ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ମିଳିଲା ସ୍ପେନ ନିର୍ମିତ ସି-୨୯୫ କାର୍ଗୋ ବିମାନ

କନକ ବ୍ୟୁରୋ : ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା । ସ୍ପେନର ସିଭିଲେ ସହରରୁ ଭାରତୀୟ ବାୟୁସେନା ପ୍ରଥମ ସି-୨୯୫ ଟେକ୍ନିକାଲ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନକୁ ଗ୍ରହଣ କରିଛନ୍ତି ଏୟାର ମାର୍ଶଲ ବି.ଆର ଚୌଧୁରୀ । ବାୟୁସେନା ପାଇଁ ଏହା ଏକ ସଫଳ ମାଇଲ୍ଖୁଂଟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏହାଦ୍ୱାରା ଟେକ୍ନିକାଲ୍ କ୍ଷମତା ବୃଦ୍ଧି ସହ ଆତ୍ମନିର୍ଭର କ୍ଷେତ୍ରରେ ଭାରତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ସି-୨୯୫Continue reading “ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ମିଳିଲା ସ୍ପେନ ନିର୍ମିତ ସି-୨୯୫ କାର୍ଗୋ ବିମାନ”

ବରଗଡ଼ରେ ‘ସ୍କ୍ରବ ଟାଇଫସ୍’ ଆତଙ୍ଗ: ବିଲକୁ ଯିବାକୁ ଡରୁଛି ଚାଷୀ  

କନକ ବ୍ୟୁରୋ: ଡେଙ୍ଗୁକୁ ନେଇ ଭୟ ଲାଗି ରହିଥିବାବେଳେ, ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ସ୍କ୍ରବ ଟାଇଫଓ କାମୁଡିବା ଯୋଗୁଁ ବରଗଡ଼ରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡିବା ପରେ, ଆତଙ୍କିତ ହୋଇପଡିଛନ୍ତି ଲୋକେ । ଆହୁରି ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ  ଜ୍ୱର ହେଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କେତେବେଳେ ମରୁଡ଼ିContinue reading “ବରଗଡ଼ରେ ‘ସ୍କ୍ରବ ଟାଇଫସ୍’ ଆତଙ୍ଗ: ବିଲକୁ ଯିବାକୁ ଡରୁଛି ଚାଷୀ  “

ପୁଣି ଆଶ୍ଚର୍ଯ୍ୟ କଲା ‘ଏଡିଆର’ ରିପୋର୍ଟ । ଦେଶର ୪୦% ସାଂସଦ ଦାଗୀ ! ୩୦୬ ସାଂସଦଙ୍କ ନାଁରେ ଅପରାଧିକ ମାମଲା

କନକ ବ୍ୟୁରୋ : ଦେଶରେ ବଢୁଛି ଦାଗୀ ସାଂସଦଙ୍କ ସଂଖ୍ୟା । ୭୬୩ଜଣ ସାଂସଦଙ୍କ ମଧ୍ୟରୁ ୪୦ ପ୍ରତିଶତ ଦାଗୀ ନେତା ରହିଛନ୍ତି । ଆସୋସିଏଏସନ ଫର ଡେମୋକ୍ରାଟକ ରିଫର୍ମସ ବା ଏଡିଆର ଏବଂ ନ୍ୟାସନାଲ ଇଲେକ୍ସନ ୱାଜ ପକ୍ଷରୁ କରାଯାଇଥିବା ସର୍ଭେରୁ ଖୁଲ୍ଲାସା ହୋଇଛି । ୩୦୬ଜଣ ସାଂସଦଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ସେମାନଙ୍କ ମଧ୍ୟରୁ ୧୯୫ ଜଣ ବା ୨୫% ସାଂସଦଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାContinue reading “ପୁଣି ଆଶ୍ଚର୍ଯ୍ୟ କଲା ‘ଏଡିଆର’ ରିପୋର୍ଟ । ଦେଶର ୪୦% ସାଂସଦ ଦାଗୀ ! ୩୦୬ ସାଂସଦଙ୍କ ନାଁରେ ଅପରାଧିକ ମାମଲା”

ବହୁରୂପୀ ଇରାନୀଙ୍କ ହନିଟ୍ରାପ କାହାଣୀ: ଡାକ୍ତରଙ୍କଠୁ ଆରମ୍ଭ କରି ଛାତ୍ର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ

