ପ୍ରବଳ ବର୍ଷା ପାଇଁ ଆଜି ବଲାଙ୍ଗୀରରେ ସବୁ ସ୍କୁଲ ଛୁଟି : ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡି ବନ୍ଦ

କନକ ବ୍ୟୁରୋ : ପ୍ରପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗୀରରେ ସବୁ ସ୍କୁଲ ଛୁଟି । ସରକାରୀ, ବେସରକାରୀ ସ୍କୁଲ ସହ ସବୁ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା । ସବୁ ସ୍କୁଲ ଛୁଟି ନେଇ ବଲାଙ୍ଗୀର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୨୧୫ ମିଲିମିଟର ବର୍ଷାContinue reading “ପ୍ରବଳ ବର୍ଷା ପାଇଁ ଆଜି ବଲାଙ୍ଗୀରରେ ସବୁ ସ୍କୁଲ ଛୁଟି : ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡି ବନ୍ଦ”

ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି : ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ବିରୋଧରେ ସରକାରଙ୍କ ନାଲି ଆଖି । ଧାରଣା ପାଇଁ ଅନୁମତି ନେଇ ନାହାଁନ୍ତି ଅଧିକାଂଶ ଶିକ୍ଷକ । ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ । ତୁରନ୍ତ ଆନ୍ଦୋଳନ ବନ୍ଦ କରି କାମରେ ଯୋଗ ଦେବାକୁ ଅପିଲ କରିଛନ୍ତି । ସଂଘର ୩ ଦଫା ଦାବିଗୁଡିକ ମଧ୍ୟରୁ ପ୍ରଥମଟି ହେଲା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ କରିବା, ଶିକ୍ଷକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା କାର୍ଯ୍ୟକାଳକୁContinue reading “ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି : ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ”

ଭୂମିକମ୍ପ, ବନ୍ୟା ପରେ ଲିବ୍ୟାରେ ଭୟଙ୍କର ଦୃଶ୍ୟ । ଚାରିଆଡେ ପଡିଛି ଶବ

କନକ ବ୍ୟୁରୋ: ଭୂମିକମ୍ପ ଓ ବନ୍ୟା । ସମୁଦ୍ରରେ ଏପରି ଉଚ୍ଚ ଲହରୀ ଆସିଲା ଯେ, ଭାସିଗଲେ ହଜାର ହଜାର ଲୋକ । ନିଖୋଜ ହୋଇଗଲେ ଅନେକ । ଆଉ ବନ୍ୟା ଛାଡିଗଲା ପରେ ସ୍ଥିତି ଅତି ଭୟଙ୍କର ହୋଇପଡିଛି । ଏବେ ଚାରିଆଡେ ଖାଲି କୁଢ କୁଢ ଶବ ଦେଖିବାକୁ ମିଳିଛି । ଲିବ୍ୟାରେ ଗତ ଶନିବାର ଆସିଥିବା ଭୟଙ୍କର ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି। ବନ୍ୟା ଯୋଗୁଁ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁContinue reading “ଭୂମିକମ୍ପ, ବନ୍ୟା ପରେ ଲିବ୍ୟାରେ ଭୟଙ୍କର ଦୃଶ୍ୟ । ଚାରିଆଡେ ପଡିଛି ଶବ”

ଭୋପାଳରେ ହେବ ‘ଇଣ୍ଟିଆ’ ମେଣ୍ଟର ପ୍ରଥମ ରାଲି : ୫ ରାଜ୍ୟର ନିର୍ବାଚନ ଉପରେ ମେଣ୍ଟର ନଜର

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ବିରୋଧ ମେଣ୍ଟ ଇଣ୍ଡିଆର ନଜର । ଏଥିପାଇଁ ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ରାଲି ହେବ । ଏହି ରାଲି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହେବ । ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଅର୍ଥାତ ଏଥିରୁ ସ୍ପଷ୍ଟ ଯେ, ପ୍ରଥମ ବିଧାନସଭା ନିର୍ବାଚନକୁ ଟାର୍ଗେଟContinue reading “ଭୋପାଳରେ ହେବ ‘ଇଣ୍ଟିଆ’ ମେଣ୍ଟର ପ୍ରଥମ ରାଲି : ୫ ରାଜ୍ୟର ନିର୍ବାଚନ ଉପରେ ମେଣ୍ଟର ନଜର”

