କନକ ବ୍ୟୁରୋ: ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ୬ ଦିନରେ ପହଞ୍ଚିଛି । ସାରା ରାଜ୍ୟର ପ୍ରାୟ ୧ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ତିନି ଦଫା ଦାବି ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିବାରୁ ୫୦ ହଜାରରୁ ଅଧିକ ସ୍କୁଲରେ ତାଲା ଝୁଲୁଛି । ପିଲା ଆସୁଥିଲେ ବି ତାଲା ପଡିଥିବାରୁ ଫେରିବାକୁ ବାଧ୍ୟ ହେଉଛନ୍ତି । କିଛି ସ୍ଥାନରେ ପିଲାମାନେ ରାସ୍ତା ଉପରେ ଖେଳୁଥିବା ଦେଖିବାକୁ ମିଳିଛି ।Continue reading “ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ, ୬ ଦିନ ହେଲା ସ୍କୁଲରେ ପଡ଼ିଛି ତାଲା । ଲକ୍ଷ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ । ସରକାର ଦେଖାଇଲେ ନାଲିଆଖି, ଦେଲେ କାର୍ଯ୍ୟାନୁଷ୍ଠାନ ଧମକ”
Tag Archives: News
ମାଟିକୁ ରୂପ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର । ୪୫ ବର୍ଷ ହେଲା ମାଟିର ମୂର୍ତ୍ତି କରି ପୋଷୁଛନ୍ତି ପରିବାର
କନକ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡା ବଳଙ୍ଗାର ଦିବ୍ୟାଙ୍ଗ ମୂର୍ତି କାରିଗର ବୀରକିଶୋର ସାହୁ । ଗୋଟିଏ ହାତ ଓ ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଅଚଳ ଥାଇ ବି ଜୀବନ ଯୁଦ୍ଧରେ ହାର୍ ମାନିନାହାନ୍ତି ସେ । ପିଲାବେଳୁ ମୂର୍ତ୍ତି ଗଢିବାର ନିଶା ପରେ ପେସାରେ ପରିଣତ ହୋଇଛି । ମାଟିରେ ବିଭିନ୍ନ ମୂର୍ତ୍ତି କରି ବିକ୍ରି କରନ୍ତି ବୀରକିଶୋର । ବୀର କିଶୋରଙ୍କ ମୂର୍ତି ଚାହିଦା ଅଂଚଳରେ ବେଶ୍ ରହିଛି । ତଥାପି ଯେତିକିContinue reading “ମାଟିକୁ ରୂପ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର । ୪୫ ବର୍ଷ ହେଲା ମାଟିର ମୂର୍ତ୍ତି କରି ପୋଷୁଛନ୍ତି ପରିବାର”
ନବରଙ୍ଗପୁରରେ ମାତିଛନ୍ତି ଅନ୍ତଃରାଜ୍ୟ ଠକ । ସୁନା ଶଙ୍ଖ ଓ ସୁନା ଇଟା ଦେଇ ଯୁବପୀଢିଙ୍କୁ ଭଣ୍ଡେଇ ଦେଉଛନ୍ତି ଠକ
କନକ ବ୍ୟୁରୋ : ପୁଲିସ ଟେବୁଲ ଉପରେ ରହିଛି ଗୋଟିଏ ଇଟା ଓ ଶଙ୍ଖ । ସୁନା ଇଟା ଓ ସୁନା ଶଙ୍ଖ ଭଳି ଦେଖାଯାଉଥିବା ଦୁଇଟି ଜିନିଷ ଅସଲି ନୁହେଁ ନକଲି । ଏହି ନକଲି ସାମଗ୍ରୀକୁ ନବରଙ୍ଗପୁରରେ ବିକ୍ରି କରୁଛନ୍ତି ରାଜ୍ୟ ବାହାରର ଦଲାଲ । ଆଉ ରାତାରାତି ବଡ଼ଲୋକ ହେବା ନିଶାରେ ଏହାକୁ କିଣି ଲକ୍ଷାଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଯୁବଗୋଷ୍ଠୀ । ବାରମ୍ବାର ଏଭଳି ଠକେଇContinue reading “ନବରଙ୍ଗପୁରରେ ମାତିଛନ୍ତି ଅନ୍ତଃରାଜ୍ୟ ଠକ । ସୁନା ଶଙ୍ଖ ଓ ସୁନା ଇଟା ଦେଇ ଯୁବପୀଢିଙ୍କୁ ଭଣ୍ଡେଇ ଦେଉଛନ୍ତି ଠକ”
ଶିକ୍ଷାନୁଷ୍ଠାନରେ ଅଭାବନୀୟ ସ୍ଥିିତି । ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା, ଜୟପୁର ରାଜନୀତିରେ ଶିକ୍ଷକ ଆନ୍ଦୋଳନ
