କନକ ବ୍ୟୁରୋ : ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡର ଜାରି କରିଛି । ଯେଉଁଥିରେ ନିର୍ବାଚନ ତାରିଖ ବାବଦରେ କୌଣସି ଉଲେଖ ନାହିଁ । ଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ହୋଇଆସୁଛି । ଏହାରି ଭିତରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷContinue reading “ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ : ରାଜ୍ୟ ସରକାରଙ୍କ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ନାହିଁ ନିର୍ବାଚନ କାର୍ଯ୍ୟକ୍ରମ”
Tag Archives: News
ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’ । ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ନିଜେ ଟଳିପଡିଲା
କନକ ବ୍ୟୁରୋ : ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ ହୋଇଗଲା । ଜମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଖବର ମିଳିବା ପରେ ଗତକାଲି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲେ । ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ ଆତଙ୍କବାଦୀ । ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଅନ୍ୟ ୩ଜଣ ଯବାନ ଆହତ ହୋଇଛନ୍ତିContinue reading “ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’ । ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ନିଜେ ଟଳିପଡିଲା”
କେଉଁ ଦଳ କେଉଁଠି କେତେ ପ୍ରାର୍ଥୀ ଦେବ ? ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ହେବ ଆଲୋଚନା
କନକ ବ୍ୟୁରୋ : କେଉଁ ଦଳ କେଉଁଠି କେତେ ପ୍ରାର୍ଥୀ ଦେବ । ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଆଲୋଚନା ହେବ । ସମନ୍ୱୟ କମିଟିରେ ଥିବା ୧୪ ଜଣ ସଦସ୍ୟଙ୍କୁ ନେଇ ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବୈଠକ ବସିବ । ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଏହି ଇଣ୍ଡିଆ ମେଣ୍ଟରେ ଅନେକ ପ୍ରମୁଖ ଦଳ ରହିଛନ୍ତି । ତେଣୁ ବିଭିନ୍ନ ରାଜ୍ୟରେ ଆସନ ଗଣିତ କିଭଳି ରହିବContinue reading “କେଉଁ ଦଳ କେଉଁଠି କେତେ ପ୍ରାର୍ଥୀ ଦେବ ? ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ହେବ ଆଲୋଚନା”
ମହିଳା, ପୁରୁଷ କର୍ମଚାରୀଙ୍କ ପାଇଁ ଆସିଲା ଡ୍ରେସ କୋଡ୍ : ନୂଆ ସଂସଦ ଭବନ ପାଇଁ ସରକାର କଲେ ପରିବର୍ତ୍ତନ
କନକ ବ୍ୟୁରୋ : ନୂଆ ସଂସଦରେ କର୍ମଚାରୀମାନେ ନୂଆ ୟୁନିଫର୍ମ ପାଇବେ । ପୁରୁଣା ସଂସଦ ଗୃହରୁ ନୂଆ ସଂସଦ ଗୃହରେ ପ୍ରବେଶ ୧୯ ସେପ୍ଟେମ୍ବର ରହିଛି । ଗଣେଷ ପୂଜା ଦିନ ପ୍ରବେଶ ହେବ । ସେପ୍ଟେମ୍ବର ୧୮ରେ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ରହିଛି । ଏହି ଅଧିବେଶନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ । ଏହି ଦିନ ପୁରୁଣା ସଂସଦ ଭବନର ସ୍ମୃତି ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି ।Continue reading “ମହିଳା, ପୁରୁଷ କର୍ମଚାରୀଙ୍କ ପାଇଁ ଆସିଲା ଡ୍ରେସ କୋଡ୍ : ନୂଆ ସଂସଦ ଭବନ ପାଇଁ ସରକାର କଲେ ପରିବର୍ତ୍ତନ”
ପୁଣି ଉଠିଲା ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି : ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ କଂଗ୍ରେସ କର୍ମୀ
କନକ ବ୍ୟୁରୋ : ପୁଣି ଉଠିଲା ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି । ୪ ଦ୍ୱାର ଖୋଲିବା ନେଇ ଦକ୍ଷିଣ ଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ କଂଗ୍ରେସ କର୍ମୀ । ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।Continue reading “ପୁଣି ଉଠିଲା ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି : ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ କଂଗ୍ରେସ କର୍ମୀ”
ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଆ ଡାକ୍ତରଙ୍କୁ ନିମନ୍ତ୍ରଣ : ୮ ଜଣ ସଦସ୍ୟଙ୍କ ମଧ୍ୟରେ ଥିଲେ ଭାଗ୍ୟଶ୍ରୀ ସିଂହ
କନକ ବ୍ୟୁରୋ : ଏନଏଚଏସ୍ ବା ନେସନାଲ ହେଲ୍ଥ ସର୍ଭିରେ କାର୍ଯ୍ୟରତ ଡାକ୍ତରଙ୍କୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ । ଟେନ୍ ଡାଉନିଂ ଷ୍ଟ୍ରିଟରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ପାଇ ଏନ୍ଏଚ୍ଏସର ୮ ଜଣ ସଦସ୍ୟ ଯାଇଥିଲେ । ଏହି ସଦସ୍ୟଙ୍କ ମଧ୍ୟରେ ଥିଲେ ଓଡ଼ିଆ ଡାକ୍ତର ଭାଗ୍ୟଶ୍ରୀ ସିଂହ । ସେଠାରେ ସ୍ୱାସ୍ଥ୍ୟ ସଚିବ ତଥା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ସହ ଆଲୋଚନା ହୋଇଥିଲା । ଏନଏଚଏସ୍ ଓ ସ୍ୱାସ୍ଥ୍ୟ ଦିଗ ସହ ବିଭିନ୍ନContinue reading “ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଆ ଡାକ୍ତରଙ୍କୁ ନିମନ୍ତ୍ରଣ : ୮ ଜଣ ସଦସ୍ୟଙ୍କ ମଧ୍ୟରେ ଥିଲେ ଭାଗ୍ୟଶ୍ରୀ ସିଂହ”
ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ : ମାଛ କାଢିବାକୁ ଲାଗିଲେ ୨୦ରୁ ଅଧିକ ମତ୍ସ୍ୟଜୀବୀ
କନକ ବ୍ୟୁରୋ : ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ । ଏତେ ପରିମାଣରେ ମାଛ ଜାଲରେ ପଡ଼ିଲା ଯେ, କାଢିବାକୁ ଲାଗିଲେ ଏକାଧିକ ମତ୍ସ୍ୟଜୀବୀ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ମାଛଧରା ଜେଟୀରେ । ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏତେ ପରିମାଣରେ ମାଛ ଜାଲରେ ପଡ଼ିଥିଲା । ଜାଲରେ ଯେତିକି,Continue reading “ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ : ମାଛ କାଢିବାକୁ ଲାଗିଲେ ୨୦ରୁ ଅଧିକ ମତ୍ସ୍ୟଜୀବୀ”
ଆଜିଠୁ ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ପଦବୀ ପାଇଁ ଆବେଦନ : ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଦୁଇ ଦିନ ତଳେ ବାହାରିଥିଲା ବିଜ୍ଞପ୍ତି
କନକ ବ୍ୟୁରୋ : ଆଜିଠୁ ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ପଦବୀ ପାଇଁ ଆବେଦନ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଦୁଇ ଦିନ ତଳେ ବାହାରିଥିଲା ବିଜ୍ଞପ୍ତି । ଓସେପା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଓସେପା ଡଟ୍ ଓଡ଼ିଶା ଡଟ୍ ଗଭ୍ ଡଟ୍ ଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେContinue reading “ଆଜିଠୁ ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ପଦବୀ ପାଇଁ ଆବେଦନ : ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଦୁଇ ଦିନ ତଳେ ବାହାରିଥିଲା ବିଜ୍ଞପ୍ତି”
ନିର୍ବାଚନ ପାଇଁ ସଜବାଜ : ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ : ପ୍ରସ୍ତୁତି ନେଇ ଆଜି ଜିଲ୍ଳାପାଳ ଓ ଅନ୍ୟମାନଙ୍କ ସହ କରିବେ ଆଲୋଚନା
କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ ଏହି ଟିମ୍ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ନେଇ ହେବ ଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା ।Continue reading “ନିର୍ବାଚନ ପାଇଁ ସଜବାଜ : ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ : ପ୍ରସ୍ତୁତି ନେଇ ଆଜି ଜିଲ୍ଳାପାଳ ଓ ଅନ୍ୟମାନଙ୍କ ସହ କରିବେ ଆଲୋଚନା”
କଳାହାଣ୍ଡିରେ ପ୍ରବଳ ବର୍ଷା : ରୋଷେଇ କରୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର; ଚାଲିଗଲା ମହିଳାଙ୍କ ଜୀବନ
କନକ ବ୍ୟୁରୋ : କଳାହାଣ୍ଡି ଲାଞ୍ଜିଗଡ଼ ହରେକୃଷ୍ଣପୁର ଗାଁରେ ପ୍ରବଳ ବର୍ଷା ଯୋଗୁ ଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗାଁର ବନିତା ପରାଭୋଇ ଘରେ ରୋଷେଇ କରୁଥିବା ବେଳେ ମାଟି କାନ୍ଥ ଛପର ଘର ତାଙ୍କ ଉପରେ ପଡ଼ିଯାଇଥିଲା । ପରିବାର ଓ ଗାଁଲୋକେ ତାଙ୍କୁ ପ୍ରାୟ ୪୦ ମିନିଟ୍ ପରେ ଭଙ୍ଗା ଘର ଭିତରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲାଞ୍ଜିଗଡ଼ ଓ ପରେ ଭବାନୀପାଟଣା ଜିଲ୍ଲାContinue reading “କଳାହାଣ୍ଡିରେ ପ୍ରବଳ ବର୍ଷା : ରୋଷେଇ କରୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର; ଚାଲିଗଲା ମହିଳାଙ୍କ ଜୀବନ”