କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ଘର ଲୋକେ । ଝିଅ ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କଲା ବୋଲି ଜିଇଁ ଥାଉଥାଉ ଝିଅକୁ ଶୁଦ୍ଧି ହୋଇଛନ୍ତି ବାପାମାଆ । କେନ୍ଦ୍ରାପଡା ପରେ ଗଜପତିରୁ ଏମିତି ଏକ ଅଭାବନୀୟ ଖବର ଆସିଥିବା ବେଳେ ମୋହନା ଚାନ୍ଦିପୁଟ ଗାଁର ଏ ଘଟଣାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ହେଉଛି । ତେବେ ଉକ୍ତ ଗାଁର ସହଦେବ ସାହୁଙ୍କ ଝିଅ ୨ ତାରିଖରୁContinue reading “ଅଭାବନୀୟ… ଝିଅ ଅନ୍ୟ ଧର୍ମର ପୁଅକୁ ବାହା ହେଲା ବୋଲି ଶୁଦ୍ଧି ହୋଇଗଲେ ବାପାମାଆ… ମୋହନାରେ ରିପିଟ୍ କେନ୍ଦ୍ରାପଡା ଘଟଣା ।”
Tag Archives: News
କୋଡ ୱାର୍ଡରେ ଚାଲିଛି ବ୍ରାଉନସୁଗାର କାରବାର: ଦିଘାରୁ ସିଧାସଳଖ ବସରେ ଭୁବନେଶ୍ୱର ଆସୁଛି ଧଳା ଜହର
କନକ ବ୍ୟୁରୋ: କୋର୍ଡ ୱାର୍ଡରେ ଚାଲିଛି ବ୍ରାଉନସୁଗାର କାରବାର । ଦିଘାରୁ ସିଧାସଳଖ ବସରେ ଭୁବନେଶ୍ୱର ଆସୁଛି ବ୍ରାଉନସୁଗାର । ଆଉ ଏଠାରେ ବସ ଡ୍ରାଇଭରଙ୍କୁ କୋର୍ଡ ୱାର୍ଡ କହିଲେ ମିଳୁଛି ପାର୍ସଲ । ତାହା ପୁଣି ବ୍ରାଣ୍ଡେଡ ବକ୍ସରେ । ଯେଉଁଥିରେ ରହୁଛି ଧଳା ଜହର । ସେଥିପାଇଁ ପୂର୍ବରୁ ଅନଲାଇନରେ ଟଙ୍କା କାରବାର ହେଉଛି । ହାୱାଲା ଟଙ୍କା ଭଳି କୋର୍ଡ ୱାର୍ଡରେ ରାଜଧାନୀରେ ବ୍ରାଉନସୁଗାର କାରବାର ଜୋରସୋରରେ ଚାଲିଛି । ଏଭଳି କାରବାରରେContinue reading “କୋଡ ୱାର୍ଡରେ ଚାଲିଛି ବ୍ରାଉନସୁଗାର କାରବାର: ଦିଘାରୁ ସିଧାସଳଖ ବସରେ ଭୁବନେଶ୍ୱର ଆସୁଛି ଧଳା ଜହର”
ବିଜେଡି ଉପସଭାପତି ପଦରୁ ବିଦା ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ । କହିଲେ, ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ସନ୍ଦେହ ଜନକ
କନକ ବ୍ୟୁରୋ : ସଂପଦକୀୟରେ ସଚିବଙ୍କ ବିରୋଧରେ ଲେଖି ଅଡୁଆରେ ପଡିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କିଛିଦିନ ହେବ ତାଙ୍କ ସଂପାଦକୀୟ ଲେଖାକୁ ନେଇ ଜଣଙ୍କ ପରେ ଜଣେ ବିଜେଡି ନେତା ସୌମ୍ୟଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆଜି ତାଙ୍କୁ ଦଳର ଉପସଭାପତି ପଦରୁ ବହିସ୍କୃତ କରାଯାଇଛି । ଏହାକୁ ନେଇ ଚାରିଆଡୁ ସୌମ୍ୟଙ୍କ ପ୍ରତି ସମର୍ଥନ ବଢୁଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ସୌମ୍ୟରଞ୍ଜନ । ସେ କହିଛନ୍ତି କିContinue reading “ବିଜେଡି ଉପସଭାପତି ପଦରୁ ବିଦା ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ । କହିଲେ, ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ସନ୍ଦେହ ଜନକ”
ଜି-୨୦ ସମ୍ମିଳନୀ ପରେ ବିଶ୍ୱ ବ୍ୟାଙ୍କର ସୂଚନା, ୟୁପିଆଇ ମାଧ୍ୟମରେ ୪୭ ବର୍ଷ ଲାଗିବାକୁ ଥିବା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ୬ ବର୍ଷରେ ପୂରଣ କରିଛି ଭାରତ
କନକ ବ୍ୟୁରୋ : ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚର ବା ଡି.ପି.ଆଇ ଭାରତ ପାଇଁ ଆଣି ଦେଇଛି ଆଶାତୀତ ସଫଳତା ଜ୍ଝ ଜନଧନ ବ୍ୟାଙ୍କ ଖାତା, ଆଧାର ତଥା ମୋବାଇଲ ପେମେଣ୍ଟ ଭଳି ଡି.ପି.ଆଇ ବ୍ୟବସ୍ଥା ଲାଗୁ କରିବା ଫଳରେ ଭାରତର ଅର୍ଥନୈତିକ ସମାଵେଶନରେ ବା ଫାଇନାନସିଆଲ ଇନକ୍ଲୁସନରେ ପ୍ରାୟ ୮୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଦେଇଛି । ଯେଉଁଠିକି ସାଧାରଣ ଭାବେ ପହଂଚିବା ପାଇଁ ଭାରତକୁ ପାଖ ପାଖି ୪୭ ବର୍ଷ ଲାଗିଥାନ୍ତା ବୋଲି ବିଶ୍ୱ ବ୍ୟାଙ୍କContinue reading “ଜି-୨୦ ସମ୍ମିଳନୀ ପରେ ବିଶ୍ୱ ବ୍ୟାଙ୍କର ସୂଚନା, ୟୁପିଆଇ ମାଧ୍ୟମରେ ୪୭ ବର୍ଷ ଲାଗିବାକୁ ଥିବା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ୬ ବର୍ଷରେ ପୂରଣ କରିଛି ଭାରତ”
ଆଜି ଭାରତ ଆସିବ C-295 ଯୁଦ୍ଧ ପରିବହନ ବିମାନ
ସେପ୍ଟେମ୍ବର ୨୦୨୧ ରେ C-295 ପରିବହନ ବିମାନ ପାଇଁ ୟୁରୋପୀୟ କମ୍ପାନୀ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ADSpace) ସହିତ ଭାରତ ୨୧ ହଜାର କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଥିଲା । ବୁଧବାର ଦିନ ଭାରତରେ ଏହାର ପ୍ରଥମ C-295 ରଣକୌଶଳ ସାମରିକ ଏୟାର ଲିଫ୍ଟ ବିମାନ ଆସି ପହଞ୍ଚିବ । ଏହାକୁ ଆଣିବା ପାଇଁ ବାୟୁସେନା ମୁଖ୍ୟ ବାୟୁସେନା ମାର୍ଶଲ ଭି.ଆର ଚୌଧୁରୀ ସ୍ପେନରେ ପହଞ୍ଚିଛନ୍ତି। ସ୍ପେନର ସେଭିଲ୍ ପ୍ଲାଣ୍ଟରେ C-295 ନିର୍ମାଣContinue reading “ଆଜି ଭାରତ ଆସିବ C-295 ଯୁଦ୍ଧ ପରିବହନ ବିମାନ”
ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପ୍ରସଙ୍ଗ: ବିଶ୍ୱେଶ୍ୱର ଟୁଡୁ କହିଲେ, ସୌମ୍ୟ ହିମାଳୟ ସଦୃଶ, ତାଙ୍କୁ ପଥର ମାରିଲେ କଣ ହେବ?
କନକ ବ୍ୟୁରୋ: ବିଜେଡି ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ହିମାଳୟ ସଦୃଶ । ତାଙ୍କୁ ପଥର ମାରିଲେ କଣ ହେବ? ସେ ଯେଉଁଠି ଠିଆ ହେବେ ହିମାଳୟ ପରି ଠିଆ ହେବେ । ଆଜି ବିଜେଡି ଉପ ସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଜାରି ହୋଇଛି ନିର୍ଦ୍ଦେଶନାମା । କାରଣ ନଦର୍ଶାଇContinue reading “ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପ୍ରସଙ୍ଗ: ବିଶ୍ୱେଶ୍ୱର ଟୁଡୁ କହିଲେ, ସୌମ୍ୟ ହିମାଳୟ ସଦୃଶ, ତାଙ୍କୁ ପଥର ମାରିଲେ କଣ ହେବ?”
