କନକ ବ୍ୟୁରୋ : ଆଜି ପୁଣି ଥରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରି ଶାସକ ଦଳକୁ ସମାଲୋଚନା କରିଛନ୍ତି ନରସିଂହ ମିଶ୍ର । ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ବାରମ୍ବାର ଗଣମାଧ୍ୟମକୁ ଆସି ସୌମ୍ୟରଞ୍ଜନ ଦଳକୁ ବ୍ଲାକମେଲ କରୁଥିବା ଅଭିଯୋଗ କରିଥିଲେ । ଏହାକୁ ସମାଲୋଚନା କରି ରାଜାଙ୍କ କୋଳି ଉପାଖ୍ୟାନ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କହିଛନ୍ତି ଥରେ ରାଜା, ଶୌଚ ହେବା ସମୟରେ ଏକ କୋଳି ଖାଇଦେଇଥିଲେ । ସେହି ରାଜ୍ୟରେContinue reading “ସୌମ୍ୟ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଲେ ନରସିଂହ ମିଶ୍ର : ଶୁଣାଇଲେ ରାଜାଙ୍କ କୋଳି ଉପଖ୍ୟାନ”
Tag Archives: News
ରାଜଧାନୀରେ ସକ୍ରିୟ ଆଉ ଜଣେ ହନିଟ୍ରାପ କୁଇନ୍ : ଚିକିତ୍ସା ଆଳରେ ଡାକ୍ତରଙ୍କୁ କରିଥିଲା ଅପହରଣ, ବନ୍ଧକ ରଖି ମାଗୁଥିଲା ୨୫ ଲକ୍ଷ
କନକ ବ୍ୟୁରୋ : ପେଶା ଠକେଇ । ମାଧ୍ୟମ ହନିଟ୍ରାପ୍ । ହନିଟ୍ରାପ୍ ଆଳରେ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଲେଡି ଡନ୍ ଇରାନୀକୁ କାବୁ କରିଛି କମିଶନରେଟ୍ ପୁଲିସ୍ । ଲେଡି ଡନ୍ର ରାକେଟ୍ ପର୍ଦ୍ଦାଫାଶ୍ ହେବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଜଣେ ଡାକ୍ତରଙ୍କୁ ଚିକିତ୍ସା ବାହାନାରେ ଘରକୁ ଡାକି ଅପହରଣ କରିବା ପରେ ହନିଟ୍ରାପରେ ଫଶାଇ ଦେଇଥିଲା ଲେଡି ଡନ୍ । ଆଉ ଏଥିରେ ସହଯୋଗ କରିଥିଲେ ଲେଡି ଡନ୍ରContinue reading “ରାଜଧାନୀରେ ସକ୍ରିୟ ଆଉ ଜଣେ ହନିଟ୍ରାପ କୁଇନ୍ : ଚିକିତ୍ସା ଆଳରେ ଡାକ୍ତରଙ୍କୁ କରିଥିଲା ଅପହରଣ, ବନ୍ଧକ ରଖି ମାଗୁଥିଲା ୨୫ ଲକ୍ଷ”
ସ୍କ୍ରବ ଟାଇଫଓ ଆତଙ୍କ : ବରଗଡ଼ରେ ନେଲାଣି ୫ ଜୀବନ; ଆହୁରି ୪ ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ,ଡାକ୍ତର କହିଲେ…
କନକ ବ୍ୟୁରୋ : ଜୀବନ ନେଉଛି ସ୍କ୍ରବ ଟାଇଫର୍ସ । ବରଗଡ଼ରେ ସ୍କ୍ରବ ଟାଇର୍ଫ କୀଟ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ବରଗଡ଼ର ଅତାବିରା, ଭେଡେନ, ବରପାଲିରୁ ଜଣେ ଲେଖାଏଁ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ସୋହେଲ ବ୍ଳକର ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଆହୁରି ୪ ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟContinue reading “ସ୍କ୍ରବ ଟାଇଫଓ ଆତଙ୍କ : ବରଗଡ଼ରେ ନେଲାଣି ୫ ଜୀବନ; ଆହୁରି ୪ ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ,ଡାକ୍ତର କହିଲେ…”
କୋହଲି ଏତେ ଶତକ ହାସଲ କରିବେ, ଯାହା କେହି କେବେ ଭାବିନଥିବେ । ବିରାଟଙ୍କ ପ୍ରଂଶସାରେ ଶତମୁଖ ପାକିସ୍ତାନର ପୂର୍ବତନ କ୍ରିକେଟର ।
କନକ ବ୍ୟୁରୋ : ଭାରତୀୟ କ୍ରିକେଟର ତଥା ରନ୍ ମେସିନ ବିରାଟ କୋହଲିଙ୍କ ପ୍ରଂଶସାରେ ଶତମୁଖ ପାକିସ୍ତାନର ପୂର୍ବତନ ବୋଲର ୱାକର ୟୁନିସ । ୱାକର କହିଛନ୍ତି, କୋହଲିଙ୍କ କ୍ରିକେଟ କ୍ୟାରିୟର ଏବେ ଶେଷ ହୋଇନି । କୋହଲି ଆଉ କିଛି ବର୍ଷ କ୍ରିକେଟ ଖେଳିବେ । ଯାହା କେହି ଭାବି ନଥିବେ ତାହା ଠାରୁ ଅଧିକ ଶତକ ହାସଲ କରିବେ କୋହଲି । ୩୪ ବର୍ଷୀୟ କୋହଲି ନିଜ କ୍ରିକେଟ କ୍ୟାରିୟର ଶେଷ ଆଉ କିଛିContinue reading “କୋହଲି ଏତେ ଶତକ ହାସଲ କରିବେ, ଯାହା କେହି କେବେ ଭାବିନଥିବେ । ବିରାଟଙ୍କ ପ୍ରଂଶସାରେ ଶତମୁଖ ପାକିସ୍ତାନର ପୂର୍ବତନ କ୍ରିକେଟର । “
ଲଗାଣ ବର୍ଷା ପରେ ଫୁଲୁଛି ହୀରାକୁଦ : ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍
କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଫୁଲୁଛି ହୀରାକୁଦ । ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଦୁଇ ପାଖର ଗୋଟିଏ ଲେଖାଏଁ ଗେଟ୍ ଖୋଲିବ । ଅପରାହ୍ଣ ୪ଟାରେ ଗେଟ୍ ଖୋଲାଯିବ । ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ ସୂଚନା । The post ଲଗାଣ ବର୍ଷା ପରେ ଫୁଲୁଛି ହୀରାକୁଦ : ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ first appeared on Kanak News. from Kanak News via <a href="https://ifttt.com/?
ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ସାକ୍ଷାତ
ଉପଗ୍ରହ ଉତକ୍ଷେପଣରେ ରୁଷ ଉତ୍ତର କୋରିଆକୁ ସାହାଯ୍ୟ କରିବ ବୋଲି ପ୍ରତିଶୃତି ଦେଇଛି । ଉଭୟ ନେତା ଏକାଠି ରାତ୍ରୀ ଭୋଜନ କରିବେ । ଗତ ବୁଧବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ରୁଷର ସ୍ପେସପୋର୍ଟ ଭୋଷ୍ଟୋଚନ କସମୋଡ୍ରୋମରେ ସାକ୍ଷାତ କରିଛନ୍ତି । ଏହି ସ୍ପେସପୋର୍ଟ ରୁଷର ପୂର୍ବ ଆମୁର ଅଞ୍ଚଳରେ ଅବସ୍ଥିତ । ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧିତ୍ୱ ସ୍ତରୀୟ ଆଲୋଚନା ଚାଲିଛି ।Continue reading “ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ସାକ୍ଷାତ”
ବାହାରିପାରୁନି ସମାଧାନର ବାଟ : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲରେ ତାଲା; ସ୍କୁଲ ବନ୍ଦ ଥିବାରୁ ଫେରି ଯାଉଛନ୍ତି ଛାତ୍ରଛାତ୍ରୀ
କନକ ବ୍ୟୁରୋ : ବାହାରିପାରୁନି ସମାଧାନର ବାଟ । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲରେ ପଡ଼ିଛି ତାଲା । ସ୍କୁଲ ବନ୍ଦ ଥିବାରୁ ଫେରିଯାଉଛନ୍ତି ଘରକୁ ଫେରିଯାଉଛନ୍ତି ଛାତ୍ରଛାତ୍ରୀ । କୃଷ୍ଣପ୍ରସାଦ ବ୍ଲକର ୪ଶହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଇଓ ଅଫିସ ଆଗରେ ଧାରଣା ଦେଇଛନ୍ତି । ସେହିପରି ବାଲେଶ୍ୱର, ଖଲିକୋଟରେ ମଧ୍ୟ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ଛୁଟିରେ ରାଜ୍ୟର ଏକ ଲକ୍ଷ ୩୦ ହଜାର ଶିକ୍ଷକContinue reading “ବାହାରିପାରୁନି ସମାଧାନର ବାଟ : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲରେ ତାଲା; ସ୍କୁଲ ବନ୍ଦ ଥିବାରୁ ଫେରି ଯାଉଛନ୍ତି ଛାତ୍ରଛାତ୍ରୀ”
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଡିଏଫଓ ବିଜୟ କୁମାର ପରିଡ଼ା ନିଲମ୍ବିତ
କନକ ବ୍ୟୁରୋ : ନିଲମ୍ବିତ ହେଲେ ରାୟଗଡ଼ା ଡିଏଫଓ । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତ ଅଗଷ୍ଟ ୨୪ ତାରିଖରେ ବିଜୟ କୁମାର ପରିଡାଙ୍କ ଘର, ଅଫିସ ସମେତ ୭ ଟି ସ୍ଥାନରେ ଭିଜିଲାନ୍ସContinue reading “ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଡିଏଫଓ ବିଜୟ କୁମାର ପରିଡ଼ା ନିଲମ୍ବିତ”
ସକାଳ ସାଢେ ୮ଟା ସୁଦ୍ଧା ରେକର୍ଡ ପରିମାଣ ବର୍ଷା : ରାଜ୍ୟର ୪ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର ଲାଞ୍ଜିଗଡ଼ରେ ସର୍ବାଧିକ ୧୫୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କନ୍ଧମାଳର ଦାରିଙ୍ଗିବାଡ଼ିରେ ୧୨୮ ମିଲିିମିଟର ରେକର୍ଡ କରାଯାଇଥିବା ବେଳେ ମାଲକାନାଗିରିର ଚିତ୍ରକୋଣ୍ଡାରେ ୧୧୭ ମିିଲିମିଟର, ବରଗଡ଼ର ଅତାବିରାରେ ୧୧୬ ମିଲିମିଟର, କନ୍ଧମାଳର ଟିକାବାଲିରେ ୧୧୪ ମିିଲିମିଟର ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୧୦୨ମିଲିମିଟର ବର୍ଷା ରେକର୍ଡ କରାଯାଇଛି । The post ସକାଳ ସାଢେ ୮ଟା ସୁଦ୍ଧା ରେକର୍ଡ ପରିମାଣ ବର୍ଷା :Continue reading “ସକାଳ ସାଢେ ୮ଟା ସୁଦ୍ଧା ରେକର୍ଡ ପରିମାଣ ବର୍ଷା : ରାଜ୍ୟର ୪ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ”
ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କତା : ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ୬ ଜିଲ୍ଲାକୁ ଅରେଞ୍ଜ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବହୁ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ବର୍ଷା ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ ଓ ମାଲକାନାଗିରି । ଆସନ୍ତାContinue reading “ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କତା : ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ୬ ଜିଲ୍ଲାକୁ ଅରେଞ୍ଜ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”