କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ରାଜଦ୍ରୋହ ଆଇନ ଉପରେ ଶୁଣାଣି କରିବେ ୫ଜଣିଆ ସାମ୍ବିଧାନିକ ପୀଠ

କନକ ବ୍ୟୁରୋ : ରାଜଦ୍ରୋହ ଆଇନର ଧାରା ୧୨୪ (କ) ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏହି ମାମଲାର ଶୁଣାଣି କରି କହିଛନ୍ତି କି, ଏହି ମାମଲାର ଶୁଣାଣି ପାଇଁ ୫ଜଣିଆ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରାଯିବ ଓ ସେମାନେ ଏହି ମାମଲାର ଶୁଣାଣି କରିବେ । ଅଭିଯୋଗକାରୀଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ ଶିବଲContinue reading “କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ରାଜଦ୍ରୋହ ଆଇନ ଉପରେ ଶୁଣାଣି କରିବେ ୫ଜଣିଆ ସାମ୍ବିଧାନିକ ପୀଠ”

ବ୍ୟାପୁଛି ସ୍କ୍ରବ ଟାଇଫସ : ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା ଲୋକ ହେଉଛନ୍ତି ଆକ୍ରାନ୍ତ

କନକ ବ୍ୟୁରୋ : ବ୍ୟାପୁଛି ସ୍କ୍ରବ ଟାଇଫସ । ଏହା ଚିଗର ନାମକ ଏକ କୀଟ କାମୁଡ଼ିଲେ ହେଉଛି । ଚାଷୀ ଏବଂ ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ ଏବଂ ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ରହିଥାଏ । ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡି ଥାଏ ସେଠାରେ ସ୍କିନ ଡେଡ ହୋଇଯାଏ । ଯାହାକୁ ଏଚାର ବୋଲି କୁହାଯାଏContinue reading “ବ୍ୟାପୁଛି ସ୍କ୍ରବ ଟାଇଫସ : ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା ଲୋକ ହେଉଛନ୍ତି ଆକ୍ରାନ୍ତ”

ବଢ଼ୁଛି ସୌରିନ୍ ଭଟ୍ଟଙ୍କ ଅଡ଼ୁଆ : କଲିକତାର ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ମହିଳା ଥାନା ଲେଖିଲା ଚିଠି

କନକ ବ୍ୟୁରୋ : ଗାୟକ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଫ୍ରିଜ ହେବ ସୌରିନଙ୍କ ବ୍ୟାଙ୍କ ଆକାଉଣ୍ଟ । ସୌରିନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ଗ୍ରହଣ କଲା କମିଶନରଟ ପୋଲିସ । କୋଲକାତାର ଦୁଇଟି ୨ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଲେଖିଲା ଚିଠି । ଗତକାଲି ସୌରିନଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । The post ବଢ଼ୁଛି ସୌରିନ୍ ଭଟ୍ଟଙ୍କ ଅଡ଼ୁଆ : କଲିକତାର ୨ଟି ବ୍ୟାଙ୍କContinue reading “ବଢ଼ୁଛି ସୌରିନ୍ ଭଟ୍ଟଙ୍କ ଅଡ଼ୁଆ : କଲିକତାର ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ମହିଳା ଥାନା ଲେଖିଲା ଚିଠି”

ନୀତିନ ଗଡକରୀଙ୍କ ପ୍ରସ୍ତାବ : ଡିଜେଲ ଗାଡି ଉପରେ ଲାଗିବ ୧୦ ପ୍ରତିଶତ ଅଧିକ ଜିଏସଟି

କନକ ବ୍ୟୁରୋ : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଡିଜେଲ ଗାଡିଗୁଡିକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫେକଚର୍ସର ୬୩ ତମ ସମ୍ମିଳନୀରେ ଯୋଗଦେଇ ଗଡକରି କହିଛନ୍ତି କି, ଡିଜେଲ ଗାଡିଗୁଡିକ ଉପରେ ଅଧିକ ୧୦ ପ୍ରତିଶତ ଜିଏସଟି ଲଗାଇବା ନେଇ ପ୍ରସ୍ତାବ ଦିଆଯାଇଛି । ଏନେଇ ସେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।Continue reading “ନୀତିନ ଗଡକରୀଙ୍କ ପ୍ରସ୍ତାବ : ଡିଜେଲ ଗାଡି ଉପରେ ଲାଗିବ ୧୦ ପ୍ରତିଶତ ଅଧିକ ଜିଏସଟି”

ଫାଇଭ-ଟି ସଚିବଙ୍କ ଜନ ଶୁଣାଣିରେ ଅଭିଯୋଗ : କେତେ ହୋଇଛି ସମାଧାନ ଚାଲିଛି ସମୀକ୍ଷା; ବିଭାଗୱାରୀ ସମୀକ୍ଷା କରୁଛନ୍ତି ଅନୁ ଗର୍ଗ

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଜନ ଶୁଣାଣିରେ ଆସିଥିବା ଅଭିଯୋଗର କେତେ ହୋଇଛି ସମାଧାନ ତାର ଚାଲିଛି ସମୀକ୍ଷା । ଜିଲ୍ଲାପାଳମାନଙ୍କୁ ନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରୁଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଏହାସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ବୈଠକରେ ଆଲୋଚନା ହେଉଥିବା ସୂଚନା ରହିଛି । The post ଫାଇଭ-ଟିContinue reading “ଫାଇଭ-ଟି ସଚିବଙ୍କ ଜନ ଶୁଣାଣିରେ ଅଭିଯୋଗ : କେତେ ହୋଇଛି ସମାଧାନ ଚାଲିଛି ସମୀକ୍ଷା; ବିଭାଗୱାରୀ ସମୀକ୍ଷା କରୁଛନ୍ତି ଅନୁ ଗର୍ଗ”

ଭାରତୀୟ ଫୁଟବଲ ଦଳ ପାଇଁ କେମିତି ଚାଲିଛି ଖେଳାଳି ଚୟନ ? ୨୦୨୨ ଏସିଆନ୍ କପ୍ ପ୍ରିଲିମସ୍ ପାଇଁ କୋଚ୍ ନେଇଥିଲେ ଜ୍ୟୋତିଷଙ୍କ ସାହାରା

କନକ ବ୍ୟୁରୋ : କ୍ୟାରିୟରରେ ଉନ୍ନତି, ପିଲାଙ୍କ ବାହାଘର, ଅସୁସ୍ଥତାରୁ ମୁକ୍ତି, ଗୃହ ଶାନ୍ତି ଏହିଭଳି ଅନେକ ପ୍ରସଙ୍ଗରେ ଆପଣ ଜ୍ୟୋତିଷଙ୍କ ଶରଣ ପଶୁଥିବେ । ସମାଜ ଯେତିକି ଉନ୍ନତି କରୁଛି କେଉଁ ଅଜଣା ଭୟରେ ଆମେ ସେତିକି ଅନ୍ଧବିଶ୍ୱାସୀ ହୋଇଯାଉଛୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତୀୟ ଟିମ୍ ପାଇଁ ଖେଳାଳି ଚୟନ କରିବାକୁ ବି ନିଆଯାଉଛି ଜ୍ୟୋତିଷଙ୍କ ସହାୟତା । ଏହିଭଳି ଏକ ରୋଚକ ଖବର ସାମ୍ନାକୁ ଆସିଛି । ୨୦୨୨ ମସିହାରେ ଏସିଆନContinue reading “ଭାରତୀୟ ଫୁଟବଲ ଦଳ ପାଇଁ କେମିତି ଚାଲିଛି ଖେଳାଳି ଚୟନ ? ୨୦୨୨ ଏସିଆନ୍ କପ୍ ପ୍ରିଲିମସ୍ ପାଇଁ କୋଚ୍ ନେଇଥିଲେ ଜ୍ୟୋତିଷଙ୍କ ସାହାରା”

ଏବେ ରାମଜନ୍ମଭୂମିର ସୁରକ୍ଷା କରିବ ସ୍ପେଶାଲ ଫୋର୍ସ SSF , ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଏଣିକି ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମିର ସୁରକ୍ଷା ନେଇ ବଡ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ରାମଲାଲା ଓ ମନ୍ଦିରର ସୁରକ୍ଷାର ଦାୟିତ୍ୱ ନେବ ଏସଏସଏଫ୍ । ଉତ୍ତରପ୍ରଦେଶ ସରକାର ନିକଟରେ ପିଏସି ଓ ପୁଲିସ ଯବାନଙ୍କୁ ମିଶ୍ରଣ କରି ଏହି ନୂଆ ଫୋର୍ସର ଗଠନ କରିଛନ୍ତି । ଏହି ଫୋର୍ସକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡିକର ସୁରକ୍ଷା ପାଇଁ ଗଠନ କରାଯାଇଛି । ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ପାଇଁ ଏବେ ଏସଏସଏଫ୍ ବାଟାଲିଅନକୁ ଟ୍ରେନିଙ୍ଗ ଦିଆଯାଇଛିContinue reading “ଏବେ ରାମଜନ୍ମଭୂମିର ସୁରକ୍ଷା କରିବ ସ୍ପେଶାଲ ଫୋର୍ସ SSF , ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ ନିଷ୍ପତ୍ତି”