ପୁଅର ଶବକୁ କାନ୍ଧ ଦେଲେ ବାପା : ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ଡିଏସପି

କନକ ବ୍ୟୁରୋ : ପୁଅର ଶବକୁ କାନ୍ଧ ଦେଲେ ବାପା । ସହିଦ ଡିଏସପି ହୁମାୟୁଁ ମୁଜାମିଲ ଭଟ୍ଟଙ୍କୁ ଶେଷ ସମ୍ମାନ ଜଣାଇଲେ ବାପା ତଥା ପୂର୍ବତନ ପୋଲିସ ଆଇଜି ଗୁଲାମ ହସନ ଭଟ୍ଟ । ପୁଅର ମରଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ତାଙ୍କ ବାପା । ଆଖିରୁ ଝରି ଆସୁଥିଲା ଧାର ଧାର ଲୁହ । ଯବାନ ପୁଅକୁ ହରାଇ ଭାବପ୍ରବଣ ହୋଇପଡ଼ିଥିଲେ ବାପା । ଏହା ପରେ ପୁଅର ମୃତଦେହକୁ କାନ୍ଧ ଦେଇଥିଲେContinue reading “ପୁଅର ଶବକୁ କାନ୍ଧ ଦେଲେ ବାପା : ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ଡିଏସପି”

କାହାର ୨ ମାସର ଝିଅ ତ ଆଉ କିଏ ଥିଲେ ଘରର ଗୋଟିଏ ପୁଅ : ସଂକ୍ଷେପରେ ଅନନ୍ତନାଗରେ ସହିଦ ହୋଇଥିବା ଅଫିସରଙ୍କ ପରିବାର

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଛପି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଏନକାଉଣ୍ଟର ଚଳାଇଥିଲା ସେନା ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ଶକ୍ତି । ଏହି ସମୟରେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ସେନାର ୨ ଅଧିକାରୀ କର୍ଣ୍ଣେଲ ମନପ୍ରୀତ ସିଂ ଓ ବଟାଲିୟନ୍ କମାଣ୍ଡର ମେଜର ଆଶିଷ ଧୌନିକ ଓ ଡିଏସପି ହୁୁମାୟୁନ୍ ଭଟ୍ଟ ସହିଦ ହୋଇଗଲେ । ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ଅନ୍ୟ ନେତାବୃନ୍ଦ ସହିଦଙ୍କୁContinue reading “କାହାର ୨ ମାସର ଝିଅ ତ ଆଉ କିଏ ଥିଲେ ଘରର ଗୋଟିଏ ପୁଅ : ସଂକ୍ଷେପରେ ଅନନ୍ତନାଗରେ ସହିଦ ହୋଇଥିବା ଅଫିସରଙ୍କ ପରିବାର”

ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ନିସ୍ତୁକ ମାଡ଼ : ଟ୍ରକ୍ ଧକ୍କାରେ ହରି ବେହେରାଙ୍କ କଟିଯାଇଛି ଦୁଇଟି ଯାକ ଗୋଡ

କନକ ବ୍ୟୁରୋ : ତାଳଚେର ବାଇପାସ୍ ରାସ୍ତାରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ନିସ୍ତୁକ ମାଡ଼ । ଡ୍ରାଇଭରକୁ କାବୁ କରି ନିସ୍ତୁକ ମାଡ଼ ମାରିଲେ ସ୍ଥାନୀୟ ଲୋକେ । ଟ୍ରକ୍ ଧକ୍କାରେ ତାଳଚେର ଚାଉଳିଆକୁତାର ହରି ବେହେରାଙ୍କ ଦୁଇଟି ଯାକ ଗୋଡ କଟିଯାଇଛି । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଲୋକେ ଟ୍ରକ ସହ ଡ୍ରାଇଭରକୁ ଅଟକ ରଖିଥିଲେ । ରାସ୍ତା ମରାମତି ଓ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେContinue reading “ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ନିସ୍ତୁକ ମାଡ଼ : ଟ୍ରକ୍ ଧକ୍କାରେ ହରି ବେହେରାଙ୍କ କଟିଯାଇଛି ଦୁଇଟି ଯାକ ଗୋଡ”

