କନକ ବ୍ୟୁରୋ : ଭାରତରେ ଜି-୨୦ ସମ୍ମିଳନୀର ସଫଳତାକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଦିନ କହିଛନ୍ତି କି, ରକ୍ଷାମନ୍ତ୍ରୀ ରାଜନାଥ ସିଂ ଜି-୨୦ ସମ୍ମିଳନୀର ସଫଳତା ପୂର୍ଣ୍ଣ ସାମପନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ମନ୍ତ୍ରୀମଣ୍ଡଳ ବୈଠକରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଭାରତ ବିଶ୍ୱସ୍ତରୀୟ ପ୍ରସଙ୍ଗ-ବୈଠକରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ଏହାର ଶ୍ରେୟ ଦେଶର ନେତୃ୍ତ୍ୱଙ୍କ ନିକଟକୁ ଯାଇଛି । ଏହାସହ ଅନୁରାଗContinue reading “ଉଜ୍ୱଳା ଯୋଜନାକୁ ନେଇ ସରକାରଙ୍କ ବଡ ଘୋଷଣା । ଆଗାମୀ ଦିନରେ ୭୫ ଲକ୍ଷ ମାଗଣା କନେକସନ୍ ଦେବେ ସରକାର”
Tag Archives: News
ପାର୍ବଣରେ ନିଶାଡ଼ିଙ୍କ ପାଇଁ ନୂଆ ପ୍ଲାନ: ନିଶା ପାଇଁ କଫ୍ ସିରପ୍ ବ୍ୟବହାର ଉପରେ ରହିବ ପୋଲିସ ପ୍ରଶାସନର ନଜର
କନକ ବ୍ୟୁରୋ: ବେଆଇନ କଫ ସିରପ୍ କାରବାର ରୋକିବାକୁ ନୂଆ ପ୍ଲାନ । ନାଇଟ୍ କୋଚ ବସ ସହ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ହେବ ଯାଂଚ । ଏନେଇ ଡ୍ରଗ୍ସ ଇନସପେକ୍ଟର ସୂଚନା ଦେଇଛନ୍ତି । ପାର୍ବଣ ପୂର୍ବରୁ ନିଶା କାରବାର ରୋକିବାକୁ ଏଭଳି ପନ୍ଥା ଆପଣାଯାଇଛି । ଚଢାଉ ପାଇଁ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ନେଇ ଭୁବନେଶ୍ୱର ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗତକାଲି ରବିଟକିଜ ଛକରୁContinue reading “ପାର୍ବଣରେ ନିଶାଡ଼ିଙ୍କ ପାଇଁ ନୂଆ ପ୍ଲାନ: ନିଶା ପାଇଁ କଫ୍ ସିରପ୍ ବ୍ୟବହାର ଉପରେ ରହିବ ପୋଲିସ ପ୍ରଶାସନର ନଜର”
୨୪ ଘଣ୍ଟା ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ।
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷାର ସମ୍ଭାବନା ଭିତରେ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁContinue reading “୨୪ ଘଣ୍ଟା ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ।”
ଲିବ୍ୟାରେ ପ୍ରକୃତିର ତାଣ୍ଡବ । ୫ ହଜାର ଲୋକଙ୍କର ମୃତ୍ୟୁ, ୧୫ ହଜାରରୁ ଅଧିକ ନିଖୋଜ
କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ଲିବ୍ୟାରେ ଡାନିୟଲ ତୁଫାନ ଓ ବନ୍ୟା ଭରଙ୍କର ପରିସ୍ଥିତି ସୃଷ୍ଟି କରିଛି । ଝଡରେ ୧୦ ହଜାର ଜନସଂଖ୍ୟା ବିଶିଷ୍ଠ ଡେର୍ନା ସହର ନିକଟରେ ଥିବା ଦୁଇଟି ଡ୍ୟାମ ଭାଙ୍ଗିଯିବା ଫଳରେ ପୁରା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଏଭଳି ଝଡ ଓ ବନ୍ୟାରେ ଲିବ୍ୟାରେ ୫ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଗଣମାଧ୍ୟମ ରିପୋର୍ଟ ମୁତାବକ ୧୫ ହଜାର ଲୋକ ନିଖୋଜ ହୋଇଯାଇଛନ୍ତି । ଏହାସହContinue reading “ଲିବ୍ୟାରେ ପ୍ରକୃତିର ତାଣ୍ଡବ । ୫ ହଜାର ଲୋକଙ୍କର ମୃତ୍ୟୁ, ୧୫ ହଜାରରୁ ଅଧିକ ନିଖୋଜ”
ଜି୨୦ରେ ଗୁଇନ୍ଦାଗିରି କରୁଥିଲା ଚୀନ୍ ? ସନ୍ଦେହ ବଢ଼ାଇଲା ଚୀନ ପ୍ରତିନିଧି ମଣ୍ଡଳଙ୍କ କଳା ରଙ୍ଗର ବ୍ୟାଗ୍
କନକ ବ୍ୟୁରୋ : ସନ୍ଦେହ ବଢ଼ାଇଲା ଚୀନ ପ୍ରତିନିଧି ମଣ୍ଡଳଙ୍କ କଳା ରଙ୍ଗର ବ୍ୟାଗ୍ । ଜି-୨୦ ବୈଠକ ସମୟରେ ଗୁଇନ୍ଦାଗିରି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତିନିଧି ଦଳର ବ୍ୟାଗ୍ ଥିବାରୁ ଚେକିଂ ହୋଇନଥିଲା । ରୁମ୍ ଚେକିଂ କରିବା ବେଳେ ବ୍ୟାଗ୍ ସାମ୍ନାକୁ ଆସିଛି । The post ଜି୨୦ରେ ଗୁଇନ୍ଦାଗିରି କରୁଥିଲା ଚୀନ୍ ? ସନ୍ଦେହ ବଢ଼ାଇଲା ଚୀନ ପ୍ରତିନିଧି ମଣ୍ଡଳଙ୍କ କଳା ରଙ୍ଗର ବ୍ୟାଗ୍ first appeared onContinue reading “ଜି୨୦ରେ ଗୁଇନ୍ଦାଗିରି କରୁଥିଲା ଚୀନ୍ ? ସନ୍ଦେହ ବଢ଼ାଇଲା ଚୀନ ପ୍ରତିନିଧି ମଣ୍ଡଳଙ୍କ କଳା ରଙ୍ଗର ବ୍ୟାଗ୍”
ଘରେ ନପଶୁଣୁ ମୁଣ୍ଡରେ ଚାଳ : ବିରୋଧୀ ମେଂଟର ସମନ୍ୱୟ କମିଟି ବୈଠକରେ ଯୋଗ ଦେବନି ତୃଣମୂଳ କଂଗ୍ରେସ, ସିପିଆଇଏମ
କନକ ବ୍ୟୁରୋ : କେଉଁ ଦଳ କେଉଁଠି କେତେ ପ୍ରାର୍ଥୀ ଦେବ । ଆଜି ବିରୋଧୀ ଇଣ୍ଡିଆ ମେଂଟ ବୈଠକରେ ଆଲୋଚନା ହେବ । ସମନ୍ୱୟ କମିଟିରେ ଥିବା ୧୪ ଜଣ ସଦସ୍ୟଙ୍କୁ ନେଇ ତିଆରି ହୋଇଥିବା କମିଟି ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବୈଠକ ବସିବ । ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଏହି ଇଣ୍ଡିଆ ମେଂଟରେ ଅନେକ ପ୍ରମୁଖ ଦଳ ରହିଛନ୍ତି । କିନ୍ତୁ ଏହି ବୈଠକକୁ ଆସୁContinue reading “ଘରେ ନପଶୁଣୁ ମୁଣ୍ଡରେ ଚାଳ : ବିରୋଧୀ ମେଂଟର ସମନ୍ୱୟ କମିଟି ବୈଠକରେ ଯୋଗ ଦେବନି ତୃଣମୂଳ କଂଗ୍ରେସ, ସିପିଆଇଏମ”
ପୋଷାକରେ ‘ପଦ୍ମ’, ତାତିଲେ ବିରୋଧୀ : ସଂସଦ କର୍ମଚାରୀଙ୍କ ନୂଆ ଡ୍ରେସ କୋଡକୁ ନେଇ ଉଠାଇଲେ ପ୍ରଶ୍ନ
କନକ ବ୍ୟୁରୋ : ସଂସଦ କର୍ମଚାରୀଙ୍କ ନୂଆ ଡ୍ରେସ କୋଡ୍କୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ । ପୋଷାକରେ ପଦ୍ମ ଛାପ ଓ ଶାସକ ଦଳର ଚିହ୍ନ ସମାନ ହୋଇଥିବାରୁ ଡେସ୍କୋଡକୁ ନାପସନ୍ଦ କରିଛନ୍ତି ବିରୋଧୀ । ଦୁଇ ଗୃହର ମାର୍ଶଲ, ସୁରାକ୍ଷାକର୍ମୀ ଓ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ଡେସ କୋଡ୍ । ନୂଆ ସଂସଦରେ କର୍ମଚାରୀମାନେ ନୂଆ ୟୁନିଫର୍ମ ପାଇବେ । ପୁରୁଣା ସଂସଦ ଗୃହରୁ ନୂଆ ସଂସଦ ଗୃହରେ ପ୍ରବେଶ ୧୯ ସେପ୍ଟେମ୍ବରContinue reading “ପୋଷାକରେ ‘ପଦ୍ମ’, ତାତିଲେ ବିରୋଧୀ : ସଂସଦ କର୍ମଚାରୀଙ୍କ ନୂଆ ଡ୍ରେସ କୋଡକୁ ନେଇ ଉଠାଇଲେ ପ୍ରଶ୍ନ”
