କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ବଡ଼ ବୟାନ : କହିଲେ, କିଛି ସମୟର ଅପେକ୍ଷା ଭାରତ ସହ ମିଶିଯିବ ପାକ୍ ଅଧିକୃତ କାଶ୍ମୀର

କନକ ବ୍ୟୁରୋ : ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହ ବଡ଼ ବୟାନ ଦେଇଛନ୍ତି । ଭାରତ ସହ ପାକ୍ ଅଧିକୃତ କଶ୍ମୀର ଆପେ ଆପେ ମିଶିଯିବ ବୋଲି କହିଛନ୍ତି । ତେବେ ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ବଢ଼ିଛି । ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେContinue reading “କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ବଡ଼ ବୟାନ : କହିଲେ, କିଛି ସମୟର ଅପେକ୍ଷା ଭାରତ ସହ ମିଶିଯିବ ପାକ୍ ଅଧିକୃତ କାଶ୍ମୀର”

ଚନ୍ଦ୍ରଯାନ ସୂର୍ଯ୍ୟଯାନ ପରେ ଏବେ ସମୁଦ୍ରଯାନ

ଚନ୍ଦ୍ରଯାନ ସୂର୍ଯ୍ୟଯାନ ପରେ ଭାରତ ଏବେ ତାହାର ସମୁଦ୍ରଯାନ ଲଞ୍ଚ କରିବାକୁ ଯାଉଛି  ସମୁଦ୍ରର ଛ’ ହଜାର ଫୁଟ ତଳକୁ ଯାଇ ଖଣିଜ ସମ୍ପଦର ସନ୍ଧାନ ଦେବ ଏହି ସମୁଦ୍ରଯାନ ଏହିପରି ଯାନ ତିଆରି କରିବାରେ ଭାରତ ବିଶ୍ବର ୬ ନମ୍ବର ଦେଶ ଭାରତ ଆସନ୍ତା ବର୍ଷ ପ୍ରାରମ୍ଭରେ ନିଜର ମହାସାଗର ମିଶନ ଅନ୍ତର୍ଗତରେ ଗଭୀର ସମୁଦ୍ରକୁ ଏକ ମାନବଯୁକ୍ତ ଯାନ ପଠେଇବାକୁ ଯାଉଛି । ‘ମତ୍ସ-6000’ ନାମକ ଏହି ସମୁଦ୍ରଯାନ ବଙ୍ଗୋପସାଗରରେ ପରୀକ୍ଷା କରାଯିବ ।Continue reading “ଚନ୍ଦ୍ରଯାନ ସୂର୍ଯ୍ୟଯାନ ପରେ ଏବେ ସମୁଦ୍ରଯାନ”

ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର : ସେଲଫି ନେବା ବେଳେ ଖସି ପଡିଥିଲେ 

କନକ ବ୍ୟୁରୋ : ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ମହାନଦୀକୁ ଖସିପଡିଥିଲେ । ଚାଉଁରପୁର ବ୍ରିଜ ଉପରୁ ଖସି ପଡିଥିଲେ । ସୂଚନାନୁସାରେ, ବ୍ରିଜ ଉପରୁ ଡେଇଁ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା  । ବ୍ରିଜ ଉପରେ ବ୍ୟକ୍ତି ଜଣଙ୍କ ସ୍କୁଟି ଥିବା ଦେଖିବାକୁ ମିଳିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମContinue reading “ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର : ସେଲଫି ନେବା ବେଳେ ଖସି ପଡିଥିଲେ “

ବଦଳିବାକୁ ଯାଉଛି ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍ । ନୂଆ ସଂସଦରେ ନୂଆ ବର୍ଦ୍ଦି ସହ ନଜର ଆସିବେ କର୍ମଚାରୀ ।

କନକ ବ୍ୟୁରୋ: ବଦଳିବ ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍ । ନୂଆ ସଂସଦରେ ନୂଆ ବର୍ଦ୍ଦିରେ ନଜର ଆସିବେ ସଂସଦର ସମସ୍ତ କର୍ମଚାରୀ । ଯେଉଁଥିରେ ଭାରତୀୟତାର ଝଲକ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକୁContinue reading “ବଦଳିବାକୁ ଯାଉଛି ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍ । ନୂଆ ସଂସଦରେ ନୂଆ ବର୍ଦ୍ଦି ସହ ନଜର ଆସିବେ କର୍ମଚାରୀ ।”

ରାଜଧାନୀରେ ଅଣାୟତ ଡେଙ୍ଗୁ : କ୍ୟାପିଟାଲ ହସ୍ପିଟାଲ ବାହାରେ ଧାରଣାରେ ସଫେଇ କର୍ମଚାରୀ; ସଫେଇ କାର୍ଯ୍ୟରେ ବାଧାପ୍ରାପ୍ତ, ଗନ୍ଧରେ ଫାଟି ପଡ଼ୁଛି ପରିବେଶ