କନକ ବ୍ୟୁରୋ: ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଲୋକଙ୍କୁ ଠକିବା ପାଇଁ ରୂପ ବଦଳାନ୍ତି । ସେମିତି ଇରାନୀ ନାମକ ବହୁରୂପୀ ଯୁବତୀ ଧରାପଡିବା ପରେ ସାମନାକୁ ଆସିଛି ପୂରା କାହାଣୀ । ସେ ଭିନ୍ନ ଭିନ୍ନ ଲୋକଙ୍କୁ ମିଠା ମିଠା କଥା କହି ହନିଟ୍ରାପରେ ଫସାଇବା ପରେ, ଅତି ଚତୁରତାର ସହ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ନାଁ ଇରାନୀ ପାତ୍ର । ବୟସ ୨୭ । ଅଭିଯୋଗContinue reading “ବହୁରୂପୀ ଇରାନୀଙ୍କ ହନିଟ୍ରାପ କାହାଣୀ: ଡାକ୍ତରଙ୍କଠୁ ଆରମ୍ଭ କରି ଛାତ୍ର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ”

ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ: ସ୍କୁଲରେ ପଡିଛି ତାଲା, ୪୦ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍

କନକ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି । ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି । କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ସହ ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ, ରାଜ୍ୟରେ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି । ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାବେଳେ, ବନ୍ଦ ହୋଇ ଯାଇଛି ପ୍ରାୟ ୪୦ଲକ୍ଷ ପିଲାଙ୍କ ପାଠ ପଢ଼ାContinue reading “ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ: ସ୍କୁଲରେ ପଡିଛି ତାଲା, ୪୦ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍”

ଦିନ ମଜୁରିଆ ଲକ୍ଷ୍ମଣଙ୍କ ଆକସ୍ମିକ ମୃତ୍ୟୁରେ ଅନାଥ ହୋଇଗଲା ପୂରା ପରିବାର, ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲା ‘ଓଡିଶା ମୋ ପରିବାର’

କନକ ବ୍ୟୁରୋ : ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାରେ ସବୁ ଧର୍ମର ବ୍ୟକ୍ତିଙ୍କୁ ଏକତାର ରଜ୍ଜୁରେ ବାନ୍ଧି ନିଜ ପରିବାର କରିଛନ୍ତି ଓଡ଼ିଶାର ମୁରବି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । କେବଳ ଓଡ଼ିଶାବାସୀଙ୍କ ଖୁସିରେ ନୁହେଁ, ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖରେ ମଧ୍ୟ ଛିଡ଼ା ହେଉଛନ୍ତି ସେ । ସେଥିପାଇଁ ସେ ଗଢିଛନ୍ତି ଓଡ଼ିଶା-ମୋ ପରିବାର ଏବଂ ଏହା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖ ଲାଘବ ହୋଇପାରୁଛି । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁContinue reading “ଦିନ ମଜୁରିଆ ଲକ୍ଷ୍ମଣଙ୍କ ଆକସ୍ମିକ ମୃତ୍ୟୁରେ ଅନାଥ ହୋଇଗଲା ପୂରା ପରିବାର, ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲା ‘ଓଡିଶା ମୋ ପରିବାର’”

କାଶ୍ମୀରରେ ଆତଙ୍କବାଦୀ ସହ ସେନାର ଲଢେଇ । କର୍ନଲ ସମେତ ୩ ଯବାନ ସହିଦ, ଗଡିଲା ୨ ଆତଙ୍କବାଦୀଙ୍କ ମୁଣ୍ଡ

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଅନନ୍ତନାଗ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଁଣ୍ଟର ହୋଇଛି । ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ କର୍ନଲ ମନପ୍ରୀତ ସିଂ ସହିଦ ହୋଇଛନ୍ତି । ଏହାସହ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେପଟେ ରାଜୌରୀ ଠାରେ ସୋମବାର ଦିନ ହୋଇଥିବା ଏନକାଉଁଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏବଂ ଜଣେContinue reading “କାଶ୍ମୀରରେ ଆତଙ୍କବାଦୀ ସହ ସେନାର ଲଢେଇ । କର୍ନଲ ସମେତ ୩ ଯବାନ ସହିଦ, ଗଡିଲା ୨ ଆତଙ୍କବାଦୀଙ୍କ ମୁଣ୍ଡ”

ସରକାରଙ୍କ ଗମନାଗମନ ବ୍ୟବସ୍ଥାର ମୁଖା ଖୋଲିଦେଲା ବାଲିଗୁଡାର ଦୃଶ୍ୟ: ନଦୀ ଉପରେ ପୋଲ ନଥିବାରୁ ଗାଁରେ ପହଂଚି ପାରିଲା ନାହିଁ ଆମ୍ବୁଲାନ୍ସ