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ : ୧୩ ଦଫା ଦାବି ନେଇ ପଶ୍ଚିମ ଓଡିଶା ଆଦିବାସୀ ସଂଘ ପକ୍ଷରୁ ଘେରାଉ

କନକ ବ୍ୟୁରୋ : ୧୩ ଦଫା ଦାବୀ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପଶ୍ଚିମ ଓଡିଶା ଆଦିବାସୀ ସଂଘ । ପଦ୍ମପୁର ଉପଖଣ୍ଡରେ ଆଦିବାସୀ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ପ୍ରଶାସନିକ ଅଧିକାରୀ ଆଦିବାସୀଙ୍କୁ ନ୍ୟାୟ ଦେବାରେ ଅଣଦେଖା କରୁଛନ୍ତି । ଏହି ପ୍ରତିବାଦରେ ଏକ ରାଲିରେ ହଜାର ହଜାର ଆଦିବାସୀ ପଦ୍ମପର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନ୍ୟାୟ ମାଗିଛନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ସରକାରଙ୍କContinue reading “ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ : ୧୩ ଦଫା ଦାବି ନେଇ ପଶ୍ଚିମ ଓଡିଶା ଆଦିବାସୀ ସଂଘ ପକ୍ଷରୁ ଘେରାଉ”

ପାଣି ମିଟର ଚଲେଇବାକୁ କେନ୍ଦ୍ରକରି ଅଧ୍ୟକ୍ଷ-କର୍ମଚାରୀ ମାରପିଟ୍ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ପାଣି ମଟର ଚଲେଇବାକୁ ନେଇ କଲେଜ ପରିସରରେ ଅଧ୍ୟକ୍ଷ ଓ କର୍ମୀଚାରୀଙ୍କ ମଧ୍ୟରେ ମାରପିଟ୍ । ବାଲେଶ୍ୱର ବସ୍ତା ସିଦ୍ଧେଶ୍ୱର କଲେଜରେ ଘଟିଛି ଏହି ଘଟଣା । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମାଡ଼ରେ ଜଣେ କର୍ମଚାରୀ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଯଦି ଜଣେ କର୍ମଚାରୀ କୌଣସି ଭୁଲ କରୁଛନ୍ତି, ତେବେ କଲେଜ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଇContinue reading “ପାଣି ମିଟର ଚଲେଇବାକୁ କେନ୍ଦ୍ରକରି ଅଧ୍ୟକ୍ଷ-କର୍ମଚାରୀ ମାରପିଟ୍ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍”

ଆସୁଛି ଫିଲ୍ମ ‘କୁଳାଙ୍ଗାର-୨’ : ମୁଖ୍ୟ ଭୂମିକାରେ ନାୟକ ଶାଶ୍ୱତ ଓ ନାୟିକା ନିଲାଖୀ

କନକ ବ୍ୟୁରୋ : ଜୀ-ସାର୍ଥକର ଆସୁଛି ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ନୂଆ ଓଡ଼ିଆ ଫିଲ୍ମ କୁଳାଙ୍ଗାର-୨ । ଆସନ୍ତା ୧୭ ରବିବାର ସଂଧ୍ୟା ୬ଟା ୩୦ରେ ଏହି ଫିଲ୍ମ ରିଲିଜ୍ ହେବ । ଏହା ପୂର୍ବରୁ ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସିନେମାର ମୁଖ୍ୟ ଚରିତ୍ରରେ ଅଛନ୍ତି ନାୟକ ଶାଶ୍ୱତ ଓ ନାୟିକା ନିଲାଖୀ । ଅଭିନେତା କୁନା ତ୍ରିପାଠୀ ଓ ମଧୁମିତା ମହାନ୍ତି ଏକ ଗୁରୂୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।Continue reading “ଆସୁଛି ଫିଲ୍ମ ‘କୁଳାଙ୍ଗାର-୨’ : ମୁଖ୍ୟ ଭୂମିକାରେ ନାୟକ ଶାଶ୍ୱତ ଓ ନାୟିକା ନିଲାଖୀ”

Design a site like this with WordPress.com
Get started