କନକ ବ୍ୟୁରୋ : ଆନ୍ଦୋଳନରେ ବସିଛନ୍ତି କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ । ଦାୟିତ୍ୱ ନେଇଥିବା ନୂଆ ସଂସ୍ଥାର ବିଭିନ୍ନ ନୀତିକୁ ବିରୋଧ କରି ଆନ୍ଦୋଳନର ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ହସ୍ପିଟାଲରେ କୁଢ଼ କୁଢ଼ ମଇଳା ଜମା ହୋଇ ରହିଛି । ଦୁର୍ଗନ୍ଧରେ ଫାଟି ପଡ଼ୁଛି ବିଭିନ୍ନ ୱାର୍ଡ । ଏପଟେ ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ହୋଇଛି । ଗତ ୮ଦିନରେ ୬ଶହ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାଇରାଲContinue reading “ରାଜଧାନୀରେ ଅଣାୟତ ଡେଙ୍ଗୁ : କ୍ୟାପିଟାଲ ହସ୍ପିଟାଲ ବାହାରେ ଧାରଣାରେ ସଫେଇ କର୍ମଚାରୀ; ସଫେଇ କାର୍ଯ୍ୟରେ ବାଧାପ୍ରାପ୍ତ, ଗନ୍ଧରେ ଫାଟି ପଡ଼ୁଛି ପରିବେଶ”

ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ବିବାଦ ଜାରି : ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା ସ୍ଥାନୀୟ ବିଧାୟକଙ୍କ ଅଭିଯୋଗ; ରାଜନୀତି କରାଯାଉଥିବା କହିଲା ବିଜେଡି

କନକ ବ୍ୟୁରୋ : ମୟୂରଭ୍ଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଜାରି ରହିଛି ବିବାଦ । ଯଦିଓ ଏହି ମାରାଥନ କାର୍ଯ୍ୟକ୍ରମ ସରକାରୀ ବୋଲି ଶାସକ ଦଳ ସଫେଇ ଦେଇଛି କିନ୍ତୁ ସ୍ଥାନୀୟ ବିଧାୟକ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଡକାନଯିବା ନେଇ ଏବେ ପ୍ରଶ୍ନ ଉଠିଛି । ସ୍ଥାନୀୟ ବିଜେପି ବିଧାୟକ କହିଛନ୍ତି ସରକାରୀ କାର୍ଯ୍ୟକ୍ରମ ଥିଲେ ମଧ୍ୟ ତାଙ୍କୁ ଡକାଯାଇନଥିଲା । ଜିଲ୍ଲାର ବିଭିନ୍ନ ସରକାରୀ ବୈଠକରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଥିବା ସେ କହଛନ୍ତି ।Continue reading “ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ବିବାଦ ଜାରି : ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା ସ୍ଥାନୀୟ ବିଧାୟକଙ୍କ ଅଭିଯୋଗ; ରାଜନୀତି କରାଯାଉଥିବା କହିଲା ବିଜେଡି”

ଓଲଟିଲା କାଠ ବୋଝେଇ ଟ୍ରକ : ୧୧ ଘଣ୍ଟାରୁ ଅଧିକ ହେବ ଯାତାୟତ ବାଧାପ୍ରାପ୍ତ

କନକ ବ୍ୟୁରୋ : କୋରାପୁଟ ବୈପାରିଗୁଡ଼ା ରାସ୍ତାରେ ଓଲଟିଲା କାଠ ବୋଝେଇ ଟ୍ରକ । ୧୧ ଘଣ୍ଟାରୁ ଅଧିକ ହେବ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଯିବାକୁ ଯୋଗାଯୋଗ ବନ୍ଦ ରହିଛି । ଗତକାଲି ରାତିରେ ବୈପାରିଗୁଡ଼ାର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାଠ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।Continue reading “ଓଲଟିଲା କାଠ ବୋଝେଇ ଟ୍ରକ : ୧୧ ଘଣ୍ଟାରୁ ଅଧିକ ହେବ ଯାତାୟତ ବାଧାପ୍ରାପ୍ତ”

