଣ୍ଡିଆ’ ମେଣ୍ଟ । ଜାଣନ୍ତୁ ତାଲିକାରେ ରହିଛି କେଉଁ କେଉଁ ସାମ୍ବାଦିକଙ୍କ ନାମ
କନକ ବ୍ୟୁରୋ : ଦେଶରେ ପ୍ରଥମଥର ପାଇଁ ଏକ ନୂଆ ରାଜନୀତି ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ବିରୋଧୀଦଳମାନେ ମିଡିଆ ଉପରେ ବିଭିନ୍ନ ପ୍ରସଙ୍ଗରେ ଦୋଷ ଲଦୁଥିବା ବେଳେ ଏବେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପ୍ରଥମଥର ପାଇଁ ଭାରତ ଇତିହାସରେ ଏକ ନୂଆ ନିଷ୍ପତ୍ତି ନେଇଛି । ୪ଟି ଜାତୀୟ ଟିଭି ଚ୍ୟାନେଲ ଓ ୧୪ ଜଣ ସାମ୍ବାଦିକଙ୍କୁ ବୟକଟ୍ କରିବାକୁ ଗୁରୁବାର ଦିନ ମେଣ୍ଟ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିରୋଧୀ ମେଣ୍ଟContinue reading “ଏହିସବୁ ସାମ୍ବାଦିକଙ୍କୁ ବୟକଟ୍ କଲା ‘ଇଣ୍ଡିଆ’ ମେଣ୍ଟ । ଜାଣନ୍ତୁ ତାଲିକାରେ ରହିଛି କେଉଁ କେଉଁ ସାମ୍ବାଦିକଙ୍କ ନାମ”
ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହେଲା ଅଧା ଓଡିଶା । ଲଘୁଚାପ ପ୍ରଭାବରେ ଆହୁରି ବର୍ଷିବ ୨୪ ଘଣ୍ଟା । ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
କନକ ବ୍ୟୁରୋ: ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉପକୂଳ ଓଡିଶାଠୁ ଆରମ୍ଭ କରି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଦାଉ ସାଧିଛି ଲଘୁଚାପ ଜନିତ ବର୍ଷା । ଲଗାଣ ବର୍ଷାରେ ବେହାଲ ହୋଇଛି ଅଧା ଓଡିଶା । ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଜଳସଂପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ କହିଛନ୍ତି ରାଜ୍ୟରେ ବନ୍ୟାContinue reading “ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହେଲା ଅଧା ଓଡିଶା । ଲଘୁଚାପ ପ୍ରଭାବରେ ଆହୁରି ବର୍ଷିବ ୨୪ ଘଣ୍ଟା । ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ”
ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ । ଆନ୍ଦୋଳନ ପାଇଁ ଚେତାବନୀ ଦେଲା ଏବିଭିପି
କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ନେଇ ରାଜନୀତି ଜୋର ଧରିଛି । ତାତିଛନ୍ତି କଂଗ୍ରେସ କର୍ମୀ ଓ ଏବିଭିପି ସଦସ୍ୟ । ଛାତ୍ର କଂଗ୍ରେସର କର୍ମୀମାନେ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରିବା ସହ ଘର ଉପରକୁ ଅଣ୍ଡାମାଡ଼ କରିଛନ୍ତି । ଆଉ ଉକ୍ରଳ ବିଶ୍ୱବିଦ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଏବିଭିପି ଛାତ୍ର । ତେବେ ସଫେଇ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭଲ ପାଇଁ ଏଭଳି ନିଷ୍ପତିContinue reading “ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ । ଆନ୍ଦୋଳନ ପାଇଁ ଚେତାବନୀ ଦେଲା ଏବିଭିପି”