କନକ ବ୍ୟୁରୋ : ରାଜନୀତିରେ ଶିକ୍ଷକଙ୍କ ଆନ୍ଦୋଳନ । ସ୍କୁଲରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ । ସେପଟେ ଘରେ ବସି ଭବିଷ୍ୟତ ଖୋଜୁଛନ୍ତି ୪୦ ଲକ୍ଷ ଛାତ୍ରଛାତ୍ରୀ । ସାରା ରାଜ୍ୟରୁ ଏଭଳି ଚିତ୍ର ଆସୁଛି । ଘରୋଇ ସ୍କୁଲ ଗୁଡ଼ିକରେ ପରୀକ୍ଷା ଚାଲିଥିବା ବେଳେ ପ୍ରାୟ ୫୦ ହଜାରରୁ ଅଧିକ ସରକାରୀ ସ୍କୁଲରେ ତାଲା ପଡ଼ଛି । ସମୟ ବିତୁଛି, ଯିଏ ଯା ହକ କଥା କହୁଛନ୍ତି । ହେଲେ ଅପହଂଚ ଗାଁରୁContinue reading “ଶିକ୍ଷାନୁଷ୍ଠାନରେ ଅଭାବନୀୟ ସ୍ଥିିତି । ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା, ଜୟପୁର ରାଜନୀତିରେ ଶିକ୍ଷକ ଆନ୍ଦୋଳନ”
ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା । ଉବୁଟୁବୁ ହେଲା ଉପକୂଳରୁ ଉପାନ୍ତ ଓଡିଶା
କନକ ବ୍ୟୁରୋ : ପୋଲ ଉପରେ ବହୁଛି ପାଣି । ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷାରେ ବେହାଲା ମାଲକାନଗିରି ଜିଲ୍ଲାର କାଲିମେଳା ଅଂଚଳ । ଏମ-ଭି-୯୬ରେ ପୋଲ ଉପରେ ପ୍ରବାହିତ ହେଉଛି ୬ ଫୁଟ୍ର ବନ୍ୟା ପାଣି । ୩୨୬ ନମ୍ବର ଜାତୀୟ ରାଜପଥରେ ପାଣି ଜମି ରହିଥିବାରୁ ଉଭୟ ପାଶ୍ୱର୍ରେ ଅଟକି ରହିଛି ଯାନବାହାନ । ବର୍ଷାରେ ବଲାଙ୍ଗୀରର ହାଲ ବେହାଲ ହୋଇଛି । ପ୍ରବଳ ଓ ଲଗାଣContinue reading “ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା । ଉବୁଟୁବୁ ହେଲା ଉପକୂଳରୁ ଉପାନ୍ତ ଓଡିଶା”
ବିପଦପୂର୍ଣ୍ଣ ରିଲ୍ସ କରି ତଣ୍ଡ ଗଣିଲେ ଯୁବକ । ୩୫ଶହ ଟଙ୍କାର ଫାଇନ କାଟିଲା ଟ୍ରାଫିକ ପୋଲିସ
କନକ ବ୍ୟୁରୋ : ଯୁବକଙ୍କୁ ମହଙ୍ଗା ପଡିଲା ବିପଦପୂର୍ଣ୍ଣ ରିଲ୍ସ । ରାସ୍ତା ଉପରେ ବେପରୁଆ ଗାଡି ଚଳାଇ ରିଲ୍ସ କରି ତଣ୍ଡ ଗଣିଛନ୍ତି ଯୁବକ । ବାଲେଶ୍ୱର ସହଦେବଖୁଂଟା ରାସ୍ତାରେ ହୋଇଥିବା ବିପଦପୂର୍ଣ୍ଣ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ୍ ଥାନା ପୁଲିସ । ମାଟିଆଳି ଅଂଚଳର ବାଇକ ଚାଳକଙ୍କୁ ୩୫ଶହ ଟଙ୍କାର ଇ-ଚାଲାଣ ପଠାଯାଇଛି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପାଇଁ ଅନେକ ସମୟରେContinue reading “ବିପଦପୂର୍ଣ୍ଣ ରିଲ୍ସ କରି ତଣ୍ଡ ଗଣିଲେ ଯୁବକ । ୩୫ଶହ ଟଙ୍କାର ଫାଇନ କାଟିଲା ଟ୍ରାଫିକ ପୋଲିସ”
ଶିକ୍ଷାନୁଷ୍ଠାନରେ ଅଭାବନୀୟ ସ୍ଥିିତି । ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା । ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ପ୍ରଭାବିତ
କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଯୋଗୁ ପ୍ରାୟ ୫୦ ହଜାର ସ୍କୁଲରେ ତାଲା ପଡ଼ିଛି । ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଠିକା ବ୍ୟବସ୍ଥା ଉଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁୁରୁଣା ପେନସନ୍ ଦାବିରେ ଅଟଳ ରହିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ସେପଟେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି । ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇContinue reading “ଶିକ୍ଷାନୁଷ୍ଠାନରେ ଅଭାବନୀୟ ସ୍ଥିିତି । ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା । ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ପ୍ରଭାବିତ”
ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲେ ସରକାରୀ ଲାଇସେନ୍ସପ୍ରାପ୍ତ ଠିକାଦାର । ଟାଟା ପାୱାର ଅଣଦେଖା କରୁଥିବା ଅଭିଯୋଗ ।
କନକ ବ୍ୟୁରୋ: ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲେ ସରକାରୀ ଲାଇସେନ୍ସପ୍ରାପ୍ତ ଠିକାଦାର । ବାତ୍ୟା ହେଉ କି ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଭରସାଯୋଗ୍ୟ ସେବା ଯୋଗାଇ ଆସୁଥିବା ଏହି କର୍ମଚାରୀ ମାନଙ୍କୁ ଟାଟା ପାୱାର ଅଣଦେଖା କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଯେତେବେଳେ ସରକାରଙ୍କ ଅଧିନରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ରହିଥିଲା ସେତେବେଳେ ଟେଣ୍ଡର ହେଉଥିଲା । ଆଉ ସେମାନଙ୍କୁ କାମ ମିଳୁଥିଲା । କିନ୍ତୁ ଟାଟା ପାୱାର ଆସିବା ପରେ ଅଣଓଡ଼ିଆContinue reading “ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲେ ସରକାରୀ ଲାଇସେନ୍ସପ୍ରାପ୍ତ ଠିକାଦାର । ଟାଟା ପାୱାର ଅଣଦେଖା କରୁଥିବା ଅଭିଯୋଗ ।”
ଜନ୍ମ ପ୍ରମାଣପତ୍ର ଥିଲେ ହୋଇପାରିବ ଡ୍ରାଇଭିଂ ଲାଇସେନ୍ସ ସହ କରିପାରିବେ ଆଧାରକାର୍ଡ । ଅକ୍ଟୋବର ପହିଲାରୁ ହେବାକୁ ଯାଉଛି ଲାଗୁ
କନକ ବ୍ୟୁରୋ : ଅକ୍ଟୋବର ପହିଲାରୁ ପ୍ରମାଣପତ୍ର ଯାଂଚ ବେଳେ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବଢିବାକୁ ଯାଉଛି । ନୂଆ ନିୟମ ମୁତାବକ ଜନ୍ମ ପ୍ରମାଣପତ୍ରକୁ ବ୍ୟବହାର କରି ସ୍କୁଲରେ ଆଡମିଶନ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି, ବିବାହ ପଞ୍ଜିକରଣ, ସରକାରୀ ଚାକିରୀ, ପାସପୋ୍ଟ ଓ ଆଧାରକାର୍ଡ ବନାଯାଇପାରିବ । ଏହାସହ ଆହୁରି ଅନେକ ସ୍ଥାନରେ ଏହାକୁ ଏକକ ପ୍ରମାଣପତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଧେୟକ ୨୦୨୩Continue reading “ଜନ୍ମ ପ୍ରମାଣପତ୍ର ଥିଲେ ହୋଇପାରିବ ଡ୍ରାଇଭିଂ ଲାଇସେନ୍ସ ସହ କରିପାରିବେ ଆଧାରକାର୍ଡ । ଅକ୍ଟୋବର ପହିଲାରୁ ହେବାକୁ ଯାଉଛି ଲାଗୁ”
ଆର୍ଥିକ ଅନଟନ ଭିତରେ ପରମାଣୁ ଅସ୍ତ୍ର ବନାଉଛି ପାକିସ୍ତାନ । କେଉଁଠି ଓ କେମିତି ଲୁଚାଇଛି ଅସ୍ତ୍ର, ଚାଞ୍ଚଲ୍ୟକର ତଥ୍ୟ ରଖିଲା ଆମେରିକାର ସଙ୍ଗଠନ ।
କନକ ବ୍ୟୁରୋ: ପାକିସ୍ତାନର ଅର୍ଥନୀତି ଭୁଷୁଡି ପଡିଛି । ପାକିସ୍ତାନରେ ତେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଲୋକେ ଖାଇବାକୁ ପାଉନାହାଁନ୍ତି । ପେଟ୍ରୋଲ ଦର ୩୦୦ ଟଙ୍କା ଅତିକ୍ରମ କରିଛି । ତେଲ ଦର ଏବଂ ବିଦ୍ୟୁତ୍ ବିଲକୁ ନେଇ ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି । ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି । ନିଜର ଅର୍ଥନୀତି ସଜାଡିବାକୁ ପାକିସ୍ତାନ ଚୀନ ଏବଂ ଗଲ୍ପContinue reading “ଆର୍ଥିକ ଅନଟନ ଭିତରେ ପରମାଣୁ ଅସ୍ତ୍ର ବନାଉଛି ପାକିସ୍ତାନ । କେଉଁଠି ଓ କେମିତି ଲୁଚାଇଛି ଅସ୍ତ୍ର, ଚାଞ୍ଚଲ୍ୟକର ତଥ୍ୟ ରଖିଲା ଆମେରିକାର ସଙ୍ଗଠନ ।”