କନକ ବ୍ୟୁରୋ: ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଲିବ୍ୟା ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ହଜାରେରୁ ଅଧିକ ନିଖୋଜ ହୋଇଥିବା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୋମବାର ଦିନ କହିଛନ୍ତି। ଲିବ୍ୟାର ପୂର୍ବ ପ୍ରାନ୍ତକୁ ନିୟନ୍ତ୍ରଣ କରୁଥିବା ‘ଲିବ୍ୟାନ୍ ନ୍ୟାସ୍ନାଲ୍ ଆର୍ମି’ର (ଏଲ୍ଏନ୍ଏ) ମୁଖପାତ୍ର ଅହମଦ୍ ମିସ୍ମାରି ଟେଲିଭିଜନ୍ରେ ପ୍ରସାରିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ିContinue reading “ଲିବ୍ୟାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ । ସମୁଦ୍ର ଢେଉରେ ଭାସିଯାଇ ୨୦୦୦ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା”
Tag Archives: News
ନଦୀରେ ଭାସି ଆସିଲେ ଭାବର ଠାକୁର : ପାଣିରୁ ଛାଣି ନେଇ ଘରେ ପୂଜାର୍ଚ୍ଚନା କରୁଛି ଭକ୍ତ
କନକ ବ୍ୟୁରୋ : ଏ କେଉଁ ଚକ୍ରତୀର୍ଥ ମୁହାଣ ନୁହେଁ କି ଏ ଦୃଶ୍ୟ ମଧ୍ୟ କେଉଁ ନୀଳମାଧବଙ୍କ କାହାଣୀଠୁ ବି କମ୍ ନୁହେଁ । ସତେ ଯେମିତି ସ୍ୱୟଂ ମହାପ୍ରଭୁ ନୀଳମାଧବରୁ ପ୍ରଭୁ ଜଗନ୍ନାଥ ରୂପ ନେଇ ଭକ୍ତଙ୍କ ପାଖକୁ ନଦୀ ଗର୍ଭରେ ଭାସି ଭାସି ଆସିଛନ୍ତି । ଆଉ ତାଙ୍କ ଅପେକ୍ଷାରେ ରାଜା ଇନ୍ଦ୍ରଦ୍ୟୁମ୍ନ ନାହାନ୍ତି ସତ କିନ୍ତୁ କାଳିଆକୁ କୋଳେଇ ନେବାକୁ ଅଛନ୍ତି ହଜାର ହଜାର ଭକ୍ତ । ଏ ଅଲୌକିକ ଦୃଶ୍ୟContinue reading “ନଦୀରେ ଭାସି ଆସିଲେ ଭାବର ଠାକୁର : ପାଣିରୁ ଛାଣି ନେଇ ଘରେ ପୂଜାର୍ଚ୍ଚନା କରୁଛି ଭକ୍ତ”
୫ ଦିନ ହେବ ସ୍କୁଲ ଯାଇ ଫେରିନାହାଁନ୍ତି ଦୁଇ ସାଙ୍ଗ । ବିକଳ ହେଉଛନ୍ତି ଦୁଇ ମା’
କନକ ବ୍ୟୁରୋ: ଯୋଉଠି ବସିଲେ , ଯାହାକୁ ଦେଖିଲେ ବାୟାଣି ଭଳି କାନ୍ଦୁଛି ମା’ । ପୁଅକୁ କୋଉଠି ଦେଖିଛ ବୋଲି ପଚାରି ବାହୁନୁଛି । ଏମିତି ୪ ଦିନ ହେଲା ଅହରହ ଏ ମା’ ଆଖିରୁ ବହି ଚାଲିଛି ଧାରଧାର ଲୁହ । ଇଏ ଆଉ ଜଣେ ମା’ , ପୁଅକୁ ଝୁରି ଝୁରି ଯେମିତି ପଥର ପାଲଟିଗଲେଣି । ଦୁହିଁଙ୍କ ୨ ପୁଅ ୪ ଦିନ ହେଲା କେଉଁଆଡେ ଯାଇଛନ୍ତି ଏଯାଏଁ ଘରକୁ ଫେରିନାହାଁନ୍ତି,Continue reading “୫ ଦିନ ହେବ ସ୍କୁଲ ଯାଇ ଫେରିନାହାଁନ୍ତି ଦୁଇ ସାଙ୍ଗ । ବିକଳ ହେଉଛନ୍ତି ଦୁଇ ମା’”
ଶେଷ ହେଲା ATM କାର୍ଡ ଝିଞ୍ଜଟ୍ । ଏଣିକି UPIରେ ଉଠାଇପାରିବେ ଟଙ୍କା
କନକ ବ୍ୟୁରୋ: ଭାରତରେ ପ୍ରଥମ ୟୁପିଆଇ ଏଟଏମ୍ ଲଞ୍ଚ ହୋଇସାରିଛି । ଏଣିକି ଆପଣ ଏଟିଏମ କାର୍ଡ ଭୁଲିଗଲେ ବି ମୋବାଇଲ ବ୍ୟବହାର କରି ୟୁପିଆଇରେ ଉଠାଇପାରିବେ ଟଙ୍କା । ଆପଣ ହୁଏତ ଏଏଟିଏମ୍ କାର୍ଡ ଭୁଲିଯାଇପାରନ୍ତି କିନ୍ତୁ ମୋବାଇଲ ତ ସାଙ୍ଗରେ ନେବାକୁ ଭୁଲିବା ଏତେ ସହଜ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ସମସ୍ୟା ଦୂରେଇବା ଚେଷ୍ଟାରେ ଆଉ ପାଦେ ଅଗକୁ ବଢିଛି ଭାରତ । ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିିନଟେକ୍ ଫେଷ୍ଟରେContinue reading “ଶେଷ ହେଲା ATM କାର୍ଡ ଝିଞ୍ଜଟ୍ । ଏଣିକି UPIରେ ଉଠାଇପାରିବେ ଟଙ୍କା”
ମହାନଦୀକୁ ଡେଇଁ ଜଣେ ନିଖୋଜ : ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଖୋଜାଖୋଜି ଜାରି
କନକ ବ୍ୟୁରୋ : ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ । ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଛନ୍ତି ବ୍ୟକ୍ତିଜଣଙ୍କ । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ବ୍ୟକ୍ତିଙ୍କ କୌଣସି ପରିଚୟ ମିଳି ପାରିନାହିଁ । The post ମହାନଦୀକୁ ଡେଇଁ ଜଣେ ନିଖୋଜ : ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଖୋଜାଖୋଜିContinue reading “ମହାନଦୀକୁ ଡେଇଁ ଜଣେ ନିଖୋଜ : ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଖୋଜାଖୋଜି ଜାରି “
ରୁଷରେ କିମ୍ ଜୋଙ୍ଗ ଉନ : ସାଙ୍ଗରେ ଅଛନ୍ତି ସେନା ଓ ବୈଦେଶିକ ଅଧିକାରୀ; ପୁଟିନ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ
କନକ ବ୍ୟୁରୋ : ସ୍ୱତନ୍ତ୍ର ଟ୍ରେନରେ ଯାଇ ରୁଷିଆରେ ପହଞ୍ଚିଲେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଉତ୍ତର କୋରିଆର ପ୍ୟୋଙ୍ଗୟାଙ୍ଗ ସହରରୁ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରି ରୁଷିଆର ପୂର୍ବତଟ ସହର ଖାସନରେ ପହଞ୍ଚିଛନ୍ତି । ପୁଟିନ ପ୍ରଶାସନ ପକ୍ଷରୁ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । କିମ୍ ଜୋଙ୍ଗ ଉନଙ୍କ ସହ ଉତ୍ତର କୋରିଆର ସେନା ଓ ବୈଦେଶିକ ଅଧିକାର ମଧ୍ୟ ଉପସ୍ଥିତ ଅଛନ୍ତି । ବିଦେଶ ଗସ୍ତ ପାଇଁ କିମContinue reading “ରୁଷରେ କିମ୍ ଜୋଙ୍ଗ ଉନ : ସାଙ୍ଗରେ ଅଛନ୍ତି ସେନା ଓ ବୈଦେଶିକ ଅଧିକାରୀ; ପୁଟିନ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ”
ରାସ୍ତାରେ ଶିକ୍ଷକ, ସ୍କୁଲରେ ହୋଇପାରୁନି ଠିକ୍ ଭାବେ ପାଠପଢ଼ା : ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ଅପିଲ
କନକ ବ୍ୟୁରୋ : ସମାନ କାମକୁ ସମାନ ଦରମା ଦାବିରେ ସାରା ରାଜ୍ୟରେ ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ପ୍ରତିବାଦ । ୪ ଦିନ ହେଲା ସ୍କୁଲରେ ପାଠପଢା ଠପ୍ ହୋଇପଡିଛି । ରାଜ୍ୟ ସରକାର ଏବେ ସ୍ଥିତିକୁ ଦେଖି ଆନ୍ଦୋଳନ ପ୍ରତ୍ୟାହାର ପାଇଁ କହିଛନ୍ତି । ସୋମବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ବସିଥିଲା । ହେଲେ ବୈଠକରୁ କୌଣସି ସୁଫଳ ମିଳିପାରିନିContinue reading “ରାସ୍ତାରେ ଶିକ୍ଷକ, ସ୍କୁଲରେ ହୋଇପାରୁନି ଠିକ୍ ଭାବେ ପାଠପଢ଼ା : ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ଅପିଲ”