ଫାଇଭ-ଟି ସଚିବଙ୍କୁ କହିଲେ, ବିଜେଡିକୁ ବାଧୁଛି କାହିଁକି ? ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ
କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କୁ କହିଲେ, ବିଜେଡିକୁ ବାଧୁଛି କାହିଁକି ? ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ । ସଚିବଙ୍କ ବିରୋଧରେ ଲେଖିଲେ, ଦଳୀୟ ପଦବୀ ଗଲା କାହିଁକି ? ଦଳର ଭଲ ପାଇଁ କହୁଥିବା ଓ ଲେଖୁଥିବା କହିଥିଲେ ସୌମ୍ୟ । ସଚିବ ବଡ଼ ନା ନେତା ବଡ଼ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟରଞ୍ଜନ । ଉପ-ସଭାପତି ପଦରୁ ହଟାଇ କି ବାର୍ତ୍ତା ଦେଲା ବିଜେଡି ? ପଦରୁ ହଟାଯାଇଥିବା ନେଇ ଚିଠିରେContinue reading “ଫାଇଭ-ଟି ସଚିବଙ୍କୁ କହିଲେ, ବିଜେଡିକୁ ବାଧୁଛି କାହିଁକି ? ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ”
ଜୁନେଦ ନାସିର ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ମୋନୁ ମାନେସରକୁ ଗିରଫ କଲା ହରିଆଣା ପୋଲିସ
କନକ ବ୍ୟୁରୋ : ଜୁନେଦ ନାସିର ହତ୍ୟା ମାମଲାରେ ଅଭିଯୁକ୍ତ ମୋନୁ ମାନେସରକୁ ଗିରଫ କରିଛି ହରିଆଣା ପୋଲିସ । ଚଳିତ ବର୍ଷ ଫେବୃଆରୀ ମାସରେ ଜୁନେଦ ନାସିରକୁ ହତ୍ୟା କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ମୋନୁ ମାନେସର । ଏହାସହ ମୋନୁ ନୁହ ହିଂସା ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଅନୁମାନ କରାଯାଉଛି କି, ହରିଆଣା ପୋଲିସ ମୋନୁକୁ ରାଜସ୍ଥାନ ପୋଲିସକୁ ହସ୍ତାନ୍ତର କରିପାରେ । ମୋନୁContinue reading “ଜୁନେଦ ନାସିର ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ମୋନୁ ମାନେସରକୁ ଗିରଫ କଲା ହରିଆଣା ପୋଲିସ”
ସୌମ୍ୟଙ୍କୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ ? ନୋଟିସ୍ ନକରି କାର୍ଯ୍ୟାନୁଷ୍ଠାନ ଉପରେ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ : କାରଣ ନଦର୍ଶାଇ କାର୍ଯ୍ୟାନୁଷ୍ଠାନ ? ସଚିବଙ୍କୁ ସମାଲୋଚନା କରି ଦଳୀୟ ପଦବୀରୁ ବାଦ ଦିଆଯାଇଛି । ସୌମ୍ୟଙ୍କୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ ? ନୋଟିସ୍ ନକରି କାର୍ଯ୍ୟାନୁଷ୍ଠାନ ଉପରେ ଉଠିଲା ପ୍ରଶ୍ନ । ବିଧାୟକ, ମନ୍ତ୍ରୀଙ୍କୁ ଲଗାଇ ଟାର୍ଗେଟ କରାଯାଉଥିଲା । ଲଗାତର ୩ଦିନ ଧରି ବୟାନବାଜି ହେଉଥିଲା । ଗୋଟିଏ ଦିନ ଚୁପ୍ ରହିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡିContinue reading “ସୌମ୍ୟଙ୍କୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ ? ନୋଟିସ୍ ନକରି କାର୍ଯ୍ୟାନୁଷ୍ଠାନ ଉପରେ ଉଠିଲା ପ୍ରଶ୍ନ”
ବିଜୁ ଜନତା ଦଳର ଉପ-ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା ।
କନକ ବ୍ୟୁରୋ: ସତକୁ ହଜମ କରିପାରିଲାନି ବିଜେଡି । ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି । #ବିଜେଡି_ଉପ_ସଭାପତି_ପଦରୁ_ହଟିଲେ_ସୌମ୍ୟ ବିଜେଡି ଉପ ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ । ମୁଖ୍ୟମନ୍ତ୍ରୀ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା । ସଚିବଙ୍କୁ ସମାଲୋଚନା କରିବାରୁ ବିଜେଡି ନେଲା କାର୍ଯ୍ୟାନୁଷ୍ଠାନContinue reading “ବିଜୁ ଜନତା ଦଳର ଉପ-ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା ।”