ଶ୍ରୀମନ୍ଦିର ନାଟମଣ୍ଡପ ଫାଟର ଶୀଘ୍ର ମରାମତି ଦାବି : ଏଏସଆଇକୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଭିତର ଫାଟ ବିମର ତୁରନ୍ତ ମରାମତି କରାଯିବା ଆବଶ୍ୟକ । ନଚେତ ଏହା ହୁଏତ ଭୁଶୁଡ଼ି ପଡ଼ିବ । ତେଣୁ ତୁରନ୍ତ ନାଟପଣ୍ଡପର ମରାମତି ଦିଗରେ ପଦକ୍ଷେପ ନେବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ହାଇକୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାୟର ହୋଇଛି । ଆବେଦନକାରୀ ଅଭିଷେକ ଦାସଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଛି ଯେ ପୂର୍ବରୁ ଏଏସ୍ଆଇ ହାଇକୋର୍ଟରେ ଦାଖଲ କରିଥିବା ତଥ୍ୟରେ ନାଟମଣ୍ଡପContinue reading “ଶ୍ରୀମନ୍ଦିର ନାଟମଣ୍ଡପ ଫାଟର ଶୀଘ୍ର ମରାମତି ଦାବି : ଏଏସଆଇକୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ”

ସାଉଦୀଆରବ ସହ ଭାରତର ବନ୍ଧୁତା ଦେଖି ଡରୁୁଛି ପାକିସ୍ତାନ । ମୋଦୀଙ୍କ ସହ କ୍ରାଉନ୍ ପ୍ରିନ୍ସଙ୍କ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଆଲୋଚନା

କନକ ବ୍ୟୁରୋ: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇଥିବା ପାଖାପାଖି ସମସ୍ତ ଅତିଥି ନିଜ ନିଜ ଦେଶକୁ ଫେରିସାରିଲେଣି । କିନ୍ତୁ ଦୁଇଜଣ ଅତିଥିଙ୍କୁ ନେଇ ଚର୍ଚ୍ଚା । ଜଣେ ହେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ , ଯାହାଙ୍କ ବିମାନରେ ତ୍ରୁଟି ଯୋଗୁଁ ତାଙ୍କୁ ଏଯାଏଁ ଭୋତରେ ଅଟକିବାକୁ ପଡିଛି । ଅନ୍ୟ ଜଣେ ସାଉଦୀଆବର ପ୍ରିନ୍ସ କ୍ରାଉନ ମୋହମ୍ମଦ ବିନ୍ ସଲମାନ୍, ଯିଏ ଭାରତରେ ରାଜକୀୟ ଗସ୍ତରେ ଅଛନ୍ତି । ସମସ୍ତ ଅତିଥି ସ୍ୱଦେଶକୁ ଫେରିଯିବା ପରେ ବିContinue reading “ସାଉଦୀଆରବ ସହ ଭାରତର ବନ୍ଧୁତା ଦେଖି ଡରୁୁଛି ପାକିସ୍ତାନ । ମୋଦୀଙ୍କ ସହ କ୍ରାଉନ୍ ପ୍ରିନ୍ସଙ୍କ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଆଲୋଚନା”

ଜିଲ୍ଲା ବାହାରକୁ ନଯିବା ନେଇ ସରକାରୀ ନିୟମରେ ବନ୍ଧା ମହାପ୍ରୟାଣ ଗାଡ଼ି : ସ୍ତ୍ରୀର ଶବ ନେବାକୁ ଭିକ ମାଗିଲେ ସ୍ୱାମୀ

କନକ ବ୍ୟୁରୋ : ଜିଲ୍ଲା ବାହାରକୁ ନଯିବା ନେଇ ସରକାରୀ ନିୟମରେ ବନ୍ଧା ମହାପ୍ରୟାଣ ଗାଡ଼ି । ମୃତ ସ୍ତ୍ରୀର ଶବ ନେବାକୁ ପାଖରେ ଟଙ୍କା ନଥିବାରୁ ଭିକ ମାଗିଲେ ସ୍ୱାମୀ । ସମ୍ବଲପୁର ଭୀମସାରରେ ଘଟିଛି ଏହି ଅଭାବନୀୟ ଘଟଣା । ଡାକ୍ତରଖାନା ବାରଣ୍ଡାରେ ଗାମୁଛା ପକାଇ ଛଳ ଛଳ ଆଖିରେ ଭିକ ମାଗୁଥିଲେ ଅନୁଗୁଳ ଜିଲ୍ଲା ବନ୍ତଳା ପୁକତୁଙ୍ଗା ଗାଁର ପାଣ୍ଡବ ମୁଖୀ । ତାଙ୍କ ପତ୍ନୀ କର୍କଟ ପୀଡ଼ିତ ହୋଇ ଭୀମସାରରେ ଚିକିତ୍ସାContinue reading “ଜିଲ୍ଲା ବାହାରକୁ ନଯିବା ନେଇ ସରକାରୀ ନିୟମରେ ବନ୍ଧା ମହାପ୍ରୟାଣ ଗାଡ଼ି : ସ୍ତ୍ରୀର ଶବ ନେବାକୁ ଭିକ ମାଗିଲେ ସ୍ୱାମୀ”

Design a site like this with WordPress.com
Get started