ସେପ୍ଟେମ୍ବର ୧୭ ତାରିଖରେ ନୂଆ ସଂସଦରେ ହେବ ତ୍ରିରଙ୍ଗା ଉତ୍ତୋଳନ, ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ଏକ ବିଶେଷ ଅଧିବେଶନ ଡାକିଛନ୍ତି । ଏହି ୫ ଦିନିଆ ସ୍ୱତନ୍ତ୍ର ବୈଠକର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉଡାଯିବ । ସୂତ୍ର ସୂଚନା ମୁତାବକ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏହି ପତାକା ଉତ୍ତୋଳନ କରିବେ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ସେଠାରେContinue reading “ସେପ୍ଟେମ୍ବର ୧୭ ତାରିଖରେ ନୂଆ ସଂସଦରେ ହେବ ତ୍ରିରଙ୍ଗା ଉତ୍ତୋଳନ, ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ”
ତୀବ୍ର ହେଉଛି ରାଜସ୍ଥାନ ବିଜେପିର ଭିତିରି କନ୍ଦଳ, ଦଳରୁ ନିଲମ୍ବିତ ହେଲେ ପୂର୍ବତନ ବିଧାନସଭା ଅଧ୍ୟକ୍ଷ
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ଯେତେ ନିକଟତର ହେଉଛି ବିରୋଧୀ ବିଜେପିରେ ସେତିକି ଭିତିରି କନ୍ଦଳ ପଦାରେ ପଡୁଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବସୁନ୍ଧରାରାଜେ ସିନ୍ଧିଆଙ୍କୁ ନେଇ ଦଳ ଭିତରେ ଥିବା ବିବାଦ ତୁଟୁ ନଥିବା ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଅଧ୍ୟକ୍ଷ କୈଳାଶ ମେଘୱାଲଙ୍କୁ ଦଳ ଆଜି ପ୍ରାଥମିକ ସଦସ୍ୟ ପଦରୁ ବହିସ୍କୃତ କରିଛି । କୈଳାଶContinue reading “ତୀବ୍ର ହେଉଛି ରାଜସ୍ଥାନ ବିଜେପିର ଭିତିରି କନ୍ଦଳ, ଦଳରୁ ନିଲମ୍ବିତ ହେଲେ ପୂର୍ବତନ ବିଧାନସଭା ଅଧ୍ୟକ୍ଷ”
ମୋଦିଙ୍କୁ ଜୋରଦାର ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି । ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭଲ କାମ କରୁଛନ୍ତି ବୋଲି ମଙ୍ଗଳବାର ସେ କହିଛନ୍ତି । ଭ୍ଲାଡିଭୋଷ୍ଟୋକରେ ଅଷ୍ଟମ ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍ (EEF) ରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପୁଟିନ୍ ଏହା କହିଛନ୍ତି ଯେ ରୁଷ ତାହାର ନିଜସ୍ବ ନିର୍ମିତ କାର ବ୍ୟବହାର କରିବା ଉଚିତ। ଏହି ପ୍ରସଙ୍ଗରେ ଭାରତContinue reading “ମୋଦିଙ୍କୁ ଜୋରଦାର ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ”