କନକ ବ୍ୟୁରୋ : ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ସହାୟତା । ୧୩ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏଁ ଏସିଆନ ଗେମ୍ସ ଅନୁଷ୍ଠିତ ହେବ । ସେହି ୧୩ଜଣ ଖେଳାଳି ହେଲେ କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ,Continue reading “ଏସିଆନ ଗେମ୍ସ ପାଇଁ ଚୟନ ଖେଳାଳିଙ୍କୁ ୧୦ଲକ୍ଷ : ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ”
Tag Archives: News
ଇଂଲଣ୍ଡରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିବା ଖାଲିସ୍ତାନୀ ସମର୍ଥକ ଚିହ୍ନଟ
ଗତ ମାର୍ଚ୍ଚ ୧୯ ରେ ୪୫ ଜଣ ଖାଲିସ୍ତାନୀ ସମର୍ଥକ ଇଂଲଣ୍ଡରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ । ଗତକାଲି NIA ଏହ ଆକ୍ରମଣରେ ଜଡ଼ିତ ଥିବା ୧୯ ଜଣଙ୍କର ଏକ ଲିଷ୍ଟ ଜାରିକରିଛି । ଏଥି ସହିତ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସକୁ ଟାର୍ଗେଟ କରିଥିବା ୪ ଜଣ ଖାଲିସ୍ତାନୀ ସମର୍ଥକଙ୍କୁ ମଧ୍ୟ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି NIA ଚିହ୍ନଟ କରିଛି । ଏହି ସମସ୍ତ ଚିହ୍ନିତ ଖାଲିସ୍ତାନୀଙ୍କ ପାଇଁContinue reading “ଇଂଲଣ୍ଡରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିବା ଖାଲିସ୍ତାନୀ ସମର୍ଥକ ଚିହ୍ନଟ”
ରାଜସ୍ଥାନ ଭରତପୁରରେ ଭୟଙ୍କର ଦୁର୍ଘଟଣା : ଅକାଳରେ ଚାଲିଗଲା ୧୧ଜୀବନ । ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
କନକ ବ୍ୟୁରୋ : ରାଜସ୍ଥାନ ଭରତପୁରର ଏକ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୧ଜଣଙ୍କ ଜୀବନ ଚାଲିଯାଇଛି । ୧୨ଜଣରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ସୂଚନା ଅନୁସାରେ, ରାଜସ୍ଥାନ ଭରତପୁରର ଏକ ଜାତୀୟ ରାଜପଥ ଉପରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛିContinue reading “ରାଜସ୍ଥାନ ଭରତପୁରରେ ଭୟଙ୍କର ଦୁର୍ଘଟଣା : ଅକାଳରେ ଚାଲିଗଲା ୧୧ଜୀବନ । ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି”
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ବଣେଶ୍ୱର ନାୟକ : ଏକକାଳୀନ ୫ଟି ସ୍ଥାନରେ ଚଢାଉ
କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ମୟୁରଭଞ୍ଜ ବାରିପଦା ଡିଭିଜନ-୧ର ସହକାରୀ ଯନ୍ତ୍ରୀ ବଣେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଦୁଇ ଅତିରିକ୍ତ ଏସପି, ୩ ଡିଏସପି, ୭ ଇନସ୍ପେକ୍ଟର, ଜଣେ ଏସଆଇ, ୭ ଜଣ ଏଏସଆଇଙ୍କ ସମେତ ଅନ୍ୟ ଷ୍ଟାଫଙ୍କୁ ନେଇ ଭିଜିଲାନ୍ସ ଚଢାଉ ଜାରି ରଖିଛି । ବାରିପଦା ରଘୁନାଥପୁରରେ ଥିବା ତାଙ୍କ ତିନି ମହଲାContinue reading “ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ବଣେଶ୍ୱର ନାୟକ : ଏକକାଳୀନ ୫ଟି ସ୍ଥାନରେ ଚଢାଉ”
ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର : ସ୍ୱାସ୍ଥ୍ୟ ବିଭାଗ କଲା ଚଢାଉ; ଆପତିଜନକ ଯନ୍ତ୍ରପାତି ଜବତ କରିଥିବା ସୂଚନା
କନକ ବ୍ୟୁରୋ : କଟକରେ ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର । ସ୍ୱାସ୍ଥ୍ୟ ବିଭାଗ କଲା ଚଢାଉ । ବାଦାମବାଡି ଅଞ୍ଚଳରେ ରହିଛି ଏହି ଲିଙ୍ଗ ନିରୂପଣ କେନ୍ଦ୍ର । ବେଆଇନ୍ କାମର ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି । ଚଢାଉ ବେଳେ ଆପତିଜନକ ଯନ୍ତ୍ରପାତି ଜବତ କରିଥିବା ସୂଚନା ରହିଛି । The post ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର : ସ୍ୱାସ୍ଥ୍ୟ ବିଭାଗ କଲାContinue reading “ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର : ସ୍ୱାସ୍ଥ୍ୟ ବିଭାଗ କଲା ଚଢାଉ; ଆପତିଜନକ ଯନ୍ତ୍ରପାତି ଜବତ କରିଥିବା ସୂଚନା”
୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ
କନକ ବ୍ୟୁରୋ : ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି । ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ଜରୁରୀକାଳୀନ ସେବାକୁ ଏବଂ ପରୀକ୍ଷା ଚାଲୁଥିବା ସ୍କୁଲକୁ ବନ୍ଦରୁ ବାଦ ଦିଆଯାଇଛି । ସ୍ଥାନୀୟ ଇନ୍ଦିରାContinue reading “୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ”
ଡିଜେଲ ଚାଳିତ ଗାଡି ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଟ୍ୟାକ୍ସ ଲଗାଇବା ଉପରେ ବଡ ବୟାନ ରଖିଲେ ଗଡକରୀ
କନକ ବ୍ୟୁରୋ : ଡିଜେଲ୍ ଚାଳିତ ଗାଡି ବ୍ୟବହାର କାରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଡିଜେଲ ଚାଳିତ ଗାଡି ଉପରେ ପ୍ରଦୂଷଣ ଟ୍ୟାକ୍ସ ବଢିବ ନାହିଁ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡିଜେଲ୍ ଚାଳିତ ଗାଡିକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ସେ କହିଛନ୍ତି, ବର୍ତ୍ତମାନ ଡିଜେଲ ଗାଡି ଉପରେ ଟ୍ୟାକ୍ସ ବଢିବ ନାହିଁ । କିନ୍ତୁ ଯଦି ଆଗାମୀ ଦିନରେ ବାୟୁ ପ୍ରଦୂଷଣContinue reading “ଡିଜେଲ ଚାଳିତ ଗାଡି ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଟ୍ୟାକ୍ସ ଲଗାଇବା ଉପରେ ବଡ ବୟାନ ରଖିଲେ ଗଡକରୀ”
ଲଗାଣ ବର୍ଷାରେ ଧସିଲା ପାହାଡ : କୁଜାସିଂ ପଞ୍ଚାୟତର ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
କନକ ବ୍ୟୁରୋ : ଲଗାଣ ବର୍ଷାରେ ଧସିଲା ପାହାଡ । ଗଜପତି ଗୁମ୍ମା ବ୍ଲକରେ ପାହାଡ ଧସି ଯାତାୟତ ବାଧାପ୍ରାପ୍ତ । କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ବଡ଼ ବଡ ପଥର ଖସି ରାସ୍ତାରେ ପଡିରହିଥିବା ଦେଖିବାକୁ ମିଳିଛି । ଗତ ୩ ଦିନ ଧରି ଗୁମ୍ମା ବ୍ଳକରେ ବର୍ଷା ଲାଗି ରହିଥିବାରୁ ପାହାଡରୁ ପଥର ଖସୁଛି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପଥର ହଟାଇବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ ।Continue reading “ଲଗାଣ ବର୍ଷାରେ ଧସିଲା ପାହାଡ : କୁଜାସିଂ ପଞ୍ଚାୟତର ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ”
ସୃଷ୍ଟି ହେଲା ଲଘୁଚାପ : ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା; ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
କନକ ବ୍ୟୁରୋ : ଲଘୁଚାପ ରୂପ ନେଲା ଉତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା । ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି ପାଇଁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । କଟକ, ଢେଙ୍କାନାଳ,Continue reading “ସୃଷ୍ଟି ହେଲା ଲଘୁଚାପ : ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା; ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ”
ନେତାଜୀ ବସ୍ ଟ୍ରର୍ମିନାଲ ଲୋକାର୍ପଣ ପୂର୍ବରୁ ବ୍ୟବସାୟୀଙ୍କ ଧାରଣା : ଜୀବିକା ହରାଇବା ଭୟରେ ବାଦାମବାଡ଼ି ବ୍ୟବସାୟୀଙ୍କ ଥଇଥାନ ଦାବି
କନକ ବ୍ୟୁରୋ : କଟକର ନୂଆ ବସଷ୍ଟାଣ୍ଡ ଉଦଘାଟନ ପୂର୍ବରୁ ବ୍ୟବସାୟୀଙ୍କ ପ୍ରତିବାଦ । ଜୀବିକା ହରାଇବା ଭୟରେ ବାଦାମବାଡି ବସଷ୍ଟାଣ୍ଡର ବ୍ୟବସାୟୀ ପ୍ରତିବାଦ କରୁଛନ୍ତି । ବାଦାମବାଡି ପୁରୁଣା ବସଷ୍ଟାଣ୍ଡ, ଅନୁଗୁଳ, ପୁରୀ, ଭୁବନେଶ୍ୱର, ପାରାଦୀପ ବସଷ୍ଟାଣ୍ଡକୁ ମିଶାଇ ଦିଆଯିବ ବୋଲି ନିଷ୍ପତି ହୋଇଛି । କିନ୍ତୁ ଏହି ସବୁ ବସଷ୍ଟାଣ୍ଡରେ ବର୍ଷ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ସାଧାରଣଲୋକଙ୍କୁ ଥଇଥାନ କରିବାକୁ ସରକାର ସଂପୂର୍ଣ୍ଣ ଭୁଲି ଯାଇଛନ୍ତି ବୋଲି ବ୍ୟବସାୟୀ କହିଛନ୍ତି ।Continue reading “ନେତାଜୀ ବସ୍ ଟ୍ରର୍ମିନାଲ ଲୋକାର୍ପଣ ପୂର୍ବରୁ ବ୍ୟବସାୟୀଙ୍କ ଧାରଣା : ଜୀବିକା ହରାଇବା ଭୟରେ ବାଦାମବାଡ଼ି ବ୍ୟବସାୟୀଙ୍କ ଥଇଥାନ ଦାବି”