ଏଣିକି ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ବସିଲା ବୈଠକ

କନକ ବ୍ୟୁରୋ: ଏଣିକି ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ । ଶ୍ରୀମନ୍ଦିର ଆନନ୍ଦବଜାରର ଶୃଙ୍ଖଳା ନେଇ ହୋଇଥିବା ଆଲୋଚନାରେ ଏପରି ନିଷ୍ପତି ନିଆଯାଇଛି । ତେବେ ଅବଢ଼ା ଦର ତାଲିକା ଚୂଡ଼ାନ୍ତ ହୋଇ ପାରିନାହିଁ । ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଂଟନ ନେଇ ମଧ୍ୟ ନିଷ୍ପତି ନିଆଯାଇ ପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।Continue reading “ଏଣିକି ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ବସିଲା ବୈଠକ”

ବର୍ଷାରେ ବ୍ରହ୍ମପୁର ସବରେଜିଷ୍ଟ୍ରାର ଅଫିସରେ ପଶିଲା ପାଣି: ବାହାରିଲା ସାପ

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ବ୍ରହ୍ମପୁରରେ ଆଜି ବର୍ଷା ଲାଗି ରହିଛି । ଅନେକ ଅଂଚଳ ଜଳମଗ୍ନ ହୋଇଛି । ବ୍ରହ୍ମପୁରର ସବ-ରେଜିଷ୍ଟ୍ରାର ଅଫିସରେ ପାଣି ପଶିଛି । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବ-ରେଜିଷ୍ଟ୍ରାର ଅଫିସର ବିଭିନ୍ନ ରୁମରେ ପାଣି ପଶିଛି । ପାଣି ଭିତରୁ ସାପ ବି ବାହାରିଥିବା ଦେଖିବାକୁ ମିଳିଛି । ଅଫିସ କର୍ମଚାରୀ ପାଣିରେ ପଶି କାମ କରିଛନ୍ତି । ଏହି ଅଫିସ ବିଏମସି ଅଫିସରContinue reading “ବର୍ଷାରେ ବ୍ରହ୍ମପୁର ସବରେଜିଷ୍ଟ୍ରାର ଅଫିସରେ ପଶିଲା ପାଣି: ବାହାରିଲା ସାପ”

ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭାରେ ବଳ କଷିବ ବିରୋଧୀ ଇଣ୍ଡିଆ ମେଂଟ: ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ରାଲି

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ଆଡକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ବିରୋଧ ମେଂଟ ଇଣ୍ଡିଆର ନଜର । ଏଥିପାଇଁ ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ର୍ୟାଲି ହେବ । ଏହି ରାଲି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହେବ । ଦିଲ୍ଲୀରେ ଇଣ୍ଡିଆ ମେଂଟର ସମନ୍ୱୟ ବୈଠକରେ ଏହି ନିଷ୍ପତି ହୋଇଛି । ଅର୍ଥାତ ଏଥିରୁ ସ୍ପଷ୍ଟ ଯେ, ପ୍ରଥମ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରିଛିContinue reading “ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭାରେ ବଳ କଷିବ ବିରୋଧୀ ଇଣ୍ଡିଆ ମେଂଟ: ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ରାଲି”

ଲିଭଇନ ସମ୍ପର୍କର ଲୋମଟାଙ୍କୁରା କାହାଣୀ । ମହାରାଷ୍ଟ୍ରରେ ପ୍ରେମିକାକୁ ହତ୍ୟା କରି ଗୁଜରାଟରେ ଶବକୁ ଫିଙ୍ଗିଲା ପ୍ରେମିକ

କନକ ବ୍ୟୁରୋ : ପୁଣି ଥରେ ସାମ୍ନାକୁ ଆସିଲା ଲୋମଟାଙ୍କୁରା ହତ୍ୟା ମାମଲା । ମହାରାଷ୍ଟ୍ର ପାଲଘର ନାୟଗାଓଁ ଲିଭଇନ ପାର୍ଟନରକୁ ବିଭତ୍ସ ହତ୍ୟା କରିଛି ପ୍ରେମିକ । ବାଥଟବରେ ବୁଡେଇ ହତ୍ୟା କରିବା ପରେ ଶବକୁ ଏକ ବ୍ୟାଗରେ ଭର୍ତି କରିଥିଲା ଅଭିଯୁକ୍ତ । ପରେ ମହାରାଷ୍ଟ୍ରରୁ ନେଇ ଗୁଜରାଟରେ ଫିଙ୍ଗିିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବତୀଙ୍କ ପରିବାରକୁ ସହେନ୍ଦ ହେବା ପରେ ପୁଲିସ ତଦନ୍ତ କରି ହତ୍ୟାଘଟଣାର ପର୍ଦ୍ଦଫାଶ କରିଛି  ।Continue reading “ଲିଭଇନ ସମ୍ପର୍କର ଲୋମଟାଙ୍କୁରା କାହାଣୀ । ମହାରାଷ୍ଟ୍ରରେ ପ୍ରେମିକାକୁ ହତ୍ୟା କରି ଗୁଜରାଟରେ ଶବକୁ ଫିଙ୍ଗିଲା ପ୍ରେମିକ”

ଅଡୁଆରେ ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନଙ୍କ ବିରୋଧରେ ଚାଲିବ ମହାଅଭିଯୋଗ ମାମଲା

କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ପ୍ରତିନିଧିସଭାରେ ରିପବ୍ଲିକାନ ସ୍ପିକର କେବିନ ମେକାର୍ଥୀ ବାଇଡେନଙ୍କ ବିରୋଧରେ ଆସିଥିବା ମହାଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁଅ ହଂଟର ବାଇଡେନର ବ୍ୟବସାୟକୁ ଲାଭ ଦେବା ପାଇଁ ଜୋ ବାଇଡେନ ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଭିନ୍ନ ଦେଶମାନଙ୍କଠୁ ମିଥ୍ୟା ତଥ୍ୟ ଦେଇ ଅର୍ଥ ଆଣିଛନ୍ତି । କ୍ଷମତାର ଦୁରୁପଯୋଗ, ସରକାରୀ କାମରେ ବାଧା ସୃଷ୍ଟି ଓContinue reading “ଅଡୁଆରେ ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନଙ୍କ ବିରୋଧରେ ଚାଲିବ ମହାଅଭିଯୋଗ ମାମଲା”

 ରୁଷ ରାଷ୍ଟ୍ରପତି ଓ ଉତରକୋରିଆ ଶାସକ କିମଜଙ୍ଗ ଉନଙ୍କ ଭେଟଘାଟ । ବୁଧବାର ଭୋଷ୍ଟୋଚିନ କସମଡ୍ରୋମରେ ଦୁଇ ରାଷ୍ଟ୍ରନେତାଙ୍କ ସାକ୍ଷାତ ପରେ ବୁଲି ଦେଖିଲେ ସ୍ପେଶ୍ ସେଂଟର

କନକ ବ୍ୟୁରୋ : ଋୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିଲେ ଉତରକୋରିଆର ଶାସକ କିମ ଜଙ୍ଗ ଉନ୍ । ଭେଷ୍ଟୋଚନି କସମୋଡ୍ରୋମରେ ବୁଧବାର ଉଭୟ ରାଷ୍ଟ୍ରନେତା ସାକ୍ଷାତ କରିଛନ୍ତି । ମଙ୍ଗଳବାର ଅସ୍ତ୍ରଶସ୍ତ୍ର ସଜ୍ଜିତ ସ୍ୱତନ୍ତ୍ର ଟ୍ରେନରେ ରୁଷରେ ପହଁଚିଥିଲେ କିମଜଙ୍ଗ । ଏମାନଙ୍କ ମଧ୍ୟରେ ବୈଠକ ବସିବା ସହ ପରମାଣୁ ଚୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ପରେ କମମୋଡ୍ରାମର ଥିବା ରୁଷର ଡିଫେନ୍ସ  ଓ ସ୍ପେଶ ସେଂଟର ବୁଲି ଦେଖିଛନ୍ତିContinue reading ” ରୁଷ ରାଷ୍ଟ୍ରପତି ଓ ଉତରକୋରିଆ ଶାସକ କିମଜଙ୍ଗ ଉନଙ୍କ ଭେଟଘାଟ । ବୁଧବାର ଭୋଷ୍ଟୋଚିନ କସମଡ୍ରୋମରେ ଦୁଇ ରାଷ୍ଟ୍ରନେତାଙ୍କ ସାକ୍ଷାତ ପରେ ବୁଲି ଦେଖିଲେ ସ୍ପେଶ୍ ସେଂଟର”

ଜି-୨୦ ସମ୍ମିଳନୀରେ ମୁତୟନ ହୋଇଥିବା ପୁଲିସ ଅଧିକାରୀଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ । ସଫଳ ସମ୍ମିଳନୀ ପାଇଁ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ

କନକ ବ୍ୟୁରୋ : ଦିଲ୍ଲୀ ପୁଲିସ ସହ ସ୍ୱତନ୍ତ୍ର ଭାବେ ରାତ୍ରୀଭୋଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମିଳିଥିବା ସୂଚନା ଅନୁସାରେ ସୁରକ୍ଷାକାର୍ଯ୍ୟରେ ମୁତୟନ ଦିଲ୍ଲୀ ପୁଲିସର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହ ମୋଦୀ ରାତ୍ରୀଭୋଜନ କରିବେ । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ସୁରୁଖୁରରେ ଶେଷ ହୋଇଛି ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ । ଏହାସହ ଜି-୨୦ ସମ୍ମିଳନୀକୁ ସଫଳତାର ସହ ସମାପନContinue reading “ଜି-୨୦ ସମ୍ମିଳନୀରେ ମୁତୟନ ହୋଇଥିବା ପୁଲିସ ଅଧିକାରୀଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ । ସଫଳ ସମ୍ମିଳନୀ ପାଇଁ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ”

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ: ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, କିଛି ସ୍ଥାନରେ ଅତିପ୍ରବଳ ବର୍ଷା ଆଶଙ୍କା

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷାରେ ଦକ୍ଷିଣ ଓଡିଶା ବିଶେଷକରି କୋରାପୁଟ ଅଧିକ ପ୍ରଭାବିତ ହୋଇଛି । କେଉଁଠି ଅଫିସ ତ କେଉଁଠି ସ୍କୁଲରେ ପାଣି ପଶିଛି । ରେଳଧାରଣାରେ ପାଣି ଚାଲିବା ଫଳର କୋରାପୁଟ-ରାୟଗଡା ରେଳପଥରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛିା ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବର୍ଷା ବିଭୀଷିକାର ବିଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ବିଶେଷକରି କୋରାପୁଟ ଓ ମାଲକାନିଗିରି ବର୍ଷାରେ ବେଶୀContinue reading “ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ: ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, କିଛି ସ୍ଥାନରେ ଅତିପ୍ରବଳ ବର୍ଷା ଆଶଙ୍କା”

କେରଳରେ ପୁଣି ନିପାହା ଆତଙ୍କ । ଗତକାଲି ୨ଜଣଙ୍କ ମୃତ୍ୟୁ ପରେ ଆଜି ଆଉ ୪ଜଣ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : କେରଳରେ ହାଇଆର୍ଲଟ । ନିପାରେ ସଂକ୍ରମିତ ହୋଇ ୨ଜଣଙ୍କ ମୃତ୍ୟୁ ଓ ୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କୁନ୍ନୁର, କୋଝିକୋଡ, ୟାଏନାଡ ମଲ୍ଲପୁରମରେ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ କଟକଣା ମଧ୍ୟ ଲଗାଯାଇଛି । କଂଟେନମେଂଟ ଜୋନ ଘୋଷଣା କରାଯିବା ସହ ଏଠାରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଅଂଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାକାରContinue reading “କେରଳରେ ପୁଣି ନିପାହା ଆତଙ୍କ । ଗତକାଲି ୨ଜଣଙ୍କ ମୃତ୍ୟୁ ପରେ ଆଜି ଆଉ ୪ଜଣ ସଂକ୍ରମିତ ଚିହ୍ନଟ”

ମୋଦୀଙ୍କ ବିରୋଧରେ କେମିତି ଲଢି଼ବ ‘ଇଣ୍ଡିଆ’? ସିଟ୍ ଭାଗବଂଟାକୁ ନେଇ ସହଯୋଗୀଙ୍କ ମତଭେଦ

କନକ ବ୍ୟୁରୋ: ଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ବୈଠକ । ଇଣ୍ଡିଆ ମେଂଟର ସମନ୍ୱୟ କମିଟି ବୈଠକରେ ଆସନ ବୁଝାମଣା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କମିଟି ଗଠନ ହେବା ପରେ ପ୍ରଥମଥର ପାଇଁ ବୈଠକ ବସିଛି । ବିଭିନ୍ନ କାରଣରୁ କମିଟିର ୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ହେମନ୍ତ ସୋରେନ୍, ଅଭିଷେକ ବାନାର୍ଜୀ ଓ ଡି. ରାଜା ଯୋଗ ଦେଇନଥିବା ଜଣାପଡିଛି । ସେପ୍ଟେମ୍ବର ୧ ତାରିଖରେ ମୁମ୍ବାଇ ବୈଠକରେ ସମନ୍ୱୟ କମିଟି ବୈଠକContinue reading “ମୋଦୀଙ୍କ ବିରୋଧରେ କେମିତି ଲଢି଼ବ ‘ଇଣ୍ଡିଆ’? ସିଟ୍ ଭାଗବଂଟାକୁ ନେଇ ସହଯୋଗୀଙ୍କ ମତଭେଦ”

Design a site like this with WordPress.com
Get started