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ

 ଚୀନରେ ଏବେ ଏକ ନୂତନ ପ୍ରକାର ରାଜନୈତିକ ଅସ୍ଥିରତା ଦେଖାଦେଇଛି । ବୈଦେଶିକ ମନ୍ତ୍ରୀ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ଖବର ସାମନାକୁ ଆସୁଛି । ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ନିଖୋଜ ଖବର ଏବେ ଚର୍ଚ୍ଚାରେ  । ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ଵିଟର) ରେ ଚାଇନାରେ ବୃଦ୍ଧି ପାଉଥିବା ରାଜନୈତିକ ଅସ୍ଥିରତା ବିଷୟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଗତ ଦୁଇ ସପ୍ତାହ ଧରିContinue reading “ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ”

ବିମାନରେ ଯାନ୍ତ୍ରିକ ତ୍ରୁଟି, କାନାଡା ଫେରିପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ : ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଜଷ୍ଟିନ

କନକ ବ୍ୟୁରୋ : ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାନାଡା ଫେରିପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଜଷ୍ଟିନ । ରବିବାର ଦିନ କାନାଡା ଫେରିବା ପୂର୍ବରୁ ପ୍ରୋଟୋକଲ ଅନୁଯାୟୀ ବିମାନର ଯାଂଚ କରାଯିବା ବେଳେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଥିଲା । ଫଳରେ ଏୟାରବସ ସିଭିସି-୦୦୧କୁ ଉଡ଼ାଣ ଭରିବା ପାଇଁ ଅନୁମତି ଦେଇନଥିଲା କାନାଡା ସେନା । ଦୁଇ ଦିନି ବିତି ଯାଇଥିଲେ ମଧ୍ୟContinue reading “ବିମାନରେ ଯାନ୍ତ୍ରିକ ତ୍ରୁଟି, କାନାଡା ଫେରିପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ : ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଜଷ୍ଟିନ”

ଝିଅ ଦେଖି ଯିବାକୁ ଉପରିସ୍ଥ ଅଧିକାରୀଙ୍କୁ କନଷ୍ଟେବଳଙ୍କ ଛୁଟି ଦରଖାସ୍ତ । ପଢିଲେ ହସି ହସି ବେଦମ୍ ହେବେ ।

କନକ ବ୍ୟୁରୋ: ‘ମହୋଦୟ ପୁଲିସ ଚାକିରୀ କରିଥିବା ପୁଅଙ୍କୁ ଝିଅ ମିଳିବା ମୁସ୍କିଲ ହେଲାଣି । ହେଲେ ଭାରି କଷ୍ଟରେ ଏହି ପ୍ରସ୍ତାବ ମିଳିଛି । ମୋର ବିବାହ ବୟସ ବି ଶେଷ ପର୍ଯ୍ୟାୟରେ । କହିବାର ଅର୍ଥ, ଶ୍ରୀମାନଙ୍କୁ ଅନୁରୋଧ, ପ୍ରର୍ଥୀକୁ ୫ ଦିନର ଆକସ୍ମିତ ଅବକାଶ ପ୍ରଦାନ କରିବାର କୃପା କରନ୍ତୁ । ମହୋଦୟଙ୍କର ଅଶେଷ କୃପା ହେବ’ । ଉତ୍ତରପ୍ରଦେଶର ଜଣେ କନଷ୍ଟେବଳ ତାଙ୍କ ଊପରିସ୍ଥ ଅଧିକାରୀଙ୍କୁ ଲେଖିଥିବା ଏହି ଛୁଟି ଆବେଦନContinue reading “ଝିଅ ଦେଖି ଯିବାକୁ ଉପରିସ୍ଥ ଅଧିକାରୀଙ୍କୁ କନଷ୍ଟେବଳଙ୍କ ଛୁଟି ଦରଖାସ୍ତ । ପଢିଲେ ହସି ହସି ବେଦମ୍ ହେବେ ।”

Design a site like this with WordPress.com
Get started