ସୌମ୍ୟ ରଞ୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ନାପସନ୍ଦ: ନବୀନଙ୍କ ଦସ୍ତଖତକୁ ନେଇ ସନ୍ଦେହ କଲେ ସୌମ୍ୟ

କନକ ବ୍ୟୁରୋ: ବିନା କୌଣସି ନୋଟିସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ନେତା ଓ ବରିଷ୍ଠ ସାମ୍ବାଦିକ । ରାଜ୍ୟର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କ ପାଇଁ ଜଣେ ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସହଜରେ ଗ୍ରହଣ ପାରି ନାହାନ୍ତି ବିରୋଧୀ । ବିରୋଧୀ ନେତା ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଆମ ଘରର ହାଲଚାଲ ଆଲେଖ୍ୟରେ ଆତ୍ମବିଭୋର ପ୍ରଶାସକ,Continue reading “ସୌମ୍ୟ ରଞ୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ନାପସନ୍ଦ: ନବୀନଙ୍କ ଦସ୍ତଖତକୁ ନେଇ ସନ୍ଦେହ କଲେ ସୌମ୍ୟ”

କୋଡ୍ ୱାର୍ଡରେ ବ୍ରାଉନସୁଗାର କାରବାର: ଧଳା ଜହର, ବାଂଲାଦେଶରୁ ଭୁବନେଶ୍ୱର

କନକ ବ୍ୟୁରୋ: କୋଡ ୱାର୍ଡରେ ଚାଲିଛି ବ୍ରାଉନ ସୁଗାର । ଦୀଘାରୁ ଭୁବନେଶ୍ୱରକୁ ଲମ୍ବିଛି ଚେର । ଅନ ଲାଇନରେ ଟ୍ରାନଜାକ୍ସନ ହେଉଛି । ଏଭଳି ଭାବେ ବ୍ରାଉନସୁଗାର ଡିଲ କରୁଥିବା ଜଣେ ଡିଲରକୁ ଗିରଫ କରିଛି ସ୍ପୋଶାଲ କ୍ରାଇମ ୟୁନିଟ୍ । ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ପୂର୍ବରୁ ସୋମନାଥ ତାଙ୍କ ସ୍ତ୍ରୀଙ୍କ ଜରିଆରେ ବ୍ରାଉନସୁଗାର କାରବାର ଚଳାଇଥିଲେ । ଦୁଇ ବର୍ଷ ଧରି ପୋଲିସକୁ ଚକମା ଦେଉଥିଲାContinue reading “କୋଡ୍ ୱାର୍ଡରେ ବ୍ରାଉନସୁଗାର କାରବାର: ଧଳା ଜହର, ବାଂଲାଦେଶରୁ ଭୁବନେଶ୍ୱର”

ଉତର ଆଫ୍ରିକା ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ । ବାତ୍ୟା ଓ ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ରାଜ୍ୟ

କନକ ବ୍ୟୁରୋ : ଉତର ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ । ଏଠାରେ ମହାବିପତି ଆଣିଛି ସାମୁଦ୍ରିକ ଝଡ ଡାନିଏଲ । ବାତ୍ୟା ଓ ବନ୍ୟା ଯୋଗୁଁ ଏବେ ସୁଦ୍ଧା ଅଢେଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ହଜାର ହଜାର ସଂଖ୍ୟକ ଲୋକ ଗମ୍ଭୀରଭାବେ ଆହତ ହୋଇଥିବା ସୂଚନା ରହିଛି । ଦେଶର ଅଧିକାଂଶ ସ୍ଥାନ ପାଣି ଘେରରେ ରହିଛି । ଲିବ୍ୟା ପ୍ରଧାନମନ୍ତ୍ରୀ ଓସାମା ଅଲ ମସର ଦେଶବାସୀଙ୍କୁContinue reading “ଉତର ଆଫ୍ରିକା ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ । ବାତ୍ୟା ଓ ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ରାଜ୍ୟ”

ମାତିଛି ସ୍କ୍ରବ ଟାଇଫସ: ଜ୍ୱର ଲାଗିରହିଲେ ଶରୀର ପାଇଁ ହୋଇପାରେ ଘାତକ

କନକ ବ୍ୟୁରୋ: ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫଓ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବାContinue reading “ମାତିଛି ସ୍କ୍ରବ ଟାଇଫସ: ଜ୍ୱର ଲାଗିରହିଲେ ଶରୀର ପାଇଁ ହୋଇପାରେ ଘାତକ”

ଭାରତୀୟ ଫୁଟବଲ ଦଳ ପାଇଁ କେମିତି ଚାଲିଛି ଖେଳାଳି ଚୟନ, ସାମ୍ନାକୁ ଆସିଲା ରୋଚକ ତଥ୍ୟ

କନକ ବ୍ୟୁରୋ : ଭାରତୀୟ ଫୁଟବଲ ଟିମର କୋଚ ଇଗୋର ଷ୍ଟମକଙ୍କୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଗତ ବର୍ଷ ଅନେକ ମ୍ୟାଚ୍ବେଳେ ଖେଳାଳିଙ୍କ ଚୟନ ପାଇଁ ଜଣେ ଜ୍ୟୋତିଷ ବିଶାରଦଙ୍କ ସହାୟତା ନେଇଥିଲେ । କେବଳ ସେତିକି ନୁହେଁ ଖେଳାଳୀଙ୍କ ଗ୍ରହ ନକ୍ଷତ୍ରର ଚଳଣି ଦେଖି ସେହି ହିସାବରେ ଦଳରେ ସ୍ଥାନ ଦେଉଥିଲେ । ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା, ଅନେକ ଏହାକୁ ବିଶ୍ୱାସ ବି କରି ପାରିଲେ ନାହିଁ ।Continue reading “ଭାରତୀୟ ଫୁଟବଲ ଦଳ ପାଇଁ କେମିତି ଚାଲିଛି ଖେଳାଳି ଚୟନ, ସାମ୍ନାକୁ ଆସିଲା ରୋଚକ ତଥ୍ୟ”

ନିର୍ବାଚନ ପାଇଁ ରାଜ୍ୟରେ ଜୋର ହେଲାଣି ସଜବାଜ: ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହି କ୍ରମରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ ଏହି ଟିମ୍ । ଯଦିଓ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା ହୋଇନଥିବା ବେଳେ ନିର୍ବାଚନ ଆୟୋଗର ପ୍ରସ୍ତୁତି ରାଜନୀତିର ଖୋରାକ୍ ଯୋଗାଇଛି । ସାଧାରଣ ନିର୍ବାଚନରର ବହୁ ପୂର୍ବରୁ ନିର୍ବାଚନ ପ୍ରସ୍ତତିକୁ ନେଇ ବଡ଼ଧରଣର କସରତ ଆରମ୍ଭContinue reading “ନିର୍ବାଚନ ପାଇଁ ରାଜ୍ୟରେ ଜୋର ହେଲାଣି ସଜବାଜ: ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍”

୩ଦିନ ଭାରତରେ ଫଶି ରହିବା ପରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ । ବିମାନ ଖରାପ ହେବା ଯୋଗୁଁ ଜି-୨୦ ସମ୍ମିଳନୀ ଶେଷ ପରେ ବି ଫେରପାରିନଥିଲେ ଜଷ୍ଟିନ ଟ୍ରୁଡୋ

କନକ ବ୍ୟୁରୋ : ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫେରିପାରିନଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର ଅପରାହ୍ଣରେ ନିଜ ଦେଶକୁ ଫେରିଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଜଷ୍ଟିନ ଟ୍ରୁଡୋ । ଗତ ରବିବାର ତାଙ୍କୁ କାନାଡା ଫେରିବାର ଥିଲା । କିନ୍ତୁ ଉଡାଣର କିଛି ସମୟ ପୂର୍ବରୁ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୃଟି ଦେଖାଯାଇଥିଲା । ଫଳରେ ଏୟାରବସ ସିଭିସି-୦୦୧କୁ ଉଡ଼ାଣ ଭରିବା ପାଇଁ ଅନୁମତି ଦେଇନଥିଲା କାନାଡାContinue reading “୩ଦିନ ଭାରତରେ ଫଶି ରହିବା ପରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ । ବିମାନ ଖରାପ ହେବା ଯୋଗୁଁ ଜି-୨୦ ସମ୍ମିଳନୀ ଶେଷ ପରେ ବି ଫେରପାରିନଥିଲେ ଜଷ୍ଟିନ ଟ୍ରୁଡୋ”

ମଝି ଆକାଶରେ ବନ୍ଧୁତା ରଖିଲା ଭାରତ । ମିଶରର ଯୁଦ୍ଧ ବିମାନରେ ଇନ୍ଧନ ଭରିଲା ଭାରତୀୟ ସେନାର ଆଇଏଲ ୭୮ ଇନ୍ଧନ ଟ୍ୟାଙ୍କର

କନକ ବ୍ୟୁରୋ : ମଝି ଆକାଶରେ ମିଶରର ଯୁଦ୍ଧ ବିମାନରେ ଇନ୍ଧନ ଭରିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ମିଶରର ଯୁଦ୍ଧ ବିମାନରେ ଇନ୍ଧନ ଭରିଲା ଭାରତୀୟ ସେନାର ଆଇଏଲ ୭୮ ଇନ୍ଧନ ଟ୍ୟାଙ୍କର । ସମରାଭ୍ୟାସ ବ୍ରାଇଟ ଷ୍ଟାର-୨୩ ଭିତରେ ଏଭଳି କମାଲ କରିଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ମିଶରର ଯୁଦ୍ଧ ବିମାନ ମିଗ ୨୯ ଓ ରାଫେଲ ଯୁଦ୍ଧ ବିମାନକୁ ଇନ୍ଧନ ଯୋଗାଇଛି ଭାରତ । ଯୁଦ୍ଧାଭ୍ୟାସ ବ୍ରାଇଟ ଷ୍ଟାରContinue reading “ମଝି ଆକାଶରେ ବନ୍ଧୁତା ରଖିଲା ଭାରତ । ମିଶରର ଯୁଦ୍ଧ ବିମାନରେ ଇନ୍ଧନ ଭରିଲା ଭାରତୀୟ ସେନାର ଆଇଏଲ ୭୮ ଇନ୍ଧନ ଟ୍ୟାଙ୍କର”

ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ବଡ଼ ବୟାନ । କହିଲେ, କିଛି ସମୟର ଅପେକ୍ଷା କର, ଭାରତ ସହ ମିଶିଯିବ ପାକ୍ ଅଧିକୃତ କାଶ୍ମୀର

କନକ ବ୍ୟୁରୋ : ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହ ବଡ଼ ବୟାନ ଦେଇଛନ୍ତି । ଭାରତ ସହ ପାକ୍ ଅଧିକୃତ କଶ୍ମୀର ଆପେ ଆପେ ମିଶିଯିବ ବୋଲି କହିଛନ୍ତି । ତେବେ ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ବଢ଼ିଛି । ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାContinue reading “ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ବଡ଼ ବୟାନ । କହିଲେ, କିଛି ସମୟର ଅପେକ୍ଷା କର, ଭାରତ ସହ ମିଶିଯିବ ପାକ୍ ଅଧିକୃତ କାଶ୍ମୀର”

ଗୋଟିଏ ତୀରରେ ଦୁଇଟି ଲକ୍ଷ୍ୟ ଭେଦ କରିବାକୁ କଂଗ୍ରେସର ମାଷ୍ଟରପ୍ଲାନ । ସାଧାରଣ ନିର୍ବାଚନରେ ଦଳିତ ଭୋଟ ହାତେଇବାକୁ ଖଡ଼ଗେଙ୍କୁ ବହ୍ମାସ୍ତ୍ର କରିପାରେ ଦଳ

କନକ ବ୍ୟୁରୋ : ଦଳିତ ଭୋଟ ଉପରେ କଂଗ୍ରେସର ନଜର । ୨୦୨୪ ଲୋକସଭା ନିର୍ବାଚନରେ ଦଳିତ ଭୋଟ ହାତେଇବାକୁ ନୂଆ ଚାଲ ଖେଳିଛି କଂଗ୍ରେସ । ସବୁଠୁ ଅଧିକ ଲୋକସଭା ଆସନ ଥିବା ଉତରପ୍ରଦେଶର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି କଂଗ୍ରେସ । ଖଡଗେ ଜଣେ ଦଳିତ ସମ୍ପ୍ରଦାୟରୁ ଆସିଥିବାରୁ ତାଙ୍କୁ ପ୍ରାର୍ଥୀ କରାଇ ଦଳିତ ଭୋଟ ବ୍ୟାଙ୍କ ହାତେଇବାକୁ ଚେଷ୍ଟା କରିବ କଂଗ୍ରେସ । ଉତରପ୍ରଦେଶରୁ ଅଧିକ ଦଳିତContinue reading “ଗୋଟିଏ ତୀରରେ ଦୁଇଟି ଲକ୍ଷ୍ୟ ଭେଦ କରିବାକୁ କଂଗ୍ରେସର ମାଷ୍ଟରପ୍ଲାନ । ସାଧାରଣ ନିର୍ବାଚନରେ ଦଳିତ ଭୋଟ ହାତେଇବାକୁ ଖଡ଼ଗେଙ୍କୁ ବହ୍ମାସ୍ତ୍ର କରିପାରେ ଦଳ”

Design a site like this with WordPress.com
Get started