କନକ ବ୍ୟୁରୋ: ଟ୍ୟୁବ୍ ସାହାଯ୍ୟରେ ରୋଗୀଙ୍କ ନଦୀ ପାରି, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଭରା ନଇରେ ରୋଗୀଙ୍କୁ ଟ୍ୟୁବରେ ବସେଇ ଖଡ୍ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ । ବାଲିଗୁଢ଼ା ଠାରୁ ସାଇନପଡାକୁ ଦେଇ ଖଡ୍ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ୟ୍ୟନ୍ତ କାର୍ୟ୍ୟ ଆରମ୍ଭ ହେଇ ନ ଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୁବେର ମୁଣ୍ଡା ଗ୍ରାମରେ ୧୫ପରିବାର ରୁହନ୍ତି । କନ୍ଧମାଳContinue reading “ସରକାରଙ୍କ ଗମନାଗମନ ବ୍ୟବସ୍ଥାର ମୁଖା ଖୋଲିଦେଲା ବାଲିଗୁଡାର ଦୃଶ୍ୟ: ନଦୀ ଉପରେ ପୋଲ ନଥିବାରୁ ଗାଁରେ ପହଂଚି ପାରିଲା ନାହିଁ ଆମ୍ବୁଲାନ୍ସ”

ସ୍ୱାମୀ ଓ ପୁଅକୁ ଛାଡି ଚାଲି ଯାଇଛନ୍ତି ସ୍ତ୍ରୀ: ୫୦ ହଜାର ଟଙ୍କା ଓ ସୁନା ନେଇ ସ୍ତ୍ରୀ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ କଲେ ଖୋର୍ଦ୍ଧାର ବିଜୟ ସେଠୀ

କନକ ବ୍ୟୁରୋ: ୬ ବର୍ଷର ପୁଅକୁ ଛାଡି କୁଆଡେ ଗଲେ ସୀତା : ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ୱାମୀର ନିବେଦନ, ମା ର ଫୋଟୋ ଧରି ବିଲିବିଳେଇ ହେଉଛି ପୁଅ , ଯୁଗ ବଦଳୁଛି, ଏହାସହ ସମ୍ପର୍କର ସଜ୍ଞା ବି ବଦଳିବାରେ ଲାଗିଛି । ଏଠି ମା’ ଛୁଆକୁ ଛାଡି ଆଉ କାହା ସହ ଫେରାର ହେଉଛି ତ ପୁଣି କୋଉଠି ସ୍ତ୍ରୀ ଥାଉ ଥାଉ ସ୍ବାମୀ ପର ସ୍ତ୍ରୀ ମୋହର ପଡି ନିଜ ଘର ଭାଙ୍ଗୁଛିContinue reading “ସ୍ୱାମୀ ଓ ପୁଅକୁ ଛାଡି ଚାଲି ଯାଇଛନ୍ତି ସ୍ତ୍ରୀ: ୫୦ ହଜାର ଟଙ୍କା ଓ ସୁନା ନେଇ ସ୍ତ୍ରୀ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ କଲେ ଖୋର୍ଦ୍ଧାର ବିଜୟ ସେଠୀ”

ବାଲେଶ୍ୱର ବାଲିଆପାଳ ଓ ଭୋଗରାଇରେ କୂଳ ଲଂଘୁଛି ସୁବର୍ଣ୍ଣରେଖା: କୂଳ ଖାଇ ଗାଁ ଆଡକୁ ମାଡି ଆସୁଛି ନଦୀ

କନକ ବ୍ୟୁରୋ: ନଦୀ ଆଁକୁ ଚାଲିଯିବ ଗାଁ । ନା ଅଛି ବନ୍ଧ ନା ଲୋକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା । ବର୍ଷା ଦିନରେ ନଦୀ କୂଳ ଖାଇ ଚାଲିଥିବା ବେଳେ ନଦୀକୂଳିଆ ଲୋକଙ୍କ ନିଦ ହଜିଯାଇଛି । ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଂଚଳରେ ଏବେ ସୁବର୍ଣ୍ଣରେଖା ନଦୀ ପାଲଟିଛି ଦୁଃଖ । ନଦୀ କୂଳ ଖାଇଚାଲିଥିବା ବେଳେ ପଥର ବନ୍ଧ ପାଇଁ ଗାଁର ଲୋକମାନେ ଦାବି କରିଛନ୍ତି । ଧନ ଜୀବନ ସୁରକ୍ଷାContinue reading “ବାଲେଶ୍ୱର ବାଲିଆପାଳ ଓ ଭୋଗରାଇରେ କୂଳ ଲଂଘୁଛି ସୁବର୍ଣ୍ଣରେଖା: କୂଳ ଖାଇ ଗାଁ ଆଡକୁ ମାଡି ଆସୁଛି ନଦୀ”

Design a site like this with WordPress.com
Get started