ଏମିତି ଜୀବନ କାହାକୁ ନମିଳୁ ! ଡହ ଡହ ଖରାରେ ଭିକ୍ଷା ମାଗି ଚଳୁଛନ୍ତି ୩ ଭିନ୍ନକ୍ଷମ; ଦିବ୍ୟାଙ୍ଗ ୩ଭାଇଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି
କନକ ବ୍ୟୁରୋ : ଜୀବନର ଅନ୍ୟନାମ ଯନ୍ତ୍ରଣା । ହେଲେ ସମାଜରେ ଏମିତି କିଛି ବ୍ୟକ୍ତି ବି ଅଛନ୍ତି ଯାହାଙ୍କ ପାଇଁ ଜୀବନ ହିଁ ଯନ୍ତ୍ରଣା । ଖୋର୍ଦ୍ଧା ରାଜରାସ୍ତାରେ ତିନି ଜଣ ଭିନ୍ନକ୍ଷମଙ୍କ ଭିକ୍ଷା ମାଗୁଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଦିନଦ୍ୱିପହର ଡହ ଡହ ଖରାରେ ରାସ୍ତାରେ ତିନି ଦିବ୍ୟାଙ୍ଗ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି । ଜଣେ ଦିବ୍ୟାଙ୍କ ହ୍ୱିଲ ଚେୟାରରେ ବସିଥିବା ଆଉ ଜଣେ ଦିବ୍ୟାଙ୍ଗ ହ୍ୱିଲ ଚେୟାରକୁContinue reading “ଏମିତି ଜୀବନ କାହାକୁ ନମିଳୁ ! ଡହ ଡହ ଖରାରେ ଭିକ୍ଷା ମାଗି ଚଳୁଛନ୍ତି ୩ ଭିନ୍ନକ୍ଷମ; ଦିବ୍ୟାଙ୍ଗ ୩ଭାଇଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି”
ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା : ଜଣେ ଶିକ୍ଷକରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା
କନକ ବ୍ୟୁରୋ : ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ୫୦ ଜଣ ଛାତ୍ରଛାତ୍ରୀ । ହେଲେ ପିଲାଙ୍କୁ ପାଠ ପଢାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷୟିତ୍ରୀ । ଏହା ପ୍ରତିବାଦରେ ବରଗଡ ଜିଲ୍ଲା ବିଜେପୁର ବିଜ୍ଞାପିତ ପରିଷଦର କେଉଁଟିପାଲି ପ୍ରାଥମିକ ବିଦ୍ୟାଳୟରେ ତାଲା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ । ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁContinue reading “ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା : ଜଣେ ଶିକ୍ଷକରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା”
ମେଡିକାଲରେ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା : ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ
କନକ ବ୍ୟୁରୋ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରେ ନାବାଳକର ମୃତ୍ୟୁ ଅଭିଯୋଗ । ଏହାର ପ୍ରତିବାଦରେ ଟାୟାର ଜାଳି ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଅବରୋଧ କଲ ଉତ୍ତ୍ୟକ୍ତ ଗ୍ରାମବାସୀ । ଫଳରେ ସେହି ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ମୃତକ ହେଉଛନ୍ତି ସଗଡିଆ ସାହିର ୯ ବର୍ଷର ନାବାଳକ ସୁମନ୍ତ ଦିଗାଲ । ସଗଡିଆ ସାହି ନିକଟ ଜାତୀୟ ରାଜପଥରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେContinue reading “ମେଡିକାଲରେ